‘ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ କୂଟନୀତିର ବିଜୟ’ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତକୁ ନେଇ କହିଲେ ଶାହା
ନୂଆଦିଲ୍ଲୀ,୨୩।୬: ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେଠାରେ ଥିବା ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଛି। ଏଥିସହ ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତକୁ ନେଇ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ପ୍ରଧାନମନ୍ତ୍ରୀ…
ଆସାମ ବନ୍ୟାରେ ୫ ଲକ୍ଷ ପ୍ରଭାବିତ
ଗୁଆହାଟୀ,୨୩ା୬: ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାଯୋଗୁ ୧୨ ଜିଲାର ପାଖାପାଖି ୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟାରେ ଉଦାଲଗୁରି ଜିଲା ଟାମୁଲପୁରର ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଦେଇଛି। ବକ୍ସା, ବାରପେଟା, ଚିରାଙ୍ଗ,…
ଅଜାଣତରେ କୋଟିପତି ପାଲଟିଲେ ୨୨ ଶ୍ରମିକ
ଜବଲପୁର,୨୩ା୬: ମଧ୍ୟପ୍ରଦେଶର ବାଲାଘାଟ ଜିଲା ଓ୍ବାରାସେଓନିର ୨୨ ଜଣ ଆଦିବାସୀ ଶ୍ରମିକ ଅଜାଣତରେ ରାତାରାତି କୋଟିପତି ପାଲଟିଯାଇଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ୮୦ କୋଟି ଟଙ୍କା ଜମା ହୋଇଛି। ତଦନ୍ତ ପାଇଁ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ ୟୁନିଟ୍ ଶ୍ରମିକମାନଙ୍କ ଘରେ ପହଞ୍ଚତ୍ବା ପରେ…
ଭାରତରେ ଖବରଦାତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ ହେଉ
ଚେନ୍ନାଇ, ୨୩ା୬: ଭାରତୀୟ ଗଣମାଧ୍ୟମ ଆକ୍ରମଣର ସମ୍ମୁଖୀନ ହୋଇଥିବା କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟସ୍ (ସିପିଜେ) କହିଛି। ଭାରତରେ ଖବରଦାତାମାନଙ୍କୁ ଧମକ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରାମର୍ଶ ଦେବା ନିମନ୍ତେ ସିପିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ…
ସ୍ତ୍ରୀଙ୍କୁ ନିଶା ଦେଇ ବଳାତ୍କାର ପାଇଁ ‘ଅତିଥି ନିମନ୍ତ୍ରଣ’
ପ୍ୟାରିସ୍,୨୩ା୬: ଫ୍ରାନ୍ସର ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ସବୁଦିନ ରାତିରେ ନିଶା ଦେଉଥିଲେ। ସେ ତାଙ୍କୁ ବଳାତ୍କାର କରିବା ଲାଗି ଅନ୍ୟ ପୁରୁଷମାନଙ୍କୁ ନିମନ୍ତ୍ରଣ କରୁଥିଲେ। ମହିଳା ଜଣକ ଏନେଇ କିଛି ଜାଣିପାରୁ ନ ଥିଲେ। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ଏପରି…
ଭାରତୀୟ ଦଳରେ ୩ ଓଡ଼ିଆ
ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଦୃଷ୍ଟିବାଧିତ ଆଇବିଏସ୍ଏ ବିଶ୍ୱ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଗୁରୁବାର ୧୭ ଜଣିଆ ଭାରତୀୟ ଦଳ ଘୋଷଣା କରିଛି ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ସଂଘ(କାବି)। ଅନ୍ତର୍ଜାତୀୟ ଦୃଷ୍ଟିବାଧିତ କ୍ରୀଡା ମହାସଂଘ(ଆଇବିଏସ୍ଏ) ପକ୍ଷରୁ ଓ୍ବାଲର୍ଡ ଗେମ୍ସ ୨୦୨୩ ଆୟୋଜିତ…
ଓ୍ବିଣ୍ଟର ଅଲିମ୍ପିକ୍ସ ଲକ୍ଷ୍ୟରେ ରଞ୍ଜିତା
ଭୁବନେଶ୍ୱର, ୨୩ା୬ (ସରୋଜ ଜେନା): ଓଡ଼ିଶାର ଏକମାତ୍ର ସ୍କି ଓ ସ୍ନୋ ବୋର୍ଡ ଖେଳାଳି ରଞ୍ଜିତା ବେହେରାଙ୍କୁ ଭେଟିଛନ୍ତି ଭାରତୀୟ ସ୍କି ଓ ସ୍ନୋ ବୋର୍ଡ ସଭାପତି ରୂପଚାନ୍ଦ ନେଗୀ। ମହାପ୍ରଭୁଙ୍କ ରଥଯାତ୍ରା ଦର୍ଶନ କରି ଫେରିବା ପରେ ସେ ଭୁବନେଶ୍ୱରରେ…
କାର୍ଯ୍ୟକାରୀ ହେଲାନି ହାଇକୋର୍ଟଙ୍କ ନିର୍ଦ୍ଦେଶ
ନୟାଗଡ,୨୩।୬(ଲୋକନାଥ ମିଶ୍ର): ନୟାଗଡ ଜିଲା ନୂଆଗାଁ ତହସିଲ ସାନହମରା ମୌଜାର ଏକ ଜମିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ଧାନ ନ ବୁଣି ପାରି ଗୁରୁବାର ଫେରିଛନ୍ତି। ନୂଆଗଁା ତହସିଲଦାର ଓ ମହିପୁର ଆରଆଇଙ୍କ ବାରଣ, ବିଲ ମୁଣ୍ଡରେ ଆଦିବାସୀ ଲୋକ…
ବର୍ଲିନରେ ଓଡ଼ିଆ ଝିଅଙ୍କ ଚମକ
ଭୁବନେଶ୍ୱର, ୨୩।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍ଡ ସମର ଗେମ୍ସରେ ଚମକ ଦେଖାଇଛନ୍ତି ଓଡ଼ିଶାର ପ୍ରତିଭାସମ୍ପନ୍ନ ସାଇକ୍ଲିଷ୍ଟ କଳ୍ପନା ଜେନା। ସେ ସାଇକ୍ଲିଂର ୨ କିଲୋମିଟର ଟାଇମ୍ ଟ୍ରାଏଲ୍ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି।…
ଅଧା ସଫେଇ କରି ଛାଡ଼ିଦେଲେ
ନୟାଗଡ଼,୨୩।୬(ଲୋକନାଥ ମିଶ୍ର): ନର୍ଦ୍ଦମା ଜଳରେ ସୃଷ୍ଟି ହେବାକୁ ଥିବା ବନ୍ୟାର ଭୟ ନୟାଗଡ଼ ମ୍ୟୁନିସିପାଲିଟିର ୧ନଂ. ୱାର୍ଡରୁ ହଟୁନି। କଲଭର୍ଟ ଓ ଡ୍ରେନ ନିର୍ମାଣରେ ତ୍ରୁଟି କାରଣରୁ ଏଠାରେ ବର୍ଷାଋତୁରେ କୃତ୍ରିମ ବନ୍ୟା ହୋଇ ଆସୁଛି। ଜିଲା ସଦର ମହକୁମାର ସହର…
ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନାହାନ୍ତି
ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ଡାକ୍ତର ନାହାନ୍ତି। ଫଳରେ ସାଧାରଣ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି। ତେଣୁ ତୁରନ୍ତ ନୂଆଗାଁ ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର…
ଛାତ୍ରୀଛାତ୍ର ପଡ଼ିଆରେ ଖାଉଛନ୍ତି ମଧ୍ୟାହ୍ନଭୋଜନ
ନୂଆଗାଁ,୨୩।୬(ଧନେଶ୍ୱର ସାହୁ ): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ପ୍ରଥମେ ୫-ଟି ଯୋଜନାରେ ରୂପାନ୍ତରିତ ହୋଇଥିବା ଚାହାଳି ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ସ୍କୁଲ ପରିଚାଳନା କମିଟିର ସଭାପତି, ସଦସ୍ୟ, ସ୍ଥାନୀୟ ସମିତି…
Archives


