Home Left

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ, ୨୭ା୬(ଅଜିତ୍‌ ମହାନ୍ତି): ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଜନ୍ମବେଦିରେ ମହାପ୍ରଭୁଙ୍କ ଲୀଳା ସରିସରି ଆସୁଛି।…

ଆନ୍ଦୋଳନ କରିବେ ୧୫ ଗାଁ ବାସିନ୍ଦା

ଖୋର୍ଦ୍ଧା,୨୭ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଏଖରାଜାତ ମାହାଲର ନରଣଗଡ଼, ତାପଙ୍ଗ ଓ ଧଉଲିମୁହଁ ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ଶତାଧିକ ଗ୍ରାମବାସୀ ଜମିଜମାର ସ୍ବତ୍ୱାଧିକାର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖାଯିବାକୁ ଦାବି କରିଆସୁଛନ୍ତି।…

ଧୋନିଙ୍କ ଭିଡିଓ ଭାଇରାଲ ହେବା ପରେ ଗେମ୍‌ କମ୍ପାନୀକୁ ଫାଇଦା, ୩ ଘଣ୍ଟାରେ ୩୬ ଲକ୍ଷ ଲୋକ ଡାଇନଲୋଡ କଲେ ଆପ୍‌

ନୂଆଦିଲ୍ଲୀ,୨୭।୬: ପୂର୍ବତନ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ କ୍ୟାଣ୍ଡି କ୍ରସ ଗେମ୍‌ ଖେଳୁଥିବା ଭିଡିଓ ଭାଇରାଲ ହେବା ପରେ ଭିଡିଓ ଗେମ୍‌ କମ୍ପାନୀକୁ ଏକ ବଡ଼ ଫାଇଦା ହୋଇଛି। ଭିଡିଓ ଭାଇରାଲ ହେବାର ତିନି ଘଣ୍ଟା ମଧ୍ୟରେ ୩୬ ଲକ୍ଷ…

ବିଜୁ ମେମୋରିଆଲ ହସ୍ପିଟାଲ: ୧୦ ପଦବୀରୁ ୮ ଖାଲି

ପାରାଦୀପ,୨୭।୬(ଶରତ ରାଉତ): ପାରାଦୀପ ଶିଳ୍ପାଞ୍ଚଳର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲରେ ଏବେ ଡାକ୍ତର ଅଭାବ। ସମୁଦାୟ ୧୦ ଡାକ୍ତର ପଦବୀ ମଧ୍ୟରୁ ୮ଟି ଖାଲି ପଡ଼ିଛି। ଏଭଳି ସମୟରେ ଜଗତ୍‌ସିଂହପୁର ଜିଲା ପାଇଁ ଚଳିତ ସପ୍ତାହରେ ୨୧…

ଆମେରିକାରେ ପୁଣି ଫୁଟିଲା ଗୁଳି : ୩ ମୃତ, ୫ ଆହତ

ମିସୌରି,୨୭।୬: ଆମେରିକାରେ ଦିନେ ଦୁଇଦିନ ଅନ୍ତରରେ ଗୁଳି ଫୁଟିବାରେ ଲାଗିଛି। ଏଥିରେ ଯେମିତି ବିରାମ ଲାଗୁନି। ସିଏନଏନର ରିପୋର୍ଟ ଅନୁଯାୟୀ, ମିସୌରିର କ୍ୟାନସସ ସିଟିରେ ରବିବାର ହୋଇଥିବା ଗୁଳିକାଣ୍ଡରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫…

ଭାବିବୋହୂଙ୍କ ଫଟୋ ଶେୟାର କଲେ ନବଜୋତ ସିଦ୍ଧୁ

ଚଣ୍ଡିଗଡ,୨୭।୬: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ସୋମବାର ତାଙ୍କ ଭାବିବୋହୂଙ୍କୁ ପରିଚିତ କରାଇବା ସହ ଟୁଇଟରରେ ଫଟୋ ମଧ୍ୟ ଶେୟାର କରିଛନ୍ତି। ସିଦ୍ଧୁ ଏକ ଟୁଇଟ କରି ଦୁର୍ଗା-ଅଷ୍ଟମୀ ଅବସରରେ ନିଜ ପରିବାର ସହିତ ନେଇଥିବା ଯାତ୍ରାର କିଛି ଫଟୋ…

