‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’
କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା ବାନାର୍ଜୀ) ବିରୋଧୀ ମେଣ୍ଟ ଇଣ୍ଡିଆର ଅଂଶ କିନ୍ତୁ ଇଣ୍ଡିଆ ଆପଣଙ୍କ ସହ ନାହିଁ। ଦେଶ…
ସହାୟତା ଅପେକ୍ଷାରେ ଶିଶୁପୁତ୍ର ରିତେଶ
କାମାକ୍ଷାନଗର,୨୨।୮(ସୁଧୀର କୁମାର ପରିଡା): ବୟସ ମାତ୍ର ଦେଢବର୍ଷ। ହେଲେ ଖରାପ ହୋଇଯାଇଛି ୨ କିଡ୍ନୀ। ଫଳରେ ଶିଶୁପୁତ୍ର ରିତେଶକୁ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅରଖପାଳ ପଞ୍ଚାୟତ ଖୁରୁଶିଆ ଗ୍ରାମର ହେମନ୍ତ କୁମାର ସେଠୀ ଓ…
ମଝି ଆକାଶରେ ଅସୁସ୍ଥ ହେଲେ ଯାତ୍ରୀ,ବିମାନର ଜରୁରୀ ଅବତରଣ ସତ୍ତ୍ୱେ ବଞ୍ଚିପାରିଲାନି ଜୀବନ
ମୁମ୍ବାଇ,୨୨।୮: ମୁମ୍ବାଇରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ୬୨ବର୍ଷୀୟ ଯାତ୍ରୀଙ୍କର ମଝି ଆକାଶରେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ଏପରିକି ଯାତ୍ରୀ ଜଣଙ୍କ ରକ୍ତ ବାନ୍ତି କରିବା ପରେ ନାଗପୁରର ବାବାସାହେବ ଆମ୍ବେଦକର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ବିମାନକୁ…
ସୁରକ୍ଷାବାହିନୀକୁ ବଡ଼ ସଫଳତା: ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି। ପୁଞ୍ଚର ବାଲାକୋଟ ସେକ୍ଟରରେ ଏଲଓସି ନିକଟରେ ଆତଙ୍କବାଦୀ ପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷା ବାହିନୀ। ସତର୍କ ସୁରକ୍ଷା ବାହିନୀ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ନିକଟରୁ…
ଗଛ ତଳେ ମୋବାଇଲ ଧରି ପଢୁଛନ୍ତି ବିଦ୍ୟାର୍ଥୀ
ଧରାକୋଟ,୨୨ା୮(ବିଷ୍ଣୁ କେଶରୀ ଆଚର୍ଯ୍ୟ): ଧରାକୋଟ ଅଞ୍ଚଳରେ ନେଟ ୱାର୍କ ସମସ୍ୟା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପହଞ୍ଚିଛି। ଗାଁ ଗାଁ ରେ ମୋବାଇଲ ସମସ୍ୟାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପିଲାମାନେ ଗଛ ତଳେ ବସି ମୋବାଇଲ ଧରି…
ପୁଅ ଅଭିଷେକଙ୍କୁ ସାଙ୍ଗ ଭାବନ୍ତି ବିଗ୍ ବି
ଟିଭିର ସବୁଠାରୁ ଲୋକପ୍ରିୟ କୁଇଜ ଶୋ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ପ୍ରତିଯୋଗୀ ହୋଷ୍ଟ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ଲକ୍ଷ ଲକ୍ଷ ଟଙ୍କା ଜିତିଛନ୍ତି। ଏଥିସହିତ ଶୋ’ରେ ବିଗ…
ବିପଦ ସାଜିଛି ଦାସିଙ୍ଗବାଡ଼ି, ଶ୍ରାନିକେତା ଘାଟି
ଦାରିଙ୍ଗବାଡି ୨୨ା୮(ଅରୁଣ ସାହୁ ): ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ଘାଟି ରାସ୍ତା ଏବେ ବିପଦପୂର୍ଣ୍ଣ ହୋଇଛି। ବାରମ୍ବାର ବର୍ଷା ଯୋଗୁ ଚଳିତବର୍ଷ ଶ୍ରାନିକେତାର ଜାତୀୟରାଜପଥ ଘାଟି ରାସ୍ତାରେ ଭୂସ୍ଖଳନ ହେବା ଭୟ ଲୋକଙ୍କୁ ଆତଙ୍କିତ କରୁଛି। ଚଳିତବର୍ଷ ଉକ୍ତ ଘାଟିରେ…
ଇଙ୍ଗିନାଠି ସୋସାଇଟିରେ ୨ କୋଟି ଠକେଇ ଅଭିଯୋଗ
ଭଞ୍ଜନଗର,୨୨ା୮(ବାବୁଲା ପ୍ରଧାନ): ବେଲଗୁଣ୍ଠା ବ୍ଲକ ଇଙ୍ଗିନାଠି ସେବା ସମବାୟ ସମିତି (ସୋସାଇଟି)ରେ ଜମାକାରୀଙ୍କ ନାମରେ ପ୍ରାୟ ୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ସମ୍ପୃକ୍ତ ପଞ୍ଚାୟତର ଚାଷୀମାନେ ଭଞ୍ଜନଗର ଜନଶୁଣାଣି ଶିବିରକୁ ଆସିଥିବା ଗଞ୍ଜାମ ଏସପି…
କୋହଲି-ପାଣ୍ଡ୍ୟାଙ୍କ କ୍ଲବରେ ବୁମ୍ରା
ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳ ବର୍ତ୍ତମାନ ଆୟର୍ଲାଣ୍ଡ ଗସ୍ତରେ ଅଛି। ଏଠାରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳୁଛି ଭାରତ। ଏହି ସିରିଜର ପ୍ରଥମ ୨ ମ୍ୟାଚରେ ଟିମ ଇଣ୍ଡିଆ ସହଜରେ ୨-୦ ଅଗ୍ରଣୀ ହାସଲ କରିଛି। ବର୍ତ୍ତମାନ ଦଳ ଅଧିନାୟକ…
ଆଦର୍ଶ ବିବାହ: ଭିନ୍ନକ୍ଷମ ଅଲେଖଙ୍କ ଆଖି ହେବେ ଦମୟନ୍ତୀ
କେନ୍ଦ୍ରାପଡ଼ା, ୨୨ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଚକ ରଘୁନାଥପୁର ଗ୍ରାମର ଦୃଷ୍ଟିବାଧିତ ଭିନ୍ନକ୍ଷମ ଯୁବକ ଅଲେଖ ଚନ୍ଦ୍ର ଜେନାଙ୍କ ସହିତ ସହରର ଅଯୋଦ୍ଧାନଗରସ୍ଥିତ ଆଂଶିକ ଭିନ୍ନକ୍ଷମ ଯୁବତୀ ଦମୟନ୍ତୀ ନାୟକଙ୍କ ସୋମବାର ବିବାହ ହୋଇଛି। ଜିଲା ସାମାଜିକ ସୁରକ୍ଷା…
ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା ୨୫ଶହ ଛୁଇଁବ
ଭୁବନେଶ୍ୱର,୨୨।୮(ଅଭିଜିତ ଦାସ):ରାଜ୍ୟରେ ଦିନକୁ ଦିନ ଡେଙ୍ଗୁ ବ୍ୟାପୀ ଚାଲିଥିବାବେଳେ ସ୍ଥିତି ବିଗିଡିବାରେ ଲାଗିଛି। ଇତିମଧ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୨୫ଶହ ମୁହାଁ ହୋଇଛି। ଗତ ୨୦ ତାରିଖ ସୁଦ୍ଧା ରାଜ୍ୟରେ ୩୬ ହଜାର ୫୦୦ ରକ୍ତ ନମୁନା ପରୀକ୍ଷା କରାଯାଇଥିବାବେଳେ ୨…
କୋରାପୁଟ କଫିକୁ ଇନ୍ଷ୍ଟାଣ୍ଟ ମାନ୍ୟତା
କୋରାପୁଟ,୨୨ା୮(ଅମିତାଭ ବେହେରା):କୋରାପୁଟ ଇନ୍ଷ୍ଟାଣ୍ଟ କଫିକୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିବାରୁ କୋରାପୁଟ କଫି ଚାଷୀ ଓ କୋରାପୁଟ ଜିଲାବାସୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଛି ା ପ୍ରତିଷ୍ଠିତ ବ୍ରାଣ୍ଡ ନେସକାଫେ ଓ ବ୍ରୁ କଫି ଭଳି କୋରାପୁଟ କଫିକୁ ଇନ୍ଷ୍ଟାଣ୍ଟ…
Archives


