୫ ଦିନ ହେବ ନିଖୋଜ ଥିଲେ ପୁଅ :ମିଳିଲା ଝୁଲନ୍ତା ମୃତଦେହ
ପୋଲସରା,୨୩ା୬(ସୁବ୍ରତ ବେହେରା): ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତ ହଂସାରାଳି ଗ୍ରାମର ଜଣେ ଯୁବକଙ୍କ ମୃତଦେହ କାନକାଟି କାଜୁ ତୋଟାରୁ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି। ସେ ହେଲେ ଜୟଦେବ ସ୍ବାଇଁଙ୍କ ପୁଅ ଚନ୍ଦନ (୨୩)। ଚନ୍ଦନ ୫ ଦିନ ହେବ…
କୃଷିବିଜ୍ଞାନ କେନ୍ଦ୍ର ପରିସରରେ ୭ ମଇଁଷି ମୃତ
ଆର.ଉଦୟଗିରି,୨୩ା୬(ମନୋଜ କୁମାର ପାଢୀ)-ଆର.ଉଦୟଗିରିରେ ଥିବା ଜିଲା କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ୭ଟି ମଇଁଷିଙ୍କ ମୃତ୍ୟୁ ହୋଇଛି। ମୋହନ ପଲେଇ ଓ ତିଲ ପଲେଇଙ୍କ ଏହି ମଇଁଷିଗୁଡିକ କୌଣସି କୀଟନାଶକ ଖାଇ ଦେଇଥିବା ସନ୍ଦେହ କରାଯାଇଛି। କୃଷୀ ବିଜ୍ଞାନ କେନ୍ଦ୍ର ପରିସରରେ…
କଂଗ୍ରେସ ନେତାଙ୍କୁ ନଜରବନ୍ଦୀ ଘଟଣା: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ଏମ୍ପି
ଖଇରା, ୨୩ା୬(ଉତ୍କଳବନ୍ଧୁ ପଣ୍ଡା): ଗୁରୁବାର ୫-ଟି ସଚିବଙ୍କ ଖଇରା ଗସ୍ତ ଅବସରରେ ଖଇରା ଓ ସିମୁଳିଆ ପୋଲିସ କଂଗ୍ରେସ ନେତାଙ୍କୁ ଆସାମୀ ଭଳି ବ୍ୟବହାର କରିବା ସିମୁଳିଆ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡାଙ୍କୁ ତାଙ୍କ ବାସଭବନ ଚାରିପଟୁ…
ଯୌତୁକ ନିର୍ଯାତନା ମାମଲା: ସ୍ବାମୀ, ଶାଶୁ, ଶ୍ୱଶୁରଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡ
ଭଦ୍ରକ,୨୩।୬ (ସନାତନ ରାଉତ): ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ମୟ କୁମାର ପାଢ଼ୀ ଏକ ଯୌତୁକ ନିର୍ଯାତନା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୋଗକାରୀ ମହିଳାଙ୍କ ସ୍ବାମୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଜଳଙ୍ଗା ଗ୍ରାମର…
ବେଆଇନ ପାର୍କିଂ ଯୋଗୁଁ ଦୂର୍ଘଟଣା,ହେଲପର ମୃତ
କେନ୍ଦୁଝର, ୨୩ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୦ର ବାଇପାସ ରାସ୍ତା ସିଦ୍ଧମଠ ନିକଟରେ ଏକ ଦୁର୍ଘଟଣା ଘଟିଛି। ବେଆଇନ ପାର୍କିଂ କରିଥିବା ଏକ ଟ୍ରକ ପଛ ପଟରେ ଆଉ ଏକ ଟ୍ରକ୍ ଧକ୍କା…
ବଢିଲା ହୀରାକୁଦ ଜଳଭଣ୍ଡାରର ଜଳସ୍ତର
ସମ୍ବଲପୁର,୨୩।୬: ଓଡ଼ିଶାରେ ମୌସୁମୀ ପ୍ରବେଶ ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିଛି । ଗୁରୁବାର ଜଳସ୍ତର ୬୦୦.୩୯ ଫୁଟ ଥିବା ବେଳେ ତାହା ଶୁକ୍ରବାର ବୃଦ୍ଧି ପାଇ ୬୦୦.୫୬ ଫୁଟରେ ପହଞ୍ଚିଛି । ତେବେ ଇନଫ୍ଲୋ ବଢିବାରୁ ଜଳସ୍ତର ବୃଦ୍ଧି ପାଇଛି…
ଦି କପିଲ ଶର୍ମା ଶୋ’ର ଏହି ସିଜିନ୍ର ଶେଷ ଏପସୋଡ ହେଲା ସୁଟ୍
ମୁମ୍ବାଇ: ଲୋକପ୍ରିୟ ଶୋ ‘ଦି କପିଲ ଶର୍ମା ଶୋ’ ଘରେ ଘରେ ପରିଚିତ। ତେବେ ଏହି ଶୋର ଏହି ସିଜିନ୍ ଶେଷ ହେବାକୁ ଯାଉଛି। କପିଲ ଶର୍ମା ଶୋର ଶେଷ ଏପିସୋଡ ଗୁରୁବାର ସୁଟ୍ ହୋଇଛି। ଶୋ’ର ସବୁ ଅଭିନେତା ଏବଂ…
କାଷ୍ଟିଂ କାଉଚ୍ର ଶିକାର ହୋଇଛନ୍ତି ରାଜୀବ ଖଣ୍ଡେଲୱାଲ!
ମୁମ୍ବାଇ: ରାଜୀବ ଖଣ୍ଡେଲୱାଲ ଟିଭି, ଚଳଚ୍ଚିତ୍ର ଏବଂ ଓଟିଟି ଦୁନିଆରେ ଏକ ଜଣାଶୁଣା ନାମ। ତାଙ୍କର ଚମତ୍କାର ପ୍ରଦର୍ଶନରେ ସେ ସମସ୍ତଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ଖାସ୍ କରି ଝିଅମାନେ ତାଙ୍କର ବଡ ଫ୍ୟାନ୍। ନିକଟରେ ଏକ ସାକ୍ଷାତକାରରେ…
ପାର୍ସାଲିରେ ଲାଗିଲା ମାଓବାଦୀ ପୋଷ୍ଟର
ରାୟଗଡ଼ା,୨୩।୬(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳରେ ପୁଣି ଲାଗିଲା ମାଓବାଦୀ ପୋଷ୍ଟର । କଲ୍ୟାଣସିଂହପୁର ବ୍ଲକ ପାର୍ସାଲିଠାରେ ୪ଟି ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ଏହାକୁ ବାସଧାରା-ନାଗାବଳୀ-ଘୁମୁସୁର(ବାଘୁନା) ମାଓ କମିଟି ଲଗେଇଥିବା ପୋଷ୍ଟରେ ଉଲ୍ଲେଖ ରହିଛି। ଉକ୍ତ ପୋଷ୍ଟରରେ ବେଦାନ୍ତ…
ବାଲିଗୁଡାରେ ନୂତନ ଏସଡିପିଓଙ୍କ ଯୋଗଦାନ
ବାଲିଗୁଡା, ୨୩।୬ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡାରେ ନୂଆ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଭାବେ ୟଶ ପ୍ରତାପ ଶ୍ରୀମଲ ଶୁକ୍ରବାର ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ୟଶ ପ୍ରତାପ ୨୦୨୦ ବ୍ୟାଚର ଆଇପିଏସ ଅଧିକାରୀ l ସେ ପ୍ରୋବେସନାରୀ…
ଫାର୍ମଲ୍ୟାଣ୍ଡ କିଣିଲେ ସୁହାନା
ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ଇଣ୍ଟିରିୟର ଡିଜାଇନର ଗୌରି ଖାଁଙ୍କ ଝିଅ ସୁହାନା ଖାଁ ଏବେ ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଷ୍ଟାର କିଡ ଭାବେ ରହୁଛନ୍ତି ଚର୍ଚ୍ଚାରେ। ଏହି ଷ୍ଟାର କିଡ ଖୁବଶୀଘ୍ର ‘ଆର୍ଚିଜ’ ସହ ବଲିଉଡରେ ଡେବ୍ୟୁ କରିବାକୁ…
ସନ୍ଧ୍ୟାରେ ୪ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ
ପୁରୀ,୨୩। ୬(ଅଜିତ ମହାନ୍ତି): ଜନ୍ମ ବେଦୀରେ ତିନି ଠାକୁରଙ୍କ ଦର୍ଶନ ଲାଗି ଭକ୍ତଙ୍କ ଜନସମାଗମ ହେଉଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ୪ଘଣ୍ଟା ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଯୋଗୁ ଦର୍ଶନ ବନ୍ଦ ରହିବା ନେଇ ସୂଚନା ମିଳିଛି। ଦ୍ୱିତୀୟ ଭୋଗମଣ୍ଡପ…
Archives


