ଧର୍ମେନ୍ଦ୍ରଙ୍କ ଲଢ଼ିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା
ଢେଙ୍କାନାଳ,୧ା୧୨ (ରତନ ନାୟାର):ଆସନ୍ତା ସାଧାରଣ ନିର୍ବାଚନରେ ଢେଙ୍କାନାଳ ଲୋକ ସଭା ଆସନରୁ ଭାଜପାର ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତୃବୃନ୍ଦଙ୍କ ପକ୍ଷରୁ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି। ବିଶେଷକରି ଭାଜପାର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରାର୍ଥତ୍ତ୍ୱକୁ…
୮ରେ ଚୂଡ଼ାନ୍ତ ଶୁଣାଣି
କଟକ,୧ା୧୨ (କାର୍ତ୍ତିକ ସାହୁ):ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପଦବୀର ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜାରି କରିଥିବା ସ୍ଥଗିତାଦେଶ ବଳବତ୍ତର ରହିଛି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ…
ସବୁଠାରୁ ଲମ୍ବା କେଶ ପାଇଁ ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ମହିଳା
ନୂଆଦିଲ୍ଲୀ,୩୦।୧୧: ଉତ୍ତରପ୍ରଦେଶର ବାସିନ୍ଦା ୪୬ ବର୍ଷୀୟ ସ୍ମିତା ଶ୍ରୀବାସ୍ତବ ଜୀବନ୍ତ ବ୍ୟକ୍ତିଙ୍କ ଲମ୍ବା କେଶ ଥିବା ମହିଳା ଭାବେ ଗିନିଜ ୱାଲର୍ଡ ରେକର୍ଡ ଟାଇଟଲ ଜିତିଛନ୍ତି। ସେ୧୪ ବର୍ଷ ବୟସରୁ କେଶ ବଢାଉଛନ୍ତି ଏବଂ ସେବେଠାରୁ ଏହାର ଲମ୍ବ ୭ଫୁଟ ୯…
ନୂଆପଡ଼ାରେ ପୁଣି ବାଘ ଆତଙ୍କ
ନୂଆପଡ଼ା,୩୦।୧୧(ମକାରୁ ବେମାଲ): ନୂଆପଡା ଜିଲାରେ କିଛି ଦିନ ବ୍ୟବଧାନରେ ପୁଣି ଗୁରୁବାର କୁକୁରାତାଳ ଗାଁରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଜିଲାର ସୁନାବେଡା ଅଭୟାରଣ୍ୟ ନିକଟ ମୁସରଙ୍ଗୀ ସଂରକ୍ଷିତ ଜଙ୍ଗଲ ହୁର୍ରାବାଡା ଡଙ୍ଗର ପଥର ଚଟାଣ ଉପରେ ବାଘ ବସିଥିବା ଗାଁ…
ଶୁକ୍ରବାର ଚତୁର୍ଥ ଟି-୨୦ ମ୍ୟାଚ୍ : ଦଳକୁ ଫେରିବେ ଶ୍ରେୟସ୍ ଆୟର
ରାୟପୁର,୩୦ା୧୧: ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍ର ଚତୁର୍ଥ ମ୍ୟାଚ୍ ଶୁକ୍ରବାର ରାୟପୁରରେ ଖେଳାଯିବ। ଏହି ମ୍ୟାଚ୍କୁ ଜିତି ଭାରତ ସିରିଜ୍ ଜିତିବାକୁ ପ୍ରୟାସ କରିବ। ତେବେ ଭାରତର ଯୁବ ବୋଲିଂ ଲାଇନଅପ୍ ଉପରେ ସମସ୍ତଙ୍କ ନଜର ରହିବ। ଏପରିକି…
ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି
ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା ଉପହାର ସାଙ୍ଗକୁ ଡ୍ରଗ୍ସ, ମଦ ଓ ଟଙ୍କା ବଣ୍ଟାକୁ ରୋକିବା ପାଇଁ ନିର୍ବାଚନ ଅନୁଷ୍ଠିତ…
‘କେବଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ପ୍ରମୋଶନ ପାଇଁ ଯଥେଷ୍ଟ ନୁହେଁ’, କର୍ନାଟକ ହାଇକୋର୍ଟ
ବେଙ୍ଗଲୁରୁ,୩୦।୧୧: କର୍ନାଟକ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇଥିବା ଟ୍ରାନ୍ସଫର ଅର୍ଡରର ବୈଧତା ନାହିଁ ଯଦି ଏହା ନିମ୍ନ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ ପଦବୀରେ ନିଯୁକ୍ତ କରିବା ପାଇଁ କୌଣସି ଯୁକ୍ତିଯୁକ୍ତତା ପ୍ରଦାନ ନକରେ। ବିଚାରପତି କହିଛନ୍ତି, ଆମେ…
ସଚିନଙ୍କ ନାମରେ ରେଲଓ୍ବେ ଷ୍ଟେଶନ, ଫଟୋ ଉଠାଇଲେ ଗାଭାସ୍କର
ଗାନ୍ଧିନଗର,୩୦।୧୧: ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ନଭେମ୍ବର ୨୮, ମଙ୍ଗଳବାର ଗୁଜରାଟର ସୁରଟରେ ଥିବା ସଚିନ ରେଳଓ୍ବେ ଷ୍ଟେଶନ ଯାଇ କରି ଖୁସି ବ୍ୟକ୍ତ କରିଛନ୍ତି। ୭୪ ବର୍ଷୀୟ ଭେଟେରାନ ଗାଭାସ୍କର ସଚିନ ତେନ୍ଦୁଲକରଙ୍କୁ ତାଙ୍କର ପ୍ରିୟ ବ୍ୟକ୍ତି ଭାବରେ…
ଧୈର୍ଯ୍ୟର ସହ ଅପେକ୍ଷା ରଖିଲେ ଶାହାରୁଖ
ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଶାହାରୁଖ ଖାନ ଅନ୍ୟତମ। ଅଭିନୟ ବ୍ୟତୀତ ଅଭିନେତା ନିଜର ନମ୍ର ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ତାଙ୍କୁ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପାଇଁ ଧୈର୍ଯ୍ୟର ସହିତ ଅପେକ୍ଷା କରିଥିବା…
କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ
କେନ୍ଦୁଝର,୩୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ତାପଡ଼ା ଥାନା ଅନ୍ତର୍ଗତ ଉଚୁକାବେଡ଼ା-ରାମଚନ୍ଦ୍ରପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କାର୍ ଓ ୧୪ ଚକିଆ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି। ମୃତକ…
ହସ୍ପିଟାଲରୁ ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ହୋଇଥିବା ୪୦ ଶ୍ରମିକ
ରିଷିକେଶ,୩୦।୧୧: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଯାଇଛି। ହସ୍ପିଟାଲ ପ୍ରଶାସନ ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ୪୦ଜଣଙ୍କୁ କ୍ଲିୟରାନ୍ସ ଦେଇଛନ୍ତି ଏବଂ ସେମାନଙ୍କୁ ଡିସଚାର୍ଜ କରିଛନ୍ତି। ଜଣେ ଶ୍ରମିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଚାଲିଛି। ଗୁରୁବାର ଏମ୍ସ…
ବିଶ୍ୱ ଜୁନିୟର ବକ୍ସିଂରେ ଭାରତର ଉଲ୍ଲେଖନୀୟ ସଫଳତା: ୮ ବକ୍ସରଙ୍କ ପଦକ ପକ୍କା
ନୂଆଦିଲ୍ଲୀ,୩୦ା୧୧: ଆର୍ମେନିଆର ୟେରେଭାନ୍ଠାରେ ଚାଲିଥିବା ଆଇବିଏ ଜୁନିୟର ଓ୍ବାଲର୍ଡ ବକ୍ସିଂ ଚାମ୍ପିୟନଶିପ୍ ୨୦୨୩ର ୬ଷ୍ଠ ଦିବସରେ ଭାରତକୁ ଉଲ୍ଲେଖନୀୟ ସଫଳତା ମିଳିଛି। ୮ବକ୍ସର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୮ଜୁନିୟର ବାଳିକାଙ୍କ ମଧ୍ୟରୁ…

