Home Left

ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ରିଲିଜ୍‌

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ଜୱାନ’ର ପ୍ରିଭ୍ୟୁ ମୁକ୍ତିଲାଭ କରିଛି। ଦର୍ଶକ ଫିଲ୍ମର ଟିଜର ଏବଂ ଟ୍ରେଲରକୁ ଅପେକ୍ଷା କରିଥିଲେ, କିନ୍ତୁ ନିର୍ମାତା ପ୍ରଶଂସକମାନଙ୍କୁ ପ୍ରିଭ୍ୟୁ ଉପହାର ଦେଇଛନ୍ତି। ‘ପଠାନ’ ସୁପରହିଟ ହେବାପରେ ପ୍ରଶଂସକମାନେ ଉତ୍ସାହର ସହିତ ‘ଜୱାନ’କୁ…

କ୍ରଶରରେ ବ୍ଲାଷ୍ଟିଂ, ଥରିଲା ଗାଁ

ପାଟଣା,୧୦ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅଧୀନ ଅଙ୍କୁରା ସ୍କୁଲସାହି ତଥା ହୁଡ଼ି ସାହିରେ ଥିବା ଏକ କ୍ରଶରରେ ରବିବାର ବ୍ଲାଷ୍ଟିଂ ବେଳେ ହଠାତ୍‌ ଗାଁ ଥରି ଉଠିଥିଲା। ବଡ଼ ବଡ଼ ପଥରଖଣ୍ଡ ପାଖ…

ଆଜି ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି ଏସ ଜୟଶଙ୍କର

ଗାନ୍ଧିନଗର,୧୦।୭: ବର୍ହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁଜରାଟର ରାଜ୍ୟ ସଭା ଆସନ ଲାଗି ହେବାକୁ ଥିବା ନିର୍ବାଚନ ପାଇଁ ସୋମବାର ୧୦ ଜୁଲାଇରେ ପ୍ରାର୍ଥିପତ୍ର ଦାଖଲ କରିପାରନ୍ତି। ସେଥିପାଇଁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ରବିବାର ସେ ସେଠାରେ ପହଞ୍ଚିଛନ୍ତି। ଭାରତୀୟ…

ମୁଁ ମମତାଙ୍କ ପ୍ରଶଂସକ, ହେଲେ ଯାହା ହେଉଛି ତାହା ଭୟଙ୍କର: ଦିଗବିଜୟ

ନୂଆଦିଲ୍ଲୀ,୧୦।୭: ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ସୋମବାର ପଶ୍ଚିମବଙ୍ଗରେ ବିରୋଧ ପ୍ରଦର୍ଶନ ଓ ପଞ୍ଚାୟତ ନିର୍ବାଚନ ପରେ ହୋଇଥିବା ହିଂସାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏହି ଘଟଣାଗୁଡ଼ିକୁ କ୍ଷମା ଯୋଗ୍ୟ ନୁହେଁ ବୋଲି ବର୍ଣ୍ଣନା କରି ଦିଗବିଜୟ ସିଂ…

ନିଜର ପ୍ରତିଦ୍ୱନ୍ଦ୍ୱୀ ହେବାକୁ ଚାହେଁ: ସିନେମାଟୋଗ୍ରାଫର ଫାଲ୍‌ଗୁ ଶତପଥୀ

ଚଳଚ୍ଚିତ୍ର ‘ରଜା ଝିଅ ସଙ୍ଗେ ହେଇଗଲା ଭାବ’ରୁ ଆରମ୍ଭ ହୁଏ ତାଙ୍କର ନିର୍ଦ୍ଦେଶନାର ଯାତ୍ରା। ପରେ ଜଣେ ସିନେମାଟୋଗ୍ରାଫର ଭାବେ ପାଇଲେ ନୂଆ ପରିଚୟ। ସାଧବ ବୋହୂ ସିଜନ ୨, ସିଜନ ୩, ଭଏସ ଅଫ୍‌ ଓଡ଼ିଶା, ସାରେ ଗାମା ପା,…

ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଲେ, ଶିକ୍ଷୟିତ୍ରୀ ହେବା ପରେ ପ୍ରିନ୍ସପାଲ୍‌ଙ୍କ ସହ ସ୍ତ୍ରୀ ଫେରାର

ପାଟନା,୧୦।୭: ୟୁପିର ଜ୍ୟୋତି ମୌର୍ଯ୍ୟ ଏବଂ ଆଲୋକ ମୌର୍ଯ୍ୟଙ୍କ କାହାଣୀ ମନରୁ ଲିଭି ନ ଥିବାବେଳେ ବିହାରର ବୈଶାଳୀ ଜିଲାରେ ଏମିତି ଆଉ ଏକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ପ୍ରଥମେ ପ୍ରେମ ବିବାହ ପରେ ସ୍ତ୍ରୀଙ୍କୁ ପାଠ ପଢାଇଥିଲେ,…

‘ଲିସା’ ପ୍ରଥମ ଓଡ଼ିଆ ଏଆଇ ନ୍ୟୁଜ୍‌ ଆଙ୍କର

ଭୁବନେଶ୍ୱର,୧୦ା୭ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଓଡ଼ିଆ ସାଟେଲାଇଟ ନ୍ୟୁଜ ଚ୍ୟାନେଲ ଓଟିଭି ପକ୍ଷରୁ ଏକ ଅଭିନବ ପ୍ରୟାସ ସହ ଟେଲିଭିଜନ ବ୍ରଡ୍‌ କାଷ୍ଟିଂରେ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ବ୍ୟବହାର କରିବାକୁ ଯାଉଛି। ଏପରିକି ଓଡ଼ିଶା…

ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି

ଭୁବନେଶ୍ୱର,୧୦ା୭(ଅନୁରାଧା ମହାରଣା): ମୌସୁମୀ ନିମ୍ନ ଚାପ ରେଖା ରବିବାର ରାଜସ୍ଥାନର ଜୈସେଲମେରରୁ ବାହାରି ଆଜମେର, ଶିବପୁରୀ, ସିଦ୍ଧି, ଡାଲଟାନଗଞ୍ଜ ଦେଇ ପଶ୍ଚିମବଙ୍ଗର ଶାନ୍ତିନିକେତନରୁ ପୂର୍ବଦିଗରେ ମଣିପୁର ପର୍ଯ୍ୟନ୍ତ ବାୟୁମଣ୍ଡଳର ୧.୫କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି। ଏଥିଯୋଗୁ ଉତ୍ତର ଓ ଉତ୍ତର-ପୂର୍ବ…

ନୂଆ ଲୁକ୍‌ରେ ଧୋନୀ

ଚେନ୍ନାଇ,୧୦।୭: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇରେ ପହଞ୍ଚିଛନ୍ତି। ଧୋନୀ ନିଜ ପ୍ରଡକ୍ସନ ହାଉସର ପ୍ରଥମ ଚଳଚ୍ଚିତ୍ର ‘ଲେଟ୍‌ସ ଗେଟ୍‌ ମ୍ୟାରେଡ୍‌’ର ଅଡିଓ ଏବଂ ଟ୍ରେଲର ଲଞ୍ଚ ପାଇଁ ଏଠାକୁ ଆସିଛନ୍ତି। ଏହି ଅବସରରେ ଧୋନୀ…

ଏଇ ଭାରତରେ

ଗ୍ରାମାଞ୍ଚଳରେ ବନ୍ୟା ସମୟରେ ଜୀବନ ରକ୍ଷାକାରୀ ଜ୍ୟାକେଟ ବ୍ୟବହାର କରିବା ସାଧାରଣ ଲୋକଙ୍କ ପକ୍ଷରେ ଅସମ୍ଭବ। କାରଣ ଏହାର ମୂଲ୍ୟ ଅଧିକ ଓ ଏହା ଅଧିକ ପରିମାଣରେ ଉପଲବ୍ଧ ହୋଇପାରେ ନାହିଁ। ଏବେ କିନ୍ତୁ ବିହାରର ୧୮ ବର୍ଷ ବୟସ୍କା ଅନୁଶ୍ୱେତା…

ଖାଦ୍ୟ ଉତ୍ପାଦନ ଓ ଆମ ପରିବେଶ

ଅରୁଣ କୁମାର ତ୍ରିପାଠୀ   ବିଶ୍ୱର ଭବିଷ୍ୟତକୁ ଆଖି ଆଗରେ ରଖି ୧୯୮୭ ମସିହାରେ ମିଳିତ ଜାତିସଂଘର ସହଯୋଗୀ ସଂସ୍ଥା ପରିବେଶ ଓ ବିକାଶ ଆୟୋଗ ତରଫରୁ ଏକ ଜ୍ଞାନ ଯଜ୍ଞ ଆହୂତ କରାଯାଇଥିଲା। ବଡ଼ ବଡ଼ ଯଜ୍ଞ ନିମନ୍ତେ ପୂର୍ବ…

ଜଣେ ହେଉ ବା ୩୫

ଆଧୁନିକ ନିର୍ବାଚନ ରାଜନୀତିରେ ହିଂସା ଦୀର୍ଘବର୍ଷରୁ ଚାଲିଆସିଛି। ବିଧିବଦ୍ଧ ଭାବରେ ଜରୁରିକାଳୀନ ପରିସ୍ଥିତି ବେଳେ ସଞ୍ଜୟ ଗାନ୍ଧୀ ବିଭିନ୍ନ ରାଜ୍ୟରେ ଗୁଣ୍ଡାଶ୍ରେଣୀୟ ଓ ଅସାମାଜିକ ବ୍ୟକ୍ତିମାନଙ୍କୁ କଂଗ୍ରେସ ଦଳରେ ନିମନ୍ତ୍ରଣ ଦେଇ ସଭ୍ୟ କରାଉଥିଲେ। ତାହା ଖୋଲି ଦେଇଥିଲା ଏହିଭଳି ଲୋକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri