ବଳଦର ମୃତ୍ୟୁ ପରେ ହିନ୍ଦୁ ପରମ୍ପରାରେ ଅନ୍ତିମ ସଂସ୍କାର କଲେ କୃଷକ, କହିଲେ ବଡ଼ କାରଣ
ପଶୁମାନେ ମନୁଷ୍ୟର ଭାବନାକୁ ସହଜରେ ବୁଝିପାରନ୍ତି। ସେଥିପାଇଁ ସେମାନେ ମଣିଷର ବନ୍ଧୁ ହୁଅନ୍ତି। ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଏହି ବନ୍ଧୁତା ବଜାୟ ରଖନ୍ତି। ଜୁନାଗଡ଼ର ବିସାବଦରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିସାବଦରର ଜଣେ କୃଷକ ତାଙ୍କ ବଳଦକୁ…
ଗୋରୁ ବୋଝେଇ ଭ୍ୟାନ୍ ପୋଡ଼ି ଦେଲେ
ସୁନ୍ଦରଗଡ଼,୭ା୧୨(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅଧୀନ ଜୁଲୁମବାହାଲ ଗ୍ରାମ ପଞ୍ଚାୟତର ବେହେରାମୁଣ୍ଡାଠାରେ ଏକ ଗୋରୁ ବୋଝେଇ ଭ୍ୟାନ୍କୁ ନିଆଁ ଲଗାଇ ପୋଡି ଦିଆଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଓଡି ୧୬ ବି ୨୩୯୫ ନମ୍ବର ବିଶିଷ୍ଟ…
ମଦଭାଟିରୁ ବାହାରିଲାଣି ୨୦୦କୋଟିରୁ ଉର୍ଦ୍ଧ୍ୱ ଟଙ୍କା: ଗଣିବାକୁ ଲାଗିବ ଆହୁରି ୩ରୁ ୪ ଦିନ
ବଲାଙ୍ଗୀର, ୭ା୧୨ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହରର ମଦଭାଟିରୁ ୨୦୦ କୋଟିରୁ ଉର୍ଦ୍ଧ୍ୱ ନଗଦ ଟଙ୍କା ଆୟକର ବିଭାଗ ଜବତ କରିବା ଘଟଣା ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଛି। ମଦଭାଟିକୁ ଏତେ ପରିମାଣର ଟଙ୍କା କୁଆଡୁ ଆସିଲା ତାକୁ ନେଇ…
ଆଜିଠାରୁ କୁଚ୍ ବିହାର ଟ୍ରଫି କ୍ରିକେଟ୍
ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ର କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ୧୧ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏବଂ ହାଇଦ୍ରାବାଦ ମଧ୍ୟରେ ୧୯ବର୍ଷରୁ କମ୍ କୁଚ୍ ବିହାର ଟ୍ରଫି କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ଏବଂ କ୍ରୀଷ୍ଣା ବିକାଶ ଗ୍ରୁପ…
୨୨୦ କୋଟି ଟଙ୍କାର କୋକେନ୍ ଜବତ ମାମଲା: ଜାହାଜକୁ ପିଆଇସିଟି ବର୍ଥରୁ ସାଉଥ କେ ସ୍ଥାନାନ୍ତର
ପାରାଦୀପ,୭।୧୨(ଶରତ ରାଉତ): ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ ‘ଏମ୍ଭି ଦେବୀ’ରୁ ୨୨୦ କୋଟି ଟଙ୍କାର କୋକେନ୍ ଜବତ ଘଟଣା କ୍ରମଶଃ ଜଟିଳ ହେଉଛି। ଗୁରୁବାର ଉକ୍ତ ଜାହାଜ ପିଆଇସିଟି(ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରୁ ପାରାଦୀପ ବନ୍ଦର ସାଉଥ କେ…
ଟିମ ଇଣ୍ଡିଆକୁ ଫେରିବାକୁ କସରତ କରୁଛନ୍ତି ପାଣ୍ଡ୍ୟା
ନୂଆଦିଲ୍ଲୀ,୭।୧୨: ଏବେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳ ବାହାରେ ଅଛନ୍ତି। ୨୦୨୩ ବିଶ୍ୱକପରେ ଏହି ଷ୍ଟାର ଅଲରାଉଣ୍ଡର ଆହତ ହୋଇଥିଲେ, ଯାହା ପରେ ସେ ଦଳକୁ ଫେରିପାରିନଥିଲେ। ବର୍ତ୍ତମାନ ହାର୍ଦ୍ଦିକ ପ୍ରତ୍ୟାବର୍ତ୍ତନ ପାଇଁ କଠିନ ପରିଶ୍ରମ କରୁଥିବା ଦେଖାଯାଉଛି। ଖବର…
ବର ଶୋଭଯାତ୍ରା ପୂର୍ବରୁ ଅଘଟଣ: ପେଟ୍ରୋଲ ନିଆଁରେ ୩ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ
ପଟ୍ଟାମୁଣ୍ଡାଇ, ୭ା୧୨ (କଳ୍ପତରୁ ନାୟକ): ବାହାଘର ପାଇଁ ବନ୍ଧୁବାନ୍ଧବ ଆସି ଘରେ ପହଞ୍ଚତ୍ ସାରିଥିଲେ। ବରକୁ ନେଇ ବରଯାତ୍ରୀ କନ୍ୟାଘରକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଏଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏକ ଅଭାବନୀୟ ଘଟଣା ବହୁ ଓଲଟପାଲଟ କରିଦେଇଥିଲା। ବରଯାତ୍ରୀଙ୍କ ଗାଡ଼ିରେ…
ଅଟୋ ଚଳାଇଲେ ଦିବ୍ୟଶଙ୍କର
ଭବାନୀପାଟଣା,୭।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ହେଲିକେପ୍ଟର, ଉଡାଜାହାଜ ଚଳାଇବା କଥା ସମସ୍ତେ ଜାଣନ୍ତି। ହେଲେ ସେ ଅଟୋରିକ୍ସା ଚଳାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜୁନାଗଡ ବ୍ଲକ ତଲଜାରିଙ୍ଗ ଠାରେ ନିର୍ମାଣ…
ନରେନ୍ଦ୍ର ସିଂ ତୋମାରଙ୍କ ସ୍ଥାନରେ ଅର୍ଜୁନ ମୁଣ୍ଡାଙ୍କୁ ମିଳିଲା କୃଷି ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୭।୧୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଏବଂ ରେଣୁକା ସିଂ ସାରୁତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।…
ଟସ୍ରେ କଏନ ବଦଳେ ପଡିଲା ବ୍ୟାଟ, ଦେଖନ୍ତୁ ଭିଡିଓ
କାନବେରା,୭।୧୨: ଡିସେମ୍ବର ୭ ଗୁରୁବାରଠାରୁ ବିଗ ବ୍ୟାସ ଲିଗର ନୂଆ ସିଜନ ଆରମ୍ଭ ହୋଇଥିଲା। ଅଷ୍ଟ୍ରେଲିଆର ଟି -୨୦ ଫ୍ରାଞ୍ଚାଇଜ ଲିଗ ମେଲବୋର୍ଣ୍ଣ ଷ୍ଟାର୍ସ ଏବଂ ବ୍ରିସବେନ ହିଟ ମଧ୍ୟରେ ମ୍ୟାଚ ସହିତ ଚମତ୍କାର ଓପନିଂ କରିଥିଲା। ଏଠାରେ, ମ୍ୟାଚ ପୂର୍ବରୁ…
ଅତିଥିଙ୍କ ଦେହରେ ଅଇଁଠା ପ୍ଲେଟ୍ ବାଜିବାରୁ ଓ୍ବେଟରଙ୍କୁ ପିଟିପିଟି ହତ୍ୟା: ୩ ଅଭିଯୁକ୍ତ ଚିହ୍ନଟ
ଗାଜିଆବାଦ,୭ା୧୨: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଅଇଁଠା ପ୍ଲେଟ୍ ଥିବା ଏକ ଟ୍ରେ ଅତିଥିମାନଙ୍କ ଦେହରେ ବାଯିବାରୁ ଜଣେ ୨୬ ବର୍ଷୀୟ ଓ୍ବେଟରଙ୍କୁ ପିଟିପିଟି ହତ୍ୟା କରାଯାଇଛି। ନଭେମ୍ବର ୧୭ ତାରିଖ ସନ୍ଧ୍ୟାରେ ଗାଜିଆବାଦର ପୁଷ୍ଟ ରୋଡରେ ଥିବା…
‘ତୁମେ ଅହଂକାରୀ, କ୍ଲାସଲେସ ବ୍ୟକ୍ତି’, ଗମ୍ଭୀରଙ୍କ ପୋଷ୍ଟକୁ ନେଇ ରାଗିଲେ ଶ୍ରୀସନ୍ଥ
ନୂଆଦିଲ୍ଲୀ,୭।୧୨: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଓ ଶ୍ରୀସନ୍ଥଙ୍କ ବିବାଦ କମିବାର ନାଁ ନେଉନି। ବୁଧବାର ଲିଜେଣ୍ଡସ୍ ଲିଗ କ୍ରିକେଟ ମ୍ୟାଚ ସମୟରେ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ସୋସିଆଲ ମିଡିଆରେ ଜାରି ରହିଛି। କେବେ ଶ୍ରୀସନ୍ଥ…

