ରାଜ୍ୟ କ୍ୟାବିନେଟ ବୈଠକରେ ୯ଟି ପ୍ରସ୍ତାବ ଉପରେ ମୋହର: ପ୍ରତି ପଞ୍ଚାୟତକୁ ୫ ଲକ୍ଷ
ଭୁବନେଶ୍ୱର,୧୦।୭ (ଅନୀଲ ଦାସ): ରାଜ୍ୟ କ୍ୟାବିନେଟ ବୈଠକ ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ୯ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ପଞ୍ଚାୟତିରାଜ ବିଭାଗରେ ନୂଆ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଆମା ଗାଁ ଆମ ବିକାଶର ନିର୍ଦ୍ଦେଶନାମାକୁ ସଂଶୋଧନ କରି ରାଜ୍ୟ ସରକାର…
ନାଟୋ ଶିଖର ସମ୍ମିଳନୀ ପୂର୍ବରୁ ବିଟ୍ରେନରେ ବାଇଡେନ-ସୁନକଙ୍କ ଆଲୋଚନା
ଲଣ୍ଡନ,୧୦।୭: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଏବଂ ବ୍ୟାପକ ଭୂ-ରାଜନୀତିକୁ ନେଇ ଆଲୋଚନା ହୋଇଥିଲା। ଲିଥୁଆରେ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଂଗଠନ (ନାଟୋ) ଶିଖର ସମ୍ମିଳନୀ…
ଅପରେଶନ୍ ବେଳେ ଠାବ ହେଲା ମାଓବାଦୀ କ୍ୟାମ୍ପ: ବିଭିନ୍ନ ସାମଗ୍ରୀ ଜବତ
ମାଲକାନଗିରି,୧୦।୭(ନୃସିଂହ ଚରଣ ମହାନ୍ତି): କାଲିମେଳା ଥାନା ଅନ୍ତର୍ଗତ ବଡ଼ିଗେଟା ପଞ୍ଚାୟତର ମାରିଗେତା ଗ୍ରାମ ନିକଟ ଗମ୍ପାକୋଣ୍ଡା ରିଜର୍ଭ ଜଙ୍ଗଲରେ ୧୪୨ ବାଟାଲିୟନର ବିଏସ୍ଏଫ ସୁରକ୍ଷାକର୍ମୀ ସୋମବାର ଅପରେଶନ କରିଥିଲେ। ସେଠାରେ ଶର୍ଚ୍ଚ ଅପରେଶନ ଚାଲିଲା ପରେ ଏକ ମାଓବାଦୀ କ୍ୟାମ୍ପ ଠାବ…
୩ ଲକ୍ଷ ଟଙ୍କାର ହୁଡା ପିନ୍ଧି ଟ୍ରୋଲ ହେଲେ ମଲାଇକା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ନିଜର ହଟ ଲୁକ୍ ଏବଂ ଫିଗର ପାଇଁ ବେଶ୍ ଜଣାଶୁଣା। ମଲାଇକା ବଲିଉଡର ସବୁଠାରୁ ସୁନ୍ଦର ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ପ୍ରାୟତଃ ପାପାରାଜିଙ୍କ କ୍ୟାମେରା ସାମ୍ନାକୁ ଆସନ୍ତି। ବର୍ତ୍ତମାନ ଏହି ଅଭିନେତ୍ରୀ ପୁନର୍ବାର…
କ୍ରିକେଟରେ ଧୋନି ସବୁଠାରୁ ବଡ଼ ଚେହେରା: ଗାଭାସ୍କର
ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି। ଲିଟିଲ ମାଷ୍ଟର ଭାବରେ ଜଣାଶୁଣା ସୁନୀଲ ଗାଭାସ୍କର ୭୪ ବର୍ଷ ବୟସରେ ପାଦ ଦେଇଛନ୍ତି। ତେବେ ସୋସିଆଲ ମିଡିଆରେ ସୁନୀଲ ଗାଭାସ୍କରଙ୍କ ଏକ…
ଟାଇଟଲ ହାତେଇଲେ ସେନ୍
କାଲଗାରି,୧୦ା୭: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ କାନାଡା ଓପନ୍ ବିଡବ୍ଲ୍ୟୁଏଫ୍ ସୁପର୍ ୫୦୦ ଟାଇଟଲ ବିଜୟୀ ହୋଇଛନ୍ତି। ଫାଇନାଲରେ ମ୍ୟାଚ୍ରେ ଅଲ୍ ଇଂଲଣ୍ଡ ଚାମ୍ପିୟନ ଚୀନ୍ର ଲି ଶି ଫେଙ୍ଗଙ୍କୁ ୨୧-୧୮ ଓ ୨୨-୨୦ ସେଟ୍ରେ ପରାସ୍ତ କରିଛନ୍ତି।…
ସିରିଜ୍ ବୋମା ବିସ୍ଫୋରଣରେ ମୁଖ୍ୟ ଅଭିଯୁକ୍ତ ଗିରଫ
ବେଗୁନିଆପଡ଼ା,୧୦ା୭(ସୁଶାନ୍ତ ପଟ୍ଟନାୟକ): ଗଞ୍ଜାମ ଜିଲା କୋଦଳା ଏନଏସି ଅଧୀନ ବଂଗଲା ସାହିରେ ସିରିଜ୍ ବୋମା ବିସ୍ଫୋରଣ ଘଟାଇଥିବା ମୁଖ୍ୟ ଅଭିଯୁକ୍ତଙ୍କୁୁ ସୋମବାର ପୋଲିସ କୋର୍ଟ ଚାଲାଣ କରିଛି। ସେ ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ନୂଆଁ ଫାସୁଲା ଗ୍ରାମର ଅଭିଯୁକ୍ତ ସୀତାରାମ…
ବିଭିନ୍ନ ସମସ୍ୟା ନେଇ ବନ୍ଦ ହେଲା ଦୋକାନ
ଛତ୍ରପୁର,୧୦ା୭(ସନ୍ତୋଷ ପାଢ଼ୀ ): ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ସୋମବାର ଦୋକାନ ବନ୍ଦ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଉଠାଦୋକାନୀ ସଂଘ ଡାକରାରେ ଛତ୍ରପୁରର ସମସ୍ତ…
ଜଳିଗଲା ଡ୍ରେସ ଦୋକାନ
ବ୍ରହ୍ମପୁର,୧୦ା୭(ସୁବାସ ଚନ୍ଦ୍ର ପାଢ଼ୀ): ବଡବଜାର ଥାନା ଅନ୍ତର୍ଗତ ଏକ ଡ୍ରେସ ଦୋକାନରେ ରବିବାର ବିଳମ୍ବିତ ରାତିରେ ଶର୍ଟ ସର୍କିଟରୁ ଭୟାଭୟ ଅଗ୍ନିକାଣ୍ଡ ଘଟିଛି। ଭାରତ ସାଇକେଲ ମାର୍ଟ ନିକଟ ପାଇକବାଡ଼ି ସାହିରେ ଥିବା ଶ୍ରୀସାଇ ଗାର୍ମେଣ୍ଟସ ଜଳିଯାଇଛି। ଖବରପାଇ ଅଗ୍ନିଶମ କର୍ମଚାରୀ…
ମଣିପୁରର ବିସ୍ତାପିତ ଲୋକଙ୍କ ପାଇଁ କେନ୍ଦ୍ରରୁ ମିଳିନି କୌଣସି ସହାୟତା: ମିଜୋରାମ ଗୃହମନ୍ତ୍ରୀ
ଆଇଜଲ, ୧୦।୭: ମିଜୋରାମ ଗୃହମନ୍ତ୍ରୀ ଲାଲଚାମାଲିଆନା ସୋମବାର କହିଛନ୍ତି ଯେ, ରାଜ୍ୟ ସରକାରଙ୍କୁ ହିଂସା ପ୍ରଭାବିତ ମଣିପୁରର ୧୨,୩୦୦ରୁ ଅଧିକ ଆଭ୍ୟନ୍ତରୀଣ ବିସ୍ଥାପିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ କେନ୍ଦ୍ର ପକ୍ଷରୁ କୌଣସି ସହାୟତା ପାଇନାହାଁନ୍ତି। ନିଜ ରାଜ୍ୟରେ ଜାତିଗତ ହିଂସା…
ଶ୍ରାବଣ ମାସ ପ୍ରଥମ ସୋମବାର: ପଞ୍ଚଲିଙ୍ଗେଶ୍ୱର ପୀଠ ଚଳଚଞ୍ଚଳ
ନୀଳଗିରି, ୧୦।୭(ପ୍ରଶାନ୍ତ ବିଶ୍ୱାଳ): ଶ୍ରାବଣ ମାସର ପ୍ରଥମ ସୋମବାରରେ ବାବା ପଞ୍ଚଲିଙ୍ଗେଶ୍ୱ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ହର ହର ମହାଦେବ, ଓଁ ନମଃ ଶିବାୟ ଧ୍ୱନିରେ ଶୈବପୀଠ କମ୍ପିଉଠିଥିଲା । ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ।…
ମ୍ୟାନମାରରେ ବଢୁଛି ଗୃହଯୁଦ୍ଧ
ୟଂଗୁନ,୧୦।୭: ଗୃହ ଯୁଦ୍ଧରେ ଘାଣ୍ଟି ହେଉଥିବା ମ୍ୟାନମାରକୁ ବର୍ଷା ଋତୁରେ ବି ଆଶ୍ୱସ୍ତି ମିଳିପାରୁ ନାହିଁ। ଗତ ମାସରେ ଦେଶର ବିଭିନ୍ନ ସ୍ଥାନରେ ବିଦ୍ରୋହୀ ମାନେ ସେନା ଓ ସେନା ଶିବିର ଉପରେ ଆକ୍ରମଣ କରିଥିଲେ। ଏବେ ମିଳିଥିବା ଖବର ଅନୁଯାୟୀ,…
Archives


