Home Left

ସବ୍‌ଜୁନିୟର ବାଳିକା, ବାଳକ ହକି ଦଳ ଘୋଷିତ

ନୂଆଦିଲ୍ଲୀ,୨ା୧୦: ନେଦରଲାଣ୍ଡ୍ସ ଟୁର୍‌ ପାଇଁ ହକି ଇଣ୍ଡିଆ ୨୦ ଜଣିଆ ବାଳିକା ବାଳକ ଦଳ ଘୋଷଣା କରିଛି। ଭାରତୀୟ ସବ୍‌ ଜୁନିୟର ଦଳ ପ୍ରଥମ ଥର ପାଇଁ ଇଣ୍ଟରନ୍ୟାଶନାଲ ମ୍ୟାଚ୍‌ ଖେଳିବ। ଟୁର୍‌ରେ ଉଭୟ ଦଳ ନେଦରଲାଣ୍ଡ୍ସର ୧୮ ବର୍ଷରୁ କମ୍‌…

ମଙ୍ଗଳବାରଠୁ ପିଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୨।୧୦(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ତାରିଖ ସନ୍ଧ୍ୟା ୫ଟା ଭିତରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ନାମ ଲେଖାଇପାରିବେ। ୧୦ତାରିଖ ଅପରାହ୍ନ…

କୋଲକାତା ଆସିବେ ରୋନାଲ୍‌ଡିନୋ

କୋଲକାତା,୨ା୧୦: ଦୁର୍ଗାପୂଜା ମହୋତ୍ସବ ପୂର୍ବରୁ ବ୍ରାଜିଲର ଫୁଟ୍‌ବଲ କିମ୍ବଦନ୍ତୀ ରୋନାଲ୍‌ଡିନୋ କୋଲକାତା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୪୩ ବର୍ଷୀୟ ରୋନାଲ୍‌ଡିନୋ ଅକ୍ଟୋବର ମଧ୍ୟ ଭାଗରେ କୋଲକାତା ଆସୁଥିବା ତାଙ୍କ ଅଫିସିଆଲ ଫେସ୍‌ବୁକ୍‌ ପେଜ୍‌ରେ ଏକ ପୋଷ୍ଟରେ ସୂଚନା ଦେଇଛନ୍ତି। କୋଲକାତାରେ…

୬ଲକ୍ଷ ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ଟେନ୍‌ସା,୨ା୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ଫରେଷ୍ଟ ରେଞ୍ଜରେ ରବିବାର ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ମୃତଦେହ ଉଠାଇବାକୁ ଦେଇ ନ ଥିଲେ। ପରେ ଘଟଣା ସ୍ଥଳରେ ଉତ୍ତେଜନା ଲାଗିବାରୁ କୋଇଡା ପୋଲିସ…

ବୋହୂଙ୍କ ସହିତ ଝଗଡ଼ା କରି ଆସିଥିଲେ: ମିଳିଲା ଝୁଲନ୍ତା ମୃତଦେହ

ମୋରଡା,୨।୧୦(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅନ୍ତର୍ଗତ ଚିତ୍ରଡ଼ା ଫାଣ୍ଡି ଅଧୀନ ଉଲିଡ଼ିହି ଗ୍ରାମରେ ସୋମବାର ଜଣେ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି। ସେ ହେଲେ ଉଲିଡ଼ିହି ଗ୍ରାମର ସାଉନା ମୁର୍ମୁ (୫୫)। ମିଳିଥିବା ସୂଚନା ମୁତାବକ,…

ଏମ୍‌କେସିଜି କ୍ୟାନସର୍‌ ୟୁନିଟ ନିର୍ମାଣ କାର୍ଯ୍ୟର ସମୀକ୍ଷା

ବ୍ରହ୍ମପୁର,୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): କ୍ୟାନସର୍‌ ପୀଡ଼ିତଙ୍କୁ ଅତ୍ୟାଧୁନିକ ଚିକିତ୍ସାସେବା ଯୋଗାଇବା ପାଇଁ ଏମ୍‌କେସିଜି ମେଡିକାଲ ପରିସରରେ ଏକ କ୍ୟାନସର୍‌ କେୟାର୍‌ ୟୁନିଟ୍‌ ତିଆରି କରାଯାଉଛି। ପ୍ରାୟ ୭୬ କୋଟି ଟଙ୍କା ବ୍ୟୟରେ ତିଆରି ହେଉଥିବା ଏହି ହସ୍ପିଟାଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ…

ଲକ୍ଷ୍ମୀ ଯୋଜନାକୁ ବିରୋଧ, ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ

କୋରାପୁଟ,୨ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅବିଭକ୍ତ କୋରାପୁଟ ଜିଲା ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସୋମବାର ଡାକରା ଦିଆଯାଇଥିବା ୨୪ ଘଣ୍ଟା ପାଇଁ ଘରୋଇ ବସ୍‌ ଚଳାଚଳ ବନ୍ଦ ପରିପେକ୍ଷୀରେ କୋରାପୁଟ ଜିଲାରେ ସମସ୍ତ…

ଜାତିଭିତ୍ତିକ ଜନଗଣନାକୁ ନେଇ କ’ଣ କହିଲେ ରାହୁଲ

ନୂଆଦିଲ୍ଲୀ,୨।୧୦: ବିହାରର ନୀତୀଶ ସରକାର ସୋମବାର ଜାତି ସର୍ଭେ ତଥ୍ୟ ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଏ ସମ୍ପର୍କରେ ଏକ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ ବିହାରର ଜନଗଣନା ଅନୁଯାୟୀ ଓବିସି + ଏସସି…

ହାଇଓ୍ବେରେ ଟ୍ରକ୍‌ର ହେଲା ବ୍ରେକ୍‌ଫେଲ୍‌, ୩ କାର୍‌କୁ କରିଦେଲା ଚଟଣି, ଭିଡିଓ ଦେଖିଲେ…

ଆଜିର ସମୟରେ ରାସ୍ତା ଦୁର୍ଘଟଣା ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ସମୟର ଅଭାବ କିମ୍ବା ଅନ୍ୟ କୌଣସି କାରଣରୁ ଲୋକଙ୍କ ଡ୍ରାଇଭିଂର ଗତି ମଧ୍ୟ ବୃଦ୍ଧି ପାଇଛି। ଯେତେ ଅସାବଧାନତା ବଢୁଛି ସେତେ ଦୁର୍ଘଟଣା ସଂଖ୍ୟା ମଧ୍ୟ ବଢୁଛି। ଆଜିକାଲି ଦୁର୍ଘଟଣା…

ଇଣ୍ଡିଗୋ ବିମାନରେ ଏମରଜେନ୍ସି ଗେଟ ଖୋଲିବାକୁ ଚେଷ୍ଟା କରୁଥିଲେ ଯାତ୍ରୀ, ଗିରଫ କଲା ପୋଲିସ

ବେଙ୍ଗାଲୁରୁ,୨।୧୦: ନାଗପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ ଜରୁରୀକାଳୀନ ଫାଟକ ଖୋଲିବାକୁ ଚେଷ୍ଟା କରୁଥିବା ଜଣେ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ ପୋଲିସ କହିଛି ଯେ ଗିରଫ ବ୍ୟକ୍ତି ଜଣଙ୍କ ସ୍ବପ୍ନିଲ ହୋଲେ…

ଫ୍ରାନ୍ସରେ ବାର୍ଡ ଫ୍ଲୁ, ଲକ୍ଷାଧିକ ବତକ, କୁକୁଡ଼ାଙ୍କୁ ଟିକାକରଣ

ପ୍ୟାରିସ୍‌,୨ା୧୦: ଫ୍ରାନ୍ସରେ ସୋମବାର ବାର୍ଡ ଫ୍ଲୁ ପ୍ରତିରୋଧ ପାଇଁ ୟୁରୋପର ଏକମାତ୍ର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଯାହା ବିଗତ ବର୍ଷଗୁଡ଼ିକଠାରୁ ବହୁତ ଅର୍ଥ ବ୍ୟୟ ହୋଇଛି। ଏସ୍‌ଏନ୍‌ଜିଟିଭି ଫାର୍ମ ଭେଟ୍‌ ଆସୋସିଏଶନର କୁକୁଡ଼ା ମୁଖ୍ୟ ଜୋକେଲିନ ମାରଗୁଏରି କହିଛନ୍ତି, ଜୀବାଣୁଙ୍କର…

‘ସୁରକ୍ଷିତ ଓଡ଼ିଶା ଗଠନ ଆମର ମୂଳ ଲକ୍ଷ୍ୟ’

ରାୟଗଡ଼ା,୨ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମରେ ଏସ୍‌ପି ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସାଇବର ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର ଅତିଥିଙ୍କୁ ମଞ୍ଚକୁ ନିମନ୍ତ୍ରିତ କରିଥିଲେ। ଏହି କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?