Home Left

ମଇଦାନକୁ କେବେ ଫେରିବେ ପନ୍ତ, ଅପଡେଟ୍‌ ଦେଲେ ରୋହିତ

ନୂଆଦିଲ୍ଲୀ,୨୧।୮: ବିସିସିଆଇ ଶେଷରେ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ୧୭ ଜଣିଆ ଦଳ ଘୋଷଣା କରି ପ୍ରଶଂସକଙ୍କ ଅପେକ୍ଷା ଶେଷ କରିଛି। ଦଳର ଘୋଷଣା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ…

ସଭାସ୍ଥଳ ସୁରକ୍ଷା ଅନୁଧ୍ୟାନ କଲେ ଏସ୍‌ପି

ଭଞ୍ଜନଗର,୨୧ା୮(ବାବୁଲା ପ୍ରଧାନ): ୫-ଟି ସଚିବ ଭି.କେ.ପାଣ୍ଡିୟାନ ଆସନ୍ତା ୨୫ ତାରିଖରୁ ୩ ଦିନିଆ ଗଞ୍ଜାମ ଜିଲା ଗସ୍ତରେ ଆସିବେ। ଏଥିପାଇଁ ପ୍ରଶାସନ ଏବଂ ପୋଲିସ ପକ୍ଷରୁ ପ୍ରସ୍ତୁତି ତ୍ୱରାନ୍ବିତ କରାଯାଉଛି। ୫-ଟି ସଚିବଙ୍କ ଗସ୍ତ କିଭଳି ସଫଳ ହେବ ସେଥିପାଇଁ ଦାୟିତ୍ୱରେ…

ସ୍ତ୍ରୀଙ୍କୁ ବଳି ଦେଲେ ସ୍ବାମୀ, ଶ୍ମଶାନରୁ ମୃତଦେହ ଜବତ କଲା ପୋଲିସ

ଲୋଇସିଂହା,୨୧ା୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଚମାରପଡ଼ାର ଜଣେ ତନ୍ତ୍ର ସାଧକ ମକାରୁ ମେହେର (୪୦) ତାଙ୍କ ସ୍ତ୍ରୀ ଜାନକୀ (୩୫)ଙ୍କୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତଦେହ ପଚି ବନ୍ଧ ଘରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ଏହା…

ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇଲେ ଗ୍ରାମବାସୀ

ମୋରଡ଼ା,୨୧ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଭାଲିଆଡିହା ପଞ୍ଚାୟତର ଡାକୋଇ ଅଙ୍ଗନଓ୍ବାଡି କେନ୍ଦ୍ରରେ ସୋମବାର ଗ୍ରାମର ମହିଳାମାନେ ତାଲା ପକାଇଛନ୍ତି। ସୂଚନା ଅନୁଯାୟୀ, ଆଜକୁ ପ୍ରାୟ ଏକ ବର୍ଷ ତଳେ ଉକ୍ତ ଅଙ୍ଗନଓ୍ବାଡି କେନ୍ଦ୍ରରେ ସହାୟିକା ନିଯୁକ୍ତି ପାଇଁ…

ଜିଆର୍‌ଏସ୍‌ଙ୍କୁ ମାଡ଼ ପ୍ରତିବାଦ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବାଉରୀପଦା ପଞ୍ଚାୟତ ଗ୍ରାମ ରୋଜଗାର ସେବକ(ଜିଆର୍‌ଏସ୍‌)ଙ୍କୁ ମାଡ଼ ପ୍ରତିବାଦରେ ମଙ୍ଗଳବାର ସଦର ବ୍ଲକର ସମସ୍ତ ଜିଆର୍‌ଏସ୍‌ ଧାରଣାରେ ବସିଛନ୍ତି। ଏହି ପରିପ୍ରେକ୍ଷୀରେ ହାଟଡିହି, ଘଷିପୁରା ଏବଂ ଝୁମ୍ପୁରା ବ୍ଲକର ଜିଆର୍‌ଏସ୍‌…

ନାବାଳିକା ବଳାତ୍କାର ଅଭିଯୋଗରେ ଡେପୁଟି ଡାଇରେକ୍ଟର ଗିରଫ, ଆତିଶି କହିଲେ କେବେ ନ ଥିଲେ ମୋ ଓଏସଡି

ନୂଆଦିଲ୍ଲୀ,୨୧।୮: ନାବାଳିକା ବଳାତ୍କାର ମାମଲାରେ ଦିଲ୍ଲୀ ପୋଲିସ ଦିଲ୍ଲୀ ସରକାରଙ୍କ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ମାମଲା ସାମ୍ନାକୁ ଆସିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ସୋମବାର…

