Home Left

ମିଷ୍ଟ୍ରି ଗର୍ଲଙ୍କ ସହ ଫଟୋ ଶେୟାର କଲେ ସଲମାନ

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ କୌଣସି ନାୟିକାଙ୍କ ସହ ଦେଖିଲେ ତାଙ୍କ ପ୍ରଶଂସକଙ୍କ ମନରେ ବିବାହ କଥା ପ୍ରଥମେ ଆସିଥାଏ। ନିକଟରେ ସଲମାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ମିଷ୍ଟ୍ରି ଗର୍ଲଙ୍କ…

୭୨ ବର୍ଷ ପରେ ବଦଳିଲା ବାୟୁସେନାର ପତାକା

ପ୍ରୟାଗରାଜ,୮।୧୦: ଦୀର୍ଘ ୭୨ବର୍ଷ ପରେ ଭାରତୀୟ ବାୟୁସେନା ଏହାର ପତାକା ବଦଳାଇଛି। ଏହି ପତାକା ବାୟୁସେନା ଦିବସରେ ପ୍ରୟାଗରାଜର ବାମରୌଲି ସେଣ୍ଟ୍ରାଲ ଏୟାର କମାଣ୍ଡ ମୁଖ୍ୟାଳୟରେ ଉନ୍ମୋଚିତ ହୋଇଥିଲା। ୮ ଅକ୍ଟୋବର ୧୯୩୨ରେ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ୭୨ବର୍ଷ ପରେ ବାୟୁସେନା…

୫୦୦୦ କଙ୍କଡା ବିଛା ସହ ୩୩ ଦିନ

କଙ୍କଡ଼ା ବିଛା ଦେଖିବାମାତ୍ରେ ବହୁତ ଡର ଲାଗେ। କାରଣ ଏହାର ଦଶଂନ ବେଶ୍‌ କଷ୍ଟଦାୟକ। କିଛି କଙ୍କଡା ବିଛାର ଦଂଶନରେ ତ ବେଳେବେଳେ ମୃତ୍ୟୁ ବି ହୋଇଯାଏ। ତେବେ ଜାଣନ୍ତି କି ଏମିତି ବି ଜଣେ ମହିଳା ଅଛନ୍ତି ଯେକି ଏହି…

ସ୍ବେଟ ପାଓ୍ବାରଡ ସ୍ମାର୍ଟଓ୍ବାଚ୍‌

  ଆଜିକାଲି ଯୁଗ ସ୍ମାର୍ଟଓ୍ବାଚ୍‌ର। ପ୍ରାୟ ସମସ୍ତଙ୍କ ହାତରେ ଏବେ ଏହି ଘଣ୍ଟା ଦେଖିବାକୁ ମିଳୁଛି। ତେବେ ଆଗକୁ ଏଭଳି ସ୍ମାର୍ଟଓ୍ବାଚ୍‌ ଆସିବାକୁ ଯାଉଛି ଯାହାକି ପିନ୍ଧୁଥିବା ବ୍ୟକ୍ତିଙ୍କ ଝାଳ ଦ୍ୱାରା ଚାର୍ଜ ହେବ। ସ୍କଟଲାଣ୍ଡର ୟୁନିଭର୍ସିଟି ଅଫ୍‌ ଗ୍ଲାସଗୋର ବୈଜ୍ଞାନିକମାନେ…

ଆଇରନ୍‌ ମ୍ୟାନ

  ଏଇ ପୃଥିବୀରେ ଅନେକ ଅଜବ ମଣିଷ ଅଛନ୍ତି। ଆଉ କିଛି ବ୍ୟକ୍ତି ତ ନିଜକୁ ଖାସ୍‌ ଓ ସବୁଠୁ ଭିନ୍ନ କରିବା ଲାଗି ବିଭିନ୍ନ ପ୍ରକାରର ଅଜବ କାମ କରିଥାନ୍ତି। ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି କ୍ୟୁବାର ୩୩ ବର୍ଷୀୟ…

ଝିଅ ନାଁର ଟାଟୁ କରି ରେକର୍ଡ

ବାପ ଝିଅର ସମ୍ପର୍କ ଖୁବ୍‌ ମଧୁର। ବାପା ପାଇଁ ଝିଅ କୁନି କଣ୍ଢେଇ ହୋଇଥିବାବେଳେ ଝିଅ ପାଇଁ ବାପା ସୁପର୍‌ ହିରୋ। ସବୁ ବାପା ନିଜ ଝିଅକୁ ଜୀବନଠୁ ବି ବେଶି ଭଲ ପାଆନ୍ତି। ଏମିତିକି ଝିଅ ପାଇଁ ସବୁକିଛି କରିବାକୁ…

ରାତିରେ ଚମକେ ଆଖି

ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି ଉଠିଥିବ ପ୍ରାଣୀଙ୍କ ଆଖି ଅନ୍ଧାର ରାତିରେ ଚମକେ କାହିଁକି? ଏଥର ଜାଣିବା ଏହାର…

ପ୍ରାକୃତିକ ଶୋଭାର ଭଣ୍ଡାର: କେନ୍ଦୁଝର

କେନ୍ଦୁଝର ଜିଲାରେ ରହିଛି ଏଭଳି ଅନେକ ପର୍ଯ୍ୟଟନସ୍ଥଳୀ, ଯାହା ସାରା ବିଶ୍ବର ପର୍ଯ୍ୟଟକଙ୍କୁ ଆକୃଷ୍ଟକରି ଟାଣିଆଣେ ନିଜ ଆଡ଼କୁ। ଏହି ଜିଲାର ଘଟଗାଁରେ ରହିଛି ବିଶ୍ୱ ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିର। ତା’ସହିତ ସହର ଉପକଣ୍ଠରେ ରହିଛି ବଡ଼ ଘାଗରା ଓ…

ଇଏ ବି ବସ୍‌ଷ୍ଟପ୍‌

ଖରା, ବର୍ଷାରୁ ରକ୍ଷା ପାଇବା ସହ ଆରାମରେ ବସି ବସ୍‌କୁ ଅପେକ୍ଷା କରିବା ଲାଗି ଯାତ୍ରୀଙ୍କ ପାଇଁ ବସ୍‌ଷ୍ଟପ୍‌ କରାଯାଇଥାଏ। ତେବେ ପୃଥିବୀର ବିଭିନ୍ନ ସ୍ଥାନରେ ଏମିତି ବି କିଛି ବସ୍‌ଷ୍ଟପ୍‌ ତିଆରି କରାଯାଇଛି, ଯାହା ଏତେ ଅଜବ ଯେ ଏବେ…

ରୋଜଗାର ଟଙ୍କାରେ ଋଣ ପରିଶୋଧ କରିଥିଲି

ସବୁ ପ୍ରଥମର ପ୍ରାଥମିକତା ଜିଇଥିବା ଯାଏ ନିଜ ବାସ୍ନାରେ ବିଭୋର କରୁଥାଏ ସଭିଙ୍କୁ। ଯେମିତି ଅମରତ୍ୱ ଲଭେ ପ୍ରଥମ ପ୍ରେମ।, ଶିହରଣ ସବୁବେଳେ ବୁଣି ଦେଉଥାଏ ପ୍ରଥମକରି ବାପାଙ୍କ କୋଳରେ ବସି ଖଡ଼ି ଛୁଇଁବା, ଘରୁ ଲୁଚିକରି ସାଙ୍ଗମାନଙ୍କ ସହିତ ପୋଖରୀରେ…

ଯେକୌଣସି ଶାଢ଼ି ହେଉନା କାହିଁକି ଯଦି ତା’ସାଙ୍ଗରେ

ଡିଜାଇନ୍‌ର ବ୍ଲାଉଜ୍‌ ପିନ୍ଧାଯାଏ ତା’ହେଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗେ। ଏବେ ତ ଡୋରିବାଲା ବ୍ଲାଉଜ୍‌ର ଖୁବ୍‌ ଟ୍ରେଣ୍ଡ ଚାଲିଛି। ତା’ହେଲେ ଜାଣନ୍ତୁ ଏହି ଡୋରିବାଲା ବ୍ଲାଉଜ୍‌ର କିଛି ଲାଟେଷ୍ଟ ଡିଜାଇନ୍‌ ଆଉ ସେ ନେଇ କିଛି ଜରୁରୀ ଟିପ୍ସ ସମ୍ପର୍କରେ……

ଯୁବକଙ୍କୁ ଅପହରଣ ସହ ନିସ୍ତୁକ ମାଡ଼ ଅଭିଯୋଗ: ୩ ଦିନ ପରେ ବି ମିଳୁନି ପତ୍ତା

ଛତ୍ରପୁର,୮ା୧୦(ସନ୍ତୋଷ ପାଢ଼ୀ): ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକଙ୍କୁ ଅପହରଣ କରି ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଗଞ୍ଜାମ ଜିଲା କୋଦଳା ଥାନା ଅନ୍ତର୍ଗତ ଜେ ଛଚିନାଠାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ ପାଇଁ ଏହି ଘଟଣା ଏବେ ଚ୍ୟାଲେଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?