ସର୍ବପ୍ରଥମ ପାଣିତଳ ହୋଟେଲ
ମେଲ: ସମୟ ଆଗକୁ ବଢୁଥିବାବେଳେ ବେଳକୁ ବେଳ ପରିବେଶରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସହରରେ ଅନେକ ଆରାମଦାୟକ ହୋଟେଲମାନ ଖୋଲୁଛି। ତେବେ ସର୍ବପ୍ରଥମ ପାଣିତଳ ହୋଟେଲ ବାବଦରେ ମହିନ୍ଦ୍ରା ଗ୍ରୁପ୍ର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ଏହି ହୋଟେଲର ଏକ ଭିଡିଓ…
ତ୍ରିରଙ୍ଗା ସହ ସେଲ୍ଫି ନେଇ ଅପଲୋଡ କରିବାକୁ ଜନତାଙ୍କୁ ଅପିଲ କଲେ ମୋଦି
ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୭୭ ତମ ସ୍ବାଧିନତା ଦିବସକୁ ସ୍ବତନ୍ତ୍ର ଢଙ୍ଗରେ ପାଳନ କରିବାକୁ ଦେଶବାସୀଙ୍କୁ ଏକ ନିଆରା ଅପିଲ କରିଛନ୍ତି। ସେ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନ ଅନ୍ତର୍ଗତ ୱେବସାଇଟ hargarhtiranga.com ରେ ତ୍ରିରଙ୍ଗା ସହିତ ଫଟୋ…
ହାଓ୍ବାଇ ଜଙ୍ଗଲରେ ଲାଗିଥିବା ନିଆଁରେ ଏବେ ପର୍ଯ୍ୟନ୍ତ ୮୯ ଜଣଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ଘଟିଥିବା ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ
ଓ୍ବାଶିଂଟନ,୧୩।୮: ଆମେରିକାର ହାୱାଇରେ ଅବସ୍ଥିତ ମାଉଇ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବାର ଚାରି ଦିନରୁ ଅଧିକ ସମୟ ବିତିଗଲାଣି। ନିଆଁ କେତେ ଦ୍ରୁତ ଗତିରେ ବ୍ୟାପୁଥିଲା ତାହା ସହଜରେ ଅନୁମାନ କରିହେବ ଯେ ଉଦ୍ଧାର କରିବା ପରେ ବି ଏ ପର୍ଯ୍ୟନ୍ତ…
ଗ୍ୟାସ୍ ସିଲିଣ୍ଡର ନିଆଁରେ ଜଳିଗଲା ଘର, ଆସବାବପତ୍ର ପୋଡ଼ି ନଷ୍ଟ
ପଟାଙ୍ଗି,୧୩ା୮(ଶରତ ଧଳ): ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଘରର ଆସବାବପତ୍ର ନଷ୍ଟ ହୋଇ ପରିବାର ଏକ ପ୍ରକାର ବେସାହାରା ହୋଇଯାଇଛନ୍ତି। ଏହିପରି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ସୁଙ୍କି…
ଅଜିତ ପାଓ୍ବାରଙ୍କୁ ‘ଇଣ୍ଡିଆ’ରେ ସାମିଲ ହେବାକୁ ଦିଆଯାଇଥିବ ନିମନ୍ତ୍ରଣ’, ଅଜିତ-ଶରଦଙ୍କ ସିକ୍ରେଟ ବୈଠକକୁ ନେଇ କହିଲେ ସଞ୍ଜୟ
ମୁମ୍ବାଇ,୧୩।୮: ନାଶନାଲିଷ୍ଟ କଂଗ୍ରେସ ପାର୍ଟିର ଶରଦ ପାଓ୍ବାର ଓ ଅଜିତ ପାଓ୍ବାରଙ୍କ ସାକ୍ଷାତକାରକୁ ନେଇ ଶିବସେନା(ଉଦ୍ଧବ ଠାକରେ)ଗ୍ରୁପର ରାଜ୍ୟ ସଭା ଏମପି ସଞ୍ଜୟ ରାଉତ ବଡ ବୟାନ ଦେଇଛନ୍ତି। ରବିବାର ରାଉତ କହିଛନ୍ତି ଯେ ଯଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ…
‘ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଜବରଦସ୍ତ ପଠାଯିବ ହସ୍ପିଟାଲ’ ଶିବସେନା ବିଧାୟକଙ୍କ ଚମକାଇବା ଭଳି ଦାବି
ମୁମ୍ବାଇ,୧୩।୮: ମହାରାଷ୍ଟ୍ରର ଔରଙ୍ଗାବାଦ ପଶ୍ଚିମରେ ଶିନ୍ଦେ ଗ୍ରୁପର ବିଧାୟକ ସଞ୍ଜୟ ଶିରସାଟ ଦାବି କରିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଅସୁସ୍ଥ ଅଛନ୍ତି। ସେ କହିଛନ୍ତି କି ଅଗଷ୍ଟ ୧୫ ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲ ପଠାଇ ଦିଆଯିବ। ସେ କହିଛନ୍ତି…
ଅରୁନ୍ଧତୀରେ ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍ଲସ୍ ଫେଷ୍ଟିଭାଲ
ଭୁବନେଶ୍ୱର,୧୩।୮ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ‘ଅରୁନ୍ଧତୀ ଜୁଏଲର୍ସ’ର ବହୁ ପ୍ରତୀକ୍ଷିତ ତଥା ଅଭିଜ୍ଞ କାରିଗରି ଦ୍ୱାରା ନିର୍ମିତ ଅଳଙ୍କାରର ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ‘ଚେନ୍ସ ଆଣ୍ଡ ବ୍ୟାଙ୍ଗେ୍ଲସ୍ ଫେଷ୍ଟିଭାଲ’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ଅବସରରେ ଆକର୍ଷଣୀୟ…
ଭାଗ୍ୟ ବଦଳାଇବ ପୁରୁଣା ପର୍ସ,ନ ଫୋପାଡ଼ି…
ଏମିତି କେତେଜଣ ଅଛନ୍ତି; ଯେଉଁମାନେ ତାଙ୍କ ପର୍ସକୁ ଖୁବ୍ ଭଲ ପାଆନ୍ତି। ତାକୁ ଲକି ଚାର୍ମ ବୋଲି ଭାବନ୍ତି। ପର୍ସଟି ପୁରୁଣା ହୋଇ ଫାଟି ଯାଇଥିଲେ ବି ତାକୁ ଫୋପାଡ଼ିବାକୁ ଚାହାନ୍ତି ନାହିଁ। ହେଲେ ବାସ୍ତୁଶାସ୍ତ୍ରରେ ଏମିତି କେତୋଟି ଉପାୟ ରହିଛି;…
ଜନବସତିକୁ ସୁରକ୍ଷା ଦେବ ଋଷିକୂଲ୍ୟା ନଦୀବନ୍ଧ ପ୍ରକଳ୍ପ
ଗଞ୍ଜାମ,୧୩ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଋଷିକୁଲ୍ୟା ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଥିବା ଦେଖିବାକୁ ମିଳିଛି। ଦାମୋଦରପୁର ଗ୍ରାମବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି। ଗ୍ରାମବାସୀ ଏନେଇ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କଠାରେ ବାରମ୍ବାର ଅବଗତ କରାଇଥିଲେ। ଫଳରେ…
କସ୍ମୋ ବଜାରର ମେଗା ଷ୍ଟୋର ଉଦ୍ଘାଟିତ
ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ଘରୋଇ ସଂସ୍ଥା କସ୍ମୋ କନେକ୍ଟର ଆଉ ଏକ ଷ୍ଟୋର ଓଡ଼ିଶା ବଜାରରେ ଶୁଭାରମ୍ଭ ହୋଇଯାଇଛି। ବିଶେଷକରି କସ୍ମୋ ବଜାରର ମେଗା ଷ୍ଟୋର ଶୁକ୍ରବାର କଟକର ବାଦାମବାଡ଼ିଠାରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ପଟ୍ଟନାୟକ…
ସ୍ବାଧିନତା ଦିବସ ପୂର୍ବରୁ ସୋସିଆଲ ମିଡିଆ ଆକାଉଣ୍ଟର ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ଡିପି ବଦଳାଇ ତ୍ରିରଙ୍ଗା ଲଗାଇ ଜନତାଙ୍କୁ ଅପିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରବିବାର ଟୁଇଟ କରି ଦେଶ ସହ ସମ୍ପର୍କକୁ ଆହୁରି ଗଭୀର କରିବାରେ ସହଯୋଗ କରୁଥିବାବେଳେ…
ପାର୍ଲାମେଣ୍ଟ ଅଧା ସମୟ ଚାଲିନାହିଁ
ନୂଆଦିଲ୍ଲୀ,୧୩।୮(ପି.ଟି.): ମୌସୁମୀ ଅଧିବେଶନରେ ପାର୍ଲାମେଣ୍ଟ ଧାର୍ଯ୍ୟ ସମୟର ଅଧା ମଧ୍ୟ ଚାଲି ନ ଥିଲା। ଲୋକ ସଭା ଧାର୍ଯ୍ୟ ସମୟର ମାତ୍ର ୪୩ ପ୍ରତିଶତ ଚାଲିଥିବାବେଳେ ରାଜ୍ୟ ସଭା ୫୫ ପ୍ରତିଶତ ଚାଲିଥିଲା। ତେବେ ସ୍ବଳ୍ପ ସମୟରେ ଅଧିକ ବିଧେୟକ ଅନୁମୋଦନ…
Archives


