Home Left

ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧିରେ ଆର୍‌ବିଆଇ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୨୫।୧୧: ଦେଶର ପ୍ରମୁଖ ଘରୋଇ ଶିଳ୍ପ ସଙ୍ଗଠନ ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି) ଏବଂ ଇଣ୍ଡିଆନ୍‌ ବ୍ୟାଙ୍କସ୍‌ ଆସୋସିଏଶନ ପକ୍ଷରୁ ମିଳିତ ଭାବେ ମୁମ୍ବାଇଠାରେ ଆୟୋଜିତ ଏହାର ପ୍ରମୁଖ ବ୍ୟାଙ୍କିଙ୍ଗ୍‌ ସମ୍ପର୍କିତ ବାର୍ଷିକ କାର୍ଯ୍ୟକ୍ରମ…

ରାଷ୍ଟ୍ରୀୟ ବାଲ୍‌ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତର ସମର୍ଥନ

ଭୁବନେଶ୍ୱର,୨୫।୧୧: ପ୍ରତି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜାତୀୟ ଯୁବ ବୈଜ୍ଞାନିକ ପ୍ରଦର୍ଶନୀକୁ ବେଦାନ୍ତ ଆଲୁମିନିୟମ ସମର୍ଥନ ଜଣାଇଛି। ବିଶେଷକରି ସୁନ୍ଦରଗଡ଼ ଜିଲାର ହେମଗିର ବ୍ଲକରେ ନ୍ୟାଶନାଲ କାଉନସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନ୍‌ସିଇଆର୍‌ଟି) ଦ୍ୱାରା ଆୟୋଜିତ ରାଷ୍ଟ୍ରୀୟ…

ନରେନ୍ଦ୍ରନ୍‌ଙ୍କୁ ଆଇଆଇଏମ୍‌-ଜେଆର୍‌ଡି ଟାଟା ପୁରସ୍କାର

ଭୁବନେଶ୍ୱର,୨୫।୧୧(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ଟାଟା ଷ୍ଟିଲ୍‌ର ଏମ୍‌ଡି ତଥା ସିଇଓ ଟି.ଭି. ନରେନ୍ଦ୍ରନଙ୍କୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଟାଲ୍ସ (ଆଇଆଇଏମ୍‌)ର ୭୭ତମ ବାର୍ଷିକ ବୈଷୟିକ ବୈଠକରେ…

୩୭ତମ ଜାତୀୟ କ୍ରୀଡାରେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର,୨୫ା୧୧(ସରୋଜ ଜେନା): ଗୋଆରେ ଅନୁଷ୍ଠିତ ୩୭ତମ ଜାତୀୟ କ୍ରୀଡାରେ ପଦକ ବିଜେତା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥତ୍କ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ଓଡ଼ିଶା କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ କ୍ରୀଡା ମନ୍ତ୍ରୀ…

୨୯ରେ ଅବପାତ: ନଭେମ୍ବର ଶେଷ ହେଲା, ବଢୁନି ଶୀତ

ଭୁବନେଶ୍ୱର,୨୫ା୧୧(ଅନିଲ ଦାସ): ଦକ୍ଷିଣ ଆଣ୍ଡାମାନ ଏବଂ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୨୬ ତାରିଖରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ୨୭ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଲଘୁଚାପ ଧୀରେ ଧୀରେ…

ବାନ୍ଧବୀ ହତ୍ୟା ମାମଲା: ପାରୋଲରେ ଆସିବେ ପିଷ୍ଟୋରିୟସ୍‌

କେପ୍‌ ଟାଉନ୍‌,୨୫ା୧୧: ବ୍ଳେଡ୍‌ ରନର ଭାବରେ ପ୍ରସିଦ୍ଧ ଓସ୍କାର ପିଷ୍ଟୋରିୟସ ପାରୋଲରେ ବାହାରିବାର ସମ୍ଭାବନା ରହିଛି। ବାନ୍ଧବୀଙ୍କୁ ହତ୍ୟା କରିବା ମାମଲାରେ ସେ ବିଗତ ୧୦ ବର୍ଷ ହେବ ଜେଲ୍‌ରେ ଅଛନ୍ତି। ଚଳିତ ସପ୍ତାହରେ ନିଜର ୩୭ ତମ ଜନ୍ମ ଦିବସ…

ପ୍ରଧାନମନ୍ତ୍ରୀ ଡ୍ରେସିଂ ରୁମ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ ଭେଟିବାକୁ ନେଇ ରବି ଶାସ୍ତ୍ରୀ କହିଲେ ଏମିତି

ନୂଆଦିଲ୍ଲୀ,୨୪।୧୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମୁକାବିଲା ଖେଳାଯାଇଥିଲା। ଏଥିରେ ଟିମ୍‌ ଇଣ୍ଡିଆ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ଫଳରେ ୬ଷ୍ଠ ଥର ଲାଗି ଅଷ୍ଟ୍ରେଲିଆ ଦିନିକିଆ କ୍ରିକେଟରେ ବିଶ୍ୱ ଚାମ୍ପିୟନ ହେବାର ଗୌରବ ହାସଲ କରିଥିଲା। ଏହି ପରାଜୟକୁ ନେଇ…

ରଣବୀର କହିଲେ-‘ରାହାଙ୍କ ପରେ ପୁଣି ଝିଅଟିଏ ଦରକାର’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ନିଜର ଅପକମିଂ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ତାଙ୍କ ନାୟିକା ସାଜିଛନ୍ତି ଚୁଲବୁଲି ରଶ୍ମିକା ମନ୍ଦାନା। ଟ୍ରେଲର ରିଲିଜ ପରଠାରୁ ଦର୍ଶକଙ୍କ କ୍ରେଜ ବଢ଼ିଥିବା ବେଳେ ରଣବୀର ନିଜେ ଅନେକ ସାକ୍ଷାତକାର ଦେଉଛନ୍ତି।…

ଏହି ଛୋଟ ପିଲାକୁ ଚାଇନାର ଏତେ ଡର ଯେ କରିନେଇଥିଲା ଅପହରଣ, ଏଯାଏ ମିଳୁନି ପତ୍ତା

ଚାଇନା ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ଏହାର ରାଷ୍ଟ୍ରପତି ଜି ଜିନପିଙ୍ଗ ସର୍ବଦା ଦାଦାଗିରି କରୁଥିବା ଦେଖିବାକୁ ମିଳେ। ହେଲେ ବିଗତ ଦିନରେ ଜଣେ ଛୋଟ ପିଲାକୁ ସରକାର ଏଭଳି ଡରିଗଲେ ଯେ ତାକୁ ଅପହରଣ କରି ଗାଏବ କରିଦେଇଛନ୍ତି। ୮…

ଲାବୁସେନ୍‌ କଲେ ଖୁଲାସା: ଫାଇନାଲରେ ‘କାହାର ଥିଲା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି’

ସିଡନୀ,୨୪।୧୧: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁସେନ ବିଶ୍ୱକପ୍‌ ଫାଇନାଲରେ ଦଳ ପକ୍ଷରୁ ନିଆଯାଇଥିବା ବୋଲିଂ ନିଷ୍ପତ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଟସ୍‌ ଜିତିଲେ ଦଳ ବ୍ୟାଟିଂ କରିବ ବୋଲି ଆଲୋଚନା ହୋଇଥିଲା। ହେଲେ ଉକ୍ତ ଦିନ ରଣନୀତି ପ୍ରସ୍ତୁତ…

ମହିଳା ପ୍ରିମିୟର ଲିଗ୍ ନିଲାମ ତାରିଖ ପ୍ରକାଶ ପାଇଛି, ଜାଣନ୍ତୁ ନିଲାମ କେବେ ଏବଂ କେଉଁଠାରେ ହେବ

ମୁମ୍ବାଇ,୨୪।୧୧: ମହିଳା ପ୍ରିମିୟର ଲିଗ୍ ୨୦୨୪ ନିଲାମର ତାରିଖ ପ୍ରକାଶ ପାଇଛି। ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମହିଳା ପ୍ରିମିୟର ଲିଗ୍ ନିଲାମ ଡିସେମ୍ବର ୯ ରେ ଅନୁଷ୍ଠିତ ହେବ। ଏବଂ ମୁମ୍ବାଇ ସହରରେ ଏହି ନିଲାମର ଆୟୋଜନ ହେବ।…

ଆଦିବାସୀ ଜମି ହସ୍ତାନ୍ତର ସଂଶୋଧନ ପ୍ରସ୍ତାବକୁ ପୁନର୍ବିଚାର ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତ

ଭୁବନେଶ୍ୱର,୨୪।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ୩ଟି ପ୍ରସ୍ତାବକୁ ଅନୁମତି ମିଳିଛି। ଏ ସମ୍ପର୍କରେ ଗୃହରେ ସୂଚନା ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏଥିରେ ଆଦିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?