କାନାରା ବ୍ୟାଙ୍କର ନୂତନ ପରିସର ଉଦ୍ଘାଟିତ
ଭୁବନେଶ୍ୱର,୨୭।୬: କାନାରା ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ ଅଧୀନରେ ଥିବା ଆଇଆଇଟି ଅରୁଗୁଳ ଶାଖାର ନୂତନ ପରିସର ନିକଟରେ ଉଦ୍ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦଘାଟନ…
ଏନ୍ଇଇଟି (ୟୁଜି)ରେ ଆକାଶ ବାଇଜୁସର ଉଲ୍ଲେଖନୀୟ ସଫଳତା
ଭୁବନେଶ୍ୱର,୨୭।୬: ଦେଶର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ତଥା ଟେଷ୍ଟ ପ୍ରସ୍ତୁତି କ୍ଷେତ୍ରରେ ଜାତୀୟ ସ୍ତରର ଅଗ୍ରଣୀ ଅନୁଷ୍ଠାନ ଆକାଶ ବାଇଜୁସ ଚଳିତ ବର୍ଷର ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ଏନଇଇଟି (ୟୁଜି)-୨୦୨୩ ଫଳାଫଳରେ ଉଲ୍ଲେଖନୀୟ ସଫଳତା ହାସଲ…
ଆକ୍ସିସ ବ୍ୟାଙ୍କରେ ଯୋଗଦେବେ ବିଶ୍ୱନାଥନ
ଭୁବନେଶ୍ୱର,୨୭।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ନର ଏନ୍.ଏସ୍.ବିଶ୍ୱନାଥନ ଆକ୍ସିସ ବ୍ୟାଙ୍କର ଅଣ-କାର୍ଯ୍ୟନିର୍ବାହୀ (ପାର୍ଟ-ଟାଇମ୍) ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଏପରିକି ୨୦୨୩ ଅକ୍ଟୋବର ୨୭ରୁ କିମ୍ବା ରିଜର୍ଭ ବ୍ୟାଙ୍କ ବିଶ୍ୱନାଥନଙ୍କ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିବା ଦିନଠାରୁ ତାଙ୍କର…
ଏଏଏଲ୍ର ଡିଆର୍ଏଚ୍ପି ଦାଖଲ
ନୂଆଦିଲ୍ଲୀ,୨୭।୬: ଆସ୍କ ଅଟୋମୋଟିଭ୍ ଲିମିଟେଡ୍ (ଏଏଏଲ୍) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଏକ ଡ୍ରାଫ୍ଟ ରେଡ୍ ହେରିଂ ପ୍ରସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି। ଏପରିକି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ କମ୍ପାନୀ ଇକ୍ୱିଟି ଶେୟାର ଜାରି କରି…
୩୨ କେନ୍ଦ୍ରରେ ହେବ ଯୁକ୍ତ୨ ଇନ୍ଷ୍ଟାଣ୍ଟ ପରୀକ୍ଷା
ଭୁବନେଶ୍ୱର,୨୭ା୬(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ଗୋଟିଏ ବିଷୟରେ ଫେଲ୍ ହୋଇଥିବା ଛାତ୍ରୀଛାତ୍ରଙ୍କ ପାଇଁ ଜୁଲାଇ ୧୩ ଓ ୧୪ରେ ଇନ୍ଷ୍ଟାଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ୧୩ ତାରିଖ…
ଏନ୍ଏମ୍ଏସିସିରେ ‘ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍’ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨୭।୬(ଅଭୟ ଦାଶ): ରିଲାଏନ୍ସ ଫାଉଣ୍ଡେଶନ ପକ୍ଷରୁ ମୁମ୍ବାଇର ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଣ୍ଟର (ଏନ୍ଏମ୍ଏସିସି)ରେ ଏକ ସ୍ବତନ୍ତ୍ର ବ୍ରଡ୍ୱେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶେଷ କରି ରିଲାଏନ୍ସ ଫାଉଣ୍ଡେଶନ ଦ୍ୱାରା ସମର୍ଥିତ ଏନ୍ଜିଓଗୁଡ଼ିକର ୩୪୦୦ ଉପେକ୍ଷିତ ପିଲା ଓ…
ବନ୍ଧୁଙ୍କ ଗଳାକାଟି ରକ୍ତ ପିଇଲେ
ବେଙ୍ଗାଲୁରୁ, ୨୭।୬: କର୍ନାଟକ ଚିକାବାଲାପୁରରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କ ଗଳା କାଟି ରକ୍ତ ପିଇଥିବା ଘଟଣା ସାମ୍ନାକୁ ଆସିଛି। ବିଜୟଙ୍କ ସ୍ତ୍ରୀ ସହ ବନ୍ଧୁ ମରେଶଙ୍କ ଅନୈତିକ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରୁଥିଲେ। ମରେଶଙ୍କଠାରୁ ପ୍ରତିଶୋଧ ନେବା ପାଇଁ…
୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ତ୍ରୁଟି
କୁଜଙ୍ଗ,୨୭ା୬(ମନୋଜ ପ୍ରଧାନ): ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ସ୍ବାଧୀନତା ସଂଗ୍ରାମ ଉପରେ ଭୁଲ୍ ତଥ୍ୟ ଉପସ୍ଥାପନ କରାଯାଇଥିବା ନେଇ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ପୀତାମ୍ବର ତରାଇ ଏକ ପ୍ରେସ୍ ବିଜ୍ଞପ୍ତିରେ ଦର୍ଶାଇଛନ୍ତି। ସେଥିରେ ସେ ଉଲ୍ଲେଖ…
ଟାର୍ଗେଟ୍ରେ ସଲମାନ୍: ଗୋଲ୍ଡି ବ୍ରାର
ନୂଆଦିଲ୍ଲୀ,୨୭।୬: ଅଭିନେତା ସଲମାନ ଖାନ୍ଙ୍କୁ ହତ୍ୟା କରିବାକୁ ଚାହୁଁଥିବା କାନାଡାରେ ଥିବା ଗ୍ୟାଙ୍ଗଷ୍ଟର୍ ଗୋଲ୍ଡି ବ୍ରାର କହିଛନ୍ତି। ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତ୍କାର ଦେଇ ଗୋଲ୍ଡି କହିଛନ୍ତି ଯେ, ଆମ ଶତ୍ରୁମାନଙ୍କ ତାଲିକାରେ ସଲମାନଙ୍କ ନଁା ରହିଛି। ସେ ଏବେ ଆମ…
ମିତ୍ସୋତାକିସ୍ ଗ୍ରୀସ୍ ପ୍ରଧାନମନ୍ତ୍ରୀ ନିର୍ବାଚିତ
ଏଥେନ୍ସ, ୨୭ା୬: ଗ୍ରୀକ୍ ପାର୍ଲାମେଣ୍ଟ ନିର୍ବାଚନରେ ନିଉ ଡେମୋକ୍ରାଟିକ୍ ପାର୍ର୍ଟି ନେତା କିରିଆକୋସ୍ ମିତ୍ସୋତାକିସ୍ ବିରୋଧୀ ବାମଦଳକୁ ରେକର୍ଡ ବ୍ୟବଧାନରେ ପରାଜିତ କରି ସୋମବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋଟ ୯୯.୭୦ ପ୍ରତିଶତ ଭୋଟ ଗଣତି ହୋଇଥିବାବେଳେ ମିତ୍ସୋତାକିସ୍ଙ୍କ ଦଳକୁ…
ମଣିପୁରରେ ତଲାସି ଅଭିଯାନ ଜାରି
ଇମ୍ଫାଲ, ୨୭ା୬: ମଣିପୁରରେ ସେନା ଯବାନମାନେ ଶନିବାର ଏକ ସ୍ବତନ୍ତ୍ର ଅଭିଯାନରେ ଗିରଫ କରିଥିବା ୧୨ ଜଣ ଉଗ୍ରପନ୍ଥୀଙ୍କୁ ସ୍ଥାନୀୟ ମହିଳାମାନଙ୍କ ନେତୃତ୍ୱରେ ୧,୨୦୦ରୁ ଊର୍ଦ୍ଧ୍ୱ ଲୋକେ ଛଡ଼ାଇନେବା ପରେ ଇମ୍ଫାଲ ଇଷ୍ଟ, ବିଷ୍ଣୁପୁର, କଙ୍ଗପୋକ୍ପି, କାକ୍ଚିଙ୍ଗ ଏବଂ ଚୁରାଚାନ୍ଦପୁର ଜିଲାରେ ତଲାସି…
ମା’ ସଶକ୍ତ ହେଲେ ଓଡ଼ିଶା ବିକଶିତ ହେବ
ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ମା’ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ। ପରିବାର ସଶକ୍ତ ହେଲେ ରାଜ୍ୟ ବିକଶିତ ହୁଏ। ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି, ମା’ମାନେ ଆଗକୁ ବଢ଼ିଲେ ଓଡ଼ିଶା ଆଗକୁ ବଢ଼ିବ। ୨ ଦିନିଆ ବରଗଡ଼ ଗସ୍ତରେ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ…
Archives


