୫ କୋଟିଙ୍କ ଜୀବନ ନେବା ଆଶଙ୍କା
ଲଣ୍ଡନ,୨୭ା୯: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦ୍ୱାରା ନାମିତ ଡିଜିଜ୍ ଏକ୍ସ କୋଭିଡ୍-୧୯ ତୁଳନାରେ ଅଧିକ ଭୟାବହ ମହାମାରୀର କାରଣ ହୋଇପାରେ ବୋଲି ବ୍ରିଟେନ୍ର ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ କେଟ୍ ବିଙ୍ଗ୍ହାମ୍ କହିଛନ୍ତି। ସେ ୨୦୨୦ ମେ’ରୁ ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନ୍ର…
ଲାଗ୍ରାଞ୍ଜ ପଏଣ୍ଟ-୧ ଅଭିମୁଖେ ଆଦିତ୍ୟ-ଏଲ୍୧
ବେଙ୍ଗାଲୁରୁ,୨୭ା୯; ଭାରତର ପ୍ରଥମ ସୂର୍ଯ୍ୟ ମିଶନରେ ଯାଇଥିବା ଆଦିତ୍ୟ-ଏଲ୍୧ ମହାକାଶ ଯାନ ଏହାର ଗନ୍ତବ୍ୟ ସ୍ଥଳ ଲାଗ୍ରାଞ୍ଜ ପଏଣ୍ଟ ୧ (ଏଲ୍୧) ଅଭିମୁଖେ ଅଗ୍ରସର ହେଉଛି। ଏହା ଏକ ଅନନ୍ୟ ସ୍ଥାନ ଯେଉଁଠି ସୂର୍ଯ୍ୟ ଓ ପୃଥିବୀର ଆକର୍ଷଣ ଶକ୍ତି କ୍ଷୁଦ୍ର…
ବେଙ୍ଗାଲୁରୁ ବନ୍ଦ ବେଳେ ହଜାରେ ଅଟକ
ବେଙ୍ଗାଲୁରୁ,୨୭ା୯: ତାମିଲନାଡୁକୁ କାବେରୀ ଜଳ ଛାଡ଼ିବାକୁ ବିରୋଧକରି କର୍ନାଟକ ଜଳ ସଂରକ୍ଷଣ ସମିତି (କେଜେଏସ୍ଏସ୍) ପକ୍ଷରୁ ମଙ୍ଗଳବାର ବେଙ୍ଗାଲୁରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦକୁ ଜନସାଧାରଣ ସ୍ବେଚ୍ଛାକୃତ ଭାବେ ସମର୍ଥନ ଜଣାଇଛନ୍ତି। ଫଳରେ ସହରରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି।…
ପକ୍ଷ ଛେଦନ ନା ‘ଇଣ୍ଡିଆ’କୁ ଡର
ନୂଆଦିଲ୍ଲୀ/ଭୋପାଳ,୨୭ା୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୨୦୧୮ ନଭେମ୍ବର ୨୮ରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ୧୧୪ ଆସନ ଦଖଲ କରିଥିବା କଂଗ୍ରେସ ଝୁଲା ସରକାର ଗଠନ କରିଥିଲା। ଭାଜପା ୧୦୯ ଆସନରେ ସୀମିତ ରହିଥିଲେ ବି ଏପରି ପେଞ୍ଚ କରିଥିଲା ଯେ, କଂଗ୍ରେସ…
ପ୍ରଭାତ ବିଶ୍ୱାଳଙ୍କ ବିରୋଧରେ ଇଡିର ଚାର୍ଜଶିଟ୍
ଭୁବନେଶ୍ୱର,୨୭ା୯(ସତ୍ୟଜିତ୍ ରାଉତ): ବହୁଚର୍ଚ୍ଚିତ ସିଶୋର ଚିଟ୍ଫଣ୍ଡ ଠକେଇ ମାମଲାର ଆର୍ଥିକ କାରବାର ଦିଗକୁ ନେଇ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ବିଳାସିନୀଙ୍କ ବିରୋଧରେ ଭୁବନେଶ୍ୱରସ୍ଥିତ ସ୍ବତନ୍ତ୍ର କୋର୍ଟ…
ଆପାର୍ଟମେଣ୍ଟ କ୍ରେତା ସଂଘକୁ କ୍ଷମତା
ଭୁବନେଶ୍ୱର,୨୭ା୯ (ଅନିଲ ଦାସ): ବହୁ ପ୍ରତୀକ୍ଷା ପରେ ଆପାର୍ଟମେଣ୍ଟ ମାଲିକ(କ୍ରେତା)ମାନଙ୍କୁ ସୁରକ୍ଷା ଦେବା ସକାଶେ ରାଜ୍ୟ ସରକାର ଓଡ଼ିଶା ଆପାର୍ଟମେଣ୍ଟ(ମାଲିକାନା ଓ ପରିଚାଳନା) ବିଲ୍-୨୦୨୩କୁ ମଙ୍ଗଳବାର ବିଧାନସଭାରେ ଗୃହୀତ କରାଇଛନ୍ତି॥ ଏଥିରେ ଆପାର୍ଟମେଣ୍ଟ କ୍ରେତାମାନଙ୍କ ସଂଘକୁ ଅଧିକ କ୍ଷମତା ଦିଆଯାଇଛି। ସଂଘର…
ହାଇକୋର୍ଟ ବିଚାରପତି ନିଯୁକ୍ତିରେ ବିଳମ୍ବ କରୁଛି କେନ୍ଦ୍ର
