Home Left

ରବିବାର ଦକ୍ଷିଣମୋଡ ନେବେ ୩ ରଥ

ପୁରୀ,୨୪। ୬(ଅଜିତ ମହାନ୍ତି): ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଲୀଳାଖେଳା ସରିସରି ଆସୁଛି । ତେବେ ରବିବାର ୩ ରଥର ଦକ୍ଷିଣମୋଡ ହେବ । ପୂଜାପଣ୍ଡା ସାମନ୍ତଙ୍କ ଆଜ୍ଞାମାଳ ଆସିବା ପରେ ରଥ ଟଣାଯିବ । ନାକଚଣା ଦ୍ୱାର ନିକଟକୁ ରଥ…

ଗିରଫ ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ

ଭୁବନେଶ୍ୱର,୨୪।୬: ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ଶନିବାର ଗିରଫ କରାଯାଇଛି। ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ  ଗିରଫ କରିଛି। ଭିଜିଲାନ୍ସ ସେଲ ଏସ୍ପି ଏମ. ରାଧାକ୍ରିଷ୍ଣନଙ୍କ ସୂଚନା ଅନୁଯାୟୀ, ପ୍ରଶାନ୍ତ ରାଉତଙ୍କଠାରୁ ୫ କୋଟିରୁ…

ଫିଲ୍ମ ‘ଏମରଜେନ୍ସି’ର ଟିଜର ଆଉଟ୍‌, ଜାଣନ୍ତୁ କେବେ ହେବ ରିଲିଜ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଏମରଜେନ୍ସି’ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିବା ଦିନଠାରୁ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଛନ୍ତି। ଶେଷରେ, ଶନିବାର କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ଏମରଜେନ୍ସି’ ର ଟିଜର ରିଲିଜ କରିଛନ୍ତି।ସର୍ଟ କ୍ଲିପ୍‌ରେ ଅନୁପମ…

ପରିବାରର ୫ ଜଣଙ୍କୁ ହତ୍ୟା କରିବା ପରେ ନିଜେ କଲେ ଆତ୍ମହତ୍ୟା

ଲକ୍ଷ୍ନୌ,୨୪।୬: ଉତ୍ତରପ୍ରଦେଶରେ ମେନପୁରୀ ଜିନପଦର ପୋଲିସ ଷ୍ଟେଶନ କିଶନି ଅଞ୍ଚଳରେ ପରିବାରର ୫ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ବଡ଼ ଭାଇ। ଏହି ଘଟଣା ଘଟାଇବା ପରେ ବ୍ୟକ୍ତି ଜଣଙ୍କ ମଧ୍ୟ ନିଜକୁ ଗୁଳି କରିଦେଇଥିବା ଜଣାପଡିଛି। ତେବେ…

ଆଜି ହେରାପଞ୍ଚମୀ: ମା’ ଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ

ପୁରୀ,୨୪। ୬(ଅଜିତ ମହାନ୍ତି): ଜନ୍ମବେଦୀରେ ତିନି ଠାକୁର। ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ନେଇ ୯ ଦିନାତ୍ମକ ଯାତ୍ରାରେ ଯାଇଛନ୍ତି ମହାପ୍ରଭୁ। ଏପଟେ ମହାଲଷ୍ମୀ ଅଭିମାନ କରିଛନ୍ତି ଜଗତର ନାଥ ଜଗନ୍ନାଥଙ୍କ ଉପରେ। ଏଣୁ ମହାଲକ୍ଷ୍ମୀଙ୍କ ରୋଷର ଶିକାର ହେବେ ନନ୍ଦିଘୋଷ…

ଶ୍ରୀନଗରରେ ‘ବଳିଦାନ ସ୍ତମ୍ଭ’ର ଶିଳାନ୍ୟାସ କଲେ ଶାହା

ଶ୍ରୀନଗର,୨୪।୬: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ଶ୍ରୀନଗରର ମଝିରେ ଥିବା ପ୍ରତାପ ପାର୍କରେ ‘ବଳିଦାନ ସ୍ତମ୍ଭ’(ଶହୀଦଙ୍କ ସ୍ମାରକ)ର ଶିଳାନ୍ୟାସ କରିଛନ୍ତି। ଅଧିକାରୀ କହିଛନ୍ତି, ଶାହା ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ଶ୍ରୀନଗର ସହରର ବ୍ୟବସାୟିକ କେନ୍ଦ୍ର…

ଟାପରାଙ୍ଗ ଗାଁରେ ମାଓବାଦୀ ପୋଲିସ ଗୁଳି ବିନିମୟ ଘଟଣା: ପୋଷ୍ଟର ଲଗାଇ ପୁଣି ଉପସ୍ଥିତ ଜାହିର କଲେ ଲାଲବାହିନୀ

ଭବାନୀପାଟଣା,୨୪।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଅନ୍ତର୍ଗତ ମାଣିକେରା ପଞ୍ଚାୟତର ଟାପରାଙ୍ଗ ଗାଁରେ ଗତ ମେ ୯ ତାରିଖ ସକାଳୁ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଏହି…

ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଇଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା କୋପ୍ପିକର ଗତ କିଛି ବର୍ଷ ହେବ ଇଣ୍ଡଷ୍ଟ୍ରିଠାରୁ ଦୂରରେ ରହିଛନ୍ତି କିନ୍ତୁ ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ସେ ପ୍ରତିଦିନ ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରି ପ୍ରଶଂସକଙ୍କ ସହ ଯୋଡି ହୋଇ…

ମୋଦିଙ୍କ ପାଦ ଛୁଇଁଲେ ଅନ୍ତର୍ଜାତୀୟ ଗାୟିକା ମେରି ମିଲବେନ

ଓ୍ବାଶିଂଟନ,୨୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ରୁ ୧୩ଜୁନ ମଧ୍ୟରେ ତିନି ଦିନିଆ ଆମେରିକା ଗସ୍ତରେ ଥିଲେ। ବର୍ତ୍ତମାନ ସେ ଇଜିପ୍ଟ ଗସ୍ତରେ ବାହାରିଛନ୍ତି। ଆମେରିକା ଗସ୍ତ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତାଙ୍କର ଗସ୍ତର ଶେଷ ଦିନରେ ସେ…

ନେପାଳରେ ହିନ୍ଦୀ ଫିଲ୍ମର ସ୍କ୍ରିନିଂ ଆରମ୍ଭ, ହେଲେ ‘ଆଦିପୁରୁଷ’ ଉପରେ ରହିଛି ନିଷେଧାଦେଶ

କାଠମାଣ୍ଡୁ,୨୪।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ବିବାଦ ଶେଷ ହେବାର ନାଁ ନେଉନାହିଁ। ଦେଶରେ ଏହି ଫିଲ୍ମକୁ ବିରୋଧ କରାଯାଉଥିବାବେଳେ ବିରୋଧ ଯୋଗୁଁ ନେପାଳରେ ଫିଲ୍ମର ସ୍କ୍ରିନିଂ ଉପରେ କିଛି ଦିନ ନିଷେଧ କରାଯାଇଛି। କାଠମାଣ୍ଡୁ ମେୟର ‘ଆଦିପୁରୁଷ’ ସହ ଅନ୍ୟ ହିନ୍ଦୀ…

ସମସ୍ତ ସୀମା ପାର୍‌ କଲେ ପାକ୍‌ ରକ୍ଷାମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ନେଇ କହିଲେ ଏଭଳି

ଇସଲାମାବାଦ,୨୪।୬: ୱାଶିଂଟନରେ ଏକ ଖବରଦାତା ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିଳିତ ଭାବେ ପାକିସ୍ତାନକୁ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବାକୁ କହିଥିଲେ। ଏହା ବ୍ୟତୀତ ପଠାନକୋଟ ଏବଂ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ…

ହୋଟେଲ ରୁମ୍‌ରୁ ବ୍ୟାଙ୍କ ଅଧିକାରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଦେବଗଡ,୨୪।୬:( ଶଶାଙ୍କ ଶେଖର ଝାଙ୍କର) ଦେବଗଡ ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସିଏସସି ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଶୁକ୍ରବାର ମମତା ହୋଟେଲରୁ ଉଦ୍ଧାର କରାଯାଇଛି । ଉକ୍ତ ଘଟଣା ସହରରେ ଚର୍ଚ୍ଚାର ବିଷୟ ସାଜିଛି। ମୃତ ବ୍ୟାଙ୍କ ଅଧିକାରୀ ଜଣକ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri