ବିଆରଏସଙ୍କ ମନିଫେଷ୍ଟୋରେ ଉପହାର ବର୍ଷା, ୨ ବିଏଚକେ ଘର, ୪୦୦ ଟଙ୍କାରେ ସିଲିଣ୍ଡର, ୫ ଲକ୍ଷର ବୀମା
ହାଇଦ୍ରାବାଦ,୧୫।୧୦: ତେଲଙ୍ଗାନାରେ ଘୋଷଣା ହୋଇ ସାରିଛି ବିଧାନସଭା ନିର୍ବାଚନ ତାରିଖ। ଏହି ତାରିଖ ଘୋଷଣା ହେବା ପରେ ଶାସକ ଦଳ ଭାରତ ରାଷ୍ଟ୍ର ସମିତି (ବିଆରଏସ) ରବିବାର ନିଜର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ବିଆରଏସ ମନିଫେଷ୍ଟୋରେ ଜନସାଧାରଣଙ୍କୁ ଅନେକ ଜନପ୍ରିୟ…
କିଲର ଲୁକ୍ରେ ଦୀପିକା
ମୁମ୍ବାଇ: ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍ ଏଗେନ୍’ ଆଣୁଛନ୍ତି। କିଛି ସମୟ ପୂର୍ବରୁ ସେ ଏହା ଘୋଷଣା କରିବା ସହ ଶୁଟିଂସେଟ୍ରୁ ପୂଜା କରିବା ସମୟରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି। ସେବେଠାରୁ ପ୍ରଶଂସକମାନେ ଉତ୍ସାହର…
ସହଜରେ କେମିତି ମାରିପାରୁଛ ଲମ୍ବା ଲମ୍ବା ଛକା,ଅମ୍ପାୟର୍ଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ହିଟ୍ମ୍ୟାନ୍
ଅହମ୍ମଦାବାଦ୍,୧୫।୧୦: ଭାରତୀୟ ଦଳ ପାକିସ୍ତାନକୁ ୭ ଉଇକେଟରେ ପରାସ୍ତ କରିଛି। ଭାରତୀୟ ବୋଲରମାନେ ୧୯୧ ରନରେ ପାକିସ୍ତାନକୁ ଅଲଆଉଟ କରିଛନ୍ତି। ଏହା ପରେ ଟିମ ଇଣ୍ଡିଆ ୩୦.୩ ଓଭରରେ ୩ ଉଇକେଟ ପାଇଁ ୧୯୨ ରନ ସ୍କୋର କରି ମ୍ୟାଚ ଜିତିଥିଲା।…
ମାଆ ହେବେ ସୁଗନ୍ଧା
ମୁମ୍ବାଇ: ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ରବିବାର ତାଙ୍କ ଫ୍ୟାନ୍ସଙ୍କ ସହ ଏକ ଗୁଡ ନ୍ୟୁଜ ଶେୟାର କରିଛନ୍ତି। ଅସଲ କଥା ହେଲା ଏହି ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କ ପ୍ରେଗ୍ନେସିକୁ…
ଟୁ ଇନ୍ ଓ୍ବାନ ବ୍ୟାକ୍ପ୍ୟାକ୍
ସ୍କୁଲ, କଲେଜ ହେଉ ଅବା ଅଫିସ୍ କିମ୍ବା ଆଉଟିଂ। ଯେଉଁଆଡେ ଗଲେ ବି ବ୍ୟାକ୍ପ୍ୟାକ୍ର ଆବଶ୍ୟକତା ପଡ଼େ। ଏଥିରେ ଅନେକ ଜରୁରୀ ଜିନିଷ ଆରାମରେ ରହିପାରେ। ଆଉ ଏହାକୁ ପିଠିପଟେ କ୍ୟାରି କଲେ ବିଶେଷ କଷ୍ଟ ବି ହୁଏନା। ତେଣୁ ଏହାର…
ଲମ୍ବା କେଶ ଦେଖି ଭାବିବେନି ଝିଅ
ସୁନ୍ଦର ଲମ୍ବା କେଶ ପାଇବା ସବୁ ଝିଅଙ୍କର ଇଛା ଥାଏ। ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି। ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ମିଳିବା ସମ୍ଭବ ହୋଇ ନ ଥାଏ। ଏମିତିରେ ଉତ୍ତର ପ୍ରଦେଶର ୧୫…
ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ୍ ସୁନା ଆଇଫୋନ୍
ଅହମ୍ମଦାବାଦ,୧୫।୧୦: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ବଲିଉଡର ସୁନ୍ଦର ଅଭିନେତ୍ରୀ ଉର୍ବଶୀ ରଉତେଲା ପହଞ୍ଚିଥିଲେ। ଏହି ସମୟରେ ଅଭିନେତ୍ରୀଙ୍କ ଆଇଫୋନ୍ ହଜିଯାଇଥିଲା। ଏହା ସୂଚନା ସେ ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ସେ ଅହମ୍ମଦାବାଦ ପୋଲିସକୁ ଟ୍ୟାଗ…
ସର୍ବଜାଣଙ୍କ ବଖାଣ
ଦୁନିଆରେ ଏକ ସ୍ବତନ୍ତ୍ର ପ୍ରକାରର ମାନବ ଜାତି ହେଲେ ସର୍ବଜାଣ। ଅନ୍ୟକୁ ଉପରେ ପଡ଼ି ଅନାବଶ୍ୟକ ଭାବେ ନିଜର ରାୟ ଅର୍ଥାତ୍ ଉପଦେଶ ଦେବାରେ ଏମାନେ କେବେ ହେଳା କରନ୍ତି ନାହିଁ। ଏମାନେ ପ୍ରାୟତଃ ସବୁ ଦେଶରେ ଦେଖିବାକୁ ମିଳନ୍ତି। କିନ୍ତୁ…
ଆଜିଠୁ ଆରମ୍ଭ ବିଗ୍ବସ୍-୧୭
ମୁମ୍ବାଇ: ପ୍ରସିଦ୍ଧ ରିୟାଲିଟି ଶୋ’ ବିଗ୍ବସ୍ ସିଜନ-୧୭ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗୀମାନେ ନୂତନ ସିଜନରେ ମୋବାଇଲ ବ୍ୟବହାର ପାଇଁ ରିହାତି ପାଇବେ। ଯେଉଁ ମୁହୂର୍ତ୍ତରେ ଲୋକମାନେ ବିଗ୍ବସ୍ ୧୭ ଆରମ୍ଭ ହେବାକୁ ଅପେକ୍ଷା କରିଥିଲେ, ସେହି ମୁହୂର୍ତ୍ତରେ ପହଞ୍ଚିଛି। ବିଗ୍ବସ୍…
ବିନା ହେଲମେଟରେ ଗାଡ଼ି ଚଳାଇଲେ ଅଧୀର ରଂଜନ: ପଚାରିବାରୁ କହିଲେ, ପୋଲିସ ଦଣ୍ଡ ଦେଲେ ଅସୁବିଧା ନାହିଁ
ନୂଆଦିଲ୍ଲୀ,୧୫।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲାର ବ୍ରହ୍ମପୁର ନିକଟରେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ବିନା ହେଲମେଟରେ ବାଇକ ଚଲାଇବାର ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ ହୋଇଥିବା ଏହି ଭିଡିଓରେ କଂଗ୍ରେସ ନେତାମାନେ କାର୍ଯ୍ୟକର୍ତ୍ତାଙ୍କ…
ପର୍ଯ୍ୟଟନରେ ‘ଅନନ୍ୟ ଦୁର୍ଗ ଖିମସର୍’
ରାଜସ୍ଥାନର ନାଗାଉର୍ ଜିଲା ଅନ୍ତର୍ଗତ ଖିଓଁସର୍ ଗାଁ ନିକଟରେ ରହିଛି ଏହି ଐତିହାସିକ ଦୁର୍ଗ ଖିମସର୍; ଯାହାର ଅପରୂପ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଅଦ୍ଭୁତ ବାସ୍ତୁକଳା ଓ ଭବ୍ୟତା ପାଇଁ ଏହା ରାଜସ୍ଥାନର ସବୁଠାରୁ ସୁନ୍ଦର ଦୁର୍ଗର ମାନ୍ୟତା…
ସେଲିବ୍ରିଟି ସିକ୍ରେଟ୍: ଏଥର ଜାଣନ୍ତୁ ପ୍ରିୟ ଗାୟିକା ଗୀତା ଦାଶଙ୍କ ଜୀବନର କିଛି ଫର୍ଦ୍ଦ..
‘ଆ ମୋ ପାଖକୁ ଆ ଧନମଣୀ…’, ‘ଆରେ ସପନ ପକ୍ଷୀ..’ ଆଦି ଗୀତ ଗାଇ ସେ କୁନି କୁନି ପିଲାଙ୍କ ଆଖିରେ ନିଦ ଭରି ଦିଅନ୍ତି। ରୋମାଣ୍ଟିକ ଗୀତ ଗାଇ ଯୁବପିଢିଙ୍କୁ ମତୁଆଲା କରି ଦିଅନ୍ତି। ଆଉ ଯେବେ ଭଜନ ଗାଆନ୍ତି…

