ଡବଲ୍ସରେ ଓଡ଼ିଶାର ଆହାନଙ୍କୁ ଟାଇଟଲ
ଭୁବନେଶ୍ୱର, ୧୯।୮ (ତପନ ସ୍ବାଇଁ): ଛତିଶଗଡ଼ର ରାୟପୁରଠାରେ ଅନୁଷ୍ଠିତ ଏଆଇଟିଏ ୧୬ ବର୍ଷରୁ କମ୍ ଚାମ୍ପିୟନଶିପ୍ ସିରିଜ ଟେନିସ ଟୁର୍ନାମେଣ୍ଟର ଡବଲ୍ସ ଇଭେଣ୍ଟରେ ଓଡ଼ିଶାର ଆହାନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ଏହି ପ୍ରତିଯୋଗିତା ପାଇଁ ତାଙ୍କର ପାର୍ଟନର ଥିଲେ ପଶ୍ଚିମବଙ୍ଗର ସଙ୍କଳ୍ପ…
କିଶୋରଙ୍କୁ ହଙ୍ଗେରୀ ଭିଜା ମିଳିଲା
ନୂଆଦିଲ୍ଲୀ, ୧୯।୮ (ପି.ଟି.): ଭାରତୀୟ ଜାଭେଲିନ ତାରକା ଓଡ଼ିଶାର କିଶୋର କୁମାର ଜେନାଙ୍କୁ ହଙ୍ଗେରୀ ଯାତ୍ରା ପାଇଁ ଭିଜା ମିଳିଛି। ଫଳରେ ସେ ଶନିବାରଠାରୁ ୨୭ ତାରିଖ ପର୍ଯ୍ୟନ୍ତ ବୁଦାପେଷ୍ଟରେ ହେବାକୁଥିବା ବିଶ୍ୱ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ଅଂଶଗ୍ରହଣ କରିପାରିବେ। ଶୁକ୍ରବାର ସକାଳେ…
ଖବରଦାତାଙ୍କ ହତ୍ୟା ଘଟଣାକୁ ନେଇ ନୀତୀଶଙ୍କୁ ଟାର୍ଗେଟ କଲେ ସୁଶୀଲ ମୋଦି
ପାଟନା,୧୯।୮: ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସଭା ସଦସ୍ୟ ସୁଶୀଲ କୁମାର ମୋଦି ସାମରିଆପୁରର ଅରରିଆରେ ଖବରଦାତା ତଥା ଇନ୍ସପେକ୍ଟରଙ୍କ ହତ୍ୟା ଘଟଣାକୁ ଦୃଢ ନିନ୍ଦା କରିବା ସହ ଶୁକ୍ରବାର କହିଛନ୍ତି ସରକାର ଅପରାଧୀଙ୍କ ନିକଟରେ ସରକାର ଆତ୍ମସମର୍ପଣ କରିଛନ୍ତି। କ୍ଷମତାରେ…
ବାସନ୍ଦ ଦଣ୍ଡକୁ ଚ୍ୟାଲେଞ୍ଜ କରିବେ ଦୂତୀ
ନୂଆଦିଲ୍ଲୀ, ୧୯ା୮ (ପି.ଟି.): ଭାରତର ଅନ୍ୟତମ ସେଲିବ୍ରିଟି ଆଥ୍ଲେଟ ଦୂତୀ ଚାନ୍ଦ ଅଡୁଆରେ ପଡ଼ିଛନ୍ତି। ପ୍ରତିଯୋଗିତା ବାହାରେ ଦୁଇଥର ଡୋପ୍ ଟେଷ୍ଟରେ ବିଫଳ ହୋଇଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଙ୍ଗ ଏଜେନ୍ସି (ନାଡା) ଦ୍ୱାରା ୪ବର୍ଷ ବାସନ୍ଦ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି। କିନ୍ତୁ…
ଭାରତୀୟ ବୋଲର ପ୍ରଭାବୀ
ଡବଲିନ, ୧୯।୮: ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ଏଠାରେ ଟି୨୦ କ୍ରିକେଟ ସିରିଜ ଆରମ୍ଭ ହୋଇଛି। ଶୁକ୍ରବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତୀୟ ବୋଲରମାନେ ପ୍ରଭାବୀ ବୋଲିଂ କରି ଆୟର୍ଲାଣ୍ଡ ଇନିଂସକୁ ୧୩୯/୭ରେ ସୀମିତ ରଖିଛନ୍ତି। ଏହି ମ୍ୟାଚରେ ଭାରତର ରିଙ୍କୁ…
ଇତିହାସ ରଚିଲେ ପଙ୍ଘାଲ
ଅମାନ (ଜୋର୍ଡାନ), ୧୯ା୮ (ପି.ଟି.): ଅନ୍ତିମ ପଙ୍ଘାଲ ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭାବେ ପଛକୁ ପଛ ୨୦ ବର୍ଷରୁ କମ୍ ବିଶ୍ୱ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏଠାରେ ଚାଲିଥିବା ବିଶ୍ୱ ଜୁନିୟର କୁସ୍ତି ଚାମ୍ପିୟନଶିପରେ ସେ…
ଗ୍ଲୋବାଲ-ନୀଲକମଲ ମ୍ୟାଚ ଡ୍ର
ଭୁବନେଶ୍ୱର, ୧୯।୮ (ତପନ ସ୍ବାଇଁ): ଭୁବନେଶ୍ୱର ଆଥଲେଟିକ୍ ଆସୋସିଏଶନ ଆନୁକୂଲ୍ୟରେ ୟୁନିଟ-୧ସ୍ଥିତ ଫୁଟବଲ ଏକାଡେମୀ ପଡ଼ିଆରେ ଚାଲିଥିବା ଗତିକୃଷ୍ଣ ମେମୋରିଆଲ ‘ବି’ ଡିଭିଜନ ଫୁଟବଲ ଲିଗ୍ରେ ଶୁକ୍ରବାର ଗ୍ଲୋବାଲ ଫୁଟବଲ କ୍ଲବ ଓ ନୀଲକମଲ କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।…
ହରାରେରେ ଟାଇଟଲ ଜିତିଲେ ଦେବାଶିଷ
ଭୁବନେଶ୍ୱର, ୧୯।୮(ତପନ ସ୍ବାଇଁ): ରାଜ୍ୟର ଅନ୍ୟତମ ପ୍ରତିଭାସମ୍ପନ୍ନ ଟେନିସ ଖେଳାଳି ଦେବାଶିଷ ସାହୁ ଜିମ୍ବାଓ୍ବେର ହରାରେଠାରେ ଅନୁଷ୍ଠିତ ଆଇଟିଏଫ୍ ୧୦୦ ଅନ୍ତର୍ଜାତୀୟ ଟେନିସ ଟୁର୍ନାମେଣ୍ଟର ୧୮ ବର୍ଷରୁ କମ୍ ଡବଲ୍ସ ଇଭେଣ୍ଟରେ ଟାଇଟଲ ବିଜୟୀ ହୋଇଛନ୍ତି। ଗତ ୧୩ରେ ଆରମ୍ଭ ହୋଇଥିବା…
‘କଠିନ ପରିଶ୍ରମର ବିକଳ୍ପ ନାହିଁ’
ଭୁବନେଶ୍ୱର, ୧୯।୮: ”ଓଡ଼ିଶା ସରକାର ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ଯେଉଁଭଳି କାର୍ଯ୍ୟ କରୁଛନ୍ତି ତାହା ଅତି ପ୍ରଶଂସନୀୟ। କେବଳ ହକି ନୁହେଁ, ଅନ୍ୟ ସମସ୍ତ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦେଉଛନ୍ତି। କ୍ରୀଡ଼ାର ବିକାଶ ହେଉ କିମ୍ବା କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହନ, ସବୁଥିରେ…
ଚିରମାକୋଙ୍କ ଡବଲ ଗୋଲ
ଡୁସେଲଡର୍ଫ (ଜର୍ମାନୀ), ୧୯।୮: ଓଡ଼ିଶାର ପ୍ରତିଭାସମ୍ପନ୍ନ ଖେଳାଳି ସୁଦୀପ ଚିରମାକୋଙ୍କ ଡବଲ ଗୋଲ ବଳରେ ଭାରତ ଏଠାରେ ଶୁକ୍ରବାର ଆରମ୍ଭ ହୋଇଥିବା ଚତୁଃରାଷ୍ଟ୍ରୀୟ ଜୁନିୟର ପୁରୁଷ ହକି ଟୁର୍ନାମେଣ୍ଟର ଏକ ମ୍ୟାଚରେ ସ୍ପେନ୍କୁ ୬-୨ ଗୋଲରେ ପରାସ୍ତ କରିଛି। ଏକଦା ୦-୨ରେ…
ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା
ନୂଆପଡ଼ା,୧୯।୮(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଝଗ୍ରାହୀ ପଞ୍ଚାୟତ କୋଟ୍ରିବାହାଲ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିପଦସଙ୍କୁଳ ଶ୍ରେଣୀ କୋଠରିରେ ପାଠପଢ଼ା ଯାଉଛି। ଶ୍ରେଣୀ କୋଠରି ଛାତରୁ ସିମେଣ୍ଟ ଅତଡା ଖସୁଛି। ବିପଦସଙ୍କୁଳ ଶ୍ରେଣୀ କୋଠରିରେ ଛାତ୍ରୀଛାତ୍ର…
ମାନବ କଲ୍ୟାଣ ଅପରିହାର୍ଯ୍ୟ
ମାନବିକ କର୍ମଚାରୀ ତଥା ଯେଉଁମାନେ ମାନବିକତା ପାଇଁ କାର୍ଯ୍ୟ କରି ଜୀବନ ହରାଇଛନ୍ତି ସେମାନଙ୍କ ପ୍ରତି ସମ୍ମାନ ଜଣାଇବା ଲାଗି ପ୍ରତିବର୍ଷ ଅଗଷ୍ଟ ୧୯ରେ ବିଶ୍ୱ ମାନବିକତା ଦିବସ ପାଳନ କରାଯାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ଅପରିହାର୍ଯ୍ୟ। ମାନବିକ ଚିନ୍ତାଧାରାକୁ ପ୍ରୋତ୍ସାହନ…
Archives


