Home Left

ଓଡିଏଫ୍‌ ପ୍ଲସ୍‌ ମାନ୍ୟତା ସତ୍ତ୍ୱେ ବାହ୍ୟମଳମୁକ୍ତ ହୋଇ ପାରୁନି ଭୁବନେଶ୍ୱର

ଭୁବନେଶ୍ୱର,୧୦।୭ (ବନ୍ଦନା ସେଠୀ) : ରାଜଧାନୀ ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ଏବେ ମୁକ୍ତାକାଶ ଶୌଚାଳୟ ପାଲଟିଛି। ସହରରେ ୨୦୦ରୁ ଊଦ୍ଧର୍‌ବ ପବ୍ଲିକ ଟଏଲେଟ ଓ କମ୍ୟୁନିଟି ଟଏଲେଟ ନିର୍ମାଣ କରାଯାଇଛି। ଲୋକଙ୍କ ସୁବିଧା ପାଇଁ ସେଗୁଡିକୁ ଦେୟମୁକ୍ତ ମଧ୍ୟ କରାଯାଇଛି। ମାତ୍ର…

ଆରଜେଡି-ଜେଡିୟୁ ମଧ୍ୟରେ ସବୁକିଛି ଚାଲିଛି ଠିକ୍‌: ଗୋଟିଏ ଗାଡ଼ିରେ ବିଧାନସଭା ଆସିଲେ ନୀତୀଶ-ତେଜସ୍ବୀ

ପାଟନା,୧୦।୭: ବିହାର ବିଧାନସଭା ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ବିଧାନସଭାରେ ଯୋଗ ଦେବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକାଠି ଗୋଟିଏ ଗାଡିରେ ଆସି ପହଞ୍ଚିଛନ୍ତି। କେବଳ ଏତିକି ନୁହେଁ, ସେହି ଗାଡିରେ ପରିବେଶ…

ମନର ବ୍ୟଥା ପ୍ରକାଶ କଲେ ଗାଭାସ୍କର

ନୂଆଦିଲ୍ଲୀ,୧୦।୭: ଗତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ପରାଜୟର ମୁଖ୍ୟ କାରଣ ବ୍ୟାଟିଂ ଥିଲା। ଦଳ ଉଭୟ ଇନିଂସରେ ୩୦୦ ସ୍କୋରରେ ପହଞ୍ଚି ପାରି ନ ଥିଲା। ବିଗତ କିଛି ବର୍ଷ ମଧ୍ୟରେ ବିଦେଶରେ…

ଯୁକ୍ତ ୨ ପିଲାଙ୍କ ପାଇଁ ଲାଗୁହେବ ଡିଜିଟାଲ ଆଟେଣ୍ଡାନ୍ସ ବ୍ୟବସ୍ଥା

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସମସ୍ତ ସ୍କୁଲ ଓ କଲେଜ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ପ୍ରକ୍ରିୟା ଜାରି ରହିଛି। ୨୦୧୯ ଶିକ୍ଷାବର୍ଷର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ବିଭାଗ ପକ୍ଷରୁ…

ପାଇକ ସ୍ମାରକୀକୁ ନେଇ ଶ୍ରେୟ ରାଜନୀତି

ଖୋର୍ଦ୍ଧା ଅଫିସ,୧୦ା୭: ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା। ଏ ଜାତିର ଗର୍ବ ଓ ଗୌରବ। ଏହି ବିଦ୍ରୋହକୁ ପ୍ରଥମ ଭାରତୀୟ ସ୍ବାଧୀନତା ଆନ୍ଦୋଳନ ମାନ୍ୟତା ପାଇଁ ଦାବି ହୋଇଆସୁଛି। ଦେଶକୁ ଇଂରେଜଙ୍କ କବଳରୁ ମୁକ୍ତ ପାଇଁ ପାଇକ ବୀରଙ୍କ ବୀରତ୍ୱର…

କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା

ବାଲେଶ୍ୱର,୧୦ା୭(ମାନସ ବିଶ୍ୱାଳ): ବାଲେଶ୍ୱରରେ ଥିବା ଝାଡ଼େଶ୍ୱର  କଲେଜରେ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ବାରମ୍ବାର ମାନସିକ ନିର୍ଯାତନା ଯୋଗୁ ଶେଷରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ଝାଡ଼େଶ୍ୱର ଯୁକ୍ତଦୁଇ ବିଜ୍ଞାନ…

ଦିଗବିଜୟଙ୍କ ବିରୋଧରେ ତୃତୀୟ ଏଫଆଇଆର

ଇନ୍ଦୋର,୧୦।୭: ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂଙ୍କ ବିରୋଧରେ ଇନ୍ଦୋରରେ ମାମଲା ଦାୟର ହେବା ପରେ ଉଜ୍ଜୟିନିର ଅଜାକ ଥାନରେ ବି ଏଫଆଇଆର ଦିଆଯାଇଛି। ରାଷ୍ଟ୍ରୀୟ ସ୍ବୟଂସେବାକ ସଂଘର ଦ୍ୱିତୀୟ ସରସଂଘଚାଳକ ମାଧବ ସଦାଶିବ ରାଓ ଗୋଲୱଲକରଙ୍କ ବିରୋଧରେ ପୂର୍ବତନ…

ହୃଦୟ ଜିତିଲେ କୋହଲି

ଡୋମିନିକା,୧୦।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହି ମ୍ୟାଚ ପୂର୍ବରୁ ସୋମବାର ଅଭ୍ୟାସ କରିଥିଲେ। ବିରାଟ କୋହଲି ମଧ୍ୟ ନେଟ୍ସରେ ବହୁତ ପ୍ରାକ୍ଟିସ କରିଲେ। ଏହି ସମୟରେ ସେ ପ୍ରଶଂସକଙ୍କୁ…

ଇତିହାସ ରଚିଲେ ଏହି କ୍ରିକେଟର୍‌

ଲଣ୍ଡନ,୧୦।୭: ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ବେନ ଷ୍ଟୋକ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି। ତୃତୀୟ ଟେଷ୍ଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଷ୍ଟୋକ୍ସ ଏହି ସଫଳତା ହାସଲ କରିଛନ୍ତି। ହେଡିଙ୍ଗଲିରେ ଖେଳାଯାଇଥିବା ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚର ଚତୁର୍ଥ…

ଆଜି ଆସୁଛନ୍ତି ଏନ୍‌କ୍ୟୁଏସ୍‌ ଟିମ୍‌

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ନ୍ୟାଶନାଲ କ୍ୱାଲିଟି ଆସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ (ଏନ୍‌କ୍ୟୁଏସ୍‌) ଟିମ୍‌ ୧୦ ତାରିଖ ସୋମବାରଠାରୁ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନରେ ଆସୁଛନ୍ତି। ଏହି ୨ ଜଣିଆ କେନ୍ଦ୍ରୀୟ ଟିମ୍‌ ତିନିଦିନ ଧରି ହସ୍ପିଟାଲର ୧୯ ବିଭାଗକୁ ତଦାରଖ କରି ପ୍ରମାଣପତ୍ର ଦେବ। ରୋଗୀ…

ନାଁକୁ ସୁପରସ୍ପେଶାଲିଟି ବିଭାଗ, ରୋଗୀ ସେବା…

ଭୁବନେଶ୍ୱର,୧୦।୭(ଅଭିଜିତ ଦାସ): ରାଜ୍ୟର ଅନ୍ୟତମ ପ୍ରମୁଖ ଚିକିତ୍ସାଳୟ କ୍ୟାପିଟାଲ ହସ୍ପିଟାଲରେ ଉନ୍ନତ ରୋଗୀସେବା ପ୍ରଦାନ ସହ ହସ୍ପିଟାଲକୁ ଜାତୀୟ ମାନ୍ୟତା ଦେବାକୁ ପ୍ରୟାସ ଚାଲିଛି। ଇତିମଧ୍ୟରେ ଏଠାରେ ମେଡିକାଲ କଲେଜ ଖୋଲାଯିବା ସହ ରୂପ ବଦଳିବାରେ ଲାଗିଛି। ସେହିପରି ରୋଗୀଙ୍କ ପାଇଁ…

ଚିଲିକାରୁ ୮୭୦ ହେକ୍ଟର ଚିଙ୍ଗୁଡ଼ି ଘେରି ଉଚ୍ଛେଦ

ବାଲୁଗାଁ,୧୦ା୭(ସଂଗ୍ରାମ ପାଇକରାୟ): ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ପୁଣି ଥରେ ଚିଲିକାରୁ ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଜିଲାପାଳଙ୍କ ନିର୍ଦ୍ଦେଶରେ ଶନିବାର ଚିଲିକା ତହସିଲଦାର ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ତ୍ୱାବଧାନରେ ଘେରି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri