Home Left

ଶେଷ ହେଲା ୟୁଥ୍‌ କନ୍‌କ୍ଲେଭ୍‌ ତୃତୀୟ ସଂସ୍କରଣ କାର୍ଯ୍ୟକ୍ରମ

ଭୁବନେଶ୍ବର,୨୪।୧୧: ‘ଧରିତ୍ରୀ’ର ୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ୟୁଥ୍‌ କନ୍‌କ୍ଲେଭ୍‌ କାର୍ଯ୍ୟକ୍ରମ ଶେଷ ହୋଇଯାଇଛି। ଦ୍ବିତୀୟ ପର୍ଯ୍ୟାୟ ବା ଅପରାହ୍ନରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ମ୍ୟୁଜିକ୍‌ କମ୍ପୋଜର ରିକି କେଜ୍‌ ତାଙ୍କ ଟିମ୍ ଙ୍କ ଲାଇଭ୍‌ କନସର୍ଟ ଦେଖି…

‘ରାହୁଲ ଗାନ୍ଧୀ ସବୁଠାରୁ ଦାୟିତ୍ୱହୀନ ନେତା…’, ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ,୨୪।୧୧: ଭାରତର ନିର୍ବାଚନ ଆୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେବା ଅଭିଯୋଗରେ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ଏହି ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ଅଭିଯୋଗ ଉପରେ ର୍ନିବାଚନ ଆୟୋଗ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ର…

 ରିକି କେଜ୍‌ଙ୍କ ସଙ୍ଗୀତରେ ଝୁମିଲେ  ଦର୍ଶକ

ଭୁବନେଶ୍ବର,୨୪।୧୧: ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୂ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ସଚେତନତା କରିବା ପାଇଁ ଶୁକ୍ରବାର ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଅନୁଷ୍ଠିତ ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ…

ଶହୀଦ ମା’ଙ୍କ ବୁକୁ ଫଟା କାନ୍ଦ, ‘ଟଙ୍କା ନୁହେଁ ମୋତେ ମୋ ପୁଅକୁ ଫେରାଇ ଦିଅ’

ଆଗ୍ରା,୨୪।୧୧: ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଯୋଗେନ୍ଦ୍ର ଉପାଧ୍ୟାୟ ରାଜୌରୀରେ ଶହୀଦ ହୋଇଥିବା କ୍ୟାପଟେନ ଶୁଭମ ଗୁପ୍ତାଙ୍କ ପୈତୃକ ଘର ତାଜଗଞ୍ଜର ପ୍ରତୀକ ଏନକ୍ଲେଭରେ ଶୁକ୍ରବାର ପହଞ୍ଚିଛନ୍ତି। କ୍ୟାବିନେଟ ମନ୍ତ୍ରୀ ଶହୀଦଙ୍କ ମାଙ୍କୁ ୫୦ ଲକ୍ଷ ଟଙ୍କା ଚେକ ଦେଇଛନ୍ତି। କ୍ୟାବିନେଟ ମନ୍ତ୍ରୀଙ୍କୁ…

ଏଏପି ଏମପି ସଞ୍ଜୟ ସିଂଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୧୧: ଦିଲ୍ଲୀ ମଦ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟସଭା ଏମପି ସଞ୍ଜୟ ସିଂ ଶୁକ୍ରବାର ରାଉଜ ଆଭେନ୍ୟୁ କୋର୍ଟରୁ କୌଣସି ସୁଫଳ ପାଇନାହାଁନ୍ତି। କୋର୍ଟ ତାଙ୍କର ନ୍ୟାୟିକ ହେପାଜତକୁ ଡିସେମ୍ବର ୪ପର୍ଯ୍ୟନ୍ତ…

ଚାଇନାରେ ଶିଶୁମାନଙ୍କ ନିକଟରେ ବ୍ୟାପୁଥିବା ଅଜଣା ରୋଗକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ଏମିତି ବୟାନ

ବେଜିଂ/ନୂଆଦିଲ୍ଲୀ,୨୪।୧୧: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଚାଇନାରେ ପିଲାମାନଙ୍କ ମଧ୍ୟରେ ବ୍ୟାପିଥିବା ରହସ୍ୟମୟ ରୋଗ ଉପରେ ନଜର ରଖିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଚାଇନାରେ ଦେଖାଯାଉଥିବା ପକ୍ଷୀ ସ୍ବାଇନ ଫ୍ଲୁ ରୋଗ ସହିତ ଶ୍ୱାସ ରୋଗର କ୍ଲଷ୍ଟରରୁ ଭାରତ…

ଭାରତ ବିଶ୍ୱକପ ହାରିବା ପରେ ଏମିତି କାନ୍ଦିଲେ ଏହି ଶିଶୁ ଭର୍ତ୍ତି କରିବାକୁ ପଡିଲା ହସ୍ପିଟାଲରେ

ନୂଆଦିଲ୍ଲୀ,୨୪।୧୧: ହିନ୍ଦୀ ଭାଷାରେ ଏକ ପ୍ରବାଦ ଅଛି – ‘ଅନ୍ତ ଭଲା ତୋ ସବ ଭଲା’ ଅର୍ଥାତ୍‌ ଶେଷ ଭଲ ତ ସବୁ ଭଲ। ନିକଟରେ ଶେଷ ହୋଇଥିବା ବିଶ୍ୱକପରେ ଭାରତୀୟ କ୍ରିକେଟ ଦଳ ସହିତ ମଧ୍ୟ ଏହା ଘଟିଛି। ଏହି…

ମଲାଇକାଙ୍କ ଗ୍ଲାମର ଲୁକ୍‌ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ମଲାଇକା ତାଙ୍କ ପ୍ରେମ ଖବରକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଜିକାଲି ତାଙ୍କ ଡ୍ରେସ୍‌, ଲୁକ୍‌ ଏବଂ ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ମଲାଇକା ସୋସିଆଲ ମିଡିଆରେ ତାଙ୍କର…

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ପରିବା ବ୍ୟବସାୟୀଙ୍କ ଜୀବନ

ଗଞ୍ଜାମ,୨୪ା୧୧(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ, ପ୍ରଶାନ୍ତ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡଲିବାଟି ନିକଟସ୍ଥ ୧୬ନଂ ଜତୀୟ ରାଜପଥଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ପରିବା ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟବସାୟୀ ଜଣକ ହେଲେ ରମ୍ଭା…

ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ

ନୂଆଦିଲ୍ଲୀ,୨୪।୧୧: ଗତ ୧୩ ଦିନ ଧରି ଉତ୍ତରାଖଣ୍ଡରେ ଭୁଶୁଡ଼ିଥିବା ସିଲ୍‌କ୍ୟାରା ଟନେଲରେ ଫସି ରହିଥିବା ଶ୍ରମିକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି। ଶୁକ୍ରବାର ସେ ପୁଣିଥରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଡାକି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଉପରେ…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍‌ କୋର୍ଟ ଶୁକ୍ରବାର ଏକ ୧୩ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଚତୁର୍ଭୁଜ ପାତ୍ର (୨୫)ଙ୍କୁ ୨୦ ବର୍ଷ ଜେଲ ଓ ୨୫ ହଜାର ଟଙ୍କା ଫାଇନ ଦଣ୍ଡାଦେଶ କରିଛନ୍ତି।…

ବ୍ରାହ୍ମଣ ଛାତ୍ରୀଙ୍କୁ ଜବରଦସ୍ତ ଅଣ୍ଡା ଖୁଆଇଲେ ଶିକ୍ଷକ, ଅସୁସ୍ଥ ହେଲେ ନାବାଳିକା…

ବେଙ୍ଗାଲୁରୁ,୨୪।୧୧ :କର୍ନାଟକର ଶିମୋଗା ଜିଲାର ଜଣେ ଶିକ୍ଷକଙ୍କ ବେଆଇନ କାର୍ଯ୍ୟ ସାମ୍ନାକୁ ଆସିଛି। ଏଠାରେ ସରକାରୀ ବିଦ୍ୟାଳୟର ଶିକ୍ଷକ ଜଣେ ବ୍ରାହ୍ମଣ ନାବାଳିକା ଛାତ୍ରୀଙ୍କୁ ଜବରଦସ୍ତ ଅଣ୍ଡା ଦେଇଥିବାର ଅଭିଯୋଗ ହୋଇଛି। ଏହି କାରଣରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?