ଐଶ୍ୱର୍ଯ୍ୟାଙ୍କଠାରୁ ଆରମ୍ଭ କରି ଶାହାରୁଖଙ୍କ ଯାଏ, ଏହି ସ୍କୁଲରେ ପଢ଼ିଥାନ୍ତି ବଲିଉଡ୍‌ର ଷ୍ଟାରକିଡ୍ସ, ଫିସ୍‌ ଜାଣିଲେ ଚକିତ ହେବେ

ସେଲିବ୍ରିଟି ହୁଅନ୍ତୁ ଅବା ସାଧାରଣ ଲୋକ, ସମସ୍ତେ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବାକୁ ଚାହିଁଥାନ୍ତି। ଯେତେବେଳେ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ଟଙ୍କା ହାତରେ ଥାଏ ତେବେ ଆକାଶ ବି ହାତ ମୁଠାରେ ଭଳି ଲାଗେ। ଆଜକୁ ୨୦ ବର୍ଷ ପୂର୍ବେ ବଲିଉଡ୍‌ ସେଲିବ୍ରିଟିମାନେ ନିଜ ପିଲାମାନଙ୍କୁ ଲାଇମ୍‌ ଲାଇଟ୍‌ରୁ ଦୂରରେ ରଖିବା ଲାଗି ତାଙ୍କୁ ବୋର୍ଡିଂ ସ୍କୁଲକୁ ପଠାଉଥିଲେ। ଏବେ କିନ୍ତୁ ସମୟ ବଦଳିଛି। ଅଧିକାଂଶ ସେଲିବ୍ରିଟିଙ୍କ ପିଲା ଏବେ ଗୋଟିଏ ସ୍କୁଲରେ ପଢ଼ୁଛନ୍ତି, ସେଇଟି ହେଲା ‘ଧୁରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲ’।

ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା, ଶାହାରୁଖଙ୍କ ସାନ ପୁଅ ଅବରାମ ଖାଁ, ଆମିରଙ୍କ ପୁଅ ଆଝାଦ, ହ୍ରିତିକ ରୋଶନଙ୍କ ଦୁଇ ପୁଅ, ଶିଳ୍ପା ସେଟ୍ଟିଙ୍କ ପୁଅ ବିବାନ, ଫାରା ଖାଁଙ୍କ ତିନି ସନ୍ତାନ, ଲାରା ଦତ୍ତାଙ୍କ ପିଲା ଏହି ସ୍କୁଲରେ ପଢ଼ୁଛନ୍ତି। ସେହିଭଳି ଅନେକ ଷ୍ଟାରକିଡ୍‌ସ ଏଠାରୁ ନିଜର ପାଠପଢ଼ା ସମ୍ପୂର୍ଣ୍ଣ କରିସାରିଛନ୍ତି।

ଧୀରୁଭାଇ ଅମ୍ବାନୀ ସ୍କୁଲ ବିଶ୍ୱର ଶ୍ରେଷ୍ଠ ୧୦ ସ୍କୁଲରୁ ଗୋଟିଏ। ଏହି ସ୍କୁଲରେ ପ୍ରତି ୧୦ ଜଣ ଛାତ୍ରରେ ଜଣେ ଶିକ୍ଷକ ରହିଥାନ୍ତି। ପାଠପଢ଼ାରେ ଭଲ ହୋଇଥିବାରୁ ପରେ ଛାତ୍ରୀଛାତ୍ରମାନେ ବିଦେଶରେ ନିଜର ପାଠପଢ଼ା ବେଶ ସହଜରେ ଶେଷ କରିଥାନ୍ତି। ତେବେ ଏହି ସ୍କୁଲରେ ପ୍ରାଥମିକ ଏବଂ ମାଧ୍ୟମିକ ଲାଗି ଫିସ୍‌ ଏକରୁ ଦେଢ଼ ଲକ୍ଷ ରହିଥାଏ। ଉଚ୍ଚ ମାଧ୍ୟମିକ ଲାଗି ଚାରିରୁ ପାଞ୍ଚ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଯଦି କେହି ପ୍ରଥମରୁ ଦଶମ ଯାଏ ଏଠାରେ ପଢ଼ାଇବାକୁ ଚାହାନ୍ତି ତେବେ ତାଙ୍କ ପାଖରେ ଅତିକମ୍‌ରେ ପଚାଶ ଲକ୍ଷ ରହିବା ଆବଶ୍ୟକ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

ଲହଡି ମାଡ଼ରେ ଗଭୀର ସମୁଦ୍ରକୁ ଚାଲିଗଲେ ପର୍ଯ୍ୟଟକ, ଆଉ ତା’ପରେ..

ପୁରୀ,୨୫।୬: ପୁରୀ ସେକ୍ଟର ୯ ବେଳାଭୂମି ଅର୍ଥାତ ଚୈତନ୍ୟ ଛକ ସମ୍ମୁଖରେ ଏକ ଅଘଟଣ ସାମ୍ନାକୁ ଆସିଛି। ସମୁଦ୍ରର ଲହଡି ମାଡ଼ରେ ଜଣେ ପର୍ଯ୍ୟଟକ ଗଭୀର ସମୁଦ୍ର…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

କୋରାପୁଟ,୨୫।୬(ଅମିତାଭ ବେହେରା ): କୋରାପୁଟ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ କୁମାର ଶିଶାଙ୍କ ଦେହାନ୍ତ ହୋଇଛି । ଗତ କିଛି ଦିନ ଧରି ସେ…

ସରକାରଙ୍କ ବଡ଼ ପଦକ୍ଷେପ, ବିବାହ କାର୍ଡରେ ବର-କନ୍ୟାଙ୍କ ଜନ୍ମ ତାରିଖ ଅନ୍ତର୍ଭୁକ୍ତ କରିବା ବାଧ୍ୟତାମୂଳକ

ମୁମ୍ବାଇ,୨୫।୬: ବାଲ୍ୟବିବାହର ସାମାଜିକ କୁପ୍ରଥାକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ପାଇଁ ମହାରାଷ୍ଟ୍ରରେ ଏକ ଅନନ୍ୟ ଏବଂ କଠୋର ନିୟମ ଲାଗୁ ହେବାକୁ ଯାଉଛି। ରାଜ୍ୟ ସରକାର…

ବାଲେଶ୍ବରରେ ଚାଞ୍ଚଲ୍ୟ, ୮ ରାଉଣ୍ଡ ଗୁଳି କରି ବ୍ୟବସାୟୀଙ୍କୁ ହତ୍ୟା

ବାଲେଶ୍ୱର,୨୫।୬( ବାଞ୍ଛାନିଧି ଦେ ): ବାଲେଶ୍ବର ସହରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ପୋଲିସକୁ ଅପରାଧୀମାନେ ଖୁଲମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି । ସହଦେବଖୁଣ୍ଟା ଥାନା…

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri