ତୁଳସୀ ସମସ୍ତଙ୍କ ପାଇଁ ଶୁଭ ନୁହେଁ, ଘରେ ଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ..

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି। ହେଲେ ସମସ୍ତଙ୍କ ପାଇଁ ତୁଳସୀ ଶୁଭ ନୁହେଁ। ହେଲେ ଏହି ବୃକ୍ଷକୁ ଲଗାଇବା ଏବଂ ପୂଜା କରିବାକୁ ନେଇ ଅନେକ ନିୟମ ରହିଛି।

-କେବେ ବି ଦକ୍ଷିଣ ଦିଗରେ ତୁଳସୀକୁ ରଖନ୍ତୁ ନାହିଁ। କାରଣ ଏହା ଅଶୁଭ ଫଳ ଦେଇଥାଏ। ତୁଳସୀକୁ ସର୍ବଦା ଉତ୍ତର ଦିଗରେ ଲଗାନ୍ତୁ, ଏହା ବୁଧଙ୍କ ଦିଗ ବୋଲି ମାନ୍ୟତା ରହିଛି।

-ତୁଳସୀକୁ ଭୂମିରେ ଲଗାଇବା ଉଚିତ ନୁହେଁ। ଏହାକୁ ସର୍ବଦା କୁଣ୍ଡରେ ଲଗାଇବା ଉଚିତ। ଭୂମିରେ ଲଗାଇବା ଦ୍ୱାରା ତୁଳସୀ ଅଶୁଭ ଫଳ ଦେଇଥାଏ। ଏହାର ପ୍ରଭାବ ଘରେ ଥିବା ସଦସ୍ୟଙ୍କ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ।

-ରବିବାର ତୁଳସୀର ପୂଜାର୍ଚ୍ଚନା କରିବା ଉଚିତ ନୁହେଁ। ଏପରିକି ଏହି ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ। ବାକି ଦିନରେ ତୁଳସୀପତ୍ରକୁ ସୂର୍ଯ୍ୟାସ୍ତ ପରେ ଛିଣ୍ଡାଇବା ଅନୁଚିତ।

-ତୁଳସୀକୁ ସର୍ବଦା ଘରର ଅଗଣା, ମଧ୍ୟସ୍ଥଳ, ପୂର୍ବ ନଚେତ ଉତ୍ତର ଦିଗରେ ରଖିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

କଟା ପିଆଜ ଫ୍ରିଜ୍‌ରେ ରଖୁଥିଲେ…

ପିଆଜକୁ ଭାଜି ଖାଆନ୍ତୁ ଅବା କଞ୍ଚା, ଏହା ପ୍ରତିଟି ରୂପରେ ଶରୀର ପାଇଁ  ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଔଷଧୀୟ ଗୁଣ, ଆଣ୍ଟିି ବ୍ୟାକ୍ଟେରିଆଲ୍‌...

ପିଲାଙ୍କୁ ଶୁଣାନ୍ତୁ ଗପ

ଆଜିକାଲି ଡିଜିଟାଲ ଯୁଗରେ ପିଲାମାନେ ଅଧିକାଂଶ ସମୟ ଫୋନ୍‌, ଟିଭି, କମ୍ପ୍ୟୁଟର ଆଗରେ କଟାଉଛନ୍ତି। ଏସବୁର ଭଲ ପ୍ରଭାବ ସହିତ କୁପ୍ରଭାବ ବି ରହିଛି। ତେଣୁ...

ଦାନ୍ତ ବିନ୍ଧା କମ୍‌ କରେ ଏହି ପତ୍ର

ଓସ୍ତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି। ଓସ୍ତ ପତ୍ରରେ ଭିଟାମିନ୍‌ ଏବଂ ଅନେକ ଆଣ୍ଟିଅକ୍ସିଡେଣ୍ଟ ତତ୍ତ୍ୱ ରହିଛି। ଯାହା ଶରୀର ବିଭିନ୍ନ ଗମ୍ଭୀର ରୋଗ...

ବୁଦ୍ଧିମତ୍ତା ବଢ଼ାଏ ଜୀବନଶୈଳୀ

ଆମେ ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ବ୍ୟତୀତ ଜୀବନଶୈଳୀ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସନ୍ତୁଳିତ ଜୀବନଶୈଳୀ ସୁପ୍ରଭାବ ଆମ ଶରୀର ଉପରେ ପଡିଥାଏ।...

ସମ୍ପର୍କକୁ ମଜଭୁତ କରେ ଉପହାର

ସମ୍ପର୍କକୁ ବି ମଜବୁତ କରିଥାଏ ଉପହାର। ତେବେ ଏହି ଉପହାର କିଭଳି ହେବା ଆବଶ୍ୟକ ଜାଣନ୍ତୁ ସେ ସମ୍ପର୍କରେ କିଛି କଥା.. ବନ୍ଧୁଙ୍କୁ ଖୁସିରେ ଦେଖିବାକୁ...

ଲିଭରର ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ ଏହି ପତ୍ର…

ଅଶ୍ୱତ୍ଥ(ଓସ୍ତ)ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏହା ବିଭିନ୍ନ ଲିଭର ସମସ୍ୟାରୁ ଦୂରେଇ ରଖେ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଶ୍ୱତ୍ଥ ପତ୍ରକୁ ଶୁଖାଇ ସେଥିରେ...

୨୦୨୨ରେ ଏହି ୪ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚମକିବ; ନୂଆ ଚାକିରିର ଯୋଗ, ଢେର ଗୁଣା ବଢ଼ିବ ଆୟ…

ଆଉ ଦିନ କେଇଟାରେ ନୂଆ ବର୍ଷ। ଏହା ଆଣିପାରେ ନୂଆ ସମ୍ଭାବନା। ଏବେଠାରୁ ନୂତନ ବର୍ଷକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଥିବା ବେଳେ, ଆଜି...

ମଧୁମେହ ଲାଗି ହଳଦୀ ରାମବାଣ ସଦୃଶ

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକ ମଧୁମେହରେ ଆକ୍ରାନ୍ତ ହେଉଛନ୍ତି। ଏହା ପରିବର୍ତ୍ତିତ ଜୀବନଶୈଳୀ ଲାଗି ହେଉଥିବା ସ୍ବାସ୍ଥ୍ୟ ସମସ୍ୟାରୁ ଅନ୍ୟତମ। ଏହି ରୋଗରେ ରକ୍ତ ସର୍କରାକୁ...

Advertisement
Archives

Model This Week