Home Left

ଆୟର୍ଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍‌ କରିଥିବା ବ୍ୟାଟ୍ସମ୍ୟାନ୍‌ଙ୍କୁ ସୁଯୋଗ ଦେଲାନି ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଦଳ ୧୮ ଅଗଷ୍ଟରୁ ଆୟର୍ଲାଣ୍ଡ ଗସ୍ତରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ। ଏହି ଗସ୍ତ ସମୟରେ ଦ୍ରୁତ ବୋଲର ଜସପ୍ରିତ ବୁମ୍‌ରା ଭାରତର ଅଧିନାୟକ ଭାବେ ନଜର ଆସିବେ। ଆହତରୁ ସୁସ୍ଥ ହେବା ପରେ…

ବିମାନର ବାଥରୁମରେ ଖସିପଡି ପାଇଲଟଙ୍କ ମୃତ୍ୟୁ, ପନାମା ବିମାନବନ୍ଦରରେ ଜରୁରୀ ଅବତରଣ କରାଇଲେ ସହ-ପାଇଲଟ

ପନାମା,୧୭।୮: ମିୟାମି-ଚିଲି ଅଭିମୁଖେ ଯାଉଥିବା ବିମାନର ପାଇଲଟ ବାଥରୁମରେ ଖସିପଡି ମୃତ୍ୟୁବରଣ କରିଛନ୍ତି। ଏହି ଘଟଣା ପରେ ମଙ୍ଗଳବାର ରାତିରେ ସହ-ପାଇଲଟ ଦ୍ୱାରା ବିମାନକୁ ପନାମାରେ ଜରୁରୀ ଅବତରଣ କରାଯାଇଥିଲା। ସୂଚନାନୁସାରେ, ହୃତ୍‌ଘାତ ହେତୁ ପାଇଲଟଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ…

ବସୁନ୍ଧରା ରାଜେଙ୍କୁ ଝଟକା, ଭାଜପାର ନିର୍ବାଚନ ପ୍ରଚାର, ଘୋଷଣାପତ୍ର କମିଟିରେ ମିଳିଲାନି ସ୍ଥାନ

ଜୟପୁର,୧୭।୮: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦଳ ଏକ ବଡ଼ ଝଟକା ଦେଇଛି। ବସୁନ୍ଧରା ରାଜେଙ୍କ ନାମ ଭାଜପା ନିର୍ବାଚନ କମିଟି ଏବଂ ମନିଫେଷ୍ଟୋ କମିଟିରେ ସାମିଲ ହୋଇନାହିଁ। ଏହାକୁ ଦେଖିବା ପରେ ଭାଜପାରେ…

ଓଡ଼ିଆ ଭାଷାକୁ ଲୋକଙ୍କଠାରୁ ଦୂରେଇ ରଖିବା ପାଇଁ ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌

ପଟ୍ଟାଙ୍ଗି,୧୭ା୮(ଶରତ ଧଳ): ପଡ଼ୋଶୀ ଆନ୍ଧ୍ର ରାଜ୍ୟ ବିଭିନ୍ନ ସମୟରେ ଓଡ଼ିଶାର ସୀମାନ୍ତ ଗ୍ରାମଗୁଡ଼ିକରେ ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ବିବାଦ ବଢାଇ ଚାଲିଥିବା ବେଳେ ବର୍ତ୍ତମାନ ଏବେ ଆଉ ଏକ ନୂଆ ବିବାଦ ଆରମ୍ଭ କରିଛି। ସୀମାନ୍ତ ଗ୍ରାମବାସୀ…

ବକ୍ସ ଅଫିସରେ ସୁନାମି: ଖୁବ୍‌ଶୀଘ୍ର ୩୦୦ କୋଟି ଛୁଇଁବ…

ବମ୍ବେ: ବ୍ୟବସାୟରେ ରେକର୍ଡ କରୁଛି ‘ଗଦର ୨’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଫିଲ୍ମଟି ରିଲିଜ ଦିନଠାରୁ ଭଲ କଲେକ୍ସନ କରୁଛି। ମାତ୍ର ୬ ଦିନରେ ଏହା ୨୫୦ କୋଟି କ୍ଲବରେ ସାମିଲ ହୋଇଥିଲା। ଏବେ ସପ୍ତମ ଦିନର ବ୍ୟବସାୟ ବିବରଣୀ ସାମ୍ନାକୁ…

ବଢିଲା ‘ଗୋ ଫାଷ୍ଟ’ର ସମସ୍ୟା: ୨ ସପ୍ତାହ ମଧ୍ୟରେ ୧୫୦ରୁ ଅଧିକ କର୍ମଚାରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ,୧୭।୮: ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଏୟାରଲାଇନ କମ୍ପାନୀ ଗୋ ଫାଷ୍ଟର ସମସ୍ୟା କମିବାର ନାଁ ନେଉନାହିଁ । ଗୋଟିଏ ପଟେ କମ୍ପାନୀ ଦୀର୍ଘ ଦିନ ଧରି ଏହାର ବିମାନ ଚଳାଚଳ ଆରମ୍ଭ କରିବାକୁ ଚେଷ୍ଟା କରିଆସୁଥିବା ବେଳେ ଅନ୍ୟପକ୍ଷରେ ଏହାକୁ…

୪୦୦ ଦିନର ଲାଭକାରୀ ଏଫ୍‌ଡି ସ୍କିମ୍‌ର ଡେଡଲାଇନ୍‌ ବଢ଼ାଇଲା ଏସ୍‌ବିଆଇ, ଡିସେମ୍ବର ୩୧ ଯାଏ ଦେଲା ସୁଯୋଗ

ନୂଆଦିଲ୍ଲୀ,୧୭।୮: ଦେଶର ସର୍ବବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ଏସ୍‌ବିଆଇ(ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ) ଏହାର ସ୍ବତନ୍ତ୍ର ଏଫ୍‌ଡି ଯୋଜନା ‘ଅମୃତ କଳସ ସ୍କିମ୍‌’ରେ ପୁଞ୍ଜି ନିବେଶର ସମୟସୀମାକୁ ପୁଣି ଥରେ ବୃଦ୍ଧି କରିଛି। ଅଗଷ୍ଟ ୧୫ରେ ଏହା ଶେଷ ହେବାକୁ ଥିବା…

ଉର୍ଫିଙ୍କୁ ମିଳିଲା ହତ୍ୟା ଧମକ

ଅଭିନେତ୍ରୀ ଉର୍ଫି ଜାଭେଦ ଏକ ସୋସିଆଲ ମିଡିଆ ସେନ୍ସେସ। ତା’ର ଅଫବଟ ଫ୍ୟାଶନ ସେନ୍ସ ସର୍ବଦା ଚର୍ଚ୍ଚାରେ ଥାଏ। ଉର୍ଫି ତାଙ୍କ ଲୁକ ସହିତ ଅନେକ ପରୀକ୍ଷଣ କରୁଥିବା ଦେଖାଯାଏ। ତାଙ୍କର ଫ୍ୟାଶନ ବହୁତ ବୋଲ୍ଡ ଏବଂ ଗ୍ଲାମରସ। ଅନେକ ଥର…

ଏମିତି ଜଣେ ବ୍ୟକ୍ତି, ଯିଏ କି ୩୦ ବର୍ଷ ହେଲା ବଜାରରୁ କିଣିନାହାନ୍ତି ପନିପରିବା

ଲକ୍ଷ୍ନୌ,୧୭ା୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ବ୍ୟକ୍ତି ଯିଏ କି ୩୦ ବର୍ଷ ଧରି ବଜାରରୁ ପନିପରିବା କିଣିନାହାନ୍ତି। କୌତୂହଳର ବିଷୟ ଏହା ପରେ ମଧ୍ୟ ତାଙ୍କ ଘରେ ପନିପରିବାର ଅଭାବ ନାହିଁ। ସେ ନିଜେ ଖାଆନ୍ତି ଏବଂ ଅନ୍ୟମାନଙ୍କୁ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାଜପା, ୪୦ ନାମ ଉପରେ ଲାଗିଲା ମୋହର

ନୂଆଦିଲ୍ଲୀ,୧୭।୮: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ। ଦିଲ୍ଲୀରେ କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକରେ ୪୦ରୁ ଅଧିକ ପ୍ରାର୍ଥୀଙ୍କ ନାମ ଉପରେ ମୋହର ଲଗାଯାଇଛି। ସୂଚନାନୁସାରେ, ଦିଲ୍ଲୀରେ ଭାଜପାର କେନ୍ଦ୍ରୀୟ…

ସ୍ପୋର୍ଟସ ଜୋତା ପିନ୍ଧିବା ନିଶାରେ ଜେଲ୍‌ରେ ଏମିତି କାମ କରିଦେଲେ କଏଦୀ

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ତିହାର ଜେଲ ଏକ ଅଜବ ଘଟଣା ଘଟିଛି। ତିହାର ଜେଲରେ ରହୁଥିବା ଜଣେ କଏଦୀ ସ୍ପୋର୍ଟସ ଜୋତା ପିନ୍ଧିବା ପାଇଁ ସାକେତ କୋର୍ଟର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ଏକ ନକଲି ନକଲି ଅର୍ଡର ପ୍ରସ୍ତୁତ କରିଛନ୍ତି। କଏଦୀ ଗ୍ୟାଙ୍ଗଷ୍ଟର ନୀରଜ…

ଗୋଟିଏ ଦିନ ବଢିଲା ଦିଲ୍ଲୀ ବିଧାନସଭା ଅଧିବେଶନର ସମୟ ସୀମା

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ସମୟ ସୀମାକୁ ବଢାଇ ଦିଆଯାଇଛି। ଆମ ଆଦମୀ ପାର୍ଟି(ଏଏପି)ର ବିଧାୟକ କୁଲଦୀପ କୁମାରଙ୍କ ଅନୁରୋଧ କ୍ରମେ ଉପସଭାପତି ରାଖି ବିଡଲାନ ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନକୁ ଗୋଟିଏ ଦିନ ଅର୍ଥାତ୍‌ ୧୮ ଅଗଷ୍ଟ ପର୍ଯ୍ୟନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri