ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜେଲ୍ ପଠାଯିବା ଉଚିତ୍: ବାବୁଲାଲ
ରାଞ୍ଚି,୧୭।୮: ଝାଡଖଣ୍ଡରେ ଆଦିବାସୀଙ୍କ ଜମି ଲୁଟ ମାମଲା ସମ୍ପର୍କରେ ରାଜ୍ୟ ଭାଜପା ସଭାପତି ବାବୁଲାଲ ମାର୍ଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଟାର୍ଗେଟ କରିଛନ୍ତି। ବାବୁଲାଲ ସୋରେନ ରାଜ ପରିବାର ଉପରେ ଆକ୍ରମଣ କରି କହିଛନ୍ତି,ମୁଖ୍ୟମନ୍ତ୍ରୀ ସୋରେନ ଏବଂ ତାଙ୍କ ପରିବାର ଆଦିବାସୀଙ୍କ…
ବର୍ଷା ପାଇଁ ବେଙ୍ଗ ବେଙ୍ଗୁଲୀ ବାହାଘର
ଡାବୁଗାଁ, ୧୭।୮(ପ୍ରଜ୍ଞାରଞ୍ଜନ ପରିଡା): ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଚଳିତ ବର୍ଷ ସ୍ବଳ୍ପ ବର୍ଷା ଯୋଗୁ ଚାଷ କାମ ଆଗେଇ ପାରୁନାହିଁ। ବିଶେଷକରି ଧାନଚାଷ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି। ସ୍ଥାନୀୟ ଚାଷୀମାନେ ଅନୁକୂଳ ପାଗ ଦେଖି ଧାନ ରୁଆ…
ପୁରୁଣା ଅନ୍ଦାଜ୍ରେ ନଜର ଆସିଲେ ରିଷଭ ପନ୍ତ
ନୂଆଦିଲ୍ଲୀ,୧୭।୮: ଡିସେମ୍ବର ୨୦୨୨ରେ କାର ଦୁର୍ଘଟଣା ପରେ ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ପ୍ରଥମ ଥର ପାଇଁ ଏକ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ବାହାରିଥିଲେ। କାର ଦୁର୍ଘଟଣା ପରେ ପନ୍ତଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ପନ୍ତ ଏତେ…
ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇର ‘ସ୍ପେଶାଲ ୫୩’ ଟିମ, ୨୯ ମହିଳା ଅଧିକାରୀ ସାମିଲ
ନୂଆଦିଲ୍ଲୀ,୧୭।୮: ମଣିପୁରରେ ହୋଇଥିବା ଜାତୀୟ ହିଂସାର ଯାଞ୍ଚ ପାଇଁ ବୁଧବାର ବିଭିନ୍ନ ର଼୍ୟାଙ୍କର ୨୯ ମହିଳା ଅଧିକାରୀ ସମେତ ୫୩ ଅଧିକାରୀଙ୍କ ସୂଚି ଜାରି କରାଯାଇଛି। ସିବିଆଇ ଯାଞ୍ଚରେ ଆସୁଥିବା ପ୍ରାଥମିକ ମାମଲାରେ ୨ ମହିଳା ଡିଆଇଜି ର଼୍ୟାଙ୍କର ଅଧିକାରୀଙ୍କ ସମେତ…
ବନ୍ଦେ ଭାରତ ଟ୍ରେନ ଉପରେ ପୁଣି ପଥର ମାଡ
ଥିରୁଭାନନ୍ତପୁରମ୍,୧୭।୮: ପୁଣିଥରେ ବନ୍ଦେ ଭାରତ ଟ୍ରେନ ଉପରେ ପ୍ରଥର ମାଡ ହୋଇଛି। କେରଳରେ ଏହି ଘଟଣା ଘଟିଛି। କିଛି ଅଜ୍ଞାତ ଲୋକେ ରାଜ୍ୟ ରେଳବାଇର କାସରଗୋଡ-ଥିରୁଭାନନ୍ତପୁରମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରକୁ ପଥର ଫିଙ୍ଗିଥିଲେ। ଏଥିରେ ଟ୍ରେନର ଏକ ଝରକା…
ସମାଲୋଚନା ପରେ ଭୁଲ ସୁଧାରିଲା ପିସିବି: ଡକ୍ୟୁମେଣ୍ଟାରୀରେ ଇମ୍ରାନ ଖାନ ଅନ୍ତର୍ଭୁକ୍ତ…
ଇସଲାମାବାଦ,୧୭।୮ : ସମାଲୋଚନା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ନିଜର ଭୁଲ ସୁଧାରିଛି। ୧୪ ଅଗଷ୍ଟରେ ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରକାଶ କରାଯାଇଥିଲା। ଦେଶର କ୍ରିକେଟ ଇତିହାସରେ ଭେଟେରାନଙ୍କ ଅମୂଲ୍ୟ ଅବଦାନକୁ ପିସିବି ଦର୍ଶାଇଥିଲା। ଏହି…
ନେହେରୁଙ୍କ ପରିଚୟ ତାଙ୍କ କର୍ମ, ନାଁ ନୁହେଁ: ରାହୁଲ
ନୂଆଦିଲ୍ଲୀ,୧୭।୮: ନେହେରୁ ମେମୋରିଆଲ ସଂଗ୍ରହାଳୟର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ନେହେରୁଙ୍କ ପରିଚୟ ହେଉଛି ତାଙ୍କ କାର୍ଯ୍ୟ, ତାଙ୍କ ନାଁ ନୁହେଁ। ୨ ଦିନିକିଆ ଲଦାଖ ଗସ୍ତ ପୂର୍ବରୁ ରାହୁଲ…
‘ଇଡି ସ୍ଥିର କରୁଛି କିଏ କେଉଁ ଦଳକୁ ଯିବ’ ଶରଦ ପାଓ୍ବାରଙ୍କ ବୟାନକୁ ଶିବଶେନା କହିଲା ଗୁରୁତ୍ୱପୂର୍ଣ୍ଣ
ମୁମ୍ବାଇ,୧୭।୮: ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ଦଳର ଏମପି ସଞ୍ଜୟ ରାଉତ କହିଛନ୍ତି ନିର୍ବାଚନ କମିଶନ ଓ ସମସ୍ତ କେନ୍ଦ୍ରୀୟ ଏଜେନ୍ସିର ଦୂରୁପଯୋଗ କରାଯାଉଛି। ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ କିଏ କେଉଁ ଦଳକୁ ଯିବେ ଏବଂ କିଏ ମନ୍ତ୍ରୀ…
‘ଲାଲକିଲ୍ଲାରୁ ଲୋକଙ୍କୁ ପ୍ରତାରିତ କରିଛନ୍ତି ପ୍ରଧାନମନ୍ତ୍ରୀ’
ଗୁଆହାଟୀ,୧୭।୮: ଆସାମର କାଳିଆବୋରର କଂଗ୍ରେସ ଏମ୍ପି ଗୌରବ ଗୋଗୋଇ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ଗୋଗୋଇ କହିଛନ୍ତି, ସ୍ବାଧୀନତା ଦିବସରେ ‘ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଦେଶକୁ ବିଭ୍ରାନ୍ତ କରିଥିଲା। ୬,୦୦୦ରୁ ଅଧିକ ମାରାତ୍ମକ ଅସ୍ତ୍ରଶସ୍ତ୍ର ସହିତ ଘାଟିରେ…
ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ମହିଳାଙ୍କୁ ଆଶ୍ୱସ୍ତି: ମାମୁଲି ଘଟଣା କହି ଶୁଣାଣି କରିବାକୁ ମନା କଲେ କୋର୍ଟ
ଚେନ୍ନାଇ,୧୭।୮: ବିମାନରେ ଭାଜପା ନେତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିବା ଲୋଇସ ସୋଫିଆ ନାମକ ଜଣେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି। ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ସୋଫିଆଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ ରଦ୍ଦ କରିଛନ୍ତି। ଏକ ବିମାନରେ ଭାଜପା ନେତାଙ୍କୁ ଟାର୍ଗେଟ…
ସୂର୍ଯ୍ୟକୁମାର ୧ ନମ୍ବର
ନୂଆଦିଲ୍ଲୀ,୧୭।୮:ଆଇସିସି ସର୍ବଶେଷ ଟି-୨୦ ର଼୍ୟାଙ୍କିଂ ପ୍ରକାଶ କରିଛି। ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଂରେ ଭାରତର ତାରକା ସୂର୍ଯ୍ୟକୁମାର ଯାଦବ ପ୍ରଥମ ସ୍ଥାନ ଅଛନ୍ତି। ସେ ଗତ ବର୍ଷ ଟି -୨୦ ବିଶ୍ୱକପ ସମୟରେ ଏହି ର଼୍ୟାଙ୍କିଂ ହାସଲ କରିଥିଲେ। ଏହା ବ୍ୟତୀତ ଶୁଭମାନ ଗିଲଙ୍କ…
ମାଙ୍କଡ଼ଙ୍କ ଏକତା: ଶିକାର ଖୋଜୁଥିବା ଚିତାବାଘ ଉପରେ କଲେ ଆକ୍ରମଣ,ଭିଡ଼ିଓ ଭାଇରାଲ…
ଜୋହାନ୍ସବର୍ଗ,୧୭।୮ : ଦକ୍ଷିଣ ଆଫ୍ରିକାର ଏକ ଜଙ୍ଗଲ ଅଞ୍ଚଳରେ ମାଙ୍କଡ଼ଙ୍କର ଏକତା ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସେମାନେ ମିଳିତ ଭାବେ ଏକ ଚିତାବାଘ ଉପରେ ଆକ୍ରମଣ କରି ତାକୁ ତଡ଼ି ଦେବାରେ ସଫଳ ହୋଇଥିବା ଦେଖିବାକୁ…
Archives


