Home Left

ଅଙ୍ଗନଓ୍ବାଡ଼ି କେନ୍ଦ୍ର ସାଜିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ବାଲିଗୁଡ଼ା,୨୮ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ମୁଣ୍ଡାପଡ଼ା ଗ୍ରାମ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମଦ ବୋତଲ। କୋମଳମତି ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପାଇଁ ପ୍ରଥମ ପାହାଚ କୁହାଯାଉଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଆଜି ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି।…

ଦୁର୍ଘଟଣାସ୍ଥଳରେ ପହଞ୍ଚିଲା ଟେକ୍‌ନିକାଲ ଟିମ୍‌

କେନ୍ଦୁଝର,୨୮ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ପୁରୁଣାସହର ଷଠିଘର ନିକଟରେ ଏନ୍‌ଏଚ୍‌ ୨୦ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର କାରଣ ଯାଞ୍ଚ କରିବା ସହ ବାରମ୍ବାର ଅଘଟଣ ଘଟୁଥିବାରୁ ଲୋକଙ୍କ ଫ୍ଲାଇ ଓଭର ନିର୍ମାଣ ଦାବି ନେଇ ଏକ ଟେକ୍‌ନିକାଲ…

ମା’ ସୁଭଦ୍ରାଙ୍କ ରଥ ଟାଣିଲେ ମହିଳା

ବାଲିଗୁଡା,୨୮।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରେ ଦିନତମାମ ମେଘୁଆ ଏବଂ ଖରା ପାଗ ମଧ୍ୟରେ ପବିତ୍ର ବାହୁଡ଼ା ଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରାତଃ ମଙ୍ଗଳ ଆଳତି ପରେ ମଇଲମ, ତଡପଲାଗି,…

ରଥଟଣା ବେଳେ ଅଘଟଣ: ବିଦ୍ୟୁତତାର ଲାଗି ଜଣେ ମୃତ, ଜଣେ ଗୁରୁତର

କୋରାପୁଟ,୨୮ା୬(ଅମିତାଭ ବେହେରା): ରଥ ଟାଣିବା ସମୟରେ ରଥରେ ବିଦ୍ୟୁତ ତାର ଲାଗି ଜଣେ ମୃତ ଓ ଜଣେ ଆହତ ହୋଇଛନ୍ତି। କୋରାପୁଟ ଜିଲା କୋଲାବ ବହୁମୁଖୀ ଜଳ ବିଦ୍ୟୁତ ଯୋଜନାର ଡ୍ୟାମ ସାଇଟ୍‌ରେ ଥିବା କୋଲାବ ନଗରରେ ଆଜି ବାହୁଡ଼ା ଯାତ୍ରା…

ଟ୍ୟାକ୍ସି ଚୋରି ପରେ ଡ୍ରାଇଭରଙ୍କୁ ହତ୍ୟାକରି ପିଙ୍ଗିଦେଇଥିଲେ

ଆନନ୍ଦପୁର,୨୮।୬(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଘସିପୁରା ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘସିପୁରା ପୋଲିସ ବୁଧବାର ଉଦ୍ଧାର କରିଥିବା ଗଳିତ ମୃତଦେହ ଘଟଣାର ପର୍ଦାଫାଶ ହୋଇଛି। ଦୁର୍ବୃତ୍ତମାନେ ଟ୍ୟାକ୍ସି ଚୋରି କରି ଡ୍ରାଇଭରଙ୍କୁ ଅତି ନିର୍ମମ ଭାବେ…

ଟାଓ୍ବାର ନିର୍ମାଣରେ ନିୟୋଜିତ ଠିକାଦାରଙ୍କ ଅଚାନକ ମୃତ୍ୟୁ, ତଦନ୍ତ ଜାରି

ବାଲିଗୁଡ଼ା,୨୮ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ବିଏସ୍‌ଏନ୍‌ଏଲ୍‌ ମୋବାଇଲ ଟାଓ୍ବାର ନିର୍ମାଣରେ ନିୟୋଜିତ ଜଣେ ଶ୍ରମିକ ଠିକାଦାରଙ୍କ ଅଚାନକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତକ ଜଣକ ହେଲେ ପଶ୍ଚିମବଙ୍ଗର ଦକ୍ଷିଣ ଦିନାନାଜପୁର ଜିଲା ଅନ୍ତର୍ଗତ ଗଙ୍ଗାରାମପୁର ଥାନା ନିଳଡଙ୍ଗା ଅଞ୍ଚଳର ସୂର୍ଯ୍ୟ ଦାସ ବୋଲି…

ଅପରେଶନ ଥିଏଟରରେ ହିଜାବ ପିନ୍ଧିବାକୁ ଅନୁରୋଧ କଲେ ମୁସଲମାନ ଛାତ୍ର, କଲେଜ କହିଲା ସମ୍ଭବ ନୁହେଁ

ଥିରୁଭାନନ୍ତପୁରମ,୨୮।୬: କର୍ନାଟକରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ବିଚାରାଧୀନ ରହିଛି ସତ, କିନ୍ତୁ ଏହି ବିବାଦ ଦେଶର ବିଭିନ୍ନ ରାଜ୍ୟରେ ମୁଣ୍ଡ ଟେକିଛି। ଏଭଳି ଏକ ମାମଲା ଏବେ କେରଳରେ ସାମ୍ନାକୁ ଆସିଛି। ଏଠାରେ ଥିରୁଭାନ୍ତପୁରମ ମେଡିକାଲ…

ଏମ୍‌ଆଇଏସ୍‌ ବୈଠକ ବର୍ଜନ କଲେ ଲୋକ ପ୍ରତିନିଧି

ଦାରିଙ୍ଗବାଡ଼ି,୨୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟର ପିଇଓ ଏବଂ ଜିଆରଏସ୍‌ମାନଙ୍କ ବାରମ୍ବାର ବଦଳି ରୋକାଯିବା ଏବଂ ଏବେ ବଦଳି କରାଯାଇଥିବା ପିଇଓ ପାର୍ବ ପ୍ରଧାନ ଏବଂ ଜିଆରଏସ ଶଙ୍କର କୁମାର ପ୍ରଧାନ ଙ୍କ ବଦଳି ଦାବିରେ ବୁଧବାର ପଞ୍ଚାୟତ…

ଅଲଗା ହେବା ଖବରକୁ ନେଇ ମୁହଁ ଖୋଲିଲେ ଅସିନ

ମୁମ୍ବାଇ: ବଲିଉଡର ଆଗଧାଡିର ନାୟିକା ଅସିନଙ୍କୁ ନେଇ କିଛି ଖବର ଏବେ ଚର୍ଚ୍ଚାକୁ ଆସିଛି। କୁହାଯାଉଛି କି ଅସିନ ଓ ତାଙ୍କ ସ୍ବାମୀ ରାହୁଲ ଶର୍ମାଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ। ସେ ଇନଷ୍ଟାଗ୍ରାମରୁ ନିଜ ସ୍ବାମୀଙ୍କ ସବୁ ଫଟୋ ଡିଲିଟ…

ଘନ ଘନ ବଦ୍ୟୁତ କାଟ୍‌ ପ୍ରତିବାଦରେ ଦେବଗଡ ଜିଲା କଂଗ୍ରେସର ବିକ୍ଷୋଭ

ଦେବଗଡ,୨୮।୬(ଶଶାଙ୍କ ଶେଖର ଝାଙ୍କର): ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଘନଘନ ବିଦ୍ୟୁତ କାଟ ଯୋଗୁଁ ଦେବଗଡ ଜିଲାବାସୀ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହୋଇଥିବା ବେଳେ ବର୍ଷା ଦିନ ଆରମ୍ଭରେ ପୁଣି ଏହାର ପୁନରାବୃତ୍ତି ଘଟିଛି। ସାମାନ୍ୟ ପବନ କିମ୍ବା…

କେନ୍ଦୁଝର ଟ୍ରକ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮ା୬(ଅସମାପିକା ସାହୁ): କେନ୍ଦୁଝର ଜିଲା ଷଠୀଘରଠାରେ ମଙ୍ଗଳବାର ହୋଇଥିବା ଟ୍ରକ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩…

‘ୟୁସିସିକୁ ବିରୋଧ କରୁନାହୁଁ କିନ୍ତୁ…’, ଜେଡିୟୁ

ପାଟନା,୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟ ପ୍ରଦେଶର ଭୋପାଳରେ ସମାନ ନାଗରିକ ସଂହିତା ଉପରେ ବୟାନ ଦେବା ପରେ ଏବେ ଏହି ପ୍ରସଙ୍ଗ ବେଶ ଉଷ୍ମ ବାତାବରଣ ସୃଷ୍ଟି କରିଛି। ଏବେ ଜେଡିୟୁ ୟୁସିସିକୁ ନେଇ ନିଜର ମତ ରଖିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri