Home Left

ଚନ୍ଦ୍ରର ଅତି ନିକଟରେ ଦେଖାଗଲା ଶୁକ୍ର

ଭୁବନେଶ୍ୱର, ୨୪।୫ (ବ୍ୟୁରୋ): ମଙ୍ଗଳବାର ଆକାଶରେ ଉଜ୍ଜ୍ୱଳ ଗ୍ରହ ଶୁକ୍ରର ଖୁବ୍‌ ନିକଟତର ହୋଇଥିଲା ଚନ୍ଦ୍ର। ସନ୍ଧ୍ୟା ୬ଟା ୩୦ରୁ ରାତି ୯ଟା ୧୫ ପର୍ଯ୍ୟନ୍ତ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖାଯାଇଥିଲା। ଏହି ସମୟରେ ଶୁକ୍ର ଓ ଚନ୍ଦ୍ର ମଧ୍ୟରେ…

ନୂଆ ସଂସଦ ଭବନର ଉଦ୍‌ଘାଟନୀକୁ ବର୍ଜନ କରିବେ କଂଗ୍ରେସ ସମେତ ୧୯ଦଳ, ବୟାନ ଜାରି କରି କହିଲେ କାରଣ

ନୂଆଦିଲ୍ଲୀ,୨୪।୫: କଂଗ୍ରେସ ସମେତ ୧୯ଟି ବିରୋଧୀ ଦଳ ନୂତନ ସଂସଦ ଭବନର ଉଦ୍‌ଘାଟନୀ ସମାରୋହକୁ ବର୍ଜନ କରିବାକୁ ଘୋଷଣା କରିଛନ୍ତି। ସମସ୍ତେ ମିଳିତ ବିବୃତ୍ତି ଦେଇଛନ୍ତି। ବିବୃତ୍ତିରେ କୁହାଯାଇଛି ଯେ, ଗଣତନ୍ତ୍ରର ଆତ୍ମା ସଂସଦରୁ ବହିଷ୍କୃତ ହୋଇଛି। ଏହି ବିଲଡିଂରେ ଆମେ…

ଖଟୁଆକୁଦା ସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ଦାବି ଜୋର ଧରିଲା, ବିଇଓ ଅଫିସରେ ଫେରାଦ ହେଲେ ଗ୍ରାମବାସୀ

ଗଞ୍ଜାମ,୨୪।୫(ଡି.ଏନ.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଖଟୁଆ କୁଦା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବଦଳି ଦାବି ଜୋର ଧରିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ସ୍କୁଲ ପରିଚାଳନା କମିଟି ଓ ଗ୍ରାମବାସୀ l…

୩ ଅଭିଯୁକ୍ତଙ୍କଠାରୁ ମିଳିଲା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ପାକିସ୍ତାନର ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ)ର ଏଜେଣ୍ଟଙ୍କୁ ମୋବାଇଲ୍‌ ଓଟିପି ଶେୟାରିଂ ମାମଲାରେ ଜେରା ହେଉଥିବା ୩ ଅଭିଯୁକ୍ତଙ୍କ ମଙ୍ଗଳବାର ୩ ଦିନିଆ ରିମାଣ୍ଡ ଅବଧି ସରିଛି। ତେଣୁ ଅଭିଯୁକ୍ତ ପଠାଣିସାମନ୍ତ ଲେଙ୍କା, ସରୋଜ କୁମାର ନାୟକ…

ଆଜି ଦେବ ଦମ୍ପତ୍ତିଙ୍କ ବିବାହ

ଆରଡି, ୨୪।୫( ଡି.ଏନ.ଏ.): ଆଜି ଶିବ ବିବାହ। ଏହି ଉପଲକ୍ଷେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ସକାଳଠାରୁ ଉତ୍ସବମୁଖର ହୋଇଉଠିଛି। ପୂର୍ବାହ୍ନ୍ଣରେ ହନୁମାନ ମହାପ୍ରଭୁ ବରଧରା ବେଶରେ ନଗର ଭ୍ରମଣ କରୁଛନ୍ତି। ଶହଶହ ଭକ୍ତ ବରଧରା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି…

ଆସାମ, ମେଘାଳୟ ମୁଖ୍ୟମନ୍ତ୍ରୀ ସୀମା ବିବାଦକୁ ନେଇ କରିବେ ଚର୍ଚ୍ଚା

ଗୁଆହାଟୀ,୨୪।୫: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଓ ତାଙ୍କ ମେଘାଳୟ ସମକକ୍ଷ କୋନରାଡ ସଂଗମା ବୁଧାବାର ପରସ୍ପର ସହ ସାକ୍ଷାତ୍‌ କରିବେ। ଏହି ସାକ୍ଷାତକାରର ଉଦ୍ଦେଶ୍ୟ ହେଉଛି ଦୁଇ ରାଜ୍ୟ ମଧ୍ୟରେ ୬ଟି ଅବଶିଷ୍ଟ ଅଞ୍ଚଳରେ ସୀମା ବିବାଦର ସମାଧାନ…

ପିଟିଆଇ ନେତା ଶାହ ମହମୁଦ କୁରୈଶିଙ୍କ ସମେତ ଅନ୍ୟ ନେତାଙ୍କୁ ଘରେ ନଜରବନ୍ଦୀ

ଇସଲାମାବାଦ,୨୪।୫: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ) ନେତା ଶାହ ମହମୁଦ କୁରୈଶି, ଜମଶୋଦ ଚିମା ଓ ତାଙ୍କ ପତ୍ନୀ ମୁସର୍ରତ ଚିମାଙ୍କୁ ମେଣ୍ଟେନାନ୍ସ ଅଫ ପବ୍ଲିକ ଅର୍ଡର (ଏମପିଓ)ର ଧାରା ୩ ଆଧାରରେ ୧୫ ଦିନ ପାଇଁ ଘରେ ନଜରବନ୍ଦୀ କରାଯାଇଛି।

ଏନ୍‌. ମୁନିଙ୍କ ସୁଆଦିଆ ନନ୍‌ଭେଜ୍‌ ଆଚାର

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଓଡ଼ିଆଙ୍କ ବିଭିନ୍ନ ଖାଦ୍ୟ ମଧ୍ୟରେ ଆଚାରର ସ୍ଥାନ ସ୍ବତନ୍ତ୍ର। ଆଚାର ଦେଖିଲେ ଅନେକଙ୍କର ପାଟିରୁ ଲାଳ ବି ବୋହିଥାଏ। ଆମ୍ବ ଆଚାର, ଲଙ୍କା ଆଚାର, କରମଙ୍ଗା ଆଚାର, ଲେମ୍ବୁ ଆଚାର, କୋଳି ଆଚାର, ମିକ୍ସ ଆଚାର ଭଳି ବିଭିନ୍ନ ପ୍ରକାର…

ମା’ ପାର୍ବତୀଙ୍କୁ ଚୋରିକଲେ ପଞ୍ଚମହାଦେବ

ପୁରୀ ଅଫିସ, ୨୪।୫: ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଅବସରରେ ମଙ୍ଗଳବାର ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ପୀଠରେ କନ୍ୟାଚୋରି ନୀତି ସମ୍ପନ୍ନ ହୋଇଛି। ପରମ୍ପରା ମୁତାବକ, ପଞ୍ଚମହାଦେବ ପାର୍ବତୀଙ୍କୁ ଚୋରି କରିଛନ୍ତି। ବୁଧବାର ରୀତିନୀତି ଅନୁଯାୟୀ, ମା ପାର୍ବତୀଙ୍କୁ ମହାଦେବ ବିବାହ କରିବେ।…

ଇଟାଭାଟି, ହୋଟେଲ, ଦୋକାନରେ ଚଢ଼ାଉ

କଟକ ଅଫିସ, ୨୪।୫: କଟକ ମହାନଗର ନିଗମ(ସିଏମ୍‌ସି) ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ହୋଟେଲ, ରେଷ୍ଟୁରାଣ୍ଟ, ନର୍ସିଂହୋମ୍‌ ଓ ଅନ୍ୟାନ୍ୟ ଦୋକାନରେ କିଛିଦିନ ହେବ ଚଢ଼ାଉ ଜାରି ରହିଛି। ଦୋକାନରେ ଥିବା ଖାଦ୍ୟର ମାନ ଯାଞ୍ଚ କରାଯାଉଛି। ବାସିଖାଦ୍ୟ ଥିବା ଜଣାପଡ଼ିବା…

ଟୋଲଗେଟ୍‌ କର୍ମଚାରୀ-ପର୍ଯ୍ୟଟକ ଗଣ୍ଡଗୋଳ

ଆଠଗଡ଼,୨୪।୫(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ମୁଣ୍ଡଳୀ ମହାନଦୀ ବ୍ରିଜ ଟୋଲ ଗେଟ୍‌ରେ କର୍ମଚାରୀଙ୍କ ସହ ୨ ବସ୍‌ ଚାଳକ ଓ ପର୍ଯ୍ୟଟକଙ୍କ ଗଣ୍ଡଗୋଳ ହୋଇଛି। ଏଥିରେ ଉଭୟ ପକ୍ଷରୁ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଛତିଶଗଡ଼ର ୪…

ପ୍ରଧାନମନ୍ତ୍ରୀ ଦୌଡ଼ରେ ନାହିଁ: ପାଓ୍ବାର

ପୁଣେ, ୨୪।୫: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକାଠି କରିବା ପାଇଁ କାର୍ଯ୍ୟ କରୁଥିବା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ଶରଦ ପାଓ୍ବାର କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ହେବା ଲାଗି ଦୌଡ଼ରେ ନ ଥିବା ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri