ପୁଟିନ୍ଙ୍କ ସବୁଠୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ହୋଇପାରେ ୨୦ବର୍ଷ ଜେଲ
ମସ୍କୋ,୨୧।୭: ରୁଷିଆର ଭ୍ଲାଦିମିର ପୁଟିନ୍ଙ୍କ ସବୁଠାରୁ ବଡ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଆଲେକ୍ସୀ ନାବାଲନିଙ୍କୁ ୨୦ବର୍ଷ ଜେଲ ଯାଇପାରେ। ଗୁରୁବାର ରୁଷିଆର ସରକାରୀ ଓକିଲମାନେ ନାଭାଲନିଙ୍କୁ ସର୍ବାଧିକ ସୁରକ୍ଷା ଜେଲରେ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଛନ୍ତି। ନାବାଲନି ଏକ ମୌଳିକ…
ଜି-୨୦ ଶ୍ରମ, ନିଯୁକ୍ତି ମନ୍ତ୍ରୀ ବୈଠକ: ଭବିଷ୍ୟତ କର୍ମଜୀବୀଙ୍କ ପାଇଁ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଜି-୨୦ ଶ୍ରମ ଓ ନିଯୁକ୍ତି ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ସୌଭାଗ୍ୟବଶତଃ ଏହି ବୈଠକ ଏଭଳି ଦେଶରେ ଅନୁଷ୍ଠିତ ହୋଇଛି, ଯେଉଁଥିରେ ଅତୀତରେ ଏହିପରି ଟେକ୍ନୋଲୋଜି ଦ୍ୱାରା…
ପେଣ୍ଟାଗନ ଅଧିକାରୀଙ୍କ ଦାବି: ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ଆମେରିକା
ବେଜିଂ,୨୧।୭: ଚାଇପାକୁ ବିପଦ ଭାବି ଆମେରିକା ଭାରତ ସହ ମିଶି ଆଧୁନିକ ଅସ୍ତ୍ରଶସ୍ତ୍ର ନିର୍ମାଣରେ ଲାଗିପଡିଛି ବୋଲି ପେଣ୍ଟାଗନ ଦାବି କରିଛି। ଉଚ୍ଚ କ୍ଷମତାଯୁକ୍ତ ଆର୍ଟିଲିରି ଏବଂ ଇଫାଣ୍ଟ୍ରି ଯାନ ତିଆରି କରିବାର ପ୍ରସ୍ତାବ ଉପରେ ଉଭୟ ଦେଶ କାର୍ଯ୍ୟ ଆରମ୍ଭ…
ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଏମିତି କାରନାମା କଲେ ରୋହିତ ଶର୍ମା
ପୋର୍ଟ ଅଫ୍ ସ୍ପେନ୍,୨୧।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୋର୍ଟ ଅଫ ସ୍ପେନରେ ଖେଳାଯାଉଛି। ଏହି ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ ଅଧିନାୟକ କ୍ରେଗ ବ୍ରାଥୱାଇଟ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟସ ହାରିବା…
ଖାସ୍ ଉପଲବ୍ଧି ହାସଲ କଲେ କୋହଲି
ନୂଆଦିଲ୍ଲୀ,୨୧।୭: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ ବ୍ୟାଟ୍ସମ୍ୟାନଙ୍କ ସହ ତାଙ୍କର ୫୦୦ତମ ଅନ୍ତର୍ଜାତୀୟ ମ୍ୟାଚକୁ ଅତ୍ୟନ୍ତ ସ୍ବତନ୍ତ୍ର କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ତ୍ରିନିଦାଦ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷରେ କୋହଲି ୮୭ ରେ ଅପରାଜିତ ରହିଛନ୍ତି। ଏହି…
ସୁଲତା ଦେଓ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ନିଯୁକ୍ତ
ଭୁବନେଶ୍ୱର,୨୧ା୭(ଅନିଲ ଦାସ): ବିଜେଡି ରାଜ୍ୟ ସଭା ସଦସ୍ୟ ସୁଲତା ଦେଓ ରାଜ୍ୟ ସଭା ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ ଧନକର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସୁଲତା ୨୦୨୨ ଜୁଲାଇରେ ରାଜ୍ୟ ସଭାକୁ…
ଫିଫା ର଼୍ୟାଙ୍କିଙ୍ଗରେ ଭାରତ ୯୯
ନୂଆଦିଲ୍ଲୀ, ୨୧/୭(ପି.ଟି.): ସାଫ୍ ଚାମ୍ପିୟନଶିପ୍ ପରେ ସଦ୍ୟ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗରେ ଭାରତୀୟ ପୁରୁଷ ଫୁଟ୍ବଲ ଦଳ ୯୯ତମ ସ୍ଥାନ ଅଧିକାର କରିଛି। ୨୦୧୮ ପରେ ପ୍ରଥମ ଥର ଭାରତ ର଼୍ୟାଙ୍କିଙ୍ଗ ତାଲିକାରେ ୧୦୦ ଭିତରେ ସ୍ଥାନ ପାଇଛି । ଚଳିତ…
୫ ବର୍ଷରେ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ଏତିକି କୋଟି…
ନୂଆଦିଲ୍ଲୀ,୨୧ା୭: ବିଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ତେବେ ଏହି ବିଦେଶ ଗସ୍ତରେ ମୋଟ୍ ୨୫୪.୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ସରକାର ରାଜ୍ୟସଭାରେ ରିପୋର୍ଟ ଦେଇଛନ୍ତି। ବୈଦେଶିକ ବ୍ୟାପାର…
ଆଶ୍ରମରେ ଧ୍ୟାନରତ ସାମନ୍ଥା
ମୁମ୍ବାଇ: ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ନିକଟରେ ତାଙ୍କ ସିରିଜ୍ର ଶୁଟିଂ ସାରି କିଛି ସମୟ ପାଇଁ ଚଳଚ୍ଚିତ୍ର ଜଗତରୁ ବ୍ରେକ୍ ନେଇଛନ୍ତି। ସେ ଏବେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଉଛନ୍ତି। ନିକଟରେ ସେ ତାଙ୍କ ଇନ୍ଷ୍ଟାଗ୍ରାମରେ କିଛି ଫଟୋ…
ଅଜଣା ଗାଡ଼ି ଧକ୍କାରେ ୫ ମଇଁଷିଙ୍କ ମୃତ
କୋଟଗଡ଼,୨୧ା୭(ସରୋଜ ବଳିୟାର ସିଂ): ଅଜଣା ଗାଡ଼ି ଧକ୍କାରେ ୫ ମଇଁଷିଙ୍କର ମୃତ୍ୟୁ ଘଟିଛି। ଏଭଳି ଘଟଣା ଶୁକ୍ରବାର ସକାଳେ ବାଲିଗୁଡ଼ା ସହରର ୫୯ ଜାତୀୟ ରାଜପଥର ନୂଆସାହି ଛକରେ ଦେଖିବାକୁ ମିଳିଛି। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ସହ ଲୋକେ ମଇଁଷିଗୁଡ଼ିକୁ…
ଆଜି +୨ ସ୍ପଟ୍ ଆଡ୍ମିଶନ ଆବେଦନ
ଭୁବନେଶ୍ୱର,୨୧ା୭(ଅନୁରାଧା ମହାରଣା) – ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଚାଲିଛି। ୨୭ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିପାଇଁ ଶୁକ୍ରବାର ଆବେଦନ କରିବାକୁ ପଡ଼ିବ। ଯେଉଁ ଆବେଦନକାରୀମାନେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖାଇବା ପାଇଁ…
୨୩ରେ ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ
ସମ୍ବଲପୁର,୨୧ା୭(ଶୁଭାଶିଷ ପାଢୀ):ଆସନ୍ତା ୨୩ ତାରିଖ ରବିବାର ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ। ଡ୍ୟାମ୍ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର…
Archives


