ହିନ୍ଦୀ, ସଂସ୍କୃତ ଶିକ୍ଷକରେ ଚାଲିଛି ପାଠପଢ଼ା
ରୂପ୍ସା,୨୮।୬(ବାଞ୍ଛାନିଧି ଦେ): ୧୯୮୧ରେ ପ୍ରତିଷ୍ଠା ହୋଇଥିବା ବାଲେଶ୍ୱର ଜିଲା ରୂପ୍ସା ଥାନା ରାଉତପଡ଼ା ପଞ୍ଚାୟତ ବାରାପାଳ ଗ୍ରାମର ଉଦୟନାଥ ମହାପାତ୍ର ଉଚ୍ଚ ବିଦ୍ୟାନିକେତନକୁ ଏବେ ୫-ଟି ଅନୁଦାନ ମିଳିଛି। ହେଲେ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଅଭାବରୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର…
ଦାରିଙ୍ଗବାଡ଼ିରେ ପ୍ରଥମଥର ଫଳିଛି ସେଓ
ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏକ ପର୍ଯ୍ୟଟନସ୍ଥଳ ଭାବେ ସାରା ରାଜ୍ୟ ତଥା ରାଜ୍ୟ ବାହାରେ ଜଣାଶୁଣା। ଏଠାକାର ଜଳବାୟୁ ସାରା ଭାରତ ବର୍ଷରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଛି। ହଳଦୀ…
ବାହୁଡ଼ାରେ ଅଘଟଣ:ପୋଲ ତଳକୁ ଖସିଲା ପିକଅପ, ଚାଳକ ମୃତ,୮ଗୁରୁତର
ଭବାନୀପାଟଣା,୨୮।୬(ଉତ୍ତମ କୁମାର ଦାଶ): ବାହୁଡ଼ାରେ ଅଘଟଣ। କଳାହାଣ୍ଡି ଜିିଲା ଜୟପାଟଣା ବ୍ଲକ ଢୁଲୁ ଘାଟିରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ପଣସ ବୋଝେଇ ଆସୁଥିବା ଏକ ପିକ୍ଅପ ଭ୍ୟାନ ପୋଲତଳକୁ ଖସି ପଡିବାରୁ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।…
ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ,୨୮।୬: ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ ବୁଧବାର ଏକ ବୈଠକ ବସିଛି। ଏହି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ମହାସଚିବ କେସି ଭେନୁଗୋପାଳ ଓ ରାହୁଲ ଗାନ୍ଧୀଙ୍କ ସମେତ ବହୁ ନେତା…
‘ରାଷ୍ଟ୍ର ଓ ପରିବାର ଗୋଟିଏ ନୁହେଁ’: ମୋଦିଙ୍କୁ ଏହାର ଅନ୍ତର କହିଲେ ଚିଦାମ୍ବରମ
ନୂଆଦିଲ୍ଲୀ,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାନ ନାଗରିକ ସଂହିତା(ୟୁସିସି)ଉପରେ ବୟାନ ପରେ ଏବେ ଏହାକୁ ନେଇ ଦେଶର ରାଜନୀତି ହୋଇଛି ସରଗରମ।ମଙ୍ଗଳବାର ଭୋପାଳରେ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ୟୁନିଫର୍ମ ସିଭିଲ କୋଡ ପ୍ରଚାର କରୁଥିବାବେଳେ ବିରୋଧୀ ଦଳମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…
ହତ୍ୟା ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣିବା ପରେ ରାଗିଗଲେ ଅଭିଯୁକ୍ତ, କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଲେ
ଓ୍ବାଶିଂଟନ,୨୮।୬: ଆମେରିକାରେ ମୃତ୍ୟୁଦଣ୍ଡର ସଜା ଶୁଣାଯିବା ପରେ ଜଣେ ଅଭିଯୁକ୍ତ ଏତେ ମାତ୍ରାରେ ରାଗି ଯାଇଥିଲେ ଯେ ସେ କୋର୍ଟ ଭିତରେ ଓକିଲଙ୍କୁ କହୁଣିରେ ମାରିଥିଲେ। ଅଭିଯୁକ୍ତ ଫ୍ଲୋରିଡାର ବାସିନ୍ଦା ହୋଇଥିବା ବେଳେ ୧୯୯୦ରେ ଜଣେ ୧୧ ବର୍ଷିୟା କନ୍ୟା ଓ…
ବିଶ୍ୱକପରେ ୫ ମ୍ୟାଚ ହୋଇପାରେ ରୋମାଞ୍ଚକ, ତାଲିକାରେ ଭାରତ-ପାକିସ୍ତାନ ମ୍ୟାଚ ମଧ୍ୟ ସାମିଲ
ନୂଆଦିଲ୍ଲୀ,୨୮।୬: ବିଶ୍ୱକପ ୨୦୨୩ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥିରେ ଟିମ ଇଣ୍ଡିଆର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏହି ମ୍ୟାଚ ଚେନ୍ନାଇରେ ୮ ଅକ୍ଟୋବରରେ ଖେଳାଯିବ। କାର୍ଯ୍ୟସୂଚୀ ପ୍ରକାଶ କରିବା ପରେ, ଆଇସିସି ପ୍ରଶଂସକଙ୍କ ସହ ଆଉ ଏକ ମଜାଦାର…
ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୨୮।୬(ସତ୍ୟଜିତ୍ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ନବରଙ୍ଗପୁରର କୋଟିପତି ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ମଙ୍ଗଳବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି ପାଇଁ ପ୍ରଶାନ୍ତଙ୍କ ବିରୋଧରେ ଏଭଳି…
‘ଆଦିପୁରୁଷ’ ବ୍ୟାନ ଉପରେ ସୁପ୍ରିମକୋର୍ଟରେ ପିଟିଶନ ଦାଖଲ
ନୂଆଦିଲ୍ଲୀ,୨୮।୬: ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଚାଲିଥିବା ବିବାଦ ଥମିବାର ନାଁ ନେଉନାହିଁ। ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ହିନ୍ଦୁ ମହାକାବ୍ୟ ରାମାୟଣ ଉପରେ ଆଧାରିତ ଚଳଚ୍ଚିତ୍ର ‘ଆଦିପୁରୁଷ’ଉପରେ ଅଭିଯୋଗ ହୋଇଛି ଯେ, ହିନ୍ଦୁ ତଥା ଏହି ଚଳଚ୍ଚିତ୍ରରେ ଦେଖାହୋଇଥିବା ଦେବତାମାନଙ୍କ…
ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କର: ହାଇକୋର୍ଟ
କଟକ,୨୮।୬ (କାର୍ତ୍ତିକ ସାହୁ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଉପଲକ୍ଷେ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ନିମନ୍ତେ ରେଲଓ୍ବେ ବୋର୍ଡକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି ଶୁଭାଶିଷ…
ଝିଅଙ୍କ ହାତ ଧରିବା, ଏକାଠି ବସିବା ଉପରେ ବ୍ୟାନ ଲଗାଇଲା ଏହି କଲେଜ, ଜାଣନ୍ତୁ ପୂରା ମାମଲା
କୋଲକାତା,୨୮।୬: ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଧ୍ୟରେ ସାମିଲ ଥିବା ପଶ୍ଚିମବଙ୍ଗର କୋଲକାତାର ପ୍ରେସିଡେନ୍ସି କଲେଜ ଛାତ୍ରୀଛାତ୍ରଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି। ଏହି ନିୟମ ଅନୁଯାୟୀ କଲେଜର ଛାତ୍ରୀଛାତ୍ର ଏବେ କ୍ୟାମ୍ପସରେ ଏକାଠି ଏକୁଟିଆ ବସିପାରିବେ ନାହିଁ। ଏପରିକି…
୩ ହଜାର ଯୁବତୀ ଯୁବକଙ୍କୁ ମିଳିବ ଶିକ୍ଷାଦାନ ତାଲିମ
ଭୁବନେଶ୍ୱର,୨୮।୬(ଅନୁରାଧା ମହାରଣା): ‘ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ’ ଏବଂ ‘ଥିଙ୍କ୍ ଜୋନ୍’ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ବାକ୍ଷରିତ ହୋଇଛି। ଥିଙ୍କ୍ ଜୋନ୍ ଫେଲୋଶିପ୍ ପ୍ରୋଗ୍ରାମ ନାମରେ ଏହି କାର୍ଯ୍ୟକ୍ରମ ଚାଲିବ। ମଙ୍ଗଳବାର ‘ମୋ କଲେଜ ଅଭିଯାନ ପରିଚାଳନା…
Archives


