Home Left

ପାକିସ୍ତାନକୁ ଫାଇନାଲ ଓ୍ବାର୍ନିଂ ଦେଲା ସୌଦି ଅରବ

ରିୟାଦ,୧୩।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା କମ ହେବାର ନାଁ ନେଉନି। ଏବେ ପାକିସ୍ତାନ ଏୟାରଲାଇନ୍ସକୁ ବାକି ପଇଠ ନ କରିଥିବାରୁ ରିୟାଦ ଏୟାରପୋର୍ଟ ଅଥରିଟି ଅନ୍ତିମ ଚେତାବନୀ ବା ଫାଇନାଲ ଓ୍ବାର୍ନିଂ ଦେଇଛନ୍ତି। ଏ ସମ୍ପର୍କରେ…

ଶୁକ୍ରବାର ଘୋଷଣା ହେବ ଏସିଆ କପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୧୩।୭: ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ଜାରି କରାଯିବ। ତେବେ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚରେ ପ୍ରଶଂସକଙ୍କ ଆଖି ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କେବେ ଖେଳାଯିବ? ଏଥି…

ମହିଳାଙ୍କ ଏହି ୫ ଅଭ୍ୟାସ ଯୋଗୁ ନଷ୍ଟ ହୁଏ ଘର,ଜାଣନ୍ତୁ ଏଭଳି କାହିଁକି କହିଛନ୍ତି ଚାଣକ୍ୟ…

ଚାଣକ୍ୟଙ୍କୁ ଶ୍ରେଷ୍ଠ ବିଦ୍ୱାନ ଭାବେ ଗଣାଯାଏ। ସେ ବିପରିତ ପରିସ୍ଥିତିରେ ମଧ୍ୟ ନିଜର ଲକ୍ଷ୍ୟକୁ ହାସଲ କରିଥିଲେ। ରାଜନୀତିଠାରୁ ଆରମ୍ଭ କରି କୁଟନୀତି ପର୍ଯ୍ୟନ୍ତ ସବୁଥିରେ ସେ ମାହିର ଥିଲେ। ଚାଣକ୍ୟ ନିଜର ଅନୁଭବ ଅନୁସାରେ ମନୁଷ୍ୟ ଜୀବନ ସହ ଜଡ଼ିତ…

ବରଗଡ଼ ଜିଲା ପ୍ରଶାସନକୁ ମିିଳିଲା ‘ସ୍କଚ୍‌ ଆଓ୍ବାର୍ଡ’

ବରଗଡ଼,୧୩।୭(ପ୍ରେମାନନ୍ଦ ଖମାରୀ)-ବରଗଡ଼ ଜିଲାର ବିଦ୍ୟାଳୟ ଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ଅନ୍ତର୍ନିହିତ ପ୍ରତିଭାର ପରିସ୍ଫୁଟନ ପାଇଁ ଏକ ଅଭିନବ କାର୍ଯ୍ୟକ୍ରମ ‘ବିଜେତା-ମେକିଂ ଚିଲଡ୍ରେନ ଏସ୍ପିରେଶନାଲ’ ଚାଲିଛି । ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ୟମରେ ଜିଲାର ବିଦ୍ୟାଳୟ ଗୁଡ଼ିକରେ ଏହି କାର୍ଯ୍ୟକ୍ରମ ଚାଲିଛି । ଜିଲାପାଳ…

ପୋଲିସ ଲାଠିମାଡରେ ଭାଜପା ନେତା ମୃତ

ପାଟନା,୧୩।୭: ପାଟନାରେ ପଦଯାତ୍ରା ବେଳେ ଭାଜପା ନେତା ଓ ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ପୋଲିସ ଲାଠିଚାର୍ଜରେ ଅନେକ ଭାଜପା ନେତା ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜେହାନାବାଦର ଭାଜପା ସାଧାରଣ ସମ୍ପାଦକ ବିଜୟ ସିଂ ପୋଲିସର…

କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଛତିଶଗଡ ଶିକ୍ଷାମନ୍ତ୍ରୀ

ରାୟପୁର,୧୩।୭: ଛତିଶଗଡର ଶିକ୍ଷାମନ୍ତ୍ରୀ ପ୍ରେମ ସାଇ ସିଂ କ୍ୟାବିନେଟ ମନ୍ତ୍ରୀ ପଦରୁ ଗୁରୁବାର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ଇସ୍ତଫା ଦିଆଯାଇନାହିଁ, ଏହାକୁ ନିଆଯାଇଛି। ପ୍ରେମ ସାଇ ସିଂଙ୍କ ସ୍ଥାନରେ ମୋହନ ମାର୍କମଙ୍କୁ ରାଜ୍ୟ ଶିକ୍ଷା ମନ୍ତ୍ରୀ କରାଯାଇପାରେ। ଏହାର…

ଦାରିଙ୍ଗବାଡି-ବାଲିଗୁଡ଼ା ଆଇଆଇସିଙ୍କ ବଦଳି

ଦାରିଙ୍ଗବାଡି,୧୩।୭(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝି ଏବଂ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫଙ୍କ ବଦଳି ହୋଇଯାଇଛି। କନ୍ଧମାଳ, ଗଜପତି, ଗଞ୍ଜାମ, ବ୍ରହ୍ମପୁର ଓ ବୌଦ୍ଧ ଜିଲ୍ଲାରୁ ମୋଟ ୧୭ଜଣଙ୍କ ବଦଳି ହୋଇଥିବା ବେଳେ ସେଥିମଧ୍ୟରେ କୌଶିକଙ୍କୁ…

ଜନ ଅବ୍ରାହମଙ୍କ ସହ ଅନସ୍କ୍ରିନ ରୋମାନ୍ସ କରିବେ ତମନ୍ନା!

ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ତାଙ୍କ ସିରିଜ ‘ଜି କରଦା’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ବହୁତ ଭଲ ପରଫରମାନ୍ସ ଦେଇ ତାଙ୍କ ଆକ୍ଟିଂ ସ୍କିଲର ପ୍ରମାଣ ଏହି ଶୋ’ରେ ପ୍ରଦର୍ଶିତ କରିଛନ୍ତି ଅଭିନେତ୍ରୀ।ଅନ୍ୟପଟେ ଆକ୍ସନ ଷ୍ଟାର ଜନ ଅବ୍ରାହମ ପଠାନରେ…

ବଦଳିଲା ସମୁଦ୍ରର ୫୬ ପ୍ରତିଶତ ପାଣିର ରଙ୍ଗ, ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟଜନକ ଖୁଲାସା

ଏକ ଅଧ୍ୟୟନରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ୫୬ ପ୍ରତିଶତରୁ ଅଧିକ ମହାସାଗର ରଙ୍ଗ ବଦଳିଯାଇଛି। ଯାହା ପୃଥିବୀର ସମୁଦାୟ ଭୂମି କ୍ଷେତ୍ରଠାରୁ ବଡ଼ ଅଟେ। ମାନବ-ଜଳବାୟୁ ପରିବର୍ତ୍ତନ ଏହା ପଛର କାରଣ ବୋଲି କୁହାଯାଉଛି।…

ଆଲିଆଙ୍କ ପାଇଁ କରନ୍‌ ଜୋହର ଦେଲେ ବଡ଼ ବଳିଦାନ

ବମ୍ବେ: ନିର୍ମାତା ତଥା ନିର୍ଦ୍ଦେଶକ କରନ ଜୋହର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମଧ୍ୟରେ ଥିବା ସମ୍ପର୍କ କାହାକୁ ବା ଅଛପା। କରନ୍‌ ଅଭିନେତ୍ରୀଙ୍କୁ ଝିଅ ବୋଲି କୁହନ୍ତି। ତାଙ୍କ ପାଇଁ କିଛି ବି କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏଇ…

ଅଳିଆ ଗଦାରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ବାଣପୁର,୧୩ା୭(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ରାସ୍ତାପାର୍ଶ୍ୱରେ ପଡ଼ୁଥିବା ଏକ ଅଳିଆ ଆବର୍ଜନା ଗଦାରୁ ଜଣେ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ କରିଛି ବାଣପୁର ପୋଲିସ। ସୂଚନାନୁଯାୟୀ, ଆଜି ସକାଳୁ…

ମୋ ନାଁ ନେଇ ଚାଲିଛି ବଡ଼ ଠକେଇ: ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୭: ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ମୁମ୍ବାଇ ଏବଂ ମଧ୍ୟପ୍ରଦେଶ ପୋଲିସ ନିକଟରେ ଏକ ଅଭିଯୋଗ କରିଛନ୍ତି। ସଞ୍ଜୟ ସିଂ ଟୁଇଟ କରି କହିଛନ୍ତି, ମୋ ନାଁ ନେଇ ଏକ ବଡ଼ ଠକେଇ ଚାଲିଛି। ମୋ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri