Home Left

‘ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ରହିପାରିବ ନାହିଁ ଶିନ୍ଦେଙ୍କ ସରକାର’ ଫଡନ୍‌ବିସଙ୍କୁ ଜବାବ ଦେଲେ ସଞ୍ଜୟ ରାଉତ

ମୁମ୍ବାଇ, ୩୦।୬: ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନ୍‌ବିସଙ୍କ ଶରଦ ପାୱାରଙ୍କ ବିବୃତ୍ତି ପରେ ରାଜନୈତିକ ଚର୍ଚ୍ଚା ତୀବ୍ର ହୋଇଛି। ବର୍ତ୍ତମାନ ଶିବସେନା (ଉଦ୍ଧବ ଠାକରେ) ନେତା ସଞ୍ଜୟ ରାଉତ ଫଡନ୍‌ବିସଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ, ଏନସିପି ନେତା ଅଜିତ ପାୱାରଙ୍କ…

ବାନ୍ତିରେ ଝଡ଼ିଗଲା ସବୁ ଦାନ୍ତ

ଲଣ୍ଡନ: ଗର୍ଭଧାରଣ ସମୟରେ ବାନ୍ତି ହେବା ସାଧାରଣ କଥା। କିନ୍ତୁ ବ୍ରିଟେନ୍‌ର ଜଣେ ମହିଳାଙ୍କୁ ବାନ୍ତି ଯୋଗୁ ସବୁ ଦାନ୍ତ ହରାଇବାକୁ ପଡ଼ିଛି। ଲୁଇସ୍‌ କୁପର (୨୬) ୨୦୧୭ରେ ପ୍ରଥମ ଥର ପାଇଁ ଗର୍ଭବତୀ ହେଲେ। ପେଟରେ ପିଲା ରହିବା ପରେ…

‘ମେକ ଇନ ଇଣ୍ଡିଆ’ କୁ ପ୍ରଶଂସା କଲେ ପୁଟିନ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ କହିଲେ ଏଭଳି

ମସ୍କୋ,୩୦।୬: ରୁଷିଆ ଏବଂ ଭାରତ ମଧ୍ୟରେ ସମ୍ପର୍କ ସର୍ବଦା ଭଲ ରହିଆସିଛି, ଏହି କାରଣରୁ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଅନେକ ସ୍ତରରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକାରବାର ହୋଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭ୍ଲାଦିମିର ପୁଟିନ ପରସ୍ପରକୁ ପ୍ରଶଂସା…

ଅବହେଳିତ ଶହୀଦ ସ୍ମୃତିସ୍ତମ୍ଭ

ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ହୋଇଥିବା ସ୍ତମ୍ଭ ଚାରିପଟେ ଗଛଲତା ମାଡ଼ିଗଲାଣି। ଏକଦା ଏହି ସ୍ତମ୍ଭ ନିର୍ମାଣ…

ପାଇକ ସଂଗ୍ରହାଳୟରେ ପୁଣି ତାଲା

ଖୋର୍ଦ୍ଧା,୩୦ା୬ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଏବଂ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ଲକ୍ଷ୍ୟ ଥିଲା ବିଟ୍ରିଶ ସହିତ ଲଢ଼େଇ କରି ବଳିଦାନ ଦେଇଥିବା ପାଇକଙ୍କ ବୀରତ୍ୱର…

ବଉଳା କୁମ୍ଭୀର ସାଜିଛି ନରହନ୍ତା

ରାଜନଗର,୩୦ା୬(ଭାସ୍କର ରାଉତରାୟ): ପ୍ରକୃତିରାଣୀ ଭିତରକନିକାର ସୌନ୍ଦର୍ଯ୍ୟ, ଅପରୂପ ବିଭବ, ଧଳା ଶଙ୍ଖୁଆ କୁମ୍ଭୀର, ଦେଶ ବିଦେଶରୁ ଆସୁଥିବା ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି, ବିରଳ ହେନ୍ତାଳ ଜାତୀୟ ଉଦ୍ୟାନରେ ଥିବା ମ୍ୟୁଜିୟମ, ବିଶ୍ୱର ସବୁଠୁ ବିଶାଳକାୟ ବଉଳା କୁମ୍ଭୀରର ସ୍କେଲିଟନ,  ଅସଂଖ୍ୟ…

ବିହନ ବୁଣି ବର୍ଷାକୁ ଚାହିଁଛନ୍ତି ଚାଷୀ

କେନ୍ଦ୍ରାପଡ଼ା,୩୦ା୬(ଜଗନ୍ନାଥ ଧଳ): ଚଳିତବର୍ଷ ଅନିୟମିତ ବୃଷ୍ଟିପାତ ଯୋଗୁ ଚାଷୀକୁଳ ହତାଶ ହୋଇପଡିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଜୁନ୍‌ ଦ୍ୱିତୀୟ ସପ୍ତାହରେ ମୌସୁମୀ ଓଡ଼ିଶାରେ ପହଞ୍ଚତ୍ଛିି। ଜୁନ ପ୍ରଥମ ସପ୍ତାହରେ ମୌସୁମୀର ଆଗମନ ଜାଣି ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଥିଲା।…

ନିଶଙ୍ଖପୁର ଘାଟରୁ ବାଲି ଚୋରି ଅଣାୟତ୍ତ

କୋରେଇ,୩୦ା୬(ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୁଯ୍ୟ ରହିଛି। ହେଲେ ଯେଉଁ ପରିମାଣରେ ରାଜସ୍ବ ଆଦାୟ ହେବା କଥା ତାହା ହେଉନାହିଁ। ଏହି ତହସିଲ ଅଧୀନ ନିଶଙ୍ଖପୁର ଘାଟରୁ ପ୍ରତିଦିନ ସ୍ଥାନୀୟ ଜଣେ ମାଫିଆ…

ଖରସ୍ରୋତା ନଦୀବନ୍ଧ କାର୍ଯ୍ୟରେ ଅନିୟମିତତା

ପ୍ରୀତିପୁର,୩୦ା୬(ସୁଶାନ୍ତ ବେହୁରିଆ): ସରକାର ପ୍ରତ୍ୟେକ ବର୍ଷ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ନିମନ୍ତେ ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ କାର୍ଯ୍ୟଗୁଡ଼ିକରେ ବ୍ୟାପକ ଅନିୟମିତତା ହେଉଛି। ଫଳରେ ଏହାର ସ୍ଥାୟିତ୍ୱ ପ୍ରତି…

ଓଡିଏମ୍‌କୁ ବେଷ୍ଟ ଏଜୁକେଶନ ବ୍ରାଣ୍ଡ୍‌ ସମ୍ମାନ

ନୂଆଦିଲ୍ଲୀ,୩୦।୬: ଓଡିଏମ୍‌ ପବ୍ଲିକ୍‌ ସ୍କୁଲକୁ ନିକଟରେ ଆଉ ଏକ ଜାତୀୟ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଦ ଇକୋନୋମିକ୍‌ ଟାଇମ୍ସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ହ୍ୟାତ୍‌ ରିଜେନ୍ସି ହୋଟେଲ ପରିସରରେ ଏକ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଉକ୍ତ ସମାରୋହରେ…

୫ ବର୍ଷ ହେଲା ହୋଇନି ପାର୍କିଂ ଟେଣ୍ଡର

କୋଣାର୍କ,୩୦।୬(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କ ଚାରିଚକିଆ ଯାନ, ବସ୍‌, ଅଟୋରିକ୍ସା ପାର୍କିଂ ନିମନ୍ତେ କୋଣାର୍କ ଏନ୍‌ଏସି ପକ୍ଷରୁ ଗତ ୨୦୧୮ ମସିହାଠାରୁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ପାର୍କିଂ ସ୍ଥାନ ନିଲାମ କରାଯିବାର ନିୟମ ରହିଛି। ହେଲେ…

ନେକ୍ସନ ଇଭିର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୩୦।୬: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ସର୍ବବୃହତ୍‌ ବୈଦ୍ୟୁତିକ ଯାନ (ଇଭି) ନିର୍ମାଣକାରୀ ଟାଟା ମୋଟର୍ସ ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଟାଟା ମୋର୍ଟସର ନେକ୍ସନ ଇଭି ୫୦,୦୦୦ ୟୁନିଟ୍‌ ଗାଡ଼ି ଭାରତୀୟ ବଜାରରେ ବିକ୍ରୟ କରିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri