ଚାକିରି ପ୍ରଲୋଭନରେ ଅର୍ଥ ଶୋଷଣ
ବଲାଙ୍ଗୀର,୧୪ା୮(ବୀରେନ୍ଦ୍ର କୁମାର ଝାଙ୍କର): ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ୱରର ଜଣେ ଯୁବତୀଙ୍କଠାରୁ ଅର୍ଥ ଶୋଷଣ ସହ ମାନସିକ ନିର୍ଯାତନା ଦିଆଯାଇଥିବା ନେଇ ରବିବାର ସ୍ଥାନୀୟ ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା। ଭୁବନେଶ୍ୱରର ଜଣେ ଯୁବତୀ ବଲାଙ୍ଗୀର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ।…
ଓଡ଼ିଶାରେ ମେଣ୍ଟ ପ୍ରଶ୍ନ ଉଠୁନି: ମୁଣ୍ଡା
ଭୁବନେଶ୍ବର, ୧୪ା୮(ସୁନିତ୍ ମିଶ୍ର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ହେଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ରବିବାର ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ,…
୯ ମାସର ଝିଅକୁ ଧରି ନଦୀକୁ ଡେଇଁଲେ ବାପା
ଫୁଲନଖରା,୧୪ା୮(ସତ୍ୟରଞ୍ଜନ ଦାସମହାପାତ୍ର): ପାରିବାରିକ ବିବାଦକୁ କେନ୍ଦ୍ର କରି କଟକ ଜିଲା ସଦର ଥାନା ଅଧୀନ ସଇଁନ୍ଦା ଗ୍ରାମ ନିକଟ ସିଢୁଆ ନଦୀରେ ରବିବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସମ୍ମୁଖରେ ୯ ମାସର ଶିଶୁକନ୍ୟାଙ୍କୁୁ ଧରି ଜଣେ ଯୁବକ…
ରାଜଭବନ ଗେଟ୍ ସାମ୍ନାରେ ସନ୍ତାନ ପ୍ରସବ କଲେ ମହିଳା
ଲକ୍ଷ୍ନୌ,୧୩ା୮: ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହେବାରୁ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌସ୍ଥିତ ରାଜଭବନ ଗେଟ୍ ବାହାର ରାସ୍ତାରେ ଜଣେ ଗର୍ଭବତୀ ସନ୍ତାନ ଜନ୍ମ କରିଛନ୍ତି। ଏଥିଯୋଗୁ ରାଜ୍ୟର ସ୍ବାସ୍ଥ୍ୟସେବାକୁ ନେଇ ପ୍ରଶ୍ନ ଉଠିଛି। ଡାକ୍ତରୀ ସହାୟତାରେ ବିଳମ୍ବ ଯୋଗୁ ସାଧାରଣ ନାଗରିକ କିଭଳି…
କୀଟନାଶକ ପିଇ ଜୀବନ ହାରିଲେ ସରପଞ୍ଚଙ୍କ ସ୍ବାମୀ
ଆସିକା,୧୩ା୮(ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା କୋଟିନଡା ଥାନା ଅଧୀନ ମଞ୍ଚାପଡା ଗ୍ରାମର ରମେଶ ବେହେରା କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସେ ହେଲେ ହରିଡାପଦର ସରପଞ୍ଚ ଜୟନ୍ତୀ ବେହେରାଙ୍କ ସ୍ବାମୀ। ପରିବାର ଲୋକେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି…
ୱେଷ୍ଟଇଣ୍ଡିଜ୍ ଆଗରେ ୧୬୬ ରନ୍ ବିଜୟ ଟାର୍ଗେଟ୍
ଫ୍ଳୋରିଡା,୧୩।୮: ଫ୍ଲୋରିଡାର ସେଣ୍ଟ୍ରାଲ ବ୍ରାଉଡର୍ ରିଜିଓନାଲ ପାର୍କ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଟି-୨୦ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ୬୧ ରନ୍ର ଦମ୍ଦାର ଇନିଂସ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୧୬୫…
ପ୍ରଧାନ ଶିକ୍ଷକଙ୍କୁ ଗୋଡ଼ାଇ ପିଟିବା ମହଙ୍ଗା ପଡ଼ିଲା
ବାଲିଗୁଡ଼ା,୧୩।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅଧୀନ ସୁଡ୍ରା ସେବାଶ୍ରମ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ଚାଉଳ ବିକ୍ରି ଓ ମହିଳାଙ୍କୁ ଦୁର୍ବ୍ୟବହାର କରୁଥିବା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହେବା ପରେ ଆଇନ୍କୁ ହାତକୁ ନେଇ…
ମହିଳାଙ୍କ ଆକାଉଣ୍ଟରୁ ଅଢ଼େଇ ଲକ୍ଷ ଟଙ୍କା ହଡ଼ପ
ହିଞ୍ଜିଳିକାଟୁ, ୧୩।୮(ଦ୍ବିତୀକୃଷ୍ଣ ପଣ୍ଡା): ଜଣେ ମହିଳାଙ୍କ ଆକାଉଣ୍ଟରୁ ୨ଟି କିସ୍ତିରେ ୨ ଲକ୍ଷ ୪୪ ହଜାର ଟଙ୍କା ହଡ଼ପ ହୋଇଥିବା ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ମହିଳା ଜଣକ ନୟାଗଡ଼ ଜିଲା ଓଡଗାଁ ଅଞ୍ଚଳର ବବିତା ସାହୁ। ସେ ହିଞ୍ଜିଳିକାଟୁରେ ଏକ…
ସ୍ବାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର
କେନ୍ଦୁଝର,୧୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ଜନଷ୍ଟନଗଞ୍ଜର ଝଡାସାହିରେ ସ୍ବାମୀଙ୍କ ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ହେଲେ ଗୀତା ଝରା(୨୫)। ମିଳିଥିବା ସୂଚନା ମୁତାବକ, ଗୀତା ମଦ୍ୟପାନ କରୁଥିବା ବେଳେ ସ୍ବାମୀ ଘନଶ୍ୟାମ…
ନାଲି ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା
ତିହିଡ଼ି,୧୩ା୮(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ପାଳିଆବିନ୍ଧା ପଞ୍ଚାୟତରେ ରାଶନ କାର୍ଡ ହିତାଧିକାରୀମାନଙ୍କୁ ୩ ମାସ ପରିବର୍ତ୍ତେ ୨ମାସର ଏବଂ ନାଲି ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ରବିବାର ହିତାଧିକାରୀମାନେ ପଞ୍ଚାୟତ ଗୋଦାମକୁ ଘେରାଉ କରିଥିଲେ। ପ୍ରକାଶ…
ଚାମ୍ପିୟନ ପରେ ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ
ନୂଆଦିଲ୍ଲୀ,୧୩ା୮: ଏସିଆନ ଚାମ୍ପିୟନ ଟ୍ରଫି ସଫଳତା ପରେ ପ୍ରକାଶିତ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ପୁରୁଷ ହକି ଦଳ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତ (୨୭୭୧.୩୫ ପଏଣ୍ଟ) ଗୋଟିଏ ସ୍ଥାନ ଉପରକୁ ଉଠି ଇଂଲଣ୍ଡ (୨୭୬୩.୫୦…
ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ
ଏମ୍.ରାମପୁର,୧୩।୮(ଶଶୀଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ମ. ରାମପୁର ନିକଟ ବୁରାଟ ଗ୍ରାମସ୍ଥିତ ମାଗୃହ ସମ୍ମୁଖରେ ଏକ ଗାଡ଼ି ଧକ୍କାରେ ଆମ୍ବଗାଁ ବାବୁପଡ଼ାର ବଣ୍ଟି ମହାଖୁଡ(୨୪)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ମ. ରାମପୁର ଥାନାରେ ଏକ ମାମଲା ରୁଜୁ ହେଇଛି। ଏହା…
Archives


