ଖାଲିସ୍ତାନ ସମର୍ଥକଙ୍କ ଧମକ ମଧ୍ୟରେ ଆଜି ବ୍ରିଟେନର ଏନଏସଏଙ୍କୁ ଭେଟିବେ ଅଜିତ ଡୋଭାଲ
ନୂଆଦିଲ୍ଲୀ,୭।୭: ଲଣ୍ଡନରେ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଖାଲିସ୍ତାନ ସମର୍ଥକମାନେ ଧମକ ଦେବା ମଧ୍ୟରେ ବ୍ରିଟେନର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସଏ) ଟିମ ବାରୋ ଭାରତ ଆସୁଛନ୍ତ। ଟିମ ବାରୋ ତାଙ୍କ ପ୍ରତିପକ୍ଷ ଯଥା ଭାରତୀୟ ଏନଏସଏ ଅଜିତ ଡୋଭାଲଙ୍କୁ ଶୁକ୍ରବାର ଭେଟିବେ। ଏହି ବୈଠକରେ…
ଶ୍ରାବଣ ଆରମ୍ଭରୁ ପରିବା ଦର ଆକାଶଛୁଆଁ
ବାଲିକୁଦା,୭ା୭(ତାପସ ସ୍ବାଇଁ): ଶ୍ରାବଣ ଆରମ୍ଭରୁ ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରରେ କେବଳ ଆଳୁକୁ ଛାଡିଦେଲେ ସମସ୍ତ ପରିବା କିଲୋ ପ୍ରତି ୫୦ ଟଙ୍କାରୁ ଊର୍ଦ୍ଧ୍ୱରେ ପହଞ୍ଚ।ଏହା ଏବେ ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବୋଲବମ୍ ଭକ୍ତମାନେ ଏହି…
ଧୋନୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି
ନୂଆଦିଲ୍ଲୀ,୭।୭: ଭାରତର ମହାନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ୪୨ ବର୍ଷ ହୋଇଛି। ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଧୋନୀ ଏବେ ବି ଆଇପିଏଲରେ ଖେଳୁଛନ୍ତି। ୨୦୨୩ରେ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଥିଲା।…
ଅବଧି ସରିଲାଣି, କାର୍ଯ୍ୟ ସରୁନି
ନାଉଗାଁ,୭ା୭(ସୁଧା ବେହୁରା): ନାଉଗାଁ ବ୍ଲ୍କକ ଗଳଦାରୀ ପଞ୍ଚାୟତ ଅନ୍ତର୍ଗତ ଏରେଡା ଗ୍ରାମରେ ପାନୀୟ ଜଳ ପାଇଁ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଗ୍ରାମରେ କୌଣସି ପାନୀୟ ଜଳ ପ୍ରକଳ୍ପ ନ ଥିବାରୁ ଲୋକେ ବିଶୁଦ୍ଧ ପାଣି…
ପୂଜାପାଠ କରୁଥିବା ବ୍ରାହ୍ମଣ ପୁଅଙ୍କୁ କନ୍ୟା ମିଳୁନାହାନ୍ତି
କେନ୍ଦ୍ରପଡ଼ା,୭ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୂଜାପାଠ କରୁଥିବା ବ୍ରାହ୍ମଣ ବରକୁ କନ୍ୟା ମିଳୁନାହାନ୍ତି। ଏଥିଯୋଗୁ ବ୍ରାହ୍ମଣ ପୁଅ ଏବେ ଯଜମାନୀ ଛାଡ଼ି ବିଦେଶରେ ଚାକିରି କରିବାକୁ ବାହାରିଲେଣି। ବ୍ରାହ୍ମଣ ଜାତିର ଝିଅ ମିଳୁ ନ ଥିବାରୁ ଏବେ ସେମାନେ…
ମାଟିରେ ମିଶିବ ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ
ପାରାଦୀପ,୭।୭ (ଶରତ ରାଉତ): ପାରାଦୀପର ବେଳାଭୂମି ରାସ୍ତା କଡରେ ଥିବା ପୁରୁଣା ସ୍ବତନ୍ତ୍ର ସର୍କିଟ ହାଉସ ଏବେ ଭଙ୍ଗା ଚାଲିଛି। ଆଉ କିଛି ଦିନ ମଧ୍ୟରେ ତାହା ସମ୍ପୂର୍ଣ୍ଣ ମାଟିରେ ମିଶିଯିବ। ସେହି ପୁରୁଣା ସର୍କିଟ ହାଉସ ସୀମା ମଧ୍ୟରେ ଆଉ…
ହାଣ୍ଡିଶାଳରୁ ସ୍କୁଲ ହଣ୍ଡା ପର୍ଯ୍ୟନ୍ତ ମହଙ୍ଗା ମାଡ଼
କେନ୍ଦ୍ରାପଡ଼ା,୭ା୭ (ଜଗନ୍ନାଥ ଧଳ): ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସ୍ବାବଲମ୍ବୀ କରୁଛନ୍ତି। ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀକୁ ଅନୁଦାନ ଯୋଗାଇ ମିଶନ ଶକ୍ତି କାଫେ ଖୋଲାଇଛନ୍ତି। ଏହି କାଫେ ବଜାରର ମହଙ୍ଗା ମାଡ଼ରୁ ନିସ୍ତାର ନ ପାଇ ବନ୍ଦ…
ନିମ୍ନମାନ କାମ କରି ଠିକାଦାର ଫେରାର
ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଗଠନ ହେବା ପରେ ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ଆସିନାହିଁ। ଯେଉଁ ଅଞ୍ଚଳର ଗମନାଗମନ ଯେତେ ସୁଦୃଢ଼ ସେହି ଅଞ୍ଚଳ ସେତେ ଉନ୍ନତ ବୋଲି ବିଶ୍ୱାସ ରହିଛି। କିନ୍ତୁ ଦୁର୍ବଳ ନେତୃତ୍ୱ ତଥା ଠିକାଦାର…
ଧୋନୀଙ୍କ ପ୍ରଥମ ରୋଜଗାର ଥିଲା ମାତ୍ର ଏତିକି ଟଙ୍କା
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି…
୮ ଏକରରୁ ଊର୍ଦ୍ଧ୍ୱ ଜମିରୁ ହଟିଲା ଜବରଦଖଲ
ଭୁବନେଶ୍ୱର,୭।୭(ବନ୍ଦନା ସେଠୀ): ସରକାରୀ ଖାତାକୁ ଫେରିଲା ୮ ଏକର ୧୪୦ ଡିସିମିଲ ଜମି। କଳାରାହାଙ୍ଗ ମୌଜାର ସରକାରୀ ଖାତା ନମ୍ବର ୭୬୬ର ପ୍ଲଟ ନମ୍ବର ୨୯୪ ଓ ୨୯୫ରେ ଦୀର୍ଘଦିନ ଧରି ବେଆଇନ ଜବରଦଖଲ ହୋଇଥିଲା। ଭୁବନେଶ୍ୱର ତହସିଲଦାରଙ୍କ ରିକ୍ୟୁଜିଶନ କ୍ରମେ…
ମହାରାଷ୍ଟ୍ରକୁ ଭାଙ୍ଗିବାକୁ ଚାହୁଁଛି ଭାଜପା: ଉଦ୍ଧବ
ମୁମ୍ବାଇ,୭।୭: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) କୁ ଭାଙ୍ଗି ମହାରାଷ୍ଟ୍ର ଭାଙ୍ଗିବାକୁ ଚାହୁଁଛି ଉଦ୍ଧବ କହିଛନ୍ତି। ଏନସିପିରେ ବିଭାଜନକୁ…
ସୁଧୁରୁନି ସହରର ପରିମଳ ବ୍ୟବସ୍ଥା
ଖୋର୍ଦ୍ଧା,୭ା୭(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ପରିମଳ, ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡିଛି। ସ୍ବଚ୍ଛତା ପାଇଁ ଲକ୍ଷାଧିକ ଟଙ୍କା ଆସୁଥିଲେ ମଧ୍ୟ ଠିକ୍ ଭାବେ ଖର୍ଚ୍ଚ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ସ୍ବଚ୍ଛ ଖୋର୍ଦ୍ଧା, ସୁସ୍ଥ ଖୋର୍ଦ୍ଧା ପ୍ରହସନ ପାଲଟିଛି। ସ୍ବଚ୍ଛ ସର୍ବେକ୍ଷଣ…
Archives