ଆଜ୍‌ବେଷ୍ଟସ୍‌ର ପତ୍ତା ମିଳୁନି: ବର୍ଷାରେ ଭିଜୁଛି କବାଟ ଝରକା

ରଘୁନାଥପୁର,୨୭।୬ (ରାଜେନ୍ଦ୍ର ନାରାୟଣ ସିଂହ): ୫-ଟି ସଚିବ ଭି.କେ ପାଣିଆନ ଆସନ୍ତା ଜୁନ ୨୯ ଓ ୩୦ରେ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିବା ରଘୁନାଥପୁର ଗୋଷ୍ଠିସ୍ବାସ୍ଥ୍ୟ କେନ୍ଦ୍ରରେ…

ବିଧାୟକ ଅବୁ ଆଜମିଙ୍କୁ ହତ୍ୟା ଧମକ

ମୁମ୍ବାଇ,୨୭।୬: ସମାଜବାଦୀ ପାର୍ଟି ବିଧାୟକ ଅବୁ ଆଜମିଙ୍କୁ ହ୍ବାଟସଆପ ମେସେଜ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଜଣେ ଅଜଣା ବ୍ୟକ୍ତି ଏଭଳି ଧମକ ଦେଇଛନ୍ତି। ଏ ନେଇ ବିଧାୟକ କୋଲାବା ଥାନାରେ ଏକ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, ଏହି…

ଏୟାର ଇଣ୍ଡିଆ ଫ୍ଲାଇଟରେ ପରିଶ୍ରା କରିଥିବା ଯାତ୍ରୀ ଦିଲ୍ଲୀ ବିମାନ ବନ୍ଦରରେ ଗିରଫ

ନୂଆଦିଲ୍ଲୀ,୨୭।୬: ବିମାନ ଭିତରେ ପରିସ୍ରା କରିବାର ଆଉ ଏକ ମାମଲା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ବିମାନରେ ଜଣେ ଯାତ୍ରୀ ପରିସ୍ରା କରିଛନ୍ତି। ମୁମ୍ବାଇରୁ ଦିଲ୍ଲୀ ଆସୁଥିବା ବିମାନରେ ଏହି ଘଟଣା ଘଟିଥିଲା, ପରେ ଅଭିଯୁକ୍ତକୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରାଯାଇଥିଲା।…

ବଗୁଲିଆ ପୋଖରୀ ସଂରକ୍ଷଣ, ବିକାଶ ନାମରେ ଦୁର୍ନୀତି ଅଭିଯୋଗ

ଆଳି,୨୭ା୬ (ବନମାଳୀ ସେନାପତି ): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଉନୟନମୂଳକ କାର୍ଯ୍ୟ କରି ଚାଲିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ କରା ଯାଉଥିବା ବେଳେ ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତରେ…

ତିନିମୁହାଣି ଶିଳ୍ପାଞ୍ଚଳ ଜମି ଜବରଦଖଲ

କେନ୍ଦ୍ରାପଡ଼ା, ୨୭ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବୃହତ୍‌ ଓ ମଧ୍ୟମ ଧରଣର ଶିଳ୍ପ ନାହିଁ। କ୍ଷୁଦ୍ରଶିଳ୍ପ ପାଇଁ ପ୍ରୋତ୍ସାହନ ମିଳିଲେ ଯୁବୋଦ୍ୟୋଗୀଙ୍କ ମାଧ୍ୟମରେ ଜିଲାର ଆର୍ଥିକ ପ୍ରଗତି ଘଟିବ। ମାତ୍ର ଏହି ଯୁବୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିପାରୁ ନ ଥିବାରୁ ହତୋତ୍ସାହିତ ହୋଇ…

ବାହୁଡ଼ାରୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର ଶୁଭାରମ୍ଭ

ରସୁଲପୁର,୨୭ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ପବିତ୍ର ବାହୁଡ଼ା ଦିନ ଶୁଭାରମ୍ଭ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଏ ଦିଗରେ ପଞ୍ଚାୟତସ୍ତରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନେଇ ସଚେତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri