Home Left

ବିଶ୍ୱ ଦୁଗ୍ଧ ଦିବସ

ପ୍ରତ୍ୟେକ ସ୍ତନ୍ୟପାୟୀ ପ୍ରାଣୀ ଶୈଶବ ଅବସ୍ଥାରେ କେବଳ ଦୁଗ୍ଧପାନ କରୁଥିବାବେଳେ ମନୁଷ୍ୟ କ୍ଷେତ୍ରରେ ଆବାଳବୃଦ୍ଧବନିତା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଦୁଗ୍ଧପାନ କରିଥାନ୍ତି । ଦୁଗ୍ଧ କେବଳ ପାନୀୟ ଭାବରେ ବ୍ୟବହାର କରାଯାଏ ତାହା ନୁହେଁ, ଏହା ବିଭିନ୍ନ ଦୁଗ୍ଧଜାତ ଦ୍ରବ୍ୟ ଯଥା…

ପିତୃଦେବ ଭବ, ମାତୃଦେବ ଭବ

ମାତାପିତା ମାନବ ଇତିହାସ ଆରମ୍ଭରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛନ୍ତି! ପିଲାମାନଙ୍କୁ ଦୁନିଆକୁ ଆଣିବା ଏବଂ ସେମାନଙ୍କୁ ସମାଜରେ ସୁସ୍ଥ ଏବଂ ସୁରକ୍ଷିତ ଭାବେ ଜୀବିତ ରଖିବା କିଛି ଛୋଟ କାମ ନୁହେଁ। ସେମାନଙ୍କ ପିଲାମାନଙ୍କର ସମଗ୍ର ଜୀବନ ପାଇଁ ଯୋଗ୍ୟ…

ଓଏଚ୍‌ଆର୍‌ସିରେ ୨ ଜନସ୍ବାର୍ଥ ମାମଲା

କଟକ ଅଫିସ,୧।୬: କଟକ ସହରରେ ଚାଲିଥିବା ବକ୍ସଡ୍ରେନ୍‌ ନିର୍ମାଣ ଓ ତାଳଦଣ୍ଡା କେନାଲର ଉନ୍ନତୀକରଣରେ ବେପରୁଆ କାର୍ଯ୍ୟ ଯୋଗୁ ଅକାଳରେ ଦୁଇଟି ଜୀବନ ଚାଲିଗଲା। ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଦୁଇ ଦିନରେ ଦୁଇଟି ସ୍ଥାନରେ ଏଭଳି ଦୁର୍ଘଟଣା…

ସିଏମ୍‌ସି ମେୟର, କମିଶନରଙ୍କୁ ଘେରାଉ

କଟକ ଅଫିସ,୧।୬: କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ଗମାଣ୍ଡିଆ ଅଞ୍ଚଳରେ ହ୍ୟୁମ୍‌ ପାଇପ୍‌ ତଳେ ଚାପି ହୋଇ ଛାତ୍ରୀ ଏନ୍‌. ମୋହିନିଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଥିଲା। ମୃତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ସିଏମ୍‌ସି ମେୟର…

କବିତା ଲେଖୁଛି ରୋବୋ

ଲଣ୍ଡନ୍‌,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍‌ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ ବିରାଡ଼ିର ଚିତ୍ର ମଧ୍ୟ ଆଙ୍କିପାରେ। ତାକୁ ହସିବାକୁ କହିଲେ ତା’ ରବର ନିର୍ମିତ ନୀଳ…

ଜ୍ଞାନବାପି ମାମଲା: ମସ୍‌ଜିଦ କମିଟିର ଆବେଦନ ଖାରଜ

ବାରାଣସୀ,୩୧ା୫: ଉତ୍ତରପ୍ରଦେଶ ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ମାମଲାରେ ଅଞ୍ଜୁମନ୍‌ ଇନ୍ତେଜାମିଆ ମସ୍‌ଜିଦ କମିଟିକୁ ଝଟ୍‌କା ଲାଗିଛି। ଆଲ୍ଲାହାବାଦ ହାଇକୋର୍ଟ ବୁଧବାର କମିଟିର ଆବେଦନକୁ ଖାରଜ କରିଦେଇଛନ୍ତି। ସ୍ଥାନୀୟ କୋର୍ଟରେ ବିଚାରାଧୀନ ଥିବା ସିଭିଲ ସୁଟ୍‌କୁ ରଦ୍ଦ କରିବାକୁ ମସ୍‌ଜିଦ କମିଟି ଆବେଦନରେ…

ୟୁକ୍ରେନ୍‌ର ଶେଷ ଯୁଦ୍ଧଜାହାଜ ଧ୍ୱସ୍ତ କରିଥିବା ଦାବି କଲା ରୁଷିଆ

ମସ୍କୋ,୩୧ା୫: ୟୁକ୍ରେନ୍‌ ନୌସେନାର ଶେଷ ଯୁଦ୍ଧଜାହାଜ ୟୁରି ଓଲେଫାୟାରେଙ୍କୋକୁ ରୁଷିଆ ଧ୍ୱସ୍ତ କରିଦେଇଥିବା ଦାବି କରିଛି। ଗତ ୨୯ରେ ଓଡେସାର ଦକ୍ଷିଣ ଭାଗରେ ଏହି ଯୁଦ୍ଧଜାହାଜ ଥିବାବେଳେ ରୁଷୀୟ ବାୟୁସେନା ଏହାକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା ବୋଲି ରୁଷିଆ…

ନଦୀପଠାରୁ ମିଳିଲା ଯୁବତୀଙ୍କ ମୃତଦେହ

ରାଇଘର,୩୧।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ଥାନା ଅଧୀନ ଦେବଗାଁ ପଞ୍ଚାୟତର କୁରବେଲା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଛି। ନଦୀକୁ ଗାଧେଇବାକୁ ଯାଇଥିବା କେତେଜଣ ବ୍ୟକ୍ତି ମୃତଦେହ ଦେଖି ରାଇଘର ପୋଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ…

କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା ଓ…

ଛାତରୁ ଖସିପଡ଼ିଲେ ମହିଳା

ନିରାକାରପୁର,୩୧।୫(ଡି.ଏନ୍‌.ଏ.): ଛାତରୁ ଖସିପଡ଼ି ବୁଧବାର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଜାଜପୁର ଗ୍ରାମର ନିରୁପମା ମିଶ୍ର(୨୮)। ନିରୁପମା ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ହେଲେ କୌଣସି କାରଣରୁ ସେ ଛାତ…

ଘାଟିରେ ଓଲଟିଲା ଅଟୋ ଜଣେ ମୃତ, ୪ ଗୁରୁତର

ପଟ୍ଟାଙ୍ଗି, ୩୧।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୁଙ୍କି ଥାନା ଅଧୀନ ଲାଉଡି ଘାଟରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ…

ସୁବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡିଗଲେ

ଜଳେଶ୍ୱର/ରାଇବଣିଆ,୩୧ା୫(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଲକ୍ଷ୍ମଣନାଥ ପଞ୍ଚାୟତ ବିରିଶପୁର ଗାଁର ଚନ୍ଦନ ଦାସ(୨୨) ନାମକ ଜଣେ ଯୁବକ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡିଯାଇଛନ୍ତି। ଖୋଜାଖୋଜି କରାଯାଇଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନାହିଁ । ବନବିହାରୀଙ୍କ ଏକମାତ୍ର ପୁଅ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri