Home Left

ବାଲେଶ୍ୱର ଏସ୍‌ପିଙ୍କ ମନ୍ତବ୍ୟ ହାସ୍ୟାସ୍ପଦ: ଶରତ

ଭୁବନେଶ୍ୱର,୩୦।୭ (ଅନିଲ ଦାସ): ଓଡ଼ିଶା ଷ୍ଟାଫ୍‌ ସିଲେକ୍‌ଶନ କମିଶନ (ଓଏସ୍‌ଏସ୍‌ସି) ପ୍ରଶ୍ନପତ୍ର ଲିକ୍‌କୁ ନେଇ ସାରା ରାଜ୍ୟ ହଇଚଇ ହୋଇଥିବା ବେଳେ ଗତ ୨୭ ତାରିଖରେ ବାଲେଶ୍ୱର ଏସ୍‌ପିଙ୍କର ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ। ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ପ୍ରିଣ୍ଟିଂ…

ନ୍ୟାୟପାଳିକା ଉପରେ ମନ୍ତବ୍ୟ: ପ୍ରକାଶକ ଗିରଫ

ଚେନ୍ନାଇ,୩୦ା୭: ମଣିପୁର ହିଂସା ପ୍ରସଙ୍ଗରେ ଗତ ୨୨ ତାରିଖରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ଚେନ୍ନାଇର ପ୍ରକାଶକ ତଥା ବ୍ଲଗର ବଦ୍ରି ଶେଷାଦ୍ରୀ ନ୍ୟାୟପାଳିକା ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏଥିପାଇଁ ଆଇନଜୀବୀ କଭିଆରାସୁଙ୍କ ଅଭିଯୋଗ ଆଧାରରେ ଶନିବାର ତାଙ୍କୁ…

ସରକାରୀରେ ୩୫୦, ବେସରକାରୀରେ ହଜାର ହଜାର

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦଶ)କଳାହାଣ୍ଡି ଜିଲାରୁ ପ୍ରତିବର୍ଷ ହଜାର ହଜାର ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଚଳିତବର୍ଷ ଜିଲାରେ ମରୁଡ଼ି ଆଶଙ୍କା ଲାଗି ରହିଥିବାରୁ ଏଥର ଅଧିକ ଶ୍ରମିକ ଦାଦନମୁହାଁ ହେବେ ବୋଲି ଅନୁମାନ କରାଯାଉଛି। ପ୍ରାୟତଃ ନୂଆଁଖାଇ ପରେ…

ଏଏମ୍‌ୟୁର ପୂର୍ବତନ ଭିସି ହେଲେ ଉପାଧ୍ୟକ୍ଷ

ନୂଆଦିଲ୍ଲୀ,୩୦ା୭: ୨୦୨୪ ଲୋକ ସଭା ନିର୍ବାଚନକୁ ନଜରରେ ରଖି ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଦଳର କେନ୍ଦ୍ରୀୟ ଟିମ୍‌ରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଉତ୍ତରପ୍ରଦେଶର ଜଣେ ପସମାନ୍ଦା ମୁସଲମାନଙ୍କୁ ଦଳର ଉପାଧ୍ୟକ୍ଷ କରାଯାଇଥିବାବେଳେ ତେଲଙ୍ଗାନା ପୂର୍ବତନ ଭାଜପା ରାଜ୍ୟ ସଭାପତି…

ଗଁା ଛାଡ଼ିଲେ ଜନତା, ମନ୍ଦିର ଛାଡ଼ିଲେ ଜଗନ୍ନାଥ

ବଲାଙ୍ଗୀର,୩୦ା୭(ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଜିଲାରେ ନିର୍ମାଣାଧୀନ ଲୋୟର ସୁକ୍‌ତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଚଳିତବର୍ଷ ଡ୍ୟାମ୍‌ରେ ପ୍ରଥମ ବନ୍ୟାଜଳ ସଂରକ୍ଷିତ ରଖାଯିବା ପରେ ପ୍ରକଳ୍ପ ପ୍ରଭାବିତ ଗ୍ରାମବାସୀ ଭିଟାମାଟି ଛାଡି ଅନ୍ୟତ୍ର ବିସ୍ଥାପିତ ହେବାକୁ ବାଧ୍ୟ…

ମାର୍ଶାଘାଇ ଲୁଣା ବ୍ରିଜ୍‌ ଉପରେ ଯୁବକଙ୍କୁ ଗୁଳିମାଡ଼

କେନ୍ଦ୍ରାପଡା, ୩୦।୭ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ମଙ୍ଗଳା ଛକ ନିକଟ ଲୁଣା ବ୍ରିଜ୍‌ ଉପରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଛି ା ଅବସ୍ଥା ଗୁରୁତର ଥିବାରୁ ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ…

ପାଣି ଛାଡୁନି ମେଗା ପ୍ରକଳ୍ପ, ଚାଷଜମି ଫାଟି ଆଁ

ବଡ଼ଗାଁ,୩୦ା୭( ଅଶୋକ ଷଢ଼ଙ୍ଗୀ)ସୁନ୍ଦରଗଡ ଜିଲା ବଡ଼ଗାଁ ବ୍ଲକ ଅଞ୍ଚଳର ସର୍ବାଧିକ ପରିବାର କୃଷି ଉପରେ ନିର୍ଭର କରନ୍ତି। ବିଶେଷକରି ବର୍ଷା ଜଳ ଉପରେ ନିର୍ଭର କରୁଥିବା ଚାଷୀ ବିଗତ କିଛିବର୍ଷ ହେଲା ଅନିୟମିତ କିମ୍ବା ସ୍ବଳ୍ପ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଆସୁଛନ୍ତି।…

ସମନ୍ବୟ ରଖି ଶୀଘ୍ର କାମ ସାରିବାକୁ ତାଗିଦ

ସମ୍ବଲପୁର,୩୦।୭ (ଶୁଭାଶିଷ ପାଢୀ): ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମା ଶନିବାର ସମ୍ବଲପୁର ଗସ୍ତରେ ଆସି ରେଳମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ। ସମ୍ବଲପୁର ରେଳମଣ୍ଡଳ ଅଫିସରେ ଅନୁଷ୍ଠିତ ବୈଠକରେ ମଣ୍ଡଳ ପ୍ରବନ୍ଧକ ବିନିତ ସିଂ ଓ ଅନ୍ୟ…

ଜଣେ ଶିକ୍ଷକରେ ଚାଲିଛି ହାଇସ୍କୁଲ

କୁଚିଣ୍ଡା,୩୦ା୭(ବିରଞ୍ଚତ୍ ଦର୍କା)ସରକାର ଶିକ୍ଷାର ବିକାଶ କଥା କହୁଥିବା ବେଳେ ସମ୍ବଲପୁର ଜିଲା ବାମରା ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର ଦେଖିବାକୁ ମିଳିଛି। ତୁରେଇ ପଞ୍ଚାୟତର ଶୁକଦେବ ହାଇସ୍କୁଲରେ ଜଣେ ମାତ୍ର ଶିକ୍ଷକରେ ପାଠପଢା ଚାଲିଥିବାରୁ ପିଲାଙ୍କ ଭବିଷ୍ୟତ ନେଇ ପ୍ରଶ୍ନବାଚୀ…

ରେନୋ ଇଣ୍ଡିଆର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର,୩୦।୭: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ରେନୋ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ (ଆର୍‌ଆଇପିଏଲ୍‌)ର ସ୍ବତନ୍ତ୍ର ଅଭିଯାନ ‘ରେନୋ ଏକ୍ସପେରିଏନ୍ସ ଡେଜ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଭାରତୀୟ ଗ୍ରାହକଙ୍କ ନିକଟତର ହେବା ପାଇଁ କମ୍ପାନୀ ପକ୍ଷରୁ ଏଭଳି ଏକ ଅଗ୍ରଗାମୀ…

ରାଶନକାର୍ଡରେ ଚଢ଼ିପାରୁନି ନାମ, ମିଳୁନି ବିଏସ୍‌କଓ୍ବୋଇ ସୁବିଧା

ତେନ୍ତୁଳିଖୁଣ୍ଟି,୩୦ା୭,(ଚିଦାନନ୍ଦ ସାହୁ)ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପରଜାବାରଙ୍ଗପଦର ପଞ୍ଚାୟତ ଖାତିଗୁଡ଼ା ଗ୍ରାମର ରେବତୀ କୁମ୍ଭାରଙ୍କ ଆଖି ଜନ୍ମରୁ ଖରାପ ରହିଛି। ପିଲାବେଳେ ଅଳ୍ପ ଦେଖାଯାଉଥିଲା। ଏବେ ବୟସ ବଢ଼ିବା ସହ ଆଖିର ଦୃଷ୍ଟିଶକ୍ତି କମିଲାଣି। ଆଖିର ଡୋଳାରେ କିଛିଟା ବ୍ୟତିକ୍ରମ ଯୋଗୁ…

ସେଞ୍ଚୁରିଅନ ସ୍କୁଲ ଅଫ୍‌ ଲ ଉଦ୍‌ଘାଟିିତ

ଭୁବନେଶ୍ୱର,୩୦।୭:  ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟର ଜଟଣୀ କ୍ୟାମ୍ପସଠାରେ ‘ସେଞ୍ଚୁରିଅନ ସ୍କୁଲ ଅଫ୍‌ ଲ’ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏମ୍‌.ଆର୍‌. ଶାହା, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଦୀନେଶ ମାହେଶ୍ୱରୀ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri