Home Left

ଓଏଚ୍‌ପିସି କଲୋନିରେ ବିପର୍ଯ୍ୟସ୍ତ ପରିମଳ

ବାଲିମେଳା,୧୧ା୮(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳାରେ ଥିବା ଓଏଚ୍‌ପିସି ସରକାରୀ କ୍ୱାର୍ଟର୍ସ ଜଳବିଦ୍ୟୁତ୍‌ କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଯୋଗାଇ ଦିଆଯାଉଛି। ଏହି କ୍ୱାର୍ଟର୍ସ ପରିସର ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଅଞ୍ଚଳବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଡ୍ରେନ୍‌ଗୁଡିକରେ ଅଳିଆ ଆବର୍ଜନା…

ଜୀବନରେଖାରେ ବିପନ୍ନ ଜୀବନ

କାମାକ୍ଷାନଗର, ୧୧।୮(ଅମ୍‌ଜାଦ ଖାନ୍‌): ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଦେଇ ଜାତୀୟ ରାଜପଥ ୫୩କୁ ସଂଯୋଗ କରୁଥିବା ଆଳତୁମା-ମାଳପୁରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉନାହିଁ। ପୌରାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହନୁମାନ ବଜାରଠାରୁ ଜିରିଡ଼ାମାଳି ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ସଡ଼କ…

କୌଳିକ ବୃତ୍ତି ହରାଇବେ ୪୦୦ ବୁଣାକାର ପରିବାର

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲାର ଏକମାତ୍ର ଗ୍ରାମ ଆନନ୍ଦପୁର ପୌର ପରିଷଦ ଫକୀରପୁରରେ ଆଜକୁ ୪ ଶହ ବର୍ଷ ଧରି ଟସର ଶିଳ୍ପ ଚାଲି ଆସୁଛି। ଗ୍ରାମରେ ୪୦୦ ବୁଣାକାର ପରିବାର ଟସର କୋଷାରୁ ସୂତା ଉପତ୍ାଦନ କରିବା, ହସ୍ତତନ୍ତରେ ବଜାରର…

ଏସିଆ କପ ପାଇଁ ଏଭଳି ହୋଇପାରେ ୧୫ ଜଣିଆ ଟିମ: କେ.ଏଲ ରାହୁଲ, ଆୟରଙ୍କ ପ୍ରତ୍ୟାବର୍ତ୍ତନ ନିଶ୍ଚିତ

ନୂଆଦିଲ୍ଲୀ,୧୧।୮: ଏସିଆ କପ ୨୦୨୩ ଆରମ୍ଭ ପାଇଁ ୨୦ଦିନରୁ କମ ସମୟ ଅଛି। ତେବେ ଏପର୍ଯ୍ୟନ୍ତ ବିସିସିଆଇ ଏହି ଟୁର୍ନାମେଣ୍ଟ ପାଇଁ ନିଜ ଦଳ ଘୋଷଣା କରିନାହିଁ। ରିପୋର୍ଟ ଅନୁଯାୟୀ, ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟି -୨୦ ସିରିଜ…

‘ଯୁବପିଢ଼ି ପରିବର୍ତ୍ତନର ବାର୍ତ୍ତାବହ’

ବାଲେଶ୍ୱର, ୧୧।୮(ମାନସ ବିଶ୍ୱାଳ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ସିଂହଭାଗ ହେଉଛନ୍ତି ଯୁବପିଢ଼ି। ଆମ ଦେଶର ପ୍ରତ୍ୟେକ ନାଗରିକ ଯୁବାବସ୍ଥାରୁ ଗଣତନ୍ତ୍ରର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିଥାନ୍ତି। ତେଣୁ ଯୁବପିଢ଼ିଙ୍କୁ ଗଣତନ୍ତ୍ରର ଅନ୍ତୁଡ଼ିଶାଳର ଆଖ୍ୟା ଦିଆଯାଇପାରେ। ଯୁବପିଢ଼ିଙ୍କ…

ପବିତ୍ରମୋହନଙ୍କ ନାମରେ ନାମିତ ହେବ ତାଳଚେର ମେଡିକାଲ କଲେଜ

ଅନୁଗୋଳ,୧୧ା୮(ଅମିତ କୁମାର ସାମଲ)/ ତାଳଚେର, (ମନୋଜ ନନ୍ଦ): ଅନୁଗୋଳ ଜିଲା ତାଳଚେରଠାରେ ଏମ୍‌ସିଏଲ୍‌ ପକ୍ଷରୁ ନିର୍ମିତ ନୂତନ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ)ର ନାମ ପରିବର୍ତ୍ତନ ହେବ। ଏହାକୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ…

ମଣିପୁରରେ କେହି ପ୍ରଧାନମନ୍ତ୍ରୀ ମୋଦି, ଶାହଙ୍କୁ ଦୋଷୀ ବୋଲି କହୁନାହାନ୍ତି: ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟୀ,୧୧।୮: ଗତ ଚାରି ମାସ ଧରି ମଣିପୁରରେ ହିଂସା ଚାଲିଛି। ଏହି ସମୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏକ ସାକ୍ଷାତକାରରେ କହିଛନ୍ତି ଯେ ହିଂସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ…

ବର୍ଷା ନାହିଁ, ଘାରିଲାଣି ମରୁଡ଼ି ଚିନ୍ତା

ଭୁବନେଶ୍ୱର,୧୧ା୮(ଅନିଲ ଦାସ): ଆସନ୍ତା ୨୦ ତାରିଖ ଯାଏ ରାଜ୍ୟକୁ ବଡ଼ ବର୍ଷାର କୌଣସି ସୂଚନା ନାହିଁ। ଏହି ଖବର ଚାଷୀଙ୍କ ହୋସ ଉଡ଼ାଇ ଦେଇଛି। ଚାଷ କେମିତି ହେବ ସେଇ ଚିନ୍ତାରେ ଚାଷୀ। ରାଜ୍ୟର ୧୧ ଜିଲାରେ ମରୁଡ଼ି ପରିସ୍ଥିତି ସୃଷ୍ଟି…

ଓଡ଼ିଆରେ ଦେଖିପାରିବେ ‘ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର,୧୧।୮(ଶର୍ମିଷ୍ଠା ପାଣିଗ୍ରାହୀ) : ୱେବ୍‌ସିରିଜ୍‌ ‘ଜେଙ୍ଗାବୁରୁ କର୍ସ’ ବୁଧବାର ସୋନି ଲାଇଭ୍‌ରେ ପ୍ରସାରିତ ହୋଇଛି। ଏହା ଓଡ଼ିଶାରେ ଶୁଟିଂ ହୋଇଥିବାବେଳେ କାହାଣୀର ନିର୍ଦ୍ଦେଶକ ହେଉଛନ୍ତି ନୀଳମାଧବ ପଣ୍ଡା। ଏହା ହେଉଛି ଭାରତର ପ୍ରଥମ କ୍ଲାଏ-ଫାଇ ଥ୍ରୀଲର ସିରିଜ। ଓଡ଼ିଶାର ଖଣି, ପ୍ରାକୃତିକ…

ଇକ୍ୟୁାଡୋରରେ ଜରୁରୀକାଳୀନ ଘୋଷଣା, ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋଙ୍କ ହତ୍ୟା ମାମଲାରେ ୬ ଗିରଫ

କ୍ୟୁଟୋ,୧୧।୮: ରାଷ୍ଟ୍ରପତି ପ୍ରାର୍ଥୀ ଫର୍ନାଣ୍ଡୋ ବିଲାବିକେନ୍ସିଓଙ୍କ ହତ୍ୟା ପରେ ଇକ୍ୟୁାଡୋର ଗୁରୁବାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏଥି ସହ ସେ ହତ୍ୟା ଘଟଣାର ତଦନ୍ତରେ ସାହାଯ୍ୟ କରିବାକୁ ଏପ୍‌ବିଆଇକୁ ଅନୁରୋଧ କରାଯାଇଛି। ୫୯ବର୍ଷୀୟ ଫର୍ନାଣ୍ଡୋଙ୍କ ହତ୍ୟା ମାମଲାରେ ୬ଜଣ କଲମ୍ବିଆଙ୍କୁ…

ରତ୍ନଭଣ୍ଡାର ଅଳଙ୍କାରକୁ ନେଇ ବଢୁଛି ଦ୍ୱନ୍ଦ୍ୱ

ପୁରୀ,୧୧ା୮(ଅଜିତ୍‌ ମହାନ୍ତି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଅଡୁଆ ବଢିବାରେ ଲାଗିଛି। ଭିତର ରତ୍ନଭଣ୍ଡାର ଖୋଲିବା ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ଅନେକ ଦିନ ହେବ ଦାବି କରାଯାଇଆସୁଛି। ଏବେ କୋର୍ଟରେ ଦିଆଯାଇଥିବା ଅଳଙ୍କାର…

ନିଅଣ୍ଟିଆ ବର୍ଷା: ଚିନ୍ତାରେ ଚାଷୀକୁଳ

ସାକ୍ଷୀଗୋପାଳ,୧୧।୮(ଭରତ ରାଉତ): ଆଷାଢ଼ ସରି ଶ୍ରାବଣ ମାସ ଅଧା ହେଲାଣି। ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍‌ ରହିଛି। ଧାରା ଶ୍ରାବଣରେ ନିଅଣ୍ଟିଆ ବର୍ଷା ଯୋଗୁ ଆଗେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri