Home Left

ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ ପଡ଼ିଥାଏ ବୋଲି କୁହାଯାଏ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା…

ବାସ୍ତୁ ଅନୁଯାୟୀ କେଉଁ ମୂର୍ତ୍ତିକୁ ଘରେ ରଖିବା ଶୁଭ, ଜାଣନ୍ତୁ…

ସାଜସଜ୍ଜା ପାଇଁ ଘରେ ଆମେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ମୂର୍ତ୍ତି ରଖିଥାଉ। କିନ୍ତୁ କିଛି ମୂର୍ତ୍ତିକୁ ବାସ୍ତୁ ଅନୁଯାୟୀ ବହୁତ ଶୁଭ ବୋଲି କୁହାଯାଏ; ଯାହାକୁ ଘରେ ରଖିଲେ ଐଶ୍ୱର୍ଯ୍ୟ ବୃଦ୍ଧି ହେବା ସହ ସୁଖଶାନ୍ତି ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।…

ଭିକ ମାଗି କୋଟିପତି ହେଲେ ଏହି ସୁନ୍ଦରୀ ଯୁବତୀ, ମାଲେସିଆରେ କିଣିଛନ୍ତି ଦୁଇ ଫ୍ଲାଟ; ରହିଛି ଅନେକ ଦାମୀ ଗାଡ଼ି 

ଦେଖିବାକୁ କୌଣସି ସୁନ୍ଦରୀ ଅଭିନେତ୍ରୀଙ୍କଠାରୁ କମ୍‌ ନୁହେଁ। ହେଲେ ଭିକମାଗି କୋଟିପତି ହୋଇଛନ୍ତି ଯୁବତୀ। ଏବେ ତାଙ୍କର ମାଲେସିଆରେ ରହିଛି ଦୁଇ ଫ୍ଲାଟ୍‌ ଏବଂ ଦାମୀ କାର୍‌। ଚକିତ ହେଲେ ହେଁ କଥାଟି ସତ। ସୋସିଆଲ ମିଡିଆରେ ଏବେ ଉକ୍ତ ଯୁବତୀଙ୍କ…

କଂଗ୍ରେସ-ବିଆରଏସ ପରିବାରବାଦର ସବୁଠାରୁ ବଡ ପ୍ରତୀକ: ମୋଦି

ହାଇଦ୍ରାବାଦ୍‌,୧୨୬।୧୧: ନଭେମ୍ବର ୩୦ରେ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହାପୂର୍ବରୁ ଏଠାରେ ଭାଜପା ଜୋରଦାର ପ୍ରଚାର କରୁଛି। ଭାଜପାର ସାଧାରଣ ସଭାରେ ସମ୍ବୋଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ମେଡକ ଏବଂ ଟୁପ୍ରାନରେ ପହଞ୍ଚିଥିଲେ। ସେ କଂଗ୍ରେସ…

କେସିଆର୍‌ ଯେଉଁ ସ୍କୁଲରେ ପାଠ ପଢିଛନ୍ତି, ତାହା କଂଗ୍ରେସ ତିଆରି କରିଛି: ରାହୁଲ ଗାନ୍ଧୀ

ହାଇଦ୍ରାବାଦ୍‌,୨୬।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଛି। ଏହି ସମୟରେ କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ରବିବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏବଂ ବିଆରଏସ ମୁଖ୍ୟ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର୍‌ ଏକ ରାଲିରେ ପଚାରିଥିଲେ ତେଲେଙ୍ଗାନାରେ କଂଗ୍ରେସ କ’ଣ କରିଛି?…

ସଲମାନଙ୍କୁ ଭାଇ ଡାକିବା ପଡ଼ିଲା ମହଙ୍ଗା: ଆତଙ୍କବାଦୀ ଲରେନ୍ସ ଗ୍ରୁପ୍‌ ଟାର୍ଗେଟରେ ପଞ୍ଜାବୀ ଗାୟକ

ବମ୍ବେ: ଆତଙ୍କବାଦୀଙ୍କ ଟାର୍ଗେଟରେ ପଞ୍ଜାବର ଲୋକପ୍ରିୟ ଗାୟିକା ଗିପ୍ପି ଗ୍ରଓ୍ବୋଲଙ୍କ। କାନାଡ଼ାରେ ଥିବା ତାଙ୍କ ଘର ବାହାରେ ଶନିବାର ରାତିରେ ଜୋରଦାର୍‌ ଫାୟାରିଂ ହୋଇଥିଲା। ଏଥିରେ ତାଙ୍କ ପରିବାର ଭୟଭୀତ ଅବସ୍ଥାରେ ଅଛନ୍ତି। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇର ଗ୍ରୁପ୍‌ ଏହି…

ସିସୋଡିଆଙ୍କୁ ମନେପକାଇଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୬।୧୧: ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)ର ପ୍ରତିଷ୍ଠା ଦିବସରେ ଦଳର ସଂଯୋଜକ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ଦିଲ୍ଲୀର ପୂର୍ବତନ ଉମମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି। ଦଳର ପ୍ରତିଷ୍ଠା ଦିବସରେ ସେ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି ବୋଲି କେଜ୍‌ରିଓ୍ବାଲ୍‌ କହିଛନ୍ତି।…

ଅକ୍ସନ ପୂର୍ବରୁ ଆର୍‌ସିବିରେ ବଡ଼ ପରିବର୍ତ୍ତନ: ଶାହାବାଜଙ୍କ ସ୍ଥାନରେ ଏହି ଖେଳାଳିଙ୍କ ହେଲା ଏଣ୍ଟ୍ରି

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ୍‌ ୨୦୨୪ ଅକ୍ସନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି। ଅଲରାଉଣ୍ଡର ଶାହାବାଜ ଅହମ୍ମଦ ଟିମ୍‌ରୁ ବାଦ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ସନରାଇଜର୍ସ ହାଇଦ୍ରାବାଦର ମୟଙ୍କ ଡାଗରଙ୍କୁ ସାମିଲ କରାଯାଇଛି। ତେବେ ଶାହାବାଜ ଏବେ…

ଚାଇନାରେ ରହସ୍ୟମୟ ରୋଗରେ ପୀଡିତ ହେଉଛନ୍ତି ଲୋକେ, ରାଜ୍ୟ ମାନଙ୍କୁ ସତର୍କ ରହିବାକୁ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୬।୧୧: ଚାଇନାରେ ବୟସ୍କଙ୍କ ଠାରୁ ଆରମ୍ଭ କରି ଶିଶୁ ମାନଙ୍କୁ ମାଇକୋପ୍ଲାଜମା ନିମୋନିଆ ଏବଂ ଇନ୍‌ଫ୍ଲୁଏଞ୍ଜା ଫ୍ଲୁ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ମଧ୍ୟ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଏବଂ ଚାଇନାଠାରୁ ଏହି ରୋଗ…

ରାଜସ୍ଥାନ ରୟାଲ୍ସକୁ ଝଟ୍‌କା: ଷ୍ଟୋକ୍ସଙ୍କ ପରେ ଏବେ ଆଇପିଏଲ୍‌ରୁ ହଟିଲେ…

ନୂଆଦିଲ୍ଲୀ,୨୬।୧୧: ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ୍‌) ୨୦୨୪ ଅକ୍ସନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ଷ୍ଟାର ଖେଳାଳି ଜୋ ରୁଟ୍‌ ଆସନ୍ତା ବର୍ଷ ଟୁର୍ନାମେଣ୍ଟରେ ଭାଗ ନେବାକୁ ମନା କରିଛନ୍ତି। ସେ ଅକ୍ସନ ଲାଗି ରିଟେନ୍‌ସନ ତାଲିକା…

ଏବେ ବି ଆସୁଛି ଖରାପ ମେସେଜ୍‌: ୨୦୧୯ ବିଶ୍ୱକପ୍‌ରେ ଧୋନୀଙ୍କୁ ରନ୍‌ ଆଉଟ୍‌ କରିଥିବା ଗୁପ୍ତିଲ କଲେ ଖୁଲାସା

ନୂଆଦିଲ୍ଲୀ,୨୬।୧୧: ବିଶ୍ୱକପ ୨୦୧୯ ବିଶ୍ୱକପ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଖେଳାଳି ମାର୍ଟିନ ଗୁପ୍ତିଲଙ୍କ ଥ୍ରୋରେ ଏମଏସ ଧୋନୀଙ୍କ ରନ୍‌ଆଉଟ୍‌ ଭାରତୀୟ ପ୍ରଶଂସକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହି ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡକୁ ୧୮ ରନରେ ହରାଇବା ପରେ ଘରକୁ ଫେରିବାକୁ ପଡିଲା।…

ରୋହିତ ଶର୍ମା ନୁହେଁ ପାଣ୍ଡ୍ୟ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ: ଶ୍ରୀକାନ୍ତଙ୍କ ଦାବି

ମୁମ୍ବାଇ,୨୬।୧୧: ପ୍ରାୟ ୨ ବର୍ଷ ପରେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଜର୍ସିରେ ଦେଖିବାକୁ ମିଳିବ। ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟ୍ରେଡ୍‌ କରିଛି। ତେବେ ଏପର୍ଯ୍ୟନ୍ତ କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?