‘ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ’
ନୂଆଦିଲ୍ଲୀ,୧୧।୮: ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଏନେଇ ସମାଜବାଦୀ ପାର୍ଟିର ବରିଷ୍ଠ ଏମ୍ପି ଶଫିକୁର ରେହମାନ ବାର୍କ କହିଛନ୍ତି ଯେ, ତ୍ରିରଙ୍ଗା ଘରେ ନୁହେଁ, ହୃଦୟରେ ରହିବା ଆବଶ୍ୟକ। ଗଣମାଧ୍ୟମ…
ବିଶ୍ୱକପରେ ଟିମ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ, ଜାଣନ୍ତୁ କେବେ, କାହା ସହିତ ହେବ ମୁକାବିଲା
ନୂଆଦିଲ୍ଲୀ,୧୧।୮: କ୍ରିକେଟର ସବୁଠାରୁ ବଡ ମହାକମ୍ଭ ଅର୍ଥାତ୍ ଦିନିକିଆ ବିଶ୍ୱକପ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବ। ବର୍ତ୍ତମାନ ବିଶ୍ୱକପ ଆରମ୍ଭ ପାଇଁ ପ୍ରାୟ ୫୦ ଦିନ ବାକି ଅଛି। ବିଶ୍ୱକପ୍ର ପ୍ରଥମ ମ୍ୟାଚ ୫ ଅକ୍ଟୋବରରେ ଖେଳାଯିବ। ଏଥି ସହିତ ଦିନିକିଆ…
ଜର୍ମାନୀରେ କଷ୍ଟଡିରେ ଥିବା ୨୯ ମାସର ଶିଶୁକୁ ଉଦ୍ଧାର କରିବାକୁ ମୋଦି ସରକାରଙ୍କୁ ଗୁହାରି କଲେ ମାଆ
ନୂଆଦିଲ୍ଲୀ,୧୧।୮: ଜର୍ମାନୀରେ ଜଣେ ଭାରତୀୟ ଶିଶୁ ଆରିହା ଶାହା କଷ୍ଟଡିରେ ଥିବା ବିଷୟ ଏବେ ଖୁବ ଚର୍ଚ୍ଚାରେ। ଏହି ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଆରିହାଙ୍କୁ ଜର୍ମାନୀର ଫୋଷ୍ଟର କେୟାରରେ ଗତ ୨୨ ମାସ ହେଲା ରଖାଯାଇଛି। ବର୍ତ୍ତମାନ…
ବିଳାସପୂର୍ଣ୍ଣ ମହଲ କିଣିଲେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି: ଦାମ୍ ରହିଛି
ଫ୍ଲୋରିଡା,୧୧।୮: ଆମାଜନ୍ର ମୁଖ୍ୟ ତଥା ବିଶ୍ୱର ୩ ନମ୍ବର ଧନୀ ଜେଫ ବେଜୋସ ରିଏଲ ଇଷ୍ଟେଟ କ୍ଷେତ୍ରରେ ପାଦ ରଖିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ଆମେରିକାର ଫ୍ଲୋରିଡା ଉପକୂଳରେ ଏକ ବିଳାସପୂର୍ଣ୍ଣ ମହଲ କିଣିଛନ୍ତି। ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ…
ଖାଲିସ୍ତାନୀ ମୌଳିକବାଦୀଙ୍କ ଭାଙ୍ଗିବ ଅଣ୍ଟା: ଭାରତ ଗସ୍ତରେ ଆସିଥିବା ବ୍ରିଟେନ ରକ୍ଷାମନ୍ତ୍ରୀଙ୍କ ଘୋଷଣା
ନୂଆଦିଲ୍ଲୀ,୧୧।୮: ଖାଲିସ୍ତାନୀ ଉଗ୍ରବାଦକୁ ରୋକିବା ପାଇଁ ଭାରତର ଆବେଦନ ଉପରେ ବ୍ରିଟେନ ଏକ ବଡ ପଦକ୍ଷେପ ନେଇଛି। ବ୍ରିଟେନ ସରକାର ଖଲିସ୍ତାନ ସମର୍ଥକ ମୌଳିକବାଦୀଙ୍କ ସହ ମୁକାବିଲା ପାଇଁ ଏକ ନୂତନ ପାଣ୍ଠି ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଭାରତ…
କଲମ୍ବୋ ବନ୍ଦରରେ ପହଞ୍ଚିଲା ଚାଇନାର ନୈସେନା ଯୁଦ୍ଧ ଜାହାଜ, ଭାରତ ମହାସାଗରରେ ପ୍ରବେଶକୁ ନେଇ ଉଦ୍ବେଗ ପ୍ରକାଶ କଲା ଭାରତ
କଲମ୍ବୋ,୧୧।୮: ଚାଇନାର ନୈସେନା ଯୁଦ୍ଧ ଜାହାଜ ଶୁକ୍ରବାର କଲମ୍ବୋ ବନ୍ଦରରେ ପହଞ୍ଚିଛି। ଉଲ୍ଲେଖନୀୟ କଥା ହେଉଛି, ପ୍ରାୟ ଏକ ବର୍ଷ ପୂର୍ବେ ଭାରତ ମହାସାଗରରେ ଚାଇନା ଜାହାଜର ପ୍ରବେଶକୁ ନେଇ ଭାରତ ଶ୍ରୀଲଙ୍କାକୁ ଚିନ୍ତା ପ୍ରକଟ କରିଥିଲା। ସେବେଠାରୁ କଲମ୍ବୋ ବନ୍ଦରରେ…
ମାଲାମାଲ ହେଲା ବିସିସିଆଇ
ନୂଆଦିଲ୍ଲୀ,୧୧।୮: ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଏବଂ ଆୟ କ୍ଷେତ୍ରରେ ଏହା ପୁଣିଥରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିଛି। ବିସିସିଆଇ୨୦୧୮-୨୦୨୨ ଆର୍ଥିକ ବର୍ଷ ମଧ୍ୟରେ, ବିସିସିଆଇ ୨୭,୪୧୧…
ଉତ୍ତରପ୍ରଦେଶରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା
ମୋରଦାବାଦ,୧୧।୮: ଉତ୍ତରପ୍ରଦେଶରେ ଜଣେ ଭାଜପା ନେତାକୁ ଗୁଳିକରି ହତ୍ୟା କରାଯାଇଛି। ସେ ହେଲେ ଅନୁଜ ଚୌଧାରୀ। ୩୪ ବର୍ଷୀୟ ଅନୁଜ ମୋରଦାବାଦ ସ୍ଥିତ ବାସଭବନ ବାହାରେ ବୁଲୁଥିଲେ। ସେତିକିବେଳେ ବାଇକ୍ରେ ୩ଜଣ ବ୍ୟକ୍ତି ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ…
ପରଦାରେ ଅକ୍ଷୟ-ସନ୍ନି ଲଢ଼େଇ
ବମ୍ବେ: ରିଲିଜ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ ‘ଓଏମ୍ଜି-୨’। ଅଭିନେତା ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଯୋଡ଼ିକୁ ବହୁତ ପସନ୍ଦ କରାଯାଉଛି। ପୂର୍ବରୁ ଫିଲ୍ମକୁ ନେଇ ବିବାଦ ଦେଖାଯାଇଥିଲେ ହେଁ ଦର୍ଶକ ଏହାକୁ ‘ମାଷ୍ଟରପିସ୍’ ବୋଲି କହୁଛନ୍ତି। ଓଏମ୍ଜି-୨ ସହ ଗଦର-୨…
ଜୋତା ଆକୃତିର ଘର, ହନିମୁନ୍ ମନାଇବା ପାଇଁ ଏଠାକୁ ଆସିଥାନ୍ତି ନବଦମ୍ପତି, କାରଣ ଜାଣିଲେ…
ଆପଣ ନିଶ୍ଚିତ ଭାବେ ଦୁନିଆର ଅନେକ ଅଦ୍ଭୁତ ଅଟ୍ଟାଳିକା ଦେଖିଥିବେ। ଚାଇନାର ଜଣେ ବ୍ୟକ୍ତି ତାଙ୍କ ଘରକୁ ଜଳପ୍ରପାତରେ ପରିଣତ କରିଥିବା ବେଳେ ପର୍ତ୍ତୁଗାଲରେ ଜଣେ ବୁଲେଟ ପ୍ରୁଫ ଓ୍ବିଣ୍ଡୋ ତିଆରି କରିଛନ୍ତି। କବାଟ ଇସ୍ପାତର, ଯାହାକୁ ଭାଙ୍ଗି ସହଜରେ ଭିତରକୁ…
ଇସିଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଲା ବିବାଦ: ଆଡଭାନୀଙ୍କ ୧୧ ବର୍ଷ ପୁରୁଣାପତ୍ର ଦେଖାଇଲା କଂଗ୍ରେସ
ନୂଆଦିଲ୍ଲୀ,୧୧।୮: ଦେଶର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଙ୍କ ନିଯୁକ୍ତି ପ୍ରକ୍ରିୟାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଭୂମିକା ରଦ୍ଦ କରିବାକୁ ବିରୋଧୀମାନେ କ୍ରମାଗତ ଭାବରେ ଦାବି କରିଆସୁଛନ୍ତି। ଏହି ସମୟରେ, କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ ଶୁକ୍ରବାର ଭାଜପାର ତତ୍କାଳୀନ…
ନିର୍ମାତାଙ୍କୁ ବଡ ଝଟକା: ରିଲିଜ୍ ହେବାର କିଛି ଘଣ୍ଟା ମଧ୍ୟରେ ଅନ୍ଲାଇନରେ ଲିକ୍
ମୁମ୍ବାଇ: ସନି ଦେଓଲଙ୍କ ଫିଲ୍ମ ‘ଗଦର-୨’ ଆଜି ସିନେମା ଘରେ ରିଲିଜ୍ ହୋଇଛି। ଓପନିଙ୍ଗ୍ ଡେ’ରେ ‘ଗଦର-୨’କୁ ନେଇ ପ୍ରଶଂସକଙ୍କ ଭଲ ପ୍ରତିକ୍ରିୟା ଆସିଛି। ତେବେ ‘ଗଦର-୨’ ବକ୍ସ ଅଫିସରେ ସପ୍ତାହକ ସୁଦ୍ଧା ୧୦୦ କୋଟି କ୍ଲବରେ ପ୍ରବେଶ କରିବ ବୋଲି…
Archives


