Home Left

ବିଶ୍ୱକପ୍‌ ଫାଇନାଲ୍‌ ହାରିବା ପରେ ପ୍ରବଳ କାନ୍ଦିଥିଲେ ରୋହିତ-କୋହଲି: ଅଶ୍ୱିନଙ୍କ ଖୁଲାସା

ନୂଆଦିଲ୍ଲୀ,୩୦।୧୧: ଅଷ୍ଟ୍ରେଲିଆ ବିପକ୍ଷ କ୍ରିକେଟ ବିଶ୍ୱକପ ୨୦୨୩ ଫାଇନାଲରେ ଭାରତର ପରାଜୟ ଏପର୍ଯ୍ୟନ୍ତ କେହି ଭୁଲିପାରୁନାହାନ୍ତି। ପ୍ରଶଂସକଙ୍କଠାରୁ ଖେଳାଳିଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ ମନେ ପକାଇ ଦୁଃଖ ଅନୁଭବ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଫାଇନାଲ ପରାଜୟ…

୫୧,୦୦୦ରୁ ଅଧିକଙ୍କୁ ମିଳିଲା ସରକାରୀ ନିଯୁକ୍ତି

ନୂଆଦିଲ୍ଲୀ,୩୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଗୁରୁବାର ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଙ୍ଗଠନରେ ନବ ନିଯୁକ୍ତ ୫୧,୦୦୦ରୁ ଊର୍ଦ୍ଧ୍ୱ ପ୍ରାର୍ଥୀଙ୍କୁ ନିଯୂକ୍ତି ପତ୍ର ବାଣ୍ଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆଜି ୫୦,୦୦୦ ରୁ…

ମୁଖ୍ୟମନ୍ତ୍ରୀଙ୍କ ‘ଚାପ କୌଶଳ’ ଯୋଗୁ ମୁଁ ଫସିଗଲି: ରାଜ୍ୟପାଳ

ନୂଆଦିଲ୍ଲୀ,୩୦।୧୦: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ‘ଚାପ କୌଶଳ’ ଯୋଗୁୁ ନଭେମ୍ବର ୨୦୨୧ରେ ଗୋପୀନାଥ ରବିନ୍ଦ୍ରନଙ୍କୁ କନ୍ନୁର ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ପୁନଃ ନିଯୁକ୍ତ କରାଯାଇଥିଲା ବୋଲି ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍‌ ଦାବି କରିଛନ୍ତି। ସୁପ୍ରିମକୋର୍ଟ ରବିନ୍ଦ୍ରନଙ୍କ ନିଯୁକ୍ତିକୁ ବାତିଲ…

ଇସ୍ରାଏଲ ନାଗରିକଙ୍କ ଉପରେ ଗୁଳି ଚଳାଇଲା ପାଲେଷ୍ଟାଇନ, ୩ ଜଣଙ୍କର ମୃତ୍ୟୁ

ଜେରୁଜେଲମ,୩୦।୧୧: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସାତ ଦିନ ଧରି ଅସ୍ତ୍ରବିରତି ଚାଲିଛି। ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା। ଏହାର ପ୍ରତିଶୋଧ…

ଆଇପିଏଲ୍‌ ୨୦୨୪ରେ ଏହି ୩ କ୍ରିକେଟର୍‌ଙ୍କ ଉପରେ ହେବ ଟଙ୍କା ବର୍ଷା: ରାତାରାତି ହୋଇଯିବେ କୋଟିପତି

ନୂଆଦିଲ୍ଲୀ,୩୦।୧୧: ଡିସେମ୍ବର ୧୯ରେ ଦୁବାଇରେ ଆଇପିଏଲ୍‌ ୨୦୨୪ ପାଇଁ ନିଲାମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ କିଛି ଖେଳାଳିଙ୍କୁ ନିଲାମରେ ବିପୁଳ ପରିମାଣର ଟଙ୍କା ବର୍ଷା ଦିଆଯିବ ବୋଲି ଆଶା କରାଯାଏ। ଅବଶ୍ୟ ଏଥର ପ୍ରତ୍ୟେକ…

କାଜାଖସ୍ତାନର ଏକ ଛାତ୍ରାବାସରେ ଅଗ୍ନିକାଣ୍ଡ: ୧୩ ମୃତ

କାଜାଖସ୍ତାନ,୩୦।୧୧: ଗୁରୁବାର କାଜାଖସ୍ତାନର ବୃହତ୍ତମ ସହର ଅଲମାଟିରେ ଥିବା ଏକ ହଷ୍ଟେଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ଭାରତୀୟ ଛାତ୍ରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି। ସହରର ଜରୁରୀକାଳୀନ ବିଭାଗ ଏକ ବିବୃତ୍ତିରେ ଏହି ଦୁର୍ଘଟଣାକୁ…

୨୦୨୪ ଟି୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଉଗାଣ୍ଡା

ନୂଆଦିଲ୍ଲୀ,୩୦।୧୧: ଆଗାମୀ ଆଇସିସି ଟି୨୦ ବିଶ୍ୱକପ୍ ୨୦୨୪ ମସିହାରେ ଜୁନ୍ ମାସରେ ଆୟୋଜିତ ହେବ। ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଏହି ମେଗା ଇଭେଣ୍ଟ ଆୟୋଜନ କରୁଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଫ୍ରିକୀୟ ଦେଶ ଉଗାଣ୍ଡା ଶେଷ ଦଳ ଭାବରେ ଯୋଗ୍ୟତା ଅର୍ଜନ…

ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ୯୭ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ହେଲିକପ୍ଟର କିଣିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ, ୩୦।୧୧: ଭାରତୀୟ ବାୟୁସେନାକୁ ଶକ୍ତିଶାଳୀ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ୯୭ଟି ତେଜସ ଲଢୁଆ ବିମାନ ଏବଂ ୧୫୬ ଟି ପ୍ରଚଣ୍ଡ ହେଲିକାପ୍ଟର କିଣିବାକୁ ଅନୁମତି ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା…

ଖାଇବାକୁ ମନ ହେଲା, ଏକାଥରକେ ୩୨ଲକ୍ଷ ଟଙ୍କାର ଖାଦ୍ୟ ଖାଇଲେ ମହିଳା

ବେଜିଂ,୩୦।୧୧: କିଛି ଲୋକ ଖାଇବାର ବହୁତ ଶୌକିନ ହୋଇଥାନ୍ତି। ସେମାନଙ୍କୁ ଆମେ ଫୁଡି ବୋଲି କହିଥାଉ। ବେଳେବେଳେ କିଛିଙ୍କୁ ଗୋଟିଏ ଆଇଟମର ଏପରି ଦିଓ୍ବାନା ହୋଇଯାଆନ୍ତି ଯେ ସେମାନେ ତାକୁ ବାରମ୍ବାର ଖାଇବାକୁ ପ୍ରିଫର କରିଥାଉ। ଚାଇନାର ଜଣେ ମହିଳାଙ୍କୁ ଗୋଟିଏ…

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ସାରା ରାଜ୍ୟରେ ୧୦୦୦ରୁ ଅଧିକ…

କାମବାଲି ଓ ଡେଲିଭରି ବଏଙ୍କୁ ଲିଫ୍ଟ ମନା, ବ୍ୟବହାର କଲେ ପଡିବ ଫାଇନ୍‌

ଗୁଜରାଟ,୩୦।୧୧: ବହୁ ମହଲା ବିଶିଷ୍ଟ ବିଲ୍ଡିକୁ ଯିବାପାଇଁ ଲିଫ୍ଟ ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ଜିନିଷପତ୍ର ନବା ଆଣିବା ସହ ଶିଡି ଚଢି ଯିବାକୁ ବେଶୀ ପରିଶ୍ରମ କରିବାକୁ ପଡି ନ ଥାଏ। ତେବେ ନିକଟରେ ସୋସାଇଟିରେ ଲାଗିଥିବା ଏକ ନୋଟିସ ସୋସିଆଲ…

ସନ୍ତାନ ଜନ୍ମ ହେବାର ଏକ ମାସ ପରେ ପ୍ରେମିକାଙ୍କ ସହିତ ବ୍ରେକ୍ ଅପ୍ କଲେ ନେମାର ଜୁନିଅର

ନୂଆଦିଲ୍ଲୀ,୩୦।୧୧: ପ୍ରଥମ ସନ୍ତାନକୁ ସ୍ୱାଗତ କରିବାର ଏକ ମାସ ପରେ ବ୍ରାଜିଲ ଫୁଟବଲର୍ ନେମାର ଜୁନିଅର ଏବଂ ତାଙ୍କ ପ୍ରେମିକ ବ୍ରୁନା ବିୟାନକାର୍ଡୀ ଅଲଗା ହୋଇଛନ୍ତି। କିଛି ବ୍ୟକ୍ତିଗତ କାରଣରୁ ଦୁହେଁ ଏହି ନିଷ୍ପତ୍ତି ନେଇଥିବା ଜଣା ପଡିଛି। ବିୟାନକାର୍ଡୀ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?