ନୂଆଦିଲ୍ଲୀ,୨୭ା୯: ସୁପ୍ରିମକୋର୍ଟ କଲେଜିୟମ ବିଭିନ୍ନ ହାଇକୋର୍ଟରେ ବିଚାରପତି ନିଯୁକ୍ତି ଓ ବଦଳି ପାଇଁ ୭୦ ନାମ ସୁପାରିସ୍ କରିଥିବାବେଳେ ତାହା କେନ୍ଦ୍ର ସରକାରଙ୍କ ପାଖରେ ପଡ଼ିରହିଛି। ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ସର୍ବୋଚ୍ଚ ଅଦାଲତ ମଙ୍ଗଳବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି…
୮୦ ବୟସରେ ବି ସେବାରେ ମନ: ଚଳାଉଛନ୍ତି ଫ୍ରି ଅଟୋ ଆମ୍ବୁଲାନ୍ସ…
ନୂଆଦିଲ୍ଲୀ,୨୬।୯ : କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ସେବା ପାଇଁ ବୟସର କିଛି ବାଛ ବିଚାର ନଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ । ମାତ୍ର ଜୀବନର…
ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଆକ୍ରମଣରେ ଓ୍ବାର୍ଡ ସଭ୍ୟ ଗୁରୁତର
ହିଞ୍ଜିଳିକାଟୁ, ୨୬।୯( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତହଁର ଗ୍ରାମରେ ରାଜନୈତିକ ତଥା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସୋମବାର ରାତିରେ ଗଣେଶ ପୂଜା ଭସାଣୀରେ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଗୋଟିଏ ଗୋଷ୍ଠୀର ତଥା ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟ…
ରଶ୍ମିକାଙ୍କ ହାତରେ ନୂଆ ପ୍ରୋଜେକ୍ଟ ଭିଡି-୧୨…
ମୁମ୍ବାଇ : ପୁଷ୍ପା:ଦ ରାଇଜରେ ଶ୍ରୀବଲି ଭୂମିକାରେ ଅଭିନୟ କରି ହିନ୍ଦୀ ଭାଷାଭାଷୀ ଦର୍ଶକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଏବେ ହେଡଲାଇନରେ ରହିଛନ୍ତି। ହିନ୍ଦୀ ଚଳଚ୍ଚିତ୍ରରେ ଅଭିନେତ୍ରୀଙ୍କ ଡେବ୍ୟୁ ହୁଏତ ଏକ ଫ୍ଲପ…
ପାକିସ୍ତାନ ଦଳକୁ ମିଳିଲା ଭିସା, ଏହି ଦିନ ଭାରତରେ ପହଞ୍ଚିବେ…
ନୂଆଦିଲ୍ଲୀ,୨୬।୯: ପାକିସ୍ତାନ କ୍ରିକେଟ ଟିମ୍ ଲାଗି ଭାରତୀୟ ଭିସା ଜାରି କରାଯାଇଛି। ଏନେଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ସୋମବାର ସୂଚନା ଦେଇଛି। ଏଣୁ ଦଳ ସେପ୍ଟେମ୍ବର ୨୭ରେ ଭାରତ ଆସିବ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୨୯ରେ ପାକିସ୍ତାନ ଟିମ୍ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ…
ଅଗଷ୍ଟରେ ହୋଇଛି ୧୦୦୦ କୋଟି ୟୁପିଆଇ ନେଣଦେଣ
ନୂଆଦିଲ୍ଲୀ,୨୬।୯: ଇଣ୍ଟିଗ୍ରେଟେଡ୍ ପେମେଣ୍ଟ ସିଷ୍ଟମ ୟୁପିଆଇ ଜରିଆରେ ଡିଜିଟାଲ ପେମେଣ୍ଟର ସଂଖ୍ୟା ଅଗଷ୍ଟରେ ଅନେକ ଗୁଣା ବଢ଼ି ୧୦୦୦ କୋଟିରେ ପହଞ୍ଚିଛି। ଏହାପଛରେ ଗ୍ରାହକଙ୍କ ଦ୍ୱାରା ବିଭିନ୍ନ ଛୋଟବଡ଼ ଦୋକାନରେ କରାଯାଉଥିବା ପେଟିଏମ୍ ନେଣଦେଣରେ ବୃଦ୍ଧି ହେବା ରହିଥିବା ଏକ ରିପୋର୍ଟରେ…