ବସ୍ତାରେ ରଖି ଶିଶୁଙ୍କୁ ଅପହରଣ କରୁଥିବା ଭାରତୀୟ ନେପାଳରୁ ଗିରଫ

କାଠମାଣ୍ଡୁ,୨୧।୮: ଦୁଇ ଶିଶୁ ଅପହରଣ ଅଭିଯୋଗରେ ନେପାଳରେ ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଯୁବକ ପିଲାମାନଙ୍କୁ ଅଖା ଭିତରେ ନେଇ ଯାଉଥିଲେ କିନ୍ତୁ ପିଲାମାନଙ୍କ କୋଳାହଳ ଯୋଗୁଁ ସେ ଧରାପଡିଥିଲେ। ବର୍ତ୍ତମାନ ନେପାଳ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରିବାରେ…

ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ ମାମଲା ଗୁଡିକର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ, ହାଜର କରାଗଲା କୁରୈଶିଙ୍କୁ

ଇସଲାମାବାଦ,୨୧।୮: ପାକିସ୍ତାନ ସରକାର ସୋମବାର ଅଫିସିଆଲ ସିକ୍ରେଟ ଆକ୍ଟ ଅନୁଯାୟୀ କରାଯାଇଥିବା ମାମଲାର ଶୁଣାଣି ପାଇଁ ଏକ ବିଶେଷ କୋର୍ଟର ସ୍ଥାପନା କରାଯାଇଛି। ଏହାସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସହଯୋଗୀ ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରୈଶିଙ୍କୁ…

ମୋଦି ସରକାରଙ୍କୁ ଟାର୍ଗେଟ କଲେ ମମତା,‘ ଆମେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ’

କୋଲକାତା,୨୧।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।  ମମତା କହିଛନ୍ତି ଯେ, ଆମେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ।  ମୁଁ ଧର୍ମ ଆଧାରରେ କୌଣସି ପ୍ରକାରର…

୨ ସେପ୍ଟେମ୍ବରରେ ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳିବେନି ରାହୁଲ

ନୂଆଦିଲ୍ଲୀ,୨୧।୮: ୨୦୨୩ ଏସିଆ କପ ପାଇଁ ବିସିସିଆଇ ୧୮ ସଦସ୍ୟ ବିଶିଷ୍ଟ ଟିମ ଇଣ୍ଡିଆ ଘୋଷଣା କରିଛି। ମୁଖ୍ୟ ଦଳରେ ୧୭ ଖେଳାଳିଙ୍କୁ ଚୟନ କରାଯାଇଛି । ଏହି ସମୟରେ ସଞ୍ଜୁ ସାମସନ ଦଳ ସହିତ ୧୮ ତମ ଖେଳାଳି (ବ୍ୟାକ…

ବିନା ପଢ଼ାରେ ଛାତ୍ରଙ୍କ ପରୀକ୍ଷା: ପ୍ରଶ୍ନର ଉତ୍ତର ଜାଗାରେ ଟଙ୍କାରେ ଭରିଦେଲେ ପରୀକ୍ଷାଖାତା

ଯେତେବେଳେ ଯେକୌଣି କାର୍ଯ୍ୟ ସହଜରେ ହୋଇପାରେ ନାହିଁ ସେତେବେଳେ ଲାଞ୍ଚ ଦେଇ ଏହାକୁ ସହଜରେ କରିବା ପାଇଁ ଚେଷ୍ଟା କରାଯାଇଥାଏ। ଏହି କାରଣରୁ ଲୋକମାନେ ଲାଞ୍ଚ ଦେବାକୁ ମଧ୍ୟ ଦ୍ୱିଧା କରନ୍ତି ନାହିଁ। ବୟସ୍କ ଏବଂ ପିଲାମାନେ ମଧ୍ୟ ଜାଣନ୍ତି ଯେ,…

ପଙ୍କଜ ତ୍ରିପାଠୀଙ୍କ ବାପାଙ୍କ ପରଲୋକ

ମୁମ୍ବାଇ: ‘ଓଏମ୍‌ଜି-୨’ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ବାପା ବନାରସ ତ୍ରିପାଠୀଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା। ବାପାଙ୍କ ମୃତ୍ୟୁକୁ ନେଇ ଅଭିନେତା ଭାଙ୍ଗିପଡିଛନ୍ତି। ବିହାରର ପୈତୃକ ଗାଁ ବଲସଣ୍ଡରେ ଅଭିନେତାଙ୍କ ବାପା ବନାରସ ତ୍ରିପାଠୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri