୮ ଦିବ୍ୟାଙ୍ଗ ପରିବାରକୁ ୨୦ ଲକ୍ଷ ସହାୟତା
କର୍ଲାମୁଣ୍ଡା:୭।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକର ବିଭିନ୍ନ ଗ୍ରାମର ୮ ଦିବ୍ୟାଙ୍ଗ ପରିବାରକୁ ବିବାହ ପ୍ରୋତ୍ସାହନ ସହାୟତା ରାଶି ପ୍ରଦାନ କରାଯାଇଛି। ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ପି. ଅନେୱସା ରେଡି, କର୍ଲାମୁଣ୍ଡା ଖ ଜୋନ୍ ଜିଲା…
ମଣିପୁର ହିଂସା: ସିବିଆଇ ଯାଞ୍ଚର ତଦାରଖ ପାଇଁ ପୂର୍ବତନ ଅଧିକାରୀଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭।୮: ମଣିପୁର ହିଂସା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଆଶ୍ୱସ୍ତି ଏବଂ ପୁନର୍ବାସ କାର୍ଯ୍ୟର ତଦାରଖ କରିବା ପାଇଁ କୋର୍ଟ ପୂର୍ବତନ ବିଚାରପତିଙ୍କ ଏକ କମିଟି ଗଠନ କରିଛନ୍ତି। ଏହା ସହିତ ସିବିଆଇ ତଦାରଖ ପାଇଁ ଜଣେ ପୂର୍ବତନ ଅଧିକାରୀଙ୍କୁ…
ଭାଜପା ଏମ୍ପି ରାମଶଙ୍କରଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୭।୮: ଇଟାଓ୍ବାର ଭାଜପା ଏମ୍ପି ରାମଶଙ୍କର କାଠେରିଆଙ୍କୁ ଜିଲା ଜଜ କୋର୍ଟ ଆଗ୍ରାଠାରୁ ବଡ଼ ଆଶ୍ୱସ୍ତି ମିଳିଛି। ଏମ୍ପି ଏମ୍ଏଲେ କୋର୍ଟ ଆଗ୍ରାର ଦଣ୍ଡାଦେଶ ଆଦେଶ ଉପରେ ରୋକ ଲଗାଇଛନ୍ତି। ଦୁଇ ଦିନ ପୂର୍ବରୁ ଏମ୍ପି ଏମ୍ଏଲେ କୋର୍ଟ ଦୁଇ ବର୍ଷ…
ଗଙ୍ଗାରେ ବୁଡ ପକାଇ ଟ୍ରୋଲ ହେଲେ ତନୁଶ୍ରୀ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଏବେ ପୁଣି ଚର୍ଚ୍ଚାରେ। ନାନା ପାଟେକରଙ୍କ ସହ ଫିଲ୍ମର ଶୁଟିଂ ସମୟରେ ହୋଇଥିବା ଉତ୍ପିଡନ ବିରୋଧରେ ସ୍ବର ଉଠାଇବା ପରେ ବଲିଉଡରେ ମି ଠୁ ଅଭିଯାନ ଆରମ୍ଭ କରିଥିବା ତନୁଶ୍ରୀ ଦତ୍ତ ଏବେ ବାରାଣସିରେ…
ଡାନିଏଲ ହେଲେ ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ କୋଚ୍
ନୂଆଦିଲ୍ଲୀ,୭।୮: ଆଇପିଏଲ ୨୦୨୪ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ କୋଚିଂ ଷ୍ଟାଫରେ ଏକ ବଡ଼ ପରିବର୍ତ୍ତନ କରିଛି। ବାସ୍ତବରେ ସନରାଇଜର୍ସ ହାଇଦ୍ରାବାଦ ମୁଖ୍ୟ କୋଚ୍ ବ୍ରାଏନ ଲାରାଙ୍କ ସ୍ଥାନରେ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଅଲରାଉଣ୍ଡର ଡାନିଏଲ ଭେଟୋରିଙ୍କୁ ମୁଖ୍ୟ କୋଚ୍ କରାଯାଇଛି। ଏନେଇ ସନରାଇଜର୍ସ…
ପଦୋନ୍ନତି, ଦରମା ବୃଦ୍ଧି ନେଇ କଳାବ୍ୟାଜ୍ ପିନ୍ଧି ପିଇଓଙ୍କ ଧାରଣା
କେସିଙ୍ଗା,୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସମ୍ମୁଖରେ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କଳାବ୍ୟାଜ୍ ପିନ୍ଧି ସୋମବାର ଧାରଣା ଦେଇଥିଲେ । ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ୧୭ ତାରିଖରୁ ସାମୁହିକ…
ମିଟର ରିଡିଂ ଅଧିକ ଆସିବାରୁ ବିଦ୍ୟୁତ୍ କର୍ମଚାରୀଙ୍କୁ ହତ୍ୟା କଲେ ଉପଭୋକ୍ତା
ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀନରେ କାର୍ଯ୍ୟରତ ଗାଲେରୀର ଜଣେ କର୍ମଚାରୀଙ୍କୁ ସୋମବାର ଅତି ନିର୍ମମ ଭାବେ କୁପାଟି ଗ୍ରାମରେ ହତ୍ୟା କରାଯାଇଛି। ମୃତ କର୍ମଚାରୀ ଜଣଙ୍କ ହେଲେ ଗାଲେରୀର ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୨)। ମିଟର ରିଡ଼ିଂ…
ପରିସ୍ଥିତି ସ୍ବାଭାବିକ ହେବା ପରେ ଗୁରୁଗ୍ରାମରେ ହଟିଲା ୧୪୪ ଧାରା
ଚଣ୍ଡିଗଡ,୭।୮: ନୁହରେ ହିଂସା ପରେ ଗୁରୁଗ୍ରାମରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଥିଲା। ଯାହାକୁ ବର୍ତ୍ତମାନ ହଟାଇ ଦିଆଯାଇଛି। ପରିସ୍ଥିତି ସ୍ବାଭାବିକ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ପ୍ରଶାସନ କହିଛି। ସୋମବାର ହରିୟାଣାର ନୁହରେ ଦୁଇ ସମ୍ପ୍ରଦାୟ…
ଉତ୍ତରାଖଣ୍ଡରେ ଭୂକମ୍ପ
ପିଥୌରାଗଡ,୭।୮: ଉତ୍ତରାଖଣ୍ଡର ସୀମାବର୍ତ୍ତୀ ପିଥୌରାଗଡ ଜିଲା ଓ ଏହାର ଆଖପାଖରେ ଶନିବାର ଓ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ହେଲେ ଏହାର ତୀବ୍ରତା ରିକ୍ଟର ସ୍କେଲରେ କମ ଥିବା ଜଣାପଡିଛି। ସର୍ବପ୍ରଥମେ, ରବିବାର ରାତି ୧ଟା ୩୪ରେ ୪,୨ତୀବ୍ରତାର କମ୍ପନ ଅନୁଭୂତ…
ୟୁନିୟନ ବ୍ୟାଙ୍କ ଡକାୟତି ମାମଲା: ମାଷ୍ଟରମାଇଣ୍ଡଙ୍କୁ ଧରିଲା ପୋଲିସ
ବାଲେଶ୍ୱର,୭।୮(ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କ ଡକାୟତି ମାମଲା ବାଲେଶ୍ୱର ପୋଲିସକୁ ବଡ଼ ସଫଳତା ମିଳିଛି। ପଶ୍ଚିମବଙ୍ଗ ଚବିଶପ୍ରଗଣା ଅଞ୍ଚଳରୁ ପୋଲିସ ଡକାୟତି ମାମଲାର ମାଷ୍ଟରମାଇଣ୍ଡକୁ ଗିରଫ କରିଛି। ଏପରିକି ପୋଲିସ ଅଭିଯୁକ୍ତଙ୍କଠାରୁ ୮୫୪ ଗ୍ରାମ ସୁନା ଜବତ…
ବିହାର ଜାତି ଗଣନା: ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୭।୮: ଜାତି ଗଣନା ଉପରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି। ସୋମବାର ସୁପ୍ରିମକୋର୍ଟ ବିହାରରେ ଜାତି ଗଣନାକୁ ରୋକ ଲଗାଇବାକୁ ମନା କରି ଦେଇଛନ୍ତି। କୋର୍ଟ କହିଛନ୍ତି, ଯେ ପର୍ଯ୍ୟନ୍ତ ଶୁଣାଣି ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି…
ରାଓ୍ବଲପିଣ୍ଡିରେ ଲାଗୁ ହେଲା ୧୪୪ ଧାରା, ବିରୋଧ ପ୍ରଦର୍ଶନ କରୁଥିବା ଅଭିଯୋଗରେ ଇମ୍ରାନଙ୍କ ୮ ସମର୍ଥକ ଗିରଫ
ଇସଲାମାବାଦ,୭।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଗିରଫ ହେବାକୁ ବିରୋଧ କରି ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥକମାନେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି। ରାଓ୍ବଲପିଣ୍ଡିରେ ବିରୋଧ ପ୍ରଦର୍ଶନକାରୀଙ୍କ ମଧ୍ୟରୁ ପୋଲିସ ୮ ଜଣଙ୍କୁ ଗିରଫ କରିଛି। ଏହାସହ ୨୦ ଜଣଙ୍କ…
Archives


