ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍
ନୂଆଦିଲ୍ଲୀ,୬ା୭: ଜାତୀୟ ଶିକ୍ଷାନୀତି (ଏନ୍ଇପି) ୨୦୨୦ରେ ଶିକ୍ଷାର ଅନ୍ତର୍ଜାତୀୟକରଣକୁ ଗୁରୁତ୍ୱ ଦିଆଯିବା ସହ ଉତ୍ତମ ପ୍ରଦର୍ଶନ କରୁଥିବା ଭାରତୀୟ ବିଶ୍ୱିବିଦ୍ୟାଳୟର ବିଦେଶରେ କ୍ୟାମ୍ପସ ପ୍ରତିଷ୍ଠା କରିବା ଲାଗି ସୁପାରିସ କରାଯାଇଥିଲା। ଏନେଇ ଆଇଆଇଟି ଭାରତ ବାହାରେ ଏହାର ପ୍ରଥମ କ୍ୟାମ୍ପସ୍ ତାଞ୍ଜାନିଆର…
ମଦ ଜବତ କରି ଥାନାକୁ ଆଣିଲେ ଗ୍ରାମବାସୀ
ଜୁନାଗଡ଼,୬।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁସଡର ଗ୍ରାମରେ ବେଆଇନ ମଦ କାରବାର ଜୋରସୋରରେ ଚାଲିଛି। ଏପରି କି ଏହାକୁ ନେଇ ଗତ କିଛି ମାସ ତଳେ ଗ୍ରାମବାସୀ ଜିଲାପାଳ, ଥାନା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଏହାପରେ…
ନିଜ ଖର୍ଚ୍ଚରେ ଷ୍ଟାଡିୟମ ପାଚେରି ନିର୍ମାଣ କରିବ ଠିକାସଂସ୍ଥା
ରାଉରକେଲା,୫।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲାରେ ୩୫ ଫୁଟ୍ର ହକି ସ୍ମାରକୀ ଟଳି ପଡିବାର ୨୪ଦିନ ନ ବିତୁଣୁ ହକି ଷ୍ଟାଡିମୟ ନିକଟରେ ନିର୍ମିତ ୫୦ଫୁଟ୍ ପାଚେରିକୁ ଭାଙ୍ଗି ଦିଆଯାଇଛି। ପାଚେରିରେ ଫାଟ ଯୋଗୁ ଆର୍ଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।…
ବିଶ୍ୱକପ ପାଇଁ କ୍ୱାଲିଫାଏ କଲା ନେଦରଲ୍ୟାଣ୍ଡ୍ସ
ନୂଆଦିଲ୍ଲୀ,୬।୭: ସ୍କଟଲ୍ୟାଣ୍ଡକୁ ପରାସ୍ତ କରି ନେଦରଲ୍ୟାଣ୍ଡ୍ସ ୨୦୨୩ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଛି। ବିଶ୍ୱକପ କ୍ୱାଲିଫାଇ ୨୦୨୩ର ଏକ ମ୍ୟାଚରେ ନେଦରଲ୍ୟାଣ୍ଡ୍ସ ସ୍କଟଲ୍ୟାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ନେଦରଲ୍ୟାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିଛି। ନେଦରଲ୍ୟାଣ୍ଡ୍ସ…
ବିଦ୍ୟାଳରେ ତାଲା ପକାଇଲେ ଛାତ୍ରୀଛାତ୍ର
ବିଞ୍ଝାରପୁର,୬ା୭(ରାମକୃଷ୍ଣ ଦାସ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଧୀନ ବାଛୋଳ ପଞ୍ଚାୟତ ଦାଣ୍ଡିସାହି ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶିକ୍ଷକ ଅମର ଦାସଙ୍କ ବଦଳିକୁ ବିରୋଧ କରି ଗୁରୁବାର ଗ୍ରାମବାସୀ, ଅଭିଭାବକ ଓ…
ଦଲାଇଲାମାଙ୍କୁ ପ୍ରଶଂସା କଲେ ଆଣ୍ଟୋନି
ଓ୍ବାଶିଂଟନ,୬।୭: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଗୁରୁବାର ଭାରତର ତିବ୍ଦତୀୟ ଧର୍ମଗୁରୁଙ୍କୁ ତାଙ୍କର ୮୮ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଦଲାଇଲାମାଙ୍କ ଦୟା ଏବଂ ନମ୍ରତା ବିଶ୍ୱର ଅନେକଙ୍କ ପାଇଁ ପ୍ରେରଣା ଅଟେ। ବ୍ଲିଙ୍କେନ ଏହା ମଧ୍ୟ କହିଛନ୍ତି…
୨୦୧୧ର ସଫଳତା ଦୋହରାଇବ ଭାରତ
କୋଲକାତା, ୬ା୭: ଭାରତୀୟ ମହିଳା କ୍ରିକେଟ କିମ୍ବଦନ୍ତୀ ଝୁଲଣ ଗୋସ୍ବାମୀ ଦିନିକିଆ କ୍ରିକେଟ ବିଶ୍ୱକପ୍ର ଟ୍ରଫି ଟୁର୍କୁ ସ୍ବାଗତ କରିଛନ୍ତି। ଗୁରୁବାର ଟ୍ରଫି ଟୁର୍ କୋଲକାତାରେ ପହଞ୍ଚିଥିବା ବେଳେ ଝୁଲଣ ଏହାକୁ ସ୍ବାଗତ କରିଥିଲେ। ଏହା ସହ ଭାରତୀୟ ଦଳ ୨୦୧୧ର…
ନାମଲେଖା ଫି ନେଇ ଅସନ୍ତୋଷ
ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଖୁଣ୍ଟପାଲିସ୍ଥିତ ବାବା ବାଲୁଙ୍କେଶ୍ୱର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରୀଛାତ୍ରଙ୍କ ନାମଲେଖା ପାଇଁ ନିର୍ଦ୍ଧାରଣ କରାଯାଇଥିବା ଫି ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହାକୁ ନେଇ ଉକ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଅଭିଭାବକମାନେ…
ଜନ୍ମଦିନ ପୂର୍ବରୁ ଧୋନିଙ୍କୁ ମିଳିଲା ବଡ଼ ଉପହାର, ଏ ପର୍ଯ୍ୟନ୍ତ କୌଣସି ଖେଳାଳିଙ୍କୁ ମିଳିନାହିଁ ଏଭଳି…
ନୂଆଦିଲ୍ଲୀ,୬।୭: ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶୁକ୍ରବାର ଅର୍ଥାତ୍ ୭ ଜୁଲାଇରେ ତାଙ୍କର ୪୨ତମ ଜନ୍ମଦିନ ପାଳନ କରିବେ। ଭାରତକୁ ତିନୋଟି ଆଇସିସି ଟ୍ରଫି ଜିତାଇଥିବା ଧୋନିଙ୍କର ବହୁତ ପ୍ରଶଂସକ ଅଛନ୍ତି। ଧୋନିଙ୍କ ଜନ୍ମଦିନକୁ ନେଇ ଅନେକ ପ୍ରଶଂସକ…
ଜୋର ଧରିଲା ବିବାଦ: ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକଙ୍କ ନାଁରେ ଥାନାରେ ଏତଲା
ଛତ୍ରପୁର,୬ା୭(ସନ୍ତୋଷ ପାଢ଼ୀ ): ଓଡ଼ିଆ ଚଳଚ୍ଚିତ୍ର ‘ପ୍ରିୟେ ତୁ ମୋ ସିଏ’ରେ ହରିଜନ ଶବ୍ଦ ପ୍ରୟୋଗ କରି ଜାତିଆଣ ଆକ୍ଷେପକୁ ଭାରତ ମୁକ୍ତି ମୋର୍ଚ୍ଚା ବିରୋଧ କରିଛି। ଗୁରୁବାର ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ଓ ଅଭିନେତ୍ରୀଙ୍କ ନାଁରେ ଭାରତ ମୁକ୍ତି ମୋର୍ଚ୍ଚା…
ପାକ୍ ସେନା ମୁଖ୍ୟାଳୟ ଉପରେ ହୋଇଥିବା ଆକ୍ରମଣରେ ରହିଛି ଇମ୍ରାନ୍ଙ୍କ ନାଁ
ଇସଲାମାବାଦ,୬।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ(ପିଟିଆଇ)ମୁଖ୍ୟ ଇମ୍ରାନ୍ ଖାନଙ୍କ ସମସ୍ୟା କମିବାର ନେଉନାହାଁନ୍ତି। ମେ’୯ରେ ପାକିସ୍ତାନରେ ଘଟିଥିବା ହିଂସାରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସେ ମୋଟ ୬ଟି ମାମଲାରେ ନାମାଙ୍କିତ କରାଯାଇଛି। ବିଶେଷ କଥା ହେଉଛି…
ମ୍ୟାଚ୍ ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଲା
ଓ୍ବିମ୍ବେଲଡନ୍,୬ା୭: ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମ୍ୟାଚ୍ ଚାଲିଥିବା ବେଳେ କୋର୍ଟ ଉପରକୁ କାଗଜ ଫୋପାଡିବା ମହଙ୍ଗା ପଡ଼ିଛି। ପରିବେଶ ସୁରକ୍ଷାକାରୀ ସଂସ୍ଥା ‘ଜଷ୍ଟ ଫର ଅଏଲ୍’ ପକ୍ଷରୁ ବିରୋଧ କରାଯାଇ ପ୍ରତିବାଦ କରାଯାଇଥିଲା। କୋର୍ଟ ନମ୍ବର ୧୮ରେ ମ୍ୟାଚ୍ ଖେଳାଯାଉଥିବା ସମୟରେ…
Archives


