ବେଦବ୍ୟାସ ପୀଠ: ଠାକୁରଙ୍କୁ ଲାଗି ହେଉନି ଅନ୍ନ ମଣୋହି
ରାଉରକେଲା ଅଫିସ୍,୨୮ା୫: ରାଉରକେଲାର ଧାର୍ମିକ ପୀଠ ବେଦବ୍ୟାସରେ ଥିବା ମନ୍ଦିର ଗୁଡିକରେ ଠାକୁରଙ୍କୁ ଅନ୍ନଭୋଗ ଲାଗି ହେଉ ନ ଥିବା ଅଭିଯୋଗ ହୋଇଛି। ବେଦବ୍ୟାସ ପୀଠରେ ଜଗନ୍ନାଥ ମନ୍ଦିର, ବାଲୁଙ୍କେଶ୍ୱର ମନ୍ଦିର, ବିଶ୍ୱନାଥ ମନ୍ଦିର, ଶାନ୍ତ ଶେଖର ମନ୍ଦିର, ରାଧାକୃଷ୍ଣ ମନ୍ଦିର,…
ମହିଳାଙ୍କୁ ଫାଇନାନ୍ସ କର୍ମଚାରୀଙ୍କ ମାଡ଼, ଥାନାରେ ଏତଲା
ବରଗଡ଼ ଅଫିସ୍,୨୮ା୫: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନଦୀପଡା (ଡାଙ୍ଗ)ରେ ଶନିବାର ଜଣେ ମହିଳାଙ୍କୁ ଏକ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀ ମାଡ଼ ମାରିଛନ୍ତି। ଏ ନେଇ ମହିଳା ଜଣକ ବରଗଡ଼ ଟାଉନ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର…
ଶପଥ ନେଇଥିବା ମନ୍ତ୍ରୀଙ୍କୁ ଖୁବ୍ଶୀଘ୍ର ବଣ୍ଟାଯିବ ବିଭାଗ: ସିଦ୍ଦାରାମାୟା
କର୍ନାଟକ,୨୮।୫: କର୍ନାଟକରେ ଶନିବାର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ୨୪ ବିଧାୟକ ଶପଥ ଗ୍ରହଣ କରିଛନ୍ତି। ତେବେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀଙ୍କୁ ଖୁବ୍ଶୀଘ୍ର ବିଭାଗ ବଣ୍ଟନ କରାଯିବ। ଖବରଦାତାଙ୍କ ସହ କଥାବାର୍ତ୍ତା କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି, ରାଜ୍ୟରେ…
ଅସ୍ତିତ୍ୱ ହରାଉଛି ଜଳାଶୟ
ବରଗଡ଼ ଅଫିସ୍,୨୮ା୫: ଗାଁ ହେଉ କି ସହର, ଖରାଦିନେ ସବୁଠି ଜଳାଭାବ ପ୍ରମୁଖ ସମସ୍ୟା ପାଲଟିଥାଏ। ତେବେ ବହୁପୂର୍ବରୁ ଗାଁ ଏବଂ ସହରରେ ରହିଥିବା ଜଳାଶୟ ଗୁଡ଼ିକ ଯୋଗୁ ସେଭଳି ସମସ୍ୟାରୁ ମୁକ୍ତି ମିଳୁଥିଲା। ମାତ୍ର ଏବେ ବରଗଡ଼ ଜିଲାର ସବୁଆଡ଼େ…
୨୫୦୦ ବର୍ଷ ତଳର ଟଏଲେଟ୍
ଜେରୁସେଲମ୍: ଭାରତରେ କିଛି ବର୍ଷ ଆଗରୁ ସ୍ବଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। ଫଳରେ ଲୋକେ ଘରେ ଟଏଲେଟ୍ର ବ୍ୟବହାର କରୁଛନ୍ତି। ହେଲେ ଅନେକ ଲୋକ ଟଏଲେଟ୍ ପାଇଁ ଏବେ ବି ବାହାରକୁ ଯାଉଛନ୍ତି। କିନ୍ତୁ ଇସ୍ରାଏଲ ଲୋକେ ଆମ ଭାରତୀୟଙ୍କଠାରୁ…
୫ ବର୍ଷ ହେଲା ସରୁନି ପୂର୍ତ୍ତ ରାସ୍ତା ନିର୍ମାଣ
ଯାଜପୁର ଅଫିସ,୨୮ା୫: ପଡୋଶୀ କେନ୍ଦୁଝର ଓ କଟକ ଜିଲାର ପୂର୍ତ୍ତ (ଆର୍ଆଣ୍ଡବି)ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ରହିଛି। କଟକ ଜିଲା ଚାରବାଟିଆ ପୂର୍ତ୍ତ ବିଭାଗ ଡିଭିଜନ ଅଧୀନରେ ଯାଜପୁର ଜିଲାର ବଡଚଣା ଓ ବରୀ ବ୍ଲକର…
ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ଲାଣ୍ଟ ପରିଦର୍ଶନ କରାଇଲା ଜେଏସ୍ଡବ୍ଲ୍ୟୁ
ଭୁବନେଶ୍ୱର,୨୮।୫: ଦେଶର ପ୍ରମୁଖ ଶିଳ୍ପ ପ୍ରତିଷ୍ଠାନ ଜେଏସ୍ଡବ୍ଲ୍ୟୁର ଓଡ଼ିଶା ୟୁନିଟ୍ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ୩ ଦିନିଆ ପରିଭ୍ରମଣ ଓ ଆନ୍ଧ୍ରପ୍ରଦେଶର ବିଜୟନଗରସ୍ଥିତ ବିଦ୍ୟାନଗର ଜେଏସ୍ଡବ୍ଲ୍ୟୁ ପ୍ଲାଣ୍ଟ ପରିଦର୍ଶନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜଗତ୍ସିଂହପୁର ଜିଲାର…
ନାନା ସମସ୍ୟାରେ ବରୁଆଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର
ଯାଜପୁର ସଦର,୨୮ା୫(ଡି.ଏନ.ଏ.): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଅଁା ପଞ୍ଚାୟତର ବରୁଅଁା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ସମସ୍ୟା ଲାଗିରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୫ ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି। ମାତ୍ର ଡାକ୍ତର ନ ଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
ଲାଇନ ଡିପାର୍ଟମେଣ୍ଟ ସହଯୋଗ ମିଳୁନି
ରସୁଲପୁର,୨୮ା୫(ଡି.ଏନ.ଏ.): ରସୁଲପୁର ବ୍ଲକ୍ ଅଧୀନ ୨୮ ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ଉନ୍ନୟନ ଯୋଜନା (ଜିପିଡିପି) ଖସଡ଼ା ପ୍ରସ୍ତୁତ ହୋଇପାରିନାହିଁ। ପଞ୍ଚାୟତ ପକ୍ଷରୁ ବାର୍ଷିକ ଜିପିଡିପି ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ରହିଛି। ହେଲେ ଏ ଦିଗରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ…
କମଲ ଓ୍ବାଚ୍ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍
ଭୁବନେଶ୍ୱର,୨୮।୫: ଦେଶର ପ୍ରମୁଖ ତଥା ବିଳାସପୂର୍ଣ୍ଣ ଘଣ୍ଟା ପ୍ରତିଷ୍ଠାନ କମଲ ୱାଚ୍ କୋ.ର ଏକ୍ସକ୍ଲୁସିଭ ଆଉଟ୍ଲେଟ୍ ଶନିବାର ଭୁବନେଶ୍ୱରର ଜାଭିୟର ସ୍କୋୟାରସ୍ଥିତ ସାଣ୍ଡି ଟାଓ୍ବାର ହୋଟେଲ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସଠାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ପୁରୀ ଶ୍ରୀଜଗନ୍ନାଥ…
ଆଇଏମ୍ଡିବିର ଟପ୍୧୦ ଲିଷ୍ଟରେ ‘ଦମନ’
ଭୁବନେଶ୍ୱର,୨୮ା୫(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ର ଚର୍ଚ୍ଚା ଏବେ ବି ଥମିନି। ଶୁଭମୁକ୍ତି ହେବା ପରଠୁ ଆଜିପର୍ଯ୍ୟନ୍ତ ଏହାର ପ୍ରଶଂସା ସବୁଠି ଦେଖିବାକୁ ମିଳୁଛି। ଏବେ ‘ଦମନ’ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉଏକ ଖୁସି ଖବର ଆଣିଛି। ଇଣ୍ଟରନେଟ୍ ମୁଭି ଡାଟାବେସ୍…
ଗରମ ଡାଲି ପଡ଼ି ୨ ବୋଝିଆ ଆହତ
ପୁରୀ ଅଫିସ,୨୮ା୫: ଶ୍ରୀମନ୍ଦିର ପରିସରରେ ଶନିବାର ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି। ମହାପ୍ରସାଦ ବୋଝେଇ ନେଉଥିବା ବେଳେ ଗରମ ଡାଲି ପଡ଼ି ୨ଜଣ ବୋଝିଆ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ…
Archives


