ମଣିଷ ପରି ଖଟରେ ଶୋଇଛି ଘୋଡ଼ା, ଭିଡିଓ ଦେଖିଲେ…
ଯେଉଁ ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ବିଛଣାରେ ଶୁଆଇଥାନ୍ତି। ନିଜେ ଯେମିତି ଚଳନ୍ତି ପୋଷା ପ୍ରାଣୀଙ୍କୁ ମଧ୍ୟ ଠିକ୍ ସେମିତି ଭାବେ ଚଳାଇଥାନ୍ତି। କିନ୍ତୁ ଆଜିକାଲି ଏକ ଘୋଡ଼ାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଘୋଡ଼ାଟି…
ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍
ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ କରିଥିଲା।…
ମାଦଳବାଦ୍ୟର ଗାଁ କିରିଙ୍ଗିସେରା
ଓଡ଼ିଶାର ପ୍ରତ୍ୟେକ ଗଁାର ରହିଛି ନିଜସ୍ବ ଏକ ପରିଚୟ। କେଉଁ ଗାଁ ସ୍ବଚ୍ଛତା ପାଇଁ ପ୍ରସିଦ୍ଧ ତ କେଉଁ ଗାଁ ତା’ର କଳା କାରୀଗରି ପାଇଁ। ସେମିତି ଏକ ଗାଁ ହେଉଛି ସୁନ୍ଦରଗଡ ଜିଲାର କୁତ୍ରାବ୍ଲକ ଅନ୍ତର୍ଗତ କିରିଙ୍ଗିସେରା; ଯିଏ କି…
ସମସ୍ତଙ୍କୁ କିଛି କିଛି ଦେଇଥିଲି
ବଡ଼ ହୋଇ ପାଠପଢ଼ି ଚାକିରି କରି ନିଜ ଗୋଡ଼ରେ ଛିଡ଼ା ହେବି ଓ ଅନ୍ୟମାନଙ୍କ ପାଇଁ କାମ କରିବି ବୋଲି ପିଲାଦିନରୁ ସ୍ବପ୍ନଟିଏ ପାଳିଥିଲି ମନରେ। ହେଲେ ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ବାଣୀବିହାରରେ ପିଜି କରୁଥିବା ସମୟରେ ପାଠପଢ଼ା…
ଭାଜପାରେ ଯୋଗଦେବେ ଦାରା ସିଂ
ନୂଆଦିଲ୍ଲୀ,୧୬।୭: ସମାଜବାଦୀ ପାର୍ଟିର ନେତା ଦାରା ସିଂ ଚୌହାନ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବେ। ୟୁପି ଭାଜପା ମୁଖ୍ୟ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଉପସ୍ଥିତିରେ ସେ ଭାଜପାକୁ ଫେରିବେ। ସୋମବାର ସକାଳ ୧୧ଟାରେ ଦାରା ଭାଜପାରେ ସାମିଲ କରାଯିବ। ସମାଜବାଦୀ…
ସେରାମିକ୍ ଶିଳ୍ପୀ ସରୋଜ
ଶିଳ୍ପୀଙ୍କ ଯାଦୁକରୀ ହାତର ସ୍ପର୍ଶରେ ଯେକୌଣସି ପଦାର୍ଥ ହୋଇଯାଏ ଆକର୍ଷଣୀୟ। ସେ ପଥର ଶିଳ୍ପୀ ହୁଅନ୍ତୁ କି ମାଟି କାରିଗର। ଏମିତି ଜଣେ କାରିଗରଙ୍କ ହାତରେ ପ୍ରସ୍ତୁତ ହୋଇଥିବା ଟେରାକୋଟା ଓ ସେରାମିକ୍ର କଳାକୃତିକୁ ଦେଖିଲେ କେହି ସହଜରେ ଆଖି ଫେରାଇ…
ଏନ୍ଡିଏରେ ସାମିଲ ହେବାର କାରଣ କହିଲେ ରାଜଭର
ନୂଆଦିଲ୍ଲୀ,୧୬।୭: ସୁହେଲଦେବ ଭାରତ ସମାଜ ପାର୍ଟି ନେତା ଓମ ପ୍ରକାଶ ରାଜଭର ପୁଣି ଥରେ ଏନଡିଏରେ ଯୋଗ ଦେଇଛନ୍ତି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହା ଘୋଷଣା କରିଛନ୍ତି। ବିରୋଧୀ ଏକତା ଭିତରେ କୌଣସି ଶକ୍ତି ନାହିଁ ତେଣୁ ସେ…
ଶ୍ରୀଫଳ
ଶ୍ରୀ ଅର୍ଥାତ୍ ଶ୍ରେଷ୍ଠ, ଶ୍ରୀ ଅର୍ଥାତ୍ ସୁନ୍ଦର, ଶ୍ରୀ ଅର୍ଥାତ୍ ସମୃଦ୍ଧି ଆଉ ଏଇଥିପାଇଁ ନଡ଼ିଆ ହେଉଛି ଶ୍ରୀଫଳ। ଏତେସବୁ ବିଶେଷତ୍ୱ ପାଇଥିବା ଯୋଗୁ ବୋଧେ ଯେକୌଣସି ଶୁଭ କାର୍ଯ୍ୟରେ ପ୍ରଥମେ ଖୋଜାପଡେ ନଡ଼ିଆକୁ। ଶୁଭ ଆଉ ସମୃଦ୍ଧିର ପ୍ରତୀକ ବୋଲି…
ଘରେ ବୁଢ଼ିଆଣୀ ଜାଲ ହେଉଥିଲେ
ଘରକୁ କିଛିଦିନ ସଫାସୁତୁରା ନ କଲେ ଘରେ ଧୂଳିମଳି ଜମିବା ସହ କାନ୍ଥରେ ବୁଢ଼ିଆଣୀ ଜାଲ ହୋଇଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ବୁଢ଼ିଆଣୀ ଜାଲ ବି ଘର ପାଇଁ ଅନେକ ସମସ୍ୟା ନେଇ ଆସିଥାଏ। ପ୍ରଥମତଃ ଘରେ ନକାରାତ୍ମକ ଊର୍ଜାର ଆଗମନ…
ବାହାର କାନ୍ଥରେରଙ୍ଗ ଲଗାଉଥିଲେ
ଘର ଭିତରର ସାଜସଜ୍ଜା ସାଙ୍ଗକୁ ବାହାର କାନ୍ଥରେ କେଉଁ ରଙ୍ଗ ଲଗାଇଲେ ଘରେ ସୁଖଶାନ୍ତି ବୃଦ୍ଧି ପାଇଥାଏ, ଜାଣନ୍ତୁ ସେ ସମ୍ପର୍କରେ… ଶାନ୍ତିର ପ୍ରତୀକ ହେଉଛି ଧଳା ରଙ୍ଗ। ଏହା କାନ୍ଥକୁ ଏଲିଗାଣ୍ଟ ଲୁକ୍ ଦେଇଥାଏ ଆଉ ସବୁବେଳେ ଫ୍ୟାଶନରେ ରହିଥାଏ।…
ଶିଶୁକନ୍ୟାକୁ ଚାପିଦେଲା ପରିବା ବୋଝେଇ ପିକ୍ଅପ୍
ଅଡ଼ବା,୧୬ା୭(ଗିରିଧାରୀ ପରିଚ୍ଛା): ଶିଶୁକନ୍ୟା ଉପରେ ରବିବାର ଏକ ପରିବା ବୋଝେଇ ପିକଅପ୍ ମାଡ଼ିଯିବାରୁ ଚାପି ହୋଇ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଥାନା ଗଣ୍ଡାଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ପରିବା ବୋଝେଇ…
ବଦଳି ଗଲେଣି ଆଲିଆ
ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ରଣବୀର ସିଂଙ୍କ ସହ ‘ରକି ଔର ରାନୀ…
Archives


