ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ଲାଭ୍ରୋଭଙ୍କୁ ଭେଟିଲେ ଜୟଶଙ୍କର, ୟୁକ୍ରେନ ସଙ୍କଟ-ଅର୍ଥନୈତିକ ଉପରେ କଲେ ଆଲୋଚନା
ଜାକର୍ତ୍ତା,୧୩।୭: ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର ଗୁରୁବାର ଇଣ୍ଡୋନେସିଆର ଜାକର୍ତ୍ତାରେ ରୁଷିଆର ପ୍ରତିପକ୍ଷ ସର୍ଗେଇ ଲାଭ୍ରୋଭଙ୍କୁ ଭେଟିଛନ୍ତି। ଏଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ବୈଠକରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଜୟଶଙ୍କର ଟୁଇଟ କରି କହିଛନ୍ତି ଯେ, ତାଙ୍କ…
ଗ୍ରେଟର ନୋଏଡାର ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ, ଜୀବନ ବଞ୍ଚାଇବାକୁ ୩ ମହଲାରୁ ଡେଁଇଲେ ଲୋକ, ଅନେକ ଆହତ
ନୂଆଦିଲ୍ଲୀ,୧୩।୭: ଦିଲ୍ଲୀ ନିକଟରେ ଥିବା ଗ୍ରେଟର ନୋଏଡାର ପଶ୍ଚିମ ଗେଲେକ୍ସି ପ୍ଲାଜାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି। ନିଆଁ ଲାଗିବା ମାତ୍ରେ ଗାଲାକ୍ସି ପ୍ଲାଜାରେ ଆତଙ୍କ ଖେଳିଯାଇଛି। ଜୀବନ ବିପଦରେ ଥିବା ଦେଖି ଅନେକ ଲୋକ ୩ ମହଲାରୁ ଡେଇଁ…
ମହାରାଷ୍ଟ୍ରରେ ୧୫୨ରୁ ଅଧିକ ସିଟ୍ ଜିତିବା ନେଇ ଦାବି କଲା ଭାଜପା
ମୁମ୍ବାଇ,୧୩।୭: ମହାରାଷ୍ଟ୍ରରେ ଭାଜପା ଦୁଇଟି ବଡ ବିରୋଧୀ ଦଳକୁ ନିଜ ଫୋଲ୍ଡରେ ସାମିଲ କରିଛି। ଶିବସେନା ପରେ ଅଜିତ ପାୱାରଙ୍କ ସମେତ ୩୦ରୁ ଅଧିକ ବିଧାୟକ ଭାଜପା ସହ ସରକାରରେ ଅଛନ୍ତି। ଏହି ସମୟରେ ମହାରାଷ୍ଟ୍ର ଭାଜପା ପକ୍ଷରୁ ଏକ ବୈଠକ…
‘ଧରିତ୍ରୀ’ ୫୦ ବର୍ଷ ପାଳନ ଅବସରରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ସମ୍ପର୍କିତ ବକ୍ତୃତା ପ୍ରତିଯୋଗିତା
ବ୍ରହ୍ମପୁର,୧୩ା୭(ସ୍ମୃତିରଞ୍ଜନ ମହାଲିକ): ‘ଧରିତ୍ରୀ’ ଖବରକାଗଜର ୫୦ ବର୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ଗୋପାଳପୁର ଅନ୍ ସି ମହାବିଦ୍ୟାଳୟଠାରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ବୁଧବାର ଆୟୋଜିତ ହୋଇଥିଲା। ‘ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି’ ବିଷୟ ଉପରେ ଅନୁଷ୍ଠିତ ଉକ୍ତ…
ମଧ୍ୟପ୍ରଦେଶ ଗସ୍ତରେ ରାଷ୍ଟ୍ରପତି: ସିନ୍ଧିଆ ପରିବାର ସହ କରିବେ ମଧ୍ୟାହ୍ନଭୋଜନ
ଭୋପାଳ,୧୩।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି। ପ୍ରଥମେ ସେ ଗ୍ବାଲିଅରର ଆଇଆଇଆଇଏମ୍ଟି କଲେଜକୁ ଆସିବେ। ପରେ ସେ ଜୟ ବିଳାସ ମହଲକୁ ଯିବେ। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ଜୟ ବିଳାସରେ ବଡ ପ୍ରସ୍ତୁତି ଚାଲିଛି। କେନ୍ଦ୍ର ମନ୍ତ୍ରୀ…
ଭୂମିହୀନ ମହିଳାଙ୍କ ସହ ଡ୍ୟାନ୍ସ କରି ଧନୀ-ଗରିବ ଭେଦଭାବ ଦୂର କଲେ ଯୁବତୀ, ଭିଡିଓ ଦେଖିଲେ…
ମଣିଷ ଭିତରେ ମାନବିକତା ରହିବା ଆଜିର ସମୟରେ ଏକ ବିରଳ ଘଟଣା ହୋଇଗଲାଣି। ଲୋକମାନେ ନିଜକୁ ଧନୀ-ଗରିବ ଏବଂ ବିଭିନ୍ନ ସ୍ତରରେ ବିଭକ୍ତ କରିଛନ୍ତି। ତେଣୁ ସେମାନେ ଯେ କୌଣସି ସମୟରେ ପରସ୍ପର ସହ ଯୋଗାଯୋଗ କରିବାକୁ ଦ୍ୱିଧା କରନ୍ତି। ଧନୀ…
ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୩।୭: ରାଜଧାନୀ ଦିଲ୍ଲୀରେ ଯମୁନାର ଜଳସ୍ତର ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ନଦୀ ନିକଟରେ ଥିବା ଅଞ୍ଚଳରେ ପାଣି ପଶିବାରେ ଲାଗିଛି। ଦିଲ୍ଲୀ ସରକାର ଏବେ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିବା ବେଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ…
ଏଠାରେ ମଦ ପିଇଲେ ମିଳିବ ଫାଶୀ
ଦୁନିଆରେ ଅନେକ ଦେଶ ଅଛି, ଯେଉଁଠାରେ ମଦ୍ୟପାନ କରିବା ନିଷେଧ। ଅନେକ ଦେଶରେ ଏହା ଉପରେ କଡା ପ୍ରତିବନ୍ଧକ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଦ୍ୟପାନ କଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥା…
ଘର ସାମ୍ନାରେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା
ଟେନ୍ସା,୧୩ା୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ।…
କମଳ ନାଥଙ୍କ ଫୋନ୍ ହ୍ୟାକ୍
ଭୋପାଳ,୧୩।୭:: କଂଗ୍ରେସର ମଧ୍ୟପ୍ରଦେଶ ୟୁନିଟ ସଭାପତି କମଲ ନାଥଙ୍କ ମୋବାଇଲ ଫୋନ ହ୍ୟାକ ହୋଇଯାଇଛି। ଦୁଇ ଜଣ ଠକ ତାଙ୍କ ଫୋନ୍ ହ୍ୟାକ୍ କରି ଦଳର ୪ ନେତାଙ୍କୁ ଲକ୍ଷ ଟଙ୍କା ମାଗିଥିଲେ। ଦଳର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ମୁଖପାତ୍ର…
ନିଆରା ରେକର୍ଡ ହାସଲ କଲେ କୋହଲି
ଡୋମିନିକା,୧୩।୭: ଓ୍ବେଷ୍ଟଇଣ୍ଡଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ବିଦେଶୀ ମାଟିରେ ବାପ-ପୁଅ ଯୋଡ଼ି ସମ୍ମୁଖୀନ ହେବାର ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି କୋହଲି। ୩୪ ବର୍ଷୀୟ କୋହଲି ୨୦୧୧…
୬ ବର୍ଷ ପରେ ଟିପ ଚିହ୍ନ ହିଁ ଦିବ୍ୟାଙ୍ଗ ପୁଅକୁ ଘରକୁ ଫେରାଇ ଆଣିଲା
କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟିପ ଚିହ୍ନ କେବଳ ଚିହ୍ନାଇ ଦେଲା ନାହିଁ ବରଂ ପୁଅକୁ ପରିବାର ନିକଟକୁ ଫେରାଇ ଆଣିବାରେ ସକ୍ଷମ ହେଲା । ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ। ଗତ ୨୦୧୭ ଜୁନ୍ ୨ରେ ଜଣେ…
Archives


