କଂଗ୍ରେସରେ ବଡ ଧରଣର ଅଦଳବଦଳ
ନୂଆଦିଲ୍ଲୀ,୧୭।୮: କଂଗ୍ରେସର ଦଳୀୟ ସଙ୍ଗଠନରେ ଗୁରୁବାର ବଡ ଧରଣର ଅଦଳବଦଳ ହୋଇଛି। ଦଳ ରଣଦୀପ ସୁରଜଓ୍ବୋଲାଙ୍କୁ ମଧ୍ୟ ପ୍ରଦେଶର ସିନିୟର ଅବଜର୍ଭର ପରେ ଏବେ ରାଜ୍ୟର ପ୍ରଭାରୀ ମହାସଚିବର ଅତିରିକ୍ତ ଦାୟିତ୍ୱ ଦେଇଛି। ସେମିତି ମୁକୁଲ ବାସନିକଙ୍କୁ ଗୁଜରାଟର ପ୍ରଭାରୀ ମହାସଚିବ…
ଏହି ଫିଲ୍ମରେ ଡେବ୍ୟୁ କରିବାକୁ ଚାହୁଁଥିଲେ ଅନନ୍ୟା
ମୁମ୍ବାଇ: ଅନନ୍ୟା ପାଣ୍ଡେ ତାରା ସୂତାରିୟା ଏବଂ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ନିର୍ଦ୍ଦେଶିତ ମୁଭି ‘ଷ୍ଟୁଡେଣ୍ଟ ଅଫ ଦି ଇୟର ୨’ ରେ ବଲିଉଡରେ ଡେବ୍ୟୁ କରିଥିଲେ। ସେ ଏହି ମୁଭିରେ ତାଙ୍କ ଭୂମିକା ଏବଂ ଅଭିନୟ ପାଇଁ…
ଛତିଶଗଡ ବିଧାନସଭା ନିର୍ବାଚନ: ଗୋଟିଏ ସିଟ୍ ପାଇଁ ଦାଦା-ପୁତୁରା ଲଢେଇ
ରାୟପୁର,୧୭।୮: ଚଳିତ ବର୍ଷ ଶେଷରେ ହେବାକୁ ଥିବା ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଭାଜପା ପ୍ରାର୍ଥୀ ଘୋଷଣା କରିଛି। ସେଥିରେ ୨୧ ଜଣଙ୍କର ନାଁ ରହିଛି। ତେବେ ଭାଜପାର ଏହି ନିଷ୍ପତ୍ତି ସହିତ ଏହା ନିଶ୍ଚିତ ଯେ ଏଥର ମୁକାବିଲା…
ଭାରତ ବିପକ୍ଷ ସିରିଜ ଆରମ୍ଭ ହେବା ପୂର୍ବରୁ ମାଲାମାଲ ହେଲା ହେଲା କ୍ରିକେଟ ଆୟର୍ଲାଣ୍ଡ
ଡବଲିନ,୧୭।୮: ୱେଷ୍ଟଇଣ୍ଡିଜ ଗସ୍ତ ହେବା ପରେ ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡରେ ପହଞ୍ଚିଛି। ଏଠାରେ ଦଳକୁ ୧୮ ଅଗଷ୍ଟରୁ ଆୟୋଜକ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି -୨୦ସିରିଜ ଖେଳିବ। ଏହି ସିରିଜ ଆରମ୍ଭ ପୂର୍ବରୁ ମଧ୍ୟ କ୍ରିକେଟ ଆୟର୍ଲାଣ୍ଡ ମାଲାମାଲ…
ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆରେ ନୂଆ କୀର୍ତ୍ତିମାନ ରଚିଲା ସିଏସକେ
ନୂଆଦିଲ୍ଲୀ, ୧୭। ୮: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଶଂସକ କାହିଁରେ କେତେ। ୨୦୨୩ରେ ପଞ୍ଚମ ଥର ଲାଗି ଟାଇଟଲ ହାସଲ କରିଥିଲା ଦଳ। ଏବେ ଏହା ଆଉ ଏକ କୀର୍ତ୍ତିମାନ ରଚିଛି। ପ୍ରଥମ ଆଇପିଏଲ ଟିମ୍ ଭାବେ ସୋସିଆଲ ମିଡିଆ…
ମେଘାଳୟରେ ଭୂକମ୍ପ ଅନୁଭୂତ
ଶିଲଙ୍ଗ,୧୭।୮: ମେଘାଳୟର ନଙ୍ଗପୋହରେ ଭୂକମ୍ପ ଝଟକା। ଗୁରୁବାର ଅପରାହ୍ନରେ ୩.୪ ମ୍ୟାଗ୍ନିଚ୍ୟୁଡର ଏହି ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ନଙ୍ଗପୋହଠାରୁ ୪୦ କିଲୋମିଟର ଦୂର ଏବଂ ୧୦କିଲୋମିଟର ଗଭୀରରେ…
ବିଜେଡିରେ ମିଶିଲେ ସ୍ବାଧୀନ କାଉନସିଲର ଶମ୍ଭୁ ବଗର୍ତ୍ତୀ
କେସିଙ୍ଗା,୧୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଭବାନୀପାଟଣା ଟାଉନ ହଲ୍ଠାରେ ଗୁରୁବାର ପରିବର୍ଦ୍ଧିତ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହିଲ୍ ଟାଉନ ପରିସରରୁ ଏକ ବାଇକ୍ ଶୋଭାଯାତ୍ରା ହୋଇଥିଲା। ପରେ ସହରରେ ଥିବା…
ହାର୍ଦ୍ଦିକ ଟେଷ୍ଟ କ୍ରିକେଟ ଖେଳି ପାରିବେ ନାହିଁ: କପିଲ ଦେବ
ନୂଆଦିଲ୍ଲୀ, ୧୬। ୮: ୧୯୮୩ର ବିଶ୍ବକପ ବିଜେତା ଅଧିନାୟକ କପିଲ ଦେବ ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ତାଙ୍କର ଟେଷ୍ଟ କ୍ରିକେଟ ଖେଳିବା ଉପରେ ସେ ନିଜର ରାୟ ରଖିଛନ୍ତି।…
ଡେଙ୍ଗୁରେ ଆକ୍ରାନ୍ତ ଏହି ଅଭିନେତ୍ରୀ
ମୁମ୍ବାଇ: ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ରୋଗ ବ୍ୟାପିଛି। ଏଥିରୁ ବି ବାଦ୍ ପଡୁନାହାନ୍ତି ସେଲିବ୍ରିଟି। ଆଜିକାଲି ସଲମାନ ଖାନଙ୍କ ଜଣେ ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ। ସେ ହେଉଛନ୍ତି ଅଭିନେତ୍ରୀ ଜରିନ ଖାନ। ଏହି…
‘ସୋନା’ଠାରୁ ଦୂରେଇ ଗଲେ ପ୍ରିୟଙ୍କା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡରେ ବି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କିଛିଦିନ ତଳେ ଏହି ଅଭିନେତ୍ରୀଙ୍କୁ ଓ୍ବେବ ସିରିଜ ସିଟାଡେଲରେ ଦେଖିବାକୁ ମିଳିଥିଲା। ପିସି ତାଙ୍କ ବେକାକୁ ବୟାନକୁ ନେଇ ବି ଅନେକ ସମୟରେ…
୩ ଦେଶ ମଧ୍ୟରେ ଶୁକ୍ରବାର ବସିବ ବୈଠକ
ଓ୍ବାଶିଂଟନ୍,୧୭।୮: ଶୁକ୍ରବାର କ୍ୟାମ୍ପ ଡେବିଡରେ ହେବାକୁ ଥିବା ତ୍ରିପାକ୍ଷିକ ସମ୍ମିଳନୀରେ ସଂଯୁକ୍ତ ରାଜ୍ୟ ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ଯୋଗଦେବେ। ଆଶା କରାଯାଉଛି ଯେ, ଚାଇନା ବିରୋଧ ସତ୍ତ୍ୱେ ଏହି ସମୟରେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ପାଇଁ ଏକ…
ଏହି ଦିନ ହୋଇପାରେ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା
ନୂଆଦିଲ୍ଲୀ,୧୭।୮: ଏସିଆ କପ ୩୦ ଅଗଷ୍ଟରୁ ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ନିଜ ଦଳ ଘୋଷଣା କରିନାହିଁ। ଏସିଆ କପ ପାଇଁ ଟିମ ଇଣ୍ଡିଆର ଘୋଷଣାକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ବିସିସିଆଇ…
Archives


