ପ୍ୟାରିସରେ ଅଶାନ୍ତି: ୧୩ଟି ବସ୍ ଜାଳିଦେଲେ ପ୍ରଦର୍ଶନକାରୀ, ୪୨୧ ଗିରଫ
ପ୍ୟାରିସ,୩୦।୬: ଟ୍ରାଫିକ ନିୟମ ଉଲ୍ଲଂଘନ କରି ପ୍ୟାରିସ ପୋଲିସ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ସହରରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ମଙ୍ଗଳବାରର ହୋଇଥିବା ବେଳେ ଦିନକୁ ଦିନ ସହରରେ ଅଶାନ୍ତି ଦେଖାଯାଇଛି। ପ୍ରଦର୍ଶନକାରୀମାନେ…
ବିଦେଶରେ ଟ୍ରେନିଂ ନେବେ ଭିନେଶ, ବଜରଙ୍ଗ
ନୂଆଦିଲ୍ଲୀ, ୩୦ା୬ : ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ୍ ଟ୍ରାଏଲ୍ସ ପାଇଁ ପ୍ରସ୍ତୁତି ସକାଶେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସମୟ ମାଗିଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଟ୍ରେନିଂ ଲାଗି ଯଥାକ୍ରମେ କିର୍ଗିଜ୍ସ୍ତାନ ଓ ହଙ୍ଗେରୀ ଯିବେ।…
ଗଛରେ ପିଟିହେଲା କାର୍, ୩ ଜଣଙ୍କ ଜୀବନ ଗଲା, ଜଣେ ଗୁରୁତର
ଉମରକୋଟ,୩୦ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବାସିନୀ ଛକରେ ଭାରସାମ୍ୟ ହରାଇ ଗଛକୁ ଏକ କାର୍ ପିଟିହେବାରୁ ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।…
ଅବସରରୁ ଫେରିଲେ ଓଜ୍ନିଆକି
ନ୍ୟୁୟର୍କ, ୩୦ା୬ (ଏପି): ପୂର୍ବତନ ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଖେଳାଳି ତଥା ୨୦୧୮ ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଡେନମାର୍କର କାରୋଲିନ୍ ଓଜ୍ନିଆକି ଅବସର ନେବାର ୩ ବର୍ଷ ପରେ ପୁଣି ପ୍ରତିଯୋଗିତାମୂଳକ ଟେନିସକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁରୁବାର ସେ ତାଙ୍କର ନିଷ୍ପତ୍ତି…
ଚାଇନାର ଗୁପ୍ତଚର ବେଲୁନ କୌଣସି ଗୁପ୍ତ ତଥ୍ୟ ସଂଗ୍ରହ କରିନାହିଁ: ଆମେରିକା
ଓ୍ବାଶିଂଟନ,୩୦।୬: ଚଳିତ ବର୍ଷ ଫେବୃୟାରୀରେ ଗୁପ୍ତଚର ବେଲୁନ ଉପରେ ଆମେରିକା ଏବଂ ଚାଇନା ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ବାସ୍ତବରେ, ଆମେରିକାର ରାଜ୍ୟ ମୋଣ୍ଟାନା ଆକାଶରେ ଏକ ଚାଇନାର ବେଲୁନ ଦେଖିବାକୁ ମିଳିଥିଲା। ଚାଇନା ଏହାକୁ ଶେଷ ପର୍ଯ୍ୟନ୍ତ ପାଣିପାଗ ସୂଚନା…
ନିର୍ମାଣକୁ ବର୍ଷେ ପୂରିନି, କନପୁର ସେତୁ ଭାଙ୍ଗିଲାଣି
ରାଜକନିକା,୩୦ା୬ (ରବୀନ୍ଦ୍ର କୁମାର ଦାସ): କେନ୍ଦ୍ରାପଡ଼ା ଜିଲାରେ ଚଳିତବର୍ଷ ଆରମ୍ଭରେ ରାଜକନିକା ବ୍ଲକର କନପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମାତ୍ର ୬ ମାସ ମଧ୍ୟରେ ଏହି ସେତୁର ବିଭିନ୍ନ ସ୍ଥାନରେ ଭାଙ୍ଗିବା ଆରମ୍ଭ ହେଲାଣି। ଅତି ନିମ୍ନମାନର କାମକୁ…
ମେକ୍ସିକୋରେ ଗ୍ରୀଷ୍ମଲହରି : ୫୦ ଡିଗ୍ରୀ ଉପରେ ତାପମାତ୍ରା, ୧୪ ଦିନରେ ୧୦୦ ଜଣଙ୍କର ମୃତ୍ୟୁ
ମେକ୍ସିକୋ,୩୦।୬: ଜଳବାୟୁ ପରିବର୍ତ୍ତନ ଯୋଗୁ ସମଗ୍ର ବିଶ୍ୱରେ ତାପମାତ୍ରା ବୃଦ୍ଧି ପାଉଛି। ଏହି ସମୟରେ ମେକ୍ସିକୋରେ ପ୍ରବଳ ଗ୍ରୀଷ୍ମଲହରି ଅନୁଭୂତ ହେଉଛି। ଏଠାରେ କିଛି ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ଦୁଇ ସପ୍ତାହ…
କୃତୀ ଆଥ୍ଲେଟଙ୍କୁ ଆର୍ଥିକ ପ୍ରୋତ୍ସାହନ
ଭୁବନେଶ୍ୱର, ୩୦।୬ (ତପନ ସ୍ବାଇଁ): ଜର୍ମାନୀର ବର୍ଲିନଠାରେ ଅନୁଷ୍ଠିତ ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍ଡ ସମର ଗେମ୍ସରେ ଅଂଶଗ୍ରହଣ କରି ଚମତ୍କାର ପ୍ରଦର୍ଶନ କରିଥିବା ଓଡ଼ିଶା ଆଥଲେଟ୍ଙ୍କୁ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଗୁରୁବାର ଆର୍ଥିକ ପ୍ରୋତ୍ସାହନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ପ୍ରଥମଥରପାଇଁ ଓଡ଼ିଶାର…
ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇପାରେ ୟୁସିସି
ନୂଆଦିଲ୍ଲୀ, ୩୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିବା ଦିନଠାରୁ ୟୁନିଫର୍ମ ସିଭିଲ କୋର୍ଡକୁ ନେଇ ବିତର୍କ ଚାଲିଆସୁଛି। ଏସବୁ ମଧ୍ୟରେ ମୋଦି ସରକାର ମୌସୁମୀ ଅଧିବେଶନରେ ୟୁନିଫର୍ମ ସିଭିଲ କୋର୍ଡ ପ୍ରସ୍ତାବ ଦେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ଜୁଲାଇରେ ମୌସୁମୀ…
ଲୁଣ ଦାନାଠୁ କ୍ଷୁଦ୍ର ଡିଜାଇନର୍ ବ୍ୟାଗ ୫୧ ଲକ୍ଷରେ ନିଲାମ
ଓ୍ବାଶିଂଟନ୍: ସବୁଠୁ ଦାମୀ ଲୁଇସ୍ ଭୁଇଟୋନ୍ କମ୍ପାନୀର ଡିଜାଇନର ବ୍ୟାଗ ୬୩,୦୦୦ ଡଲାର (୫୧.୬ ଲକ୍ଷ ଟଙ୍କା)ରେ ନିଲାମ ହୋଇଛି। ମୂଳ କଥା ଏହି ଡିଜାଇନର ବ୍ୟାଗ୍ଟି ଲୁଣା ଦାନାଠାରୁ ମଧ୍ୟ ଆହୁରି ଛୋଟ, ଯାହାକୁ ଖାଲି ଆଖିରେ ଦେଖିବା କଷ୍ଟକର।…
ଗଣେଶ ପୂଜାରେ ‘ଚନ୍ଦ୍ରମୁଖୀ-୨’
ମୁମ୍ବାଇ: କଙ୍ଗନା ରାଣାଓ୍ବତ ଓ ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ ଗଣେଶ ପୂଜାରେ ମୁକ୍ତିଲାଭ କରିବ। ଏହି ହରର୍ କମେଡି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଲେଖିଛନ୍ତି ବି. ବାସୁ। ଲାଇକା ପ୍ରଡକ୍ସନ ପକ୍ଷରୁ ବହୁ ଭାଷାରେ ନିର୍ମାଣ କରାଯାଇଥିବା ଏହି…
ବିମାନ ଯାତ୍ରାର ନିଶା: ୩୩ ବର୍ଷରେ ୩୭ ନିୟୁତ କି.ମି.
ଓ୍ବାଶିଂଟନ୍: ଆମେରିକାର ଟମ୍ ଷ୍ଟୁକର (୬୯) ନ୍ୟୁଜର୍ସିର ଏକ ଗାଡ଼ି ନିର୍ମାଣକାରୀ କମ୍ପାନୀରେ କନ୍ସଲଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ମାତ୍ର ୩୩ ବର୍ଷ ମଧ୍ୟରେ ଟମ୍ ମୋଟ ୩୭ ନିୟୁତ କି.ମି, ଦୂର ଯାତ୍ରା କରିଛନ୍ତି। ଟ୍ରାଭେଲ କରିବାକୁ ପସନ୍ଦ କରୁଥିବା…
Archives


