Home Left

ଏମିତି ଭୁଲ ବଢ଼ାଇପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି ସବୁଠୁ ଜରୁରୀ ଉପଯୁକ୍ତ ଖାଦ୍ୟପେୟ। ଏ ନେଇ ମଧୁମେହ ରୋଗୀଙ୍କୁ ଖାଦ୍ୟପେୟ ଜନିତ ଅନେକ…

‘ପୋନିୟିନ ସେଲଭାନ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଲାଇକା ପ୍ରଡକ୍ସନ୍ସ ଉପରେ ଇଡିର ଚଢାଉ

ଚେନ୍ନାଇ,୧୬।୫: ତାମିଲନାଡୁର ରାଜଧାନୀ ଚେନ୍ନାଇର ଲାଇକା ପ୍ରଡକ୍ସନ୍ସ ପରିସରରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିଛି। ଏହି କମ୍ପାନୀ ବକ୍ସ ଅଫିସରେ ହିଟ ଚଳଚ୍ଚିତ୍ର ‘ପୋନିୟିନ ସେଲଭାନ-୧’ ଏବଂ ‘ପୋନିୟିନ ସେଲଭାନ-୨’ ପ୍ରସ୍ତୁତ କରିଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରଡକ୍ସନ ହାଉସ…

କାହାକୁ ବଲିଉଡ୍‌ର ସେକ୍ସି ଅଭିନେତ୍ରୀ କହିଥିଲେ ଅକ୍ଷୟ ଖାନ୍ନା

ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଏକ ସାକ୍ଷାତକାରରେ ଅଭିନେତା ଅକ୍ଷୟ ଖାନ୍ନା ଐଶ୍ୱର୍ଯ୍ୟାଙ୍କ ବିଷୟରେ କିଛି କହିଥିଲେ।…

ଗ୍ରୀଷ୍ମ ଅବକାଶ ପରେ ହେବ ବର୍ଷା-ଅନୁଭବଙ୍କ ଛାଡ଼ପତ୍ର ଶୁଣାଣି

କଟକ, ୧୬।୫: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ପରିବାର ଅଦାଲତରେ ସମଧାନ ହୋଇପାରି ନାହିଁ । ମଙ୍ଗଳବାର ବାର ଉଭୟ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଜେରା ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି ।…

ଅନସ୍ଲୋର ଶିକ୍ଷୟିତ୍ରୀ ପାଇଲେ ଓଇଏସ୍‌

ଛତ୍ରପୁର୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷୟତ୍ରୀ ସୁଚିତ୍ରା ପାଣିଗ୍ରାହୀ ଓଇଏସ ଅଫିସର (ଓଡିଶା ଶିକ୍ଷା ସେବା ) ଭାବେ ଚୟନ ହୋଇଛନ୍ତି। ଓଡିଶା ସ୍ତରରେ ଅନୁଷ୍ଠିତ ଓଡ଼ିଶା ଶିକ୍ଷା ସେବା ପରୀକ୍ଷାରେ କୃତକାର୍ଯ୍ୟ…

ଭାରତରେ ୫୦୦ କର୍ମଚାରୀଙ୍କୁ ଛଟେଇ କଲା ଆମାଜନ

ନୂଆଦିଲ୍ଲୀ,୧୬।୫:ଆମାଜନ ଭାରତରେ ତା’ର ୫୦୦ଜଣ କର୍ମଚାରୀଙ୍କୁ ଛଟେଇ କରିଛି। ବର୍ତ୍ତମାନ ଭାରତରେ ବେରୋଜଗାର ସମସ୍ୟା ଦିନକୁ ଦିନ ବଢୁଥିବାବେଳେ ଇ-କମର୍ସ କମ୍ପାନୀମାନେ କର୍ମଚାରଙ୍କୁ ଚାକିରୀରୁ ବାହାର କରିଦେଉଛନ୍ତି। ଆମାଜନର ସିଇଓ ଆଣ୍ଡି ଜାସି ସାରା ବିଶ୍ୱରେ ଥିବା ଆମାଜନ କମ୍ପାନୀରୁ ୯୦୦୦…

ମେ’୩୧ରେ ଆମେରିକା ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୧ ମେ’ରେ ଏକ ସପ୍ତାହ ପାଇଁ ଆମେରିକା ଗସ୍ତ କରିବେ। ଏହି ସମୟରେ ସେ ନ୍ୟୁୟର୍କର ମାଡିସନ ସ୍କୋୟାର ଗାର୍ଡେନରେ ଜୁନ ୪ରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ବ୍ୟତୀତ…

ଗେଙ୍ଗୁଟିରେ ବୁଡ଼ି ୨ ଯୁବକଙ୍କ ମୃତ୍ୟୁ

ଚଣ୍ଡିଖୋଲ,୧୬।୫(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ଥାନା ଅଧୀନ ରାଧାଦେଇପୁର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଗେଙ୍ଗୁଟି ନଦୀକୁ ଗାଧୋଇବାକୁ ଯାଇ ୨ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶାସନ ପୁରୁଷୋତ୍ତମପୁର ଅଞ୍ଚଳ ଅମିତ ଖଣ୍ଡାଇ, ମଳୟ ନାୟକ ।…

ରିଲେଶନକୁ ନେଇ ସାଙ୍ଗମାନଙ୍କୁ ପରାମର୍ଶ ଦିଅନ୍ତି ରଣବୀର

ମୁମ୍ବାଇ,୧୬।୫:ବଲିଉଡରେ ନିଜ ରିଲେଶନସିପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର। ତେବେ ବହୁ ଅଭିନେତ୍ରୀଙ୍କ ସହ ନାଁ ଯୋଡି ତାଙ୍କୁ ପ୍ରଶ୍ନ କରାଯାଇଥାଏ। ତେବେ ରିଲେଶନକୁ ନେଇ ରଣବୀରଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ନିଜର ଏକ ବ୍ୟକ୍ତିଗତ କଥା…

ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଉଦ୍‌ଘାଟନ ହୋଇପାରେ ନୂଆ ସଂସଦ ଭବନ

ନୂଆଦିଲ୍ଲୀ,୧୬।୫: ମୋଦି ସରକାରଙ୍କ ନଅ ବର୍ଷ ପୂରଣ ଅବସରରେ ଏକ ଭବ୍ୟ ଆୟୋଜିତ ସହିତ ନୂତନ ସଂସଦ ଗୃହର ଉଦ୍‌ଘାଟନ ହୋଇପାରେ। କୁହାଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ମେ’ର ଶେଷ ସପ୍ତାହରେ ଉଦ୍‌ଘାଟନ କରିପାରନ୍ତି, ହେଲେ ଏ ପର୍ଯ୍ୟନ୍ତ ସରକାରୀ…

ଜିଲାପାଳଙ୍କ ଅଫିସ ଆଗରେ ଗଣଧାରଣା

ଭଦ୍ରକ ଅଫିସ,୧୬।୫: ଜିଲାପାଳଙ୍କ ଅଫିସ ଆଗରେ ଚାଷୀ ମୁଲିଆ ସଙ୍ଘ ଭଦ୍ରକ ଜିଲା କମିଟି ପକ୍ଷରୁ ମଙ୍ଗଳବାର ଗଣଧାରଣା ଦିଆଯାଇଛି। ଭୂମିହୀନଙ୍କୁ ଘର ପଟ୍ଟା ଓ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ସରକାରୀ ବସ୍ତିର ମାନ୍ୟତା, ଜାଗା ମିଶନରେ ପ୍ରମାଣ ପତ୍ର ଯୋଗାଇବା…

କଂଗ୍ରେସ କାହାର ଦୟାରେ ନିର୍ବାଚନ ଲଢେନାହିଁ: ମମତାଙ୍କ ବୟାନ ଉପରେ ଏଭଳି କହିଲେ ଅଧୀର ରଞ୍ଜନ

ନୂଆଦିଲ୍ଲୀ,୧୬।୫: ତୃଣମୂଳ କଂଗ୍ରେସର ଅଧ୍ୟକ୍ଷ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି କହିଥିଲେ। ଯାହାକୁ ନେଇ ବର୍ତ୍ତମାନ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri