Home Left

ବଳାତ୍କାର ମାମଲା, ଫେରାର ଅଭିଯୁକ୍ତଙ୍କ ଘରେ ନୋଟିସ

ଗୋପାଳପୁର,୪ା୭(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅନ୍ତର୍ଗତ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ କୋର୍ଟରୁ ଅଭିଯୁକ୍ତ ଜାମିନରେ ଆସି ଫେରାର ଥିବା ଗୋବିନ୍ଦନଗର ଗ୍ରାମରେ ଦେଉଳ ସାହିର ଦେବରାଜ ସାହୁଙ୍କ ଘର ଅଗରେ ଗୋଳନ୍ଥରା ପୋଲିସ ସୋମବାର ନୋଟିସ ଲଗାଇଛି।…

ଇମୋଶନାଲ ହୋଇଥିଲେ…

ସାଧାରଣତଃ ପିଲାମାନେ ମନ ଖୋଲି ସବୁ କଥା କହିଦିଅନ୍ତି। କିନ୍ତୁ କିଛି ପିଲା ଅଛନ୍ତି ଯେଉଁମାନେ ଅଧିକ ଭାବପ୍ରବଣତା ଯୋଗୁ ସବୁ ଅନୁଭବକୁ କହିପାରନ୍ତି ନାହିଁ। ଭାବନା ପରିପ୍ରକାଶ ନ ହେଲେ ବେଳେବେଳେ ରାଗିଯାନ୍ତି। ଏଭଳି ପିଲାଙ୍କ ପ୍ରତି ଅଭିଭାବକ ଅଧିକ…

୩୦ ସୁଦ୍ଧା ବନ୍ଧୁକ ଫେରାଅ, ନ ହେଲେ କାର୍ଯ୍ୟାନୁଷ୍ଠାନ

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ଠାକୁରମୁଣ୍ଡା(ତାରାକାନ୍ତ ପଟ୍ଟନାୟକ)୪ା୭: ଶିମିଳିପାଳ ଅଭୟାରଣ୍ୟରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀ ନିହତ ହେବା ଘଟଣାରେ ମୟୂରଭଞ୍ଜ ଜିଲା ପୋଲିସ ପକ୍ଷରୁ ପ୍ରତିଦିନ ସର୍ଚ୍ଚ ଓ କୋମ୍ବିଂ ଅପରେଶନ ଜାରି ରହିଛି। ବନ କର୍ମଚାରୀ ଓ ପୋଲିସକୁ ନେଇ…

ଅଫିସ୍‌ ଗସିପ୍‌

ଅଫିସରେ ସମସ୍ତଙ୍କ ସହିତ ଭଲ ସମ୍ପର୍କ ରଖିବା ବି ଏକ ପ୍ରକାର କଳା। କିନ୍ତୁ ସହକର୍ମୀଙ୍କ ସହ ମହିଳା କର୍ମଚାରୀମାନେ ବେଳେବେଳେ ଏମିତି ଗପରେ ମସ୍‌ଗୁଲ ହୋଇଯାଆନ୍ତି ଯେ ବ୍ୟକ୍ତିଗତ ଜୀବନର ଅନେକ ଅକୁହା କଥା ବି କହିପକାନ୍ତି। ଫଳରେ ସେମାନଙ୍କ…

ପୁରୁଣା ଡିଜାଇନ, ନୂଆ ଲୁକ୍‌

  ଘରର ଇଣ୍ଟେରିୟର ଲୁକ୍‌ ବଦଳାଇବା ପାଇଁ ସମସ୍ତେ ନୂଆ ନୂଆ ଟ୍ରେଣ୍ଟର ଆସବାବପତ୍ର ରଖିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏମିତି କିଛି ପୁରୁଣା ଡିଜାଇନ ରହିଛି ଯାହା ଆଜିର ଟ୍ରେଣ୍ଡରେ ଖୁବ୍‌ ପସନ୍ଦ ହୋଇପାରିଛି। ତେଣୁ ଘରର ଡିଜାଇନ ବଦଳାଇବା…

ରସୁଣ ଚଟଣି

ଆବଶ୍ୟକ ସାମଗ୍ରୀ: କଞ୍ଚାଲଙ୍କା- ୫ଟି, ଲାଲ୍‌ କ୍ୟାପ୍ସିକମ୍‌- ୫ଟି, ରସୁଣ- ୨୦ରୁ ୨୫ କୋଲା, ବାଦାମ ତେଲ କିମ୍ବା ଘିଅ- ୪ ବଡ଼ ଚାମଚ, ଲେମ୍ବୁରସ- ଅଧା ଚାମଚ, ଆବଶ୍ୟକ ଅନୁସାରେ ଲୁଣ ଓ ପାଣି। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ…

ଦୂରକରନ୍ତୁ ଲୁଗାର ଗନ୍ଧ

ବର୍ଷାଦିନେ ଲୁଗାପଟା ଠିକ୍‌ ଭାବେ ଶୁଖିପାରେ ନାହିଁ। ସେଥିପାଇଁ ସେଥିରୁ ଏକପ୍ରକାର ଗନ୍ଧ ବାହାରେ ଓ ପିନ୍ଧିବାକୁ ଭଲ ଲାଗେ ନାହିଁ। ତେବେ ବର୍ଷାଦିନେ ଲୁଗାପଟାର ଏହି ଗନ୍ଧ ଦୂରକରିବା ପାଇଁ ଜାଣିରଖନ୍ତୁ କିଛି ସହଜ ଉପାୟ। ଧୋଇବା ପାଇଁ ଏକାଠି…

ବିପଦକୁ ଡାକୁଛି ସ୍କୁଲ ସମ୍ମୁଖ ଗର୍ତ୍ତ

କଟକ,୪ା୭(ସୁପ୍ରିୟା ପ୍ରିୟଦର୍ଶିନୀ): ଖାନ୍‌ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ରାସ୍ତା ଶୋଚନୀୟ ହୋଇପଡ଼ିଛି। ରାସ୍ତାରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭକରି ଜନସାଧାରଣ ଏହି ରାସ୍ତା ଦେଇ ଯାତାୟତ କରୁଛନ୍ତି। ତେବେ ଗ୍ୟାସ୍‌ ପାଇପ ଲାଇନ ପାଇଁ ଖୋଳାଯାଇଥିବା…

୨୩ ଜିଲାରେ ୫୦ ପେପରଲେସ୍‌ କୋର୍ଟ ଆରମ୍ଭ

କଟକ,୪ା୭(କାର୍ତ୍ତିକ ସାହୁ): ରାଜ୍ୟର ୨୩ଟି ଜିଲାରେ ସୋମବାରଠାରୁ ୫୦ଟି ପେପରଲେସ୍‌ କୋର୍ଟ କାର୍ଯ୍ୟକ୍ଷମ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର ଭର୍ଚୁଆଲ ମାଧ୍ୟମରେ ପେପରଲେସ୍‌ କୋର୍ଟଗୁଡ଼ିକୁ ଉଦ୍‌ଘାଟନ କରି କହିଲେ, ଦ୍ୱିତୀୟ ପର୍ଯ୍ୟାୟରେ ୫୦ଟି ପେପରଲେସ୍‌ କୋର୍ଟ ଆରମ୍ଭ…

ଇମ୍ରାନ୍‌ଙ୍କୁ ଆଶ୍ୱସ୍ତି: ତୋସାଖାନା ମାମଲା ଗ୍ରହଣୀୟ ନୁହେଁ ବୋଲି କହିଲେ ହାଇକୋର୍ଟ

ଇସଲାମାବାଦ,୪।୭: ତୋସାଖାନା ଦୁର୍ନୀତି ମାମଲାରେ ପାକିସ୍ତାନ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ ଏକ ବଡ଼ ଆସ୍ବସ୍ତି ମିଳିଛି। ଇସଲାମାବାଦ ହାଇକୋର୍ଟ ମଙ୍ଗଳବାର ତୋସାଖାନା ମାମଲାକୁ ଗ୍ରହଣୀୟ ନୁହେଁ ବୋଲି ଘୋଷଣା କରି ଇମ୍ରାନ ଖାନଙ୍କ ଜାମିନ ଆବେଦନକୁ ଅନୁମୋଦନ କରିଛନ୍ତି। ଇସଲାମାବାଦ…

ଡ୍ରାଏ ସ୍କିନ୍‌ ମେକ୍‌ଅପ୍‌

ତ୍ୱଚାର ପ୍ରକାର ଅନୁସାରେ ହିଁ ମେକ୍‌ଅପ୍‌ କରିବା ଠିକ୍‌ ହେବ। ନଚେତ୍‌ ମେକ୍‌ଅପ୍‌ ଆଦୌ ଭଲ ଦିଶି ନ ଥାଏ। ତେବେ ଶୁଷ୍କ ତ୍ୱଚା ହୋଇଥିଲେ ମେକ୍‌ଅପ୍‌ ନେବା ପୂର୍ବରୁ ଜାଣିରଖନ୍ତୁ କିଛି ଟିପ୍ସ… ଆପଣଙ୍କ ସ୍କିନ୍‌ ଯଦି ଶୁଷ୍କ ହୋଇଥାଏ…

ବଢୁଛି ପରିବା ଦର, ଚିନ୍ତାରେ ଖାଉଟି

ଖୋର୍ଦ୍ଧା,୪ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବଜାରରେ ପରିବା ଦର ବଢିଚାଲିଛି। ଆଳୁ, ପିଆଜକୁ ଛାଡି ଦେଲେ ଅନ୍ୟ ପରିବା ଦର ୫୦ଟଙ୍କା ତଳକୁ ନାହିଁ। ଫଳରେ ଗ୍ରାହକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟମାଟୋ ଦର ଶହେ ତଳକୁ ଖସୁନି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri