Home Left

ନ୍ୟୁ ବର୍ନ ବେବି ସହ ନଜର ଆସିଲେ ଜସପ୍ରୀତ ବୁମରା, ଫଟୋ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୫।୧୧: ନିକଟରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଜସପ୍ରୀତ ବୁମରା ପିତା ହୋଇଛନ୍ତି। ଗିଛିଦିନ ପୂର୍ବରୁ ଏହି ଦ୍ରୁତ ବୋଲରଙ୍କ ପତ୍ନୀ ସଞ୍ଜନା ଗଣେସନ ଏକ ସନ୍ତାନ ଜନ୍ମ ଦେଇଥିଲେ। ତେବେ ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ…

ଡେଭିସ କପ୍‌: ପାକିସ୍ତାନରେ ଖେଳିବାକୁ ମନାକଲେ ନାଗାଲ, ମୁକୁନ୍ଦ

ନୂଆଦିଲ୍ଲୀ, ୨୫ା୧୧: ଭାରତର ଦୁଇ ଟପ୍‌ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଓ ଶଶି କୁମାର ମୁକୁନ୍ଦ ପରବର୍ତ୍ତୀ ଡେଭିସ କପ୍‌ ମ୍ୟାଚ ଖେଳିବା ଲାଗି ପାକିସ୍ତାନ ଗସ୍ତ କରିବା ଲାଗି ରାଜି ନ ଥିବା ସେମାନେ ନ୍ୟାଶନାଲ ଟେନିସ ଫେଡେରେଶନ…

ଛାତ୍ରୀଙ୍କୁ କରୁଥିଲେ ଏକତରଫା ପ୍ରେମ: ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ବେଳେ ଧରାପଡିଲେ

ଭୋଗରାଇ, ୨୫ା୧୧(ପ୍ରଦୀପ ଦାସ): ମୋ କଥାରେ ରାଜି ହୋଇଯା। ରାଣୀ ହୋଇ ରହିବୁ। ନଚେତ୍‌ ବନ୍ଧୁକ ମୁନରେ ଜୀବନ ଦେବୁ। ଏଭଳି କଥା କହି ଜଣେ ଯୁବକ ଯୁକ୍ତ ୨ଶ୍ରେଣୀରେ ପଢୁଥିବା ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ…

‘ଆମେ ଖୁସି, ହେଲେ ଆମେ ଦୁଃଖି’, ଏମିତି କହିଲେ ଇସ୍ରାଏଲ ଦ୍ୱାରା ମୁକୁଳିଥିବା ୩୯ ପାଲେଷ୍ଟାଇନ ଏକଦୀଙ୍କ ପରିବାର

ତେଲ ଆଭିଭ,୨୫।୧୧: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ଶୁକ୍ରବାର ଇସ୍ରାଏଲ ୩୯ପାଲେଷ୍ଟାଇନ କଏଦୀଙ୍କୁ ମୁକ୍ତ କରିଥିଲା। ଯେତେବେଳେ କି ୧୩ଇସ୍ରାଏଲ ନାଗରିକ ହମାସ ଦ୍ୱାରା ମୁକ୍ତ ହୋଇଛନ୍ତି। ଏଥିସହ, ୧୧ ଜଣ ବିଦେଶୀ କଏଦୀଙ୍କୁ ମଧ୍ୟ ହମାସ…

ଫିଲ୍ମ ସଫଳତା ପାଇଁ ସ୍ବର୍ଣ୍ଣ ମନ୍ଦିରରେ ଭିକ୍କି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଭିକ୍କି କୌଶଲ ଏବେ ତାଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ସାମ୍‌ ବାହାଦୁର’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ଭିକ୍କି ଅମୃତସହରର ସ୍ବର୍ଣ୍ଣ ମନ୍ଦିରରେ ପହଞ୍ଚିଛନ୍ତି। ଏନେଇ ସେ ଇନ୍‌ଷ୍ଟାଗ୍ରାମ୍‌ରେ ମନ୍ଦିର ସହ ତାଙ୍କର ଫଟୋ…

ବିମାନରେ ରହିଛି ୯ ପଙ୍ଖା, ୮ ଇଞ୍ଜିନ

ନୂଆଦିଲ୍ଲୀ: ସାଧାରଣତଃ ବିମାନ କଥା ଆସିଲେ ଆମେ ଉଡ଼ାଜାହାଜ କଥା ଭାବିଥାଉ। ହେଲେ ଏପରି ଏକ ବିମାନ ଥିଲା ଯାହା ଦେଖିବାକୁ ଅଜବ। ଏହି ବିମାନର ନାମ ଥିଲା କ୍ୟାପ୍ରୋନି ସିଏ-୬୦ ଟ୍ରାନ୍ସଏରିୟୋ। ଏହାର ଉଚ୍ଚତା ୩୦ ଫୁଟ। ଯେତେବେଳେ ଏହି…

ବିଶ୍ୱର ସବୁଠୁ ବଡ଼ କାଠର ସହର ହେବ ସୁଇଡେନ

ଷ୍ଟକ୍‌ହୋମ: ଏପରି ଅନେକ ସହର ଅଛି, ଯାହା ଦେଖିବାକୁ ବହୁତ ସୁନ୍ଦର। ତା’ର ଉଚ୍ଚ ଅଟ୍ଟାଳିକା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ। ହେଲେ ସମସ୍ତ ଅଟ୍ଟାଳିକା କଂକ୍ରିଟ୍‌ରେ ତିଆରି ହୋଇଥିବା ସାଧାରଣ କଥା। କିନ୍ତୁ ଏପରି ଏକ ସହର ଅଛି, ଯାହାର…

ପରିବାର ସମ୍ଭାଳିବାଠାରୁ ଆରମ୍ଭକରି ମହାକାଶ ଗବେଷଣା

ସମାଜ ତଥା ପରିବାରରେ ମହିଳାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପରିବାର, ସମାଜ, ଦେଶ ତଥା ପୃଥିବୀର ବିକାଶରେ ମହିଳାଙ୍କ ଭୂମିକା ଅପରିହାର୍ଯ୍ୟ ହୋଇଥାଏ। ମହିଳାଙ୍କ ବିକାଶ ମାଧ୍ୟମରେ ଯେକୌଣସି ଦେଶର ବିକାଶ ସମ୍ଭବ ହୋଇପାରିଥାଏ। କିନ୍ତୁ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା…

ଆଦାନୀ ବିରୋଧରେ ପ୍ରମାଣ କ’ଣ

ନୂଆଦିଲ୍ଲୀ,୨୫ା୧୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକୀୟ ଶର୍ଟସେଲର୍‌ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ରିପୋର୍ଟର ବିଶ୍ୱସନୀୟତା ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ତିନିଜଣିଆ ଖଣ୍ଡପୀଠରେ ଅଧ୍ୟକ୍ଷତା କରୁଥିବା ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଆଦାନୀ-ହିଣ୍ଡେନ୍‌ବର୍ଗ ବିବାଦ ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି…

ଆଇଟି ନିୟମ ଉଲ୍ଲଂଘନ ହେଲେ ସୋସିଆଲ ମିଡିଆ ବିରୋଧରେ ଏତଲା ଦେଇହେବ

ନୂଆଦିଲ୍ଲୀ,୨୫ା୧୧(ପି.ଟି.): ଡିପ୍‌ ଫେକ୍‌ ଭଳି ଆପତ୍ତିଜନକ ଫଟୋ କିମ୍ବା ଭିଡିଓ ପୋଷ୍ଟ ଯୋଗୁ ସୂଚନା ପ୍ରଯୁକ୍ତି (ଆଇଟି) ନିୟମାବଳୀର ଉଲ୍ଲଂଘନ ପାଇଁ ନାଗରିକମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ବିରୋଧରେ ଏତଲା ଦାଏର କରିପାରିବେ। ଏଥିପାଇଁ ନାଗରିକମାନଙ୍କୁ ସହାୟତା କରିବା ନିମନ୍ତେ ସୂଚନା…

‘ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବିଲ୍‌ ପକାଇ ରଖିପାରିବେନି ରାଜ୍ୟପାଳ’

ନୂଆଦିଲ୍ଲୀ,୨୫ା୧୧: ରାଜ୍ୟପାଳମାନେ ବିଲ୍‌ ଉପରେ କୌଣସି ପଦକ୍ଷେପ ନ ନେଇ ତାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପକାଇ ରଖିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି। ରାଜ୍ୟର ପ୍ରତୀକାମତ୍କ ମୁଖ୍ୟ ହିସାବରେ ରାଜ୍ୟପାଳଙ୍କ ହାତରେ ସାମ୍ବିଧାନିକ କ୍ଷମତା ରହିଥିଲେ ମଧ୍ୟ ସେ…

ତ୍ରିଶାଙ୍କୁ କ୍ଷମା ମାଗିଲେ ଅଭିନେତା ମନ୍‌ସୁର ଅଲି ଖାନ୍‌

ମୁମ୍ବାଇ,୨୫ା୧୧: ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ଲୋକପ୍ରିୟ ଅଭିନେତା ମନସୁର ଅଲି ଖାନ୍‌ ସର୍ବସାଧାରଣରେ କ୍ଷମା ମାଗିଛନ୍ତି। ନିକଟରେ ମନ୍‌ସୁର ଅଭିନେତ୍ରୀଙ୍କ ସମ୍ମାନ ହାନିକାରକ ତଥା ଅରୁଚିକର ମନ୍ତବ୍ୟ ଦେଇଥିବାରୁ ବିଭିନ୍ନ ମହଲରୁ ସମାଲୋଚିତ ହୋଇଥିଲେ। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?