Home Left

ନିଆଁରୁ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ, ଏହି ଅଞ୍ଚଳର ଅଧା ଲୋକ ବିସ୍ଥାପିତ

ଓଟାଓ୍ବା,୧୯।୮: କାନାଡାରେ ବଢୁଥିବା ଜଙ୍ଗଲ ନିଆଁ କାରଣରୁ କେଲୋନା ଏବଂ ୟେଲୋନାଇଫର ବାସିନ୍ଦା ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ୟେଲୋନାଇଫର ଉପକଣ୍ଠ ଅଞ୍ଚଳରେ ଜଙ୍ଗଲ ନିଆଁ କାରଣରୁ ଏହାକୁ ଖାଲି କରିବାକୁ ସରକାରୀ ସମୟସୀମା ଶେଷ ହୋଇସାରିଛି, କିନ୍ତୁ ବାସିନ୍ଦାମାନେ ଆକାଶ…

‘ମୁଁ ୧୦୦୦ ବର୍ଷ ପର୍ଯ୍ୟନ୍ତ ଜେଲରେ ରହିବାକୁ ପ୍ରସ୍ତୁତ ଅଛି’

ଇସଲାମାବାଦ,୧୯।୮: ପାକିସ୍ତାନର ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଶୁକ୍ରବାର କହିଛନ୍ତ, ସେ ନିଜ ଦେଶ ପାଇଁ ୧୦୦୦ ବର୍ଷ ଜେଲରେ ରହିବାକୁ ପ୍ରସ୍ତୁତ ଅଛନ୍ତି। ବାସ୍ତବରେ, ତୋଶାଖାନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନ୍‌ ଖାନଙ୍କୁ ତିନି…

ଏକ୍ସପ୍ରେସ୍‌ ଟ୍ରେନରେ ଲାଗିଲା ନିଆଁ

ବେଙ୍ଗାଲୁରୁ,୧୯।୮: ବେଙ୍ଗାଲୁରୁର କ୍ରାନ୍ତିବୀରା ସାଙ୍ଗୋଲି ରାୟନା(କେଏସଆର) ରେଳ ଷ୍ଟେଶନରେ ଶନିବାର ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀକୁ ପଠାଯାଇଛି। ଏହି ଟ୍ରେନ ମୁମ୍ବାଇ-ବାଙ୍ଗାଲୋର ଷ୍ଟେଶନ ପର୍ଯ୍ୟନ୍ତ ଚାଲିଥାଏ ଏବଂ କେଏସଆର ରେଳ ଷ୍ଟେଶନରେ ଏହାର ଶେଷ ଷ୍ଟପେଜ୍‌।…

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଫିଲ୍ମ ‘ଜେଲର’ ଦେଖିବେ ରଜନୀକାନ୍ତ

ଲକ୍ଷ୍ନୌ,୧୯।୮: ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ବକ୍ସ ଅଫିସରେ ଭଲ ରୋଜଗାର କରୁଛି। ତେବେ ଚଳଚ୍ଚିତ୍ରର ସଫଳତା ପାଇଁ ଅଭିନେତା ବହୁତ ଖୁସି ଅଛନ୍ତି। ଏହି ସମୟରେ ଅଭିନେତା ରଜନୀକାନ୍ତ ଶୁକ୍ରବାର ସାରେ ରାଜଧାନୀ ଲକ୍ଷ୍ନୌରେ ପହଞ୍ଚିଥିବା ବେଳେ ଶନିବାର ଅଭିନେତା…

ଇମ୍ରାନ୍‌ଙ୍କୁ ନେଇ ଚିନ୍ତା ପ୍ରକଟ କଲେ ସ୍ତ୍ରୀ ବୁଶ୍‌ରା ବିବି, ସୁରକ୍ଷା ପାଇଁ ଲେଖିଲେ ଚିଠି

ଇସଲାମାବାଦ,୧୯।୮: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ୍‌ ଖାନଙ୍କ ସ୍ତ୍ରୀ ବୁଶ୍‌ରା ବିବି ତାଙ୍କ ସ୍ବାମୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ତାଙ୍କୁ ଆଟକ ଜେଲରେ ବିଷ ଦିଆଯାଇପାରେ ବୋଲି କହିଛନ୍ତି। ପାକ୍‌ ମିଡିଆ ଏହି ସୂଚନା ଦେଇଛି।…

ଦିଲ୍ଲୀରେ ଏସିଆ କପ ପାଇଁ ଚୟନ କରାଯିବ ଭାରତୀୟ ଦଳ, ଚୟନ କମିଟି ବୈଠକରେ ଯୋଗଦେବେ ରୋହିତ

ନୂଆଦିଲ୍ଲୀ,୧୯।୮: ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇର ପୁରୁଷ ବରିଷ୍ଠ ଚୟନ କମିଟିର ବୈଠକ ଦିଲ୍ଲୀରେ ସୋମବାର ଅର୍ଥାତ୍‌ ଅଗଷ୍ଟ ୨୧ରେ ବସିବ। ଏହାର ପ୍ରମୁଖ ଖେଳାଳିଙ୍କ ଆଘାତ ଚିନ୍ତା ମଧ୍ୟରେ ଏସିଆ କପ ଏବଂ ବିଶ୍ୱକପ ପାଇଁ ଭାରତୀୟ ଦଳ ଏ…

ଆଇସିସି ଓକିଲ, ବ୍ରିଟେନର ମନ୍ତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୯।୮: ରୁଷିଆ ଶୁକ୍ରବାର ଅନ୍ତର୍ଜାତୀୟ ଅପରାଧିକ କୋର୍ଟ (ଆଇସିସି) ଓକିଲ ଏବଂ ବ୍ରିଟେନର ମନ୍ତ୍ରୀଙ୍କ ଉପରେ ନୂତନ ପ୍ରତିବନ୍ଧକ ଘୋଷଣା କରିଛି। ପ୍ରକୃତରେ, ଆଇସିସି ଓକିଲ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଗିରଫ କରିବାକୁ ଦାବି କରିଥିଲେ ଏବଂ ବ୍ରିଟେନର ମନ୍ତ୍ରୀମାନେ ୟୁକ୍ରେନ…

ରାଜସ୍ଥାନ ନିର୍ବାଚନ: ଭାଜପାର ୪୫ ବିଧାୟକଙ୍କର କଟିବ ଟିକେଟ, ୫୦ରୁ ଅଧିକ ନୂଆ ପ୍ରାର୍ଥୀ ଦେବ କଂଗ୍ରେସ

ଜୟପୁର,୧୯।୮: ରାଜସ୍ଥାନରେ ଏଥର କଂଗ୍ରେସ ଭାଜପାର ଗୁଜରାଟ ମଡେଲରେ ନିର୍ବାଚନ ଲଢିବାକୁ ଯୋଜନା କରୁଛି। ଏହା ଅଧୀନରେ କଂଗ୍ରେସ ଅଧଡଜନ ମନ୍ତ୍ରୀଙ୍କ ସମେତ ୪୦ ରୁ ୪୫ ବିଧାୟକଙ୍କ ପାଇଁ ଟିକେଟ କାଟିବାକୁ ପ୍ରସ୍ତୁତ ହେଉଛି। ୫୦ରୁ ଅଧିକ ଆସନରେ ନୂଆ…

ଥମୁନି ଇମ୍ରାନ୍‌ଙ୍କ ସମସ୍ୟା, ଗୋପନୀୟତା ଅଧିନିୟମ ଅଧିନରେ ମାମଲା ରୁଜୁ, ହୋଇପାରେ ମୃତ୍ୟୁଦଣ୍ଡ

ଇସଲାମାବାଦ,୧୯।୮: ସାଇଫର ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଅଧିକାରୀ ଗୋପନୀୟତା ଅଧିନିୟମ ୧୯୨୩ ଅଧିନରେ ମାମଲା ରୁଜୁ ହୋଇଛି। ଫେଡେରାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏଫଆଇଏ) ର ଆତଙ୍କବାଦ ନିରୋଧୀ ଶାଖା ପାକିସ୍ତାନ ତେହେରିକ-ଇ-ଇନସାଫ ଚେୟାରମ୍ୟାନ୍‌ଙ୍କ ବିରୋଧରେ ଏକ ମାମଲା…

ତାଇୱାନ ଉପରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ଅସନ୍ତୋଷ ପ୍ରକାଶ କଲା ଚାଇନା, ଶିକ୍ଷା ଦେବା ପାଇଁ କଲା ସାମରିକ ଅଭ୍ୟାସ

ବେଜିଂ,୧୯।୮: ତାଇୱାନର ଉପରାଷ୍ଟ୍ରପତି ୱିଲିୟମ ଲାଇଙ୍କ ଆମେରିକା ଗସ୍ତରେ ଚାଇନା ଅସନ୍ତୋଷ ପ୍ରକାଶ କରିଛି। ଶନିବାର ତାଇୱାନରେ ଚାଇନା ସାମରିକ ଅଭ୍ୟାସ ଦେଖିବାକୁ ମିଳିଛି। ବିଚ୍ଛିନ୍ନତାବାଦୀ ବାହିନୀ ପାଇଁ ଏହା ଏକ ଗୁରୁତର ଚେତାବନୀ ବୋଲି ଚାଇନା ପ୍ରତିକ୍ରିୟା ପ୍ରକାଶ କରିଛି।…

କାନ୍ସ ସ୍କ୍ରିନିଂ ପାଇଁ ଜେଲ ଯାଇଥିବା ଇରାନୀ ନିର୍ଦ୍ଦେଶକଙ୍କୁ ସମର୍ଥନ କଲେ ମାର୍ଟିନ ସ୍କୋର୍ସେସ

ତେହେରାନ,୧୯।୮: ଆମେରୀକି-ଇଟାଲିୟନ ଫିଲ୍ମ ନିର୍ଦ୍ଦେଶକ ମାର୍ଟିନ ସ୍କୋର୍ସେସ ନାମୀ ଇରାନୀ ନିର୍ଦ୍ଦେଶକ ସଇଦ ରୁଷ୍ଟେଙ୍କୁ ସମର୍ଥନ କରିଛନ୍ତି, ଯାହାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ତାଙ୍କ ମୁଭି ‘ଲିଲାଜ ବ୍ରଦର୍ସ’ର ଅନଧିକୃତ ସ୍କ୍ରିନିଂ ପାଇଁ ୬ ମାସ ଜେଲ ଦଣ୍ଡ ହୋଇଥିଲା। ଏହାର…

ନିର୍ବାଚନ ପାଇଁ ଆଜି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ, ପ୍ରାର୍ଥୀଙ୍କ ନାଁ ଉପରେ ମନ୍ଥନ କରିବେ ଗେହଲଟ-ପାଇଲଟ

ଜୟପୁର,୧୯।୮: ରାଜସ୍ଥାନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଗଠିତ କଂଗ୍ରେସର ‘ପ୍ରଦେଶ ନିର୍ବାଚନ କମିଟି’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶନିବାର ଜୟପୁରରେ ଅନୁଷ୍ଠିତ ହେବ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ସଭାପତି ଗୋବିନ୍ଦ ସିଂ ଡୋଟାସରା, ସଚିନ ପାଇଲଟ ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri