୫୦ ହଜାର ଭକ୍ତଙ୍କ ପାଇଁ ବାହାରିଲା ଆଡ଼ପ ଅବଢ଼ା
ପୁରୀ,୨୩। ୬(ଅଜିତ ମହାନ୍ତି): ଜନ୍ମ ବେଦୀରେ ତିନି ଠାକୁର। ଶୁକ୍ରବାର ଆଡ଼ପ ଅବଢା ବାହାରିଛି । ୫୦ ହଜାର ଭକ୍ତଙ୍କ ପାଇଁ ଆଜି ସୁଆର ମହାସୁଆର ନିଯୋଗ ପକ୍ଷରୁ ଆଡ଼ପ ଅବଢ଼ା ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ଯେଭଳି ସୁବିଧାରେ ମହାପ୍ରସାଦ ସେବନ…
ଟାଇଟାନିକର ଭଗ୍ନାବଶେଷ ଦେଖିବାକୁ ଚାହୁଁ ନ ଥିଲେ ଅରବପତିଙ୍କ ପୁଅ
ଲଣ୍ଡନ,୨୩।୬: ଟାଇଟାନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଟାଇଟନ ବୁଡାଜାହାଜରେ ଯାଇଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ପାକିସ୍ତାନ ମୂଳ ବାସିନ୍ଦା ଜଣେ ଅରବପତି ଶହଜାଦା ଦାଉଦ ଓ ତାଙ୍କ ୧୯ ବର୍ଷୀୟ ପୁଅ ସୁଲେମାନ ଦାଉଦଙ୍କର ବି ମୃତ୍ୟୁ…
ଭବାନୀପାଟଣାରେ ଭାଜପାର ମହାଜନସମ୍ପର୍କ ଅଭିଯାନ: ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ, ବିଜେଡି ଉପରେ ବର୍ଷିଲେ ନଡ୍ଡା
ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିୟମଠାରେ ଶୁକ୍ରବାର ମହାଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଥିଲା। ପୂର୍ବାହ୍ନରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ହେଲିକପ୍ଟରରେ ପହଞ୍ଚି ପଥମେ ମା’ ମାଣିକେଶ୍ୱରୀଙ୍କ ଦର୍ଶନ …
‘ଟାଇଗର-୩’ପାଇଁ ଡବିଂ କରୁଛନ୍ତି ସଲମାନ, ଫିଲ୍ମର ଭିପିଏକ୍ସ ଉପରେ ମଧ୍ୟ କାମ ଆରମ୍ଭ
ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଟାଇଗର-୩’ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ କ୍ରମାଗତ ଭାବରେ ନୂଆ ନୂଆ ଖବର ସାମ୍ନାକୁ ଆସୁଛି। କେତେବେଳେ ଏହି ଚଳଚ୍ଚିତ୍ର ସହ ଜଡିତ ଭିଡିଓ ସାମ୍ନାକୁ ଆସେ,…
ଷ୍ଟିଲ ମିଲରେ ଭୟଙ୍କର ବିସ୍ଫୋରଣ: ୪ ମୃତ, ୫ ଆହତ
ବେଜିଂ,୨୩।୬: ଉତ୍ତର-ପୂର୍ବ ଚାଇନାର ଏକ ଷ୍ଟିଲ ମିଲରେ ଶୁକ୍ରବାର ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅନ୍ୟପଟେ, ଆହତଙ୍କୁ…
ଝିଅକୁ କୋଳରେ ଧରି ପତ୍ନୀ ଉପାସନାଙ୍କ ସହ ହସ୍ପିଟାଲରୁ ଘରକୁ ଫେରିଲେ ରାମ ଚରଣ
ଚେନ୍ନାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଧାଡିର ନାୟକ ରାମ ଚରଣ ଏବେ ଚର୍ଚ୍ଚାରେ। ତେବେ ସେ କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ନିଜର ପର୍ସନାଲ ଲାଇଫକୁ ନେଇ। ବିବାହର ଦୀର୍ଘ ୧୧ ବର୍ଷ ପରେ ରାମ ଚରଣ ଓ ପତ୍ନୀ…
ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହେଲା ଐଶ୍ୱର୍ଯ୍ୟାଙ୍କ ଏହି ଫିଲ୍ମ
ମୁମ୍ବାଇ: ଓଟିଟି ପ୍ଲାଟଫର୍ମରେ ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଅଭିନୀତ ଫିଲ୍ମ ପିଏସ୍-୨ ହିନ୍ଦୀରେ ରିଲିଜ ହୋଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶନାରେ ଚୋଳ ସାମ୍ରାଜ୍ୟ ଉପରେ ନିର୍ମିତ ଏହି ଫିଲ୍ମ ଗତ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା। ହିନ୍ଦୀ…
ପୂର୍ବତନ ଡିଏସ୍ଡବ୍ଲ୍ୟୁଓ ଗିରଫ
ଭୁବନେଶ୍ୱର,୨୩ା୬(ସତ୍ୟଜିତ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ବତନ ଭଦ୍ରକ ଜିଲା ସମାଜ ମଙ୍ଗଳ ଅଧିକାରିଣୀ(ଡିଏସ୍ଡବ୍ଲ୍ୟୁଓ) ଜୟନ୍ତୀ ବେହେରା ଶୁକ୍ରବାର ଗିରଫ ହୋଇଛନ୍ତି। ଦୁଇ ଦିନର ଚଢ଼ାଉରେ ଭିଜିଲାନ୍ସ ତାଙ୍କଠାରୁ ବିପୁଳ ପରିମାଣର ସମ୍ପତ୍ତି ଠାବ କରିଛି। ଯାହାକି ତାଙ୍କ…
ରୁଷିଆରୁ ଏସ୍-୪୦୦ କିଣିବା ଉପରେ ଭାରତକୁ କାହିଁକି ବ୍ୟାନ କଲାନି ଆମେରିକା? ପେଣ୍ଟାଗନ ଦେଲା ଉତ୍ତର
ଓ୍ବାଶିଂଟନ,୨୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଭାରତ ରୁଷିଆରୁ ଅସ୍ତ୍ରଶସ୍ତ୍ର କିଣିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି। ରୁଷିଆରୁ ଭାରୀ ଅସ୍ତ୍ର କିଣୁଥିବା ଦେଶମାନଙ୍କ ଉପରେ ଆମେରିକା ଏହାର କଠୋର ନିୟମ ଲାଗୁ କରେ, ହେଲେ ଯେତେବେଳେ ଭାରତ…
ମୁକ୍ତ ଯୋଜନା ପ୍ରକଳ୍ପ ନିର୍ମାଣ ପ୍ରକ୍ରିୟା ଆରମ୍ଭ
ଗଞ୍ଜାମ,୨୩ା୬(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍ଏସିରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ୧ କୋଟି ୯୦ ଲକ୍ଷ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ମୁକ୍ତା ଯୋଜନାରେ ଆସିଥିବା ଏହି ଅନୁଦାନରେ ସହରର ଉନ୍ନତିକରଣ କରାଯିବ। ଏହାର ପ୍ରକ୍ରିୟା…
ଛିଣ୍ଡିଯାଇଛି ଖାଦ୍ୟନଳୀ, ଯନ୍ତ୍ରଣାରେ ଛଟପଟ
ଖପ୍ରାଖୋଲ,୨୩ା୬(ଅଭୟ ତ୍ରିପାଠୀ): ମନରେ ଅସୁମାରୀ ଆଶା, ଆଖିରେ ଆଖିଏ ସ୍ବପ୍ନ। ପୁଅ ବଡ ହେବ, ଭଲ ମଣିଷ ହେବ ଆଉ ଗରିବ ପରିବାରର ଦୁଃଖ ଯିବ। ହେଲେ କିଏ ଜାଣିଥିଲା ସାଇକେଲ ଚଳାଉ ଚଳାଉ ପଡ଼ି ଯିବା ଏତେବଡ ଅଘଟଣାକୁ ଡାକି…
ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଜାଣତରେ କଟା ଖନନ
କୁଚିଣ୍ଡା,୨୩ା୬(ବିରଞ୍ଚତ୍ ଦର୍କା): ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ଭିକାପାଲି ଗ୍ରାମରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଜାଣତରେ ଏକ ବୁଢିକଟା ଖନନ (ମାଟିକାମ) ଚାଲିଛି। ଏହି କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ନ ଥିବାରୁ ଜନସାଧାରଣ କଟା ଖନନରେ କେତେ ଅର୍ଥ…
Archives